ଏତିକି ଟଙ୍କା ଦେଇ କାର୍ କିଣିଲେ କ୍ରିତି: ଏପର୍ଯ୍ୟନ୍ତ କୌଣସି ଅଭିନେତ୍ରୀଙ୍କ ପାଖରେ ନାହିଁ ସେମିତି କାର୍
ବଲିଉଡର ଅଭିନେତ୍ରୀ କ୍ରିତି ସାନନ ନିକଟରେ ମର୍ସିଡିଜ-ବେଞ୍ଜ ମେବ୍ୟାକ ଜିଏଲଏସ୍ ୬୦୦ ବିଳାସପୂର୍ଣ୍ଣ କାର କିଣିଛନ୍ତି। ଏହି କାର୍ର ମୂଲ୍ୟ ୨.୪୩ କୋଟି ଟଙ୍କା। ନିକଟରେ କ୍ରିତି ସାନନଙ୍କୁ ତାଙ୍କ ନୂଆ କାରରେ ମୁମ୍ବାଇର ସାଣ୍ଟା କ୍ରୁଜରେ ଥିବା ମେବ୍ୟାକ ଫିଲ୍ମ…
ଭାରତରେ ପ୍ରବେଶ କଲେ ୧୦୦ରୁ ଅଧିକ ମ୍ୟାନ୍ମାର ନାଗରିକ…
ଆଇଜଲ,୧୨।୯: ମ୍ୟାନ୍ମାରରେ ଅଶାନ୍ତି ଯୋଗୁ ୧୦୦ରୁ ଅଧିକ ନାଗରିକ ଭାରତରେ ପ୍ରବେଶ କରିଛନ୍ତି। ସେମାନେ ସୀମାବର୍ତ୍ତୀ ରାଜ୍ୟ ଚିନର ବାସିନ୍ଦା। ଚମ୍ପାଇ, ହନାଥିଆଲ, ସର୍ଚିପ, ସାଇଟୁଆଲ, ସିଆହା ଏବଂ ଲଙ୍ଗଟଲାଇ ଆଦି ୬ ଟି ଜିଲାରୁ ସେମାନେ ସୀମାବର୍ତ୍ତୀ ଭାରତୀୟ ରାଜ୍ୟ…
ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ
ବମ୍ବେ: ମା’ ହେବାକୁ ଯାଉଛନ୍ତି ଲୋକପ୍ରିୟ ଧାରାବାହିକ ‘କୁଣ୍ଡଲୀ ଭାଗ’ର ଅଭିନେତ୍ରୀ ରୁଚି ସବର୍ନ। ଗଣେଷ ଚତୁର୍ଥୀର ଶୁଭ ଅବସରରେ ସେ ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି। ସ୍ବାମୀ ତଥା ଅଭିନେତା ଅଙ୍କିତ ମୋହନଙ୍କ ସହ ସେ ଅନେକ ଫଟୋ…
ଭୂପେନ୍ଦ୍ର ପଟେଲଙ୍କ ମୁଣ୍ଡରେ ସୁନା କଳସ, ହେଲେ ମୁଖ୍ୟମନ୍ତ୍ରୀ…
ଗାନ୍ଧିନଗର,୧୨।୯: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ମୁଣ୍ଡରେ ସୁନା କଳସ ଢଳାଯାଇଛି। ସର୍ବସମ୍ମତି କ୍ରମେ ତାଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଇସ୍ତଫା ଦେବା ପରେ ରାଜ୍ୟର ନୂଆ ମୂଖ୍ୟମନ୍ତ୍ରୀ…
ବିକାଶ ବିଜ୍ଞାପନ ଚିତ୍ର ନେଇ ଅଡୁଆରେ ମୁଖ୍ୟମନ୍ତ୍ରୀ..
ଲକ୍ଷ୍ନୌ,୧୨।୯: ବିକାଶର ଭୁଲ୍ ବିଜ୍ଞାପନ ଚିତ୍ର ନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏବେ ଅଡୁଆରେ ପଡ଼ିଛନ୍ତି। ଏନେଇ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଆମ୍ ଆଦ୍ମୀ ପାର୍ଟି (ଏଏପି) ପକ୍ଷରୁ ଯୋଗୀ ସରକାରଙ୍କୁୁ ଘେରିବା ଆରମ୍ଭ ହୋଇଛି। ଟିଏମସି…
ରୁଷିଆର ଚେତାବନୀ, ସୀମାରେ ୧୦ ହଜାରରୁ ଅଧିକ ଆଇଏସ୍ ଆତଙ୍କବାଦୀ, ପଠାଇଲା ଟ୍ୟାଙ୍କ…
ମସ୍କୋ,୧୨।୯: ରୁଷିଆ ତାଜିକିସ୍ତାନ ଏବଂ ଉଜବେକିସ୍ତାନ ସୀମାରେ ୧୦ ହଜାରରୁ ଅଧିକ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀ ରହିଥିବା ନେଇ ଚେତାବନୀ ଜାରି କରିଛି। ଏହି ଦୁଇଦେଶର ସୀମା ଆଫଗାନିସ୍ତାନକୁ ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ରୁଷିଆ ଦୁଇ ଦେଶର ସୀମା…
ମରୁଭୂମିରେ ସ୍ବପ୍ନ ସହର, ୫୦ ଲକ୍ଷ ଲୋକଙ୍କ ପାଇଁ ରହିବା ସୁବିଧା…
ଓ୍ବାଶିଂଟନ,୧୨।୯: ମରୁଭୂମିରେ ଜଣେ ଅବା ଦୁଇ ଜଣଙ୍କ ପାଇଁ ନୁହେଁ, ୫୦ ଲକ୍ଷ ଲୋକଙ୍କ ପାଇଁ ନିର୍ମାଣ କରାଯିବ ସ୍ବପ୍ନର ସହର। ଏନେଇ ଆମେରିକାର କୋଟିପତି ବ୍ୟବସାୟୀ ମାର୍କ ଲୋରେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ୧୫୦,୦୦୦ ଏକର ପରିମିତ ଜମିରେ…
ଖୁବ୍ଶୀଘ୍ର ଏହି କ୍ରିକେଟର୍ଙ୍କ ଘରେ ବାଜିବ ସାହାନାଇ
ସିଡନୀ,୧୨।୯: ଅଷ୍ଟ୍ରେଲିଆର ଅଲରାଉଣ୍ଡର ମିଚେଲ ମାର୍ଶ ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଗର୍ଲଫ୍ରେଣ୍ଡ ଗ୍ରେଟା ମ୍ୟାକଙ୍କ ସହ ମିଚେଶଙ୍କ ନିର୍ବନ୍ଧ ଶେଷ ହୋଇଛି। ସୋସିଆଲ ମିଡିଆରେ ସେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଥିଲେ।…
ଯୁବରାଜଙ୍କ ଫୋନ୍ କଲ୍କୁ ଅପେକ୍ଷା କରିଛନ୍ତି ଏହି କ୍ରିକେଟର୍: ଜାଣନ୍ତୁ କାହିଁକି
ନ୍ୟୁୟର୍କ,୧୨।୯: ଆମେରିକା ପାଇଁ ଖେଳୁଥିବା ଭାରତୀୟ ମୂଳ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜସକରନ ମାଲହୋତ୍ରା ୨ ଦିନ ପୂର୍ବରୁ ଦିନିକିଆ କ୍ରିକେଟରେ ଇତିହାସ ସୃଷ୍ଟି କରିଥିଲେ। ସେ ପାପୁଆ ନ୍ୟୁ ଗିନି ବିପକ୍ଷ ମ୍ୟାଚରେ ୬ଟି ବଲରେ ୬ଟି ଛକା ମାରିିଥିଲେ।…
କ୍ରିକେଟ୍କୁ ଅଲବିଦା କହିଲେ ଏହି କ୍ରିକେଟର୍: ଟି-୨୦ ବିଶ୍ୱକପ୍ ଦଳରେ ହୋଇଛନ୍ତି ମନୋନୀତ
ନୂଆଦିଲ୍ଲୀ,୧୨।୯: ନେଦରଲ୍ୟାଣ୍ଡର ଭେଟେରାନ କ୍ରିକେଟର ରିୟାନ ଟେନ୍ ଡୋସଚାଟେ କ୍ରିକେଟ୍କୁ ଅଲବିଦା କହିଛନ୍ତି। ୨୦୨୧ ସିଜନ ଶେଷ ହେବା ପରେ ସେ କ୍ରିକେଟରୁ ବିଦାୟ ନେବେ। ଇଂଲଣ୍ଡ ଘରୋଇ କ୍ରିକେଟ ଏସେକ୍ସର ଦଳ ଏହା ନିଶ୍ଚିତ କରିଛି। ଓମାନ ଏବଂ ୟୁଏଇରେ…
ମୋଦି ସରକାର ଏଭଳି କଲେ ଯେ, ରବିବାର ସୋମବାର ମଧ୍ୟରେ ରହିଲାନି କିଛି ଫରକ: ରାହୁଲ…
ନୂଆଦିଲ୍ଲୀ,୧୨।୯: କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଲଗାତାର ଘେରିବା ଜାରି ରହିଛି। ଏହି ମର୍ମରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ମୋଦି ସରକାର ଏଭଳି କଲେ ଯେ, ଲୋକଙ୍କ ପାଇଁ ରବିବାର ସୋମବାର ମଧ୍ୟରେ କିଛି ଫରକ…
ମ୍ୟାଚ୍ ଚାଲିଥିବାବେଳେ ପଡିଆରେ ହଠାତ୍ ପଶି ବଲ୍ ନେଇଗଲା କୁକୁର: ଆଉ ତା’ପରେ…
ନୂଆଦିଲ୍ଲୀ,୧୨।୯: ଅଲ ଆୟର୍ଲାଣ୍ଡ ଟି -୨୦ ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଗୋଟିଏ କୁକୁର ପାଇଁ ପଡ଼ିଆରେ ଉପସ୍ଥିତ ସମସ୍ତ ଦୌଡୁଥିବାର ଦେଖାଯାଇଛି। ବ୍ରେଡି କ୍ରିକେଟ କ୍ଲବରେ ବ୍ରେଡି ଏବଂ ସିଏସଏନଆଇ ମଧ୍ୟରେ ଖେଳାଯାଇଥିବା…
Archives


