ଅପରାଧୀଙ୍କ ଚିହ୍ନଟ ପାଇଁ ଟିଆଇ ପରେଡ କରାଯାଇ ନ ଥିଲେ ବି ସାକ୍ଷୀଙ୍କ ସାକ୍ଷ୍ୟ ହେବନି ପ୍ରତ୍ୟାଖ୍ୟାନ…
ନୂଆଦିଲ୍ଲୀ,୨୪।୧୦: ଅଭିଯୁକ୍ତକୁ ଚିହ୍ନଟ କରୁଥିବା ଜଣେ ସାକ୍ଷୀଙ୍କ ସାକ୍ଷ୍ୟ କେବଳ ଟ୍ରାଏଲ ଆଇଡେଣ୍ଟିଫିକେସନ ପରେଡ (ଟିଆଇପି) କରାଯାଇ ନ ଥିବାରୁ କୋର୍ଟରେ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଅଜୟ ରସ୍ତୋଗୀ ଏବଂ ଅଭୟ ଏସ. ଓକାଙ୍କ ନେତୃତ୍ୱରେ…
ଏମିତି ଜୀବନସାଥୀ ଖୋଜୁଛନ୍ତି କ୍ରୀତି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ରୀତି ସାନନଙ୍କ ଫିଲ୍ମ ‘ହମ ଦୋ ହମାରେ ଦୋ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ବଲିଉଡ୍ ଅଭିନେତା ରାଜକୁମାର ରାଓଙ୍କ ସହ ନଜର ଆସିବେ। ଏହି ଦୁଇ ଷ୍ଟାର ଆଜିକାଲି ସେମାନଙ୍କର…
ଆର୍ୟନ ମାମଲାରେ ନୂଆମୋଡ
ମୁମ୍ବାଇ,୨୪।୧୦: ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି। ଜଣେ ସାକ୍ଷୀ ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖେଡେ ଏବଂ ଅନ୍ୟ ସାକ୍ଷୀ କେ.ପି ଗୋସାଭିଙ୍କ ବିରୋଧରେ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ଆଣିଛନ୍ତି। ସାକ୍ଷୀ ଦାବି…
ଦେଶରେ ଆଇନଗତ ସଚେତନତାର ପ୍ରସାରଣ ଜରୁରୀ…
ମୁମ୍ବାଇ,୨୪।୧୦: ଦେଶରେ ଆଇନଗତ ସଚେତନତାର ପ୍ରସାରଣ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଦ୍ୱାରା ସାଧାରଣ ଲୋକେ ଉପକୃତ ହୋଇପାରିବେ ବୋଲି ମହାରାଷ୍ଟ୍ର ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ ଏକ ମେଗା ଆଇନ ସେବା ଶିବିରରେ ଯୋଗଦେଇ ସୁପ୍ରିମକୋର୍ଟର ବିଚାରପତି ଉଦୟ ଉମେଶ…
ମହାଲଢେଇ ପୂର୍ବରୁ ଆତ୍ମସମର୍ପଣ କଲେ ଏହା ମହାନ ପାକିସ୍ତାନ କ୍ରିକେଟର୍
ନୂଆଦିଲ୍ଲୀ,୨୪।୧୦: ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ସା ୭.୩୦ ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ ଖେଳାଯିବ। ଏହି ବଡ ମ୍ୟାଚ ପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ପରାଜୟ ସ୍ବୀକାର କରିଛନ୍ତି ଏବଂ…
ବିନା ସର୍ତ୍ତରେ ଉତ୍ତର କୋରିଆ ସହ କଥା ହେବାକୁ ଆମେରିକା ପ୍ରସ୍ତୁତ
ଓ୍ବାଶିଂଟନ,୨୪ା୧୦: ଉତ୍ତର କୋରିଆ ପାଇଁ ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ସୁଙ୍ଗ କିମ୍ କହିଛନ୍ତି, ପୂର୍ବ ନିର୍ଦ୍ଧାରିତ ସର୍ତ୍ତ ବିନା ଆମେରିକା ଉତ୍ତର କୋରିଆ ସହ ଆଲୋଚନା କରିବାକୁ ପ୍ରସ୍ତୁତ। ଦକ୍ଷିଣ କୋରିଆର କୋରିଆ ଉପଦ୍ୱୀପର ଶାନ୍ତି ଏବଂ ନିରାପତ୍ତା ପାଇଁ ନିଯୁକ୍ତ…
ଆଲ୍ଲାଙ୍କୁ ଡାକିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମାବାଦ,୨୪।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଆଜି ଦୁବାଇରେ ଖେଳାଯିବ। କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏହି ମ୍ୟାଚ୍କୁ ନେଇ ଉତ୍ସୁକତା ବଢିବାରେ ଲାଗିଛି। ଉଭୟ ଦେଶର ପ୍ରଶଂସକ ଏବଂ ପୂର୍ବତନ ମହାନ କ୍ରିକେଟରମାନେ ନିଜ ନିଜ ଦଳ ଉପରେ ମତ…
ତାଇଓ୍ବାନରେ ଭୂକମ୍ପ
ତାଇପାଇ,୨୪ା୧୦: ତାଇଓ୍ବାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୂର୍ବ ତାଇଓ୍ବାନର ୟିଲାନ କାଉଣ୍ଟି ଥିଲା। ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର (CENC) ଏହି ସୂଚନା ଦେଇଛି। କୁହାଯାଏ, ଦେଶର କିଛି…
ଶଙ୍ଖ ଧରିବେ ପ୍ରଦୀପ ମାଝି, ଚର୍ଚ୍ଚାରେ ପକାଇଲେ ପୂର୍ଣ୍ଣଚ୍ଛେଦ
ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଦୁଇଦିନ ତଳୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସେ ଏହି ଇସ୍ତଫା ଦେଇଥିଲେ। ଦଳରେ ଜନସେବା ସୁଯୋଗର ଅଭାବ ଯୋଗୁ ସେ ଦୁଃଖ ଏବଂ କଷ୍ଟର…
ୟୁଟ୍ୟୁବ୍ରୁ ସର୍ଚ୍ଚ କରି ଝିଅକୁ ହତ୍ୟା କଲେ ମା’, ଏମିତି ପଡ଼ିଲା ଜଣା…
ଭୋପାଳ,୨୪ା୧୦: ମା’ର ମମତା ଆଗରେ ଦୁନିଆରେ ସବୁକିଛି ଫିକା। ପିଲା ପାଇଁ ମା’ ନିଜ ଜୀବନ ଦେବାକୁ ବି ପଛାଏ ନାହିଁ। ସବୁ ପରିସ୍ଥିତିରେ ସେ ପିଲା ପାଇଁ ସଂଘର୍ଷ କରିବାକୁ ପ୍ରସ୍ତୁତ ଥାଏ। ମାତ୍ର ଜଣେ ଜନ୍ମକଲା ମା’ ଯେ,…
ଇଣ୍ଟରନେଟ୍ ସ୍ପିଡ୍ରେ ଭାରତ ପଛୁଆ…
ନୂଆଦିଲ୍ଲୀ,୨୪।୧୦: ଭାରତ ବନାମ ପାକିସ୍ତାନ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁକ୍ଷେତ୍ରରେ ପ୍ରତିଯୋଗୀତା ଦେଖିବାକୁ ମିଳିଥାଏ। ଯଦି ଇଣ୍ଟରନେଟ ସ୍ପିଡ ବିଷୟରେ କୁହାଯାଏ, ତେବେ ଭାରତ ଏହି ପ୍ରସଙ୍ଗରେ ପାକିସ୍ତାନଠାରୁ ପଛୁଆ ରହିଛି। ‘ଓକା’ର ସେପ୍ଟେମ୍ବର ୨୦୨୧ ରିପୋର୍ଟ ଅନୁଯାୟୀ, ମୋବାଇଲ…
ହିନାଙ୍କୁ ଅଫ୍ଶାନା କହିଲେ ମୋଟି !
ବମ୍ବେ: ମୋଟି ହୋଇଗଲେଣି ଅଭିନେତ୍ରୀ ହିନା ଖାନ୍। ଏକଥା ଆମେ କହୁନାହୁଁ ବରଂ କହିଛନ୍ତି ଅଫସାନା ଖାନ୍। ବିଗ୍ ବସ୍ ଘରେ ପ୍ରତିଯୋଗୀ ଅଛନ୍ତି ଅଫ୍ଶାନା। ଶନିବାର ଦେଖାଯାଇଥିବା ଓ୍ବିକେଣ୍ଡ ବାର୍ ଏପିସୋଡରେ ହିନା ଅତିଥି ଭାବେ ପହଞ୍ଚିଥିଲେ। ତାଙ୍କୁ ଘରେ…

