Home

ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୯ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଧୀରେ ଧୀରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବାରେ ଲାଗିଛି। ସୋମବାରଠାରୁ ରାଜ୍ୟରେ ଥିବା ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଇଞ୍ଜିନିୟରିଂ, ଡିପ୍ଲୋମା, ପଲିଟେକ୍ନିକ…

ମୃତ୍ୟୁରେ ଲାଗୁନି ବ୍ରେକ୍‌: ଆଜି ପୁଣି ୬୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୯ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ହେଁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ପୁଣି ଆଉ ୬୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ…

ଖସିଲା କରୋନା ଗ୍ରାଫ୍‌: ଆଜି ହଜାରେ ତଳେ ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୯ା୮(ବ୍ୟୁରୋ): ଦୀର୍ଘଦିନ ପରେ ରାଜ୍ୟରେ ୧୦୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ସୋମବାର ରାଜ୍ୟରୁ ୮୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୮୭,୯୫୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ…

ଏହି ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ ଦର୍ଶକଙ୍କ ହୃଦୟରେ ଲଗାଇଲା ନିଆଁ

ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ମୋନାଲିସା ନିଜର ଗ୍ଲାମରକୁ ନେଇ ବେଶ୍‌ ପରିଚିତ। ଏମିତିରେ ସେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଭିଡିଓ ଏବଂ ଫଟୋ ଶେୟାର କରିଥାନ୍ତି। ଦର୍ଶକେ…

ନୂଆ ସଂସ୍କୃତି ଆପଣାଅ: ବେଦାନ୍ତ

ଯାଜପୁର ଅଫିସ,୯ା୮(ହର୍ଷବର୍ଦ୍ଧନ ବେହେରା): ଅର୍ଥ ବଳରେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ହାତରେ ରଖି କିଭଳି ଲୋକଙ୍କୁ ଦମନ କରାଯାଇପାରୁଛି ତାହାର ପଦ୍ଧତି ନିକଟରେ ବେଦାନ୍ତ କମ୍ପାନୀର ଏକ ଆଭ୍ୟନ୍ତରୀଣ ଇ-ମେଲ୍‌୍‌ରୁ ଜଣାପଡ଼ିଥିଲା। ୨୦୨୦ ନଭେମ୍ବର ୧୩ରେ ଫାକର ଓସ୍ତପାଳ ଖଣିର ସିନିୟର…

ଆଜି ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର, ୯।୮(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭର୍ଚୁଆଲରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି…

ଯୁବତୀ-ଯୁବକଙ୍କ ଝଗଡ଼ା ସମାଧାନ କରିବାକୁ ଯାଇଥିଲେ ଜଣେ ବ୍ୟକ୍ତି, କାନ କାମୁଡ଼ି ଛିଡ଼ାଇ ଦେଲେ

ଓ୍ବାଶିଂଟନ,୯ା୮: ଆମେରିକା ପୋର୍ଟ ସେଣ୍ଟ୍‌ ଲୁସିରେ ଜଣେ ଯୁବକ ଯାହା କରିଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ। ୩୫ ବର୍ଷୀୟ ଜେମ୍ସ ଲେନ୍‌ ଓ୍ବିଲିୟମ୍ସ ନାମକ ଜଣେ ଯୁବକଙ୍କ ଉପରେ ଜଣେ ବ୍ୟକ୍ତିଙ୍କ କାନ କାମୁଡ଼ି ଛିଡ଼ାଇ ଦେବା ପରି ଅଭିଯୋଗ ହୋଇଛି।…

ସ୍ତ୍ରୀଙ୍କୁ ଅପେକ୍ଷା କରି କରି ବାସନ ମାଜିଲେ ସ୍ବାମୀ, ତଥାପି ପଡିଲା ଗାଳି

ସ୍ବାମୀ-ସ୍ତ୍ରୀ ସମ୍ପର୍କ ସ୍ବତନ୍ତ୍ର ହୋଇଥାଏ। ସେମାନଙ୍କ ମଧ୍ୟ ଛୋଟ-ବଡ ଝଗଡା ହେଲେ ମଧ୍ୟ ପରସ୍ପରକୁ ବୁଝଇ ଉଭୟ ସଂସାର ରଥ ଆଗକୁ ନେଇଛନ୍ତି। ସୋସିଆଲ ମିଡିଆରେ ଏହିପରି ଅନେକ ଦମ୍ପତିଙ୍କ ଭିଡିଓ ଭାଇରାଲ ହୁଏ। ନିକଟରେ ଇନଷ୍ଟାଗ୍ରାମରେ ଏକ ଦମ୍ପତିଙ୍କର ଏକ…

ହ୍ବାଟ୍‌ସଆପ୍‌ରେ କେମିତି ପାଇବେ କରୋନା ସାର୍ଟିଫିକେଟ୍‌

ନୂଆଦିଲ୍ଲୀ,୮।୮: କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଯେଉଁମାନେ କରୋନା ଟିକା ନେଇଛନ୍ତି, ସେମାନେ ହ୍ବାଟସ୍‌ଆପ୍‌ ମାଧ୍ୟମରେ ସହଜରେ ସାର୍ଟିଫିକେଟ ପାଇପାରିବେ। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ କାର୍ଯ୍ୟାଳୟ ଟୁଇଟ କରି କୁହାଯାଇଛି।…

କାନ୍ଥରେ ଲେଖାଯାଉଛି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ

ଲକ୍ଷ୍ନୌ,୮।୮: ଉତ୍ତର ପ୍ରଦେଶର ବାରାଣାସୀର ସିଗ୍ରା ପୋଲିସ ଷ୍ଟେଶନ ପରିସରରେ ଥିବା କାନ୍ଥରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଲେଖାଯାଇଛି। ଏହି ଘଟଣାରେ ସିଗ୍ରା ପୋଲିସ ୫ ଜଣ ଯୁବକଙ୍କୁ ଗିରଫ କରିଛି। ସିଗ୍ରା ପୋଲିସ ଷ୍ଟେଶନ ପରିସରରେ ଥିବା…

ରାଜ୍ୟଗୁଡିକୁ ଗୃହ ମନ୍ତ୍ରଣାଳୟର ଚିଠି: ପ୍ଲାଷ୍ଟିକ ତ୍ରିରଙ୍ଗା ବ୍ୟବହାର ବନ୍ଦ କରାଯାଉ

ନୂଆଦିଲ୍ଲୀ,୮।୮:ସ୍ବାଧୀନତା ଦିବସ ପୂର୍ବରୁ ପ୍ଲାଷ୍ଟିକରେ ପ୍ରସ୍ତୁତ ତ୍ରିରଙ୍ଗା ବ୍ୟବହାରକୁ ଅନୁମତି ନ ଦେବାକୁ କେନ୍ଦ୍ର ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛି। ଲୋକମାନେ ପ୍ଲାଷ୍ଟିକର ଜାତୀୟ ପତାକା ବ୍ୟବହାର ନ କରିବାକୁ କେନ୍ଦ୍ର କହିଛି। କାରଣ ଅଣ-ଜୈବ ବସ୍ତୁଗୁଡିକରେ ନିର୍ମିତ ଆଇଟମଗୁଡିକର ସଠିକ ନିଷ୍କାସନ…

ଗର୍ଲଫ୍ରେଣ୍ଡଙ୍କ ସହ ତୁଳନାକୁ ନେଇ ରାଗିଗଲେ ଅର୍ଜୁନ କପୁର

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଇଣ୍ଡଷ୍ଟ୍ରିରେ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଛନ୍ତି। ଉଭୟଙ୍କ ନେଇ ମଧ୍ୟ ସୋସିଆଲ ମିଡିଆରେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri