ପିଲାଙ୍କୁ ଟିକା ଦେବାକୁ ଚାହୁଁଛନ୍ତି ୬୩ ପ୍ରତିଶତ ମାତାପିତା…
ନୂଆଦିଲ୍ଲୀ,୧୨।୯: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମୁଥିବାବେଳେ ତୃତୀୟ ଲହର ଆରମ୍ଭ ହୋଇଥିବା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଉଛି। ଏପରିସ୍ଥଳେ ଟିକାକରଣ ଏକ ମାତ୍ର ସୁରକ୍ଷା ବିକଳ୍ପ ଭାବେ ଉଭା ହୋଇଛି। ଦେଶରେ ସାର୍ବଜନୀକ ଟିକାକରଣ ଜାରି…
ଦୈନିକ ସଂକ୍ରମଣ ଦେଶରେ ୩୦ ହଜାର ତଳେ…
ନୂଆଦିଲ୍ଲୀ,୧୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ…
ଏକାଠି ଲଢ଼ିବା ହିଁ ସର୍ବୋତ୍ତମ
ଯେକୌଣସି ସମସ୍ୟା ବିରୋଧରେ ଏକଜୁଟ ହୋଇ ଲଢ଼ିଲେ ସମାଧାନର ପଥ ସହଜ ହୋଇଥାଏ। ଏହା ପ୍ରତିି ପରିବାର, ସମାଜ, ରାଜ୍ୟ-ରାଜ୍ୟ ଅବା ଅନ୍ତର୍ଜାତୀୟସ୍ତରରେ ଦେଶ-ଦେଶ ପାଇଁ ପ୍ରଯୁଜ୍ୟ ହୋଇପାରେ। ଏହା ଦ୍ୱାରା ସମସ୍ୟା ବିରୋଧରେ ଲଢ଼େଇ ପାଇଁ ନୂଆ ଚିନ୍ତା ଧାରା…
ଦୁନିଆର ସବୁଠୁ ଭୟଙ୍କର ପକ୍ଷୀ, ନିମିଷକରେ ନେଇଥାନ୍ତି ମଣିଷଙ୍କ ଜୀବନ
ଦୁନିଆରେ ଏମିତି କିଛି ପକ୍ଷୀ ଅଛନ୍ତି, ଯେଉଁମାନେ ନିଜ ନିଜର ସ୍ବତନ୍ତ୍ରତାକୁ ନେଇ ଜଣାଶୁଣା। କିଛି ପକ୍ଷୀଙ୍କୁ ଦୁନିଆର ସବୁଠୁ ଭୟଙ୍କର ପକ୍ଷୀ ଭାବରେ ବି ଗଣନା କରାଯାଏ। କାରଣ ଏହି ପକ୍ଷୀମାନେ ଯେକୌଣସି ପରିସ୍ଥିତିରେ ମଣିଷମାନଙ୍କ ଜୀବନ ନେଇଯାଆନ୍ତି। ବୈଜ୍ଞାନିକମାନେ…
ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ରାୟ ସାହସିକତାପୂର୍ଣ୍ଣ ଥିଲା:ସିଜେଆଇ
ନୂଆଦିଲ୍ଲୀ, ୧୨ା୯: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରି ଆଲ୍ଲାହବାଦ୍ ହାଇକୋର୍ଟ ୧୯୭୫ ମସିହାରେ ଦେଇଥିବା ରାୟ ସାହସିକତାପୂର୍ଣ୍ଣ ଥିଲା ବୋଲି କହିଛନ୍ତି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍. ଭି. ରମନା। ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ…
ନୀତିନ ପଟେଲ ହୋଇପାରନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ
ଅହମଦାବାଦ, ୧୨।୯: ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାନୀଙ୍କ ଇସ୍ତଫା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ପଦ ଲାଗି ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, ରାଜ୍ୟ କୃଷିମନ୍ତ୍ରୀ ଆର୍.ସି. ଫାଲ୍ଡୁ, କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ…
‘ଭର୍ଚୁଆଲରେ ହୋଇପାରିବ ବିବାହ ପଞ୍ଜୀକରଣ’
ନୂଆଦିଲ୍ଲୀ, ୧୨ା୯: ଭିଡିଓ କନଫରେନ୍ସ ମାଧ୍ୟମରେ ଭର୍ଚୁଆଲ ଉପସ୍ଥିତିରେ ମଧ୍ୟ ଦମ୍ପତିଙ୍କ ବିବାହ ପଞ୍ଜୀକରଣ ହୋଇପାରିବ। ଏଥିପାଇଁ ବ୍ୟକ୍ତିଗତ ଉପସ୍ଥିତି ନିମନ୍ତେ ଥିବା କଠୋର ଆଇନ ଯୋଗୁ ଏବେର ସମୟରେ ନାଗରିକମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ…
ତାଲିବାନ୍ ସପକ୍ଷରେ ମହିଳାଙ୍କ ରାଲି
କାବୁଲ, ୧୨।୯(ଆଇଏଏନ୍ଏସ୍): ଆଫଗାନିସ୍ତାନରେ ତାଲିବାନ ଶାସନକୁ ବିରୋଧ କରି ବିକ୍ଷୋଭରେ ସାମିଲ ହେଉଥିବା ମହିଳାମାନଙ୍କ ମାଡ଼ ମରାଯିବା ସହ ହତ୍ୟା ଧମକ ଦିଆଯାଉଛି। ସେମାନଙ୍କ ବିକ୍ଷୋଭ ଉପରେ ଖବର ସଂଗ୍ରହ ପାଇଁ ଯାଇଥିବା ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ତାଲିବାନର ମହିଳା…
ଏକତା ଆମେରିକାର ଶକ୍ତି
ଓ୍ବାଶିଂଟନ୍, ୧୨ା୯: ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ବିଲ୍ଡିଂରେ ୨୦୦୧ ସେପ୍ଟେମ୍ବର ୧୧ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୩ ହଜାର ଜୀବନ ଯାଇଥିଲା। ୯/୧୧ ଆକ୍ରମଣକୁ ୨୦ ବର୍ଷ ପୂର୍ତ୍ତି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ…
ଆଖି ବୁଜିଲେ ଆଉ ଜଣେ ନିର୍ଭୟା
ମୁମ୍ବାଇ, ୧୨।୯: ମୁମ୍ବାଇର ସାକିନାକା ଅଞ୍ଚଳରେ ଦିଲ୍ଲୀ ନିର୍ଭୟା ଘଟଣାର ପୁନରାବୃତ୍ତି ଘଟିଛି। ଶୁକ୍ରବାର ଭୋର୍ ସମୟରେ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯିବା ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍ ପୂରାଇ ଦିଆଯାଇଥିଲା। ହସ୍ପିଟାଲରେ ୩୬ ଘଣ୍ଟା ଧରି…
ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ଯୋଜନା ଟଙ୍କା
ଭୁବନେଶ୍ୱର,୧୧ା୯(ବ୍ୟୁରୋ): ନୂଆଁଖାଇ ଅବସରରେ ଚାଷୀଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର। ରବି ଫସଲ ପାଇଁ ଚାଷୀଙ୍କୁ କାଳିଆ ସହାୟତା ମିଳିଛି। ଆଜି ୩୭ ଲକ୍ଷ ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ୭୪୩ କୋଟି ଟଙ୍କା ଯାଇଛି। ପ୍ରତିଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦…
ରାଜଧାନୀରେ କମୁନି ସ୍ଥାନୀୟ ସଂକ୍ରମଣ
ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଶନିବାର ରାଜଧାନୀ ଭୁବନେଶ୍ୱରରୁ ୧୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦…
Archives


