ଭାରତ ସୀମାରେ ପାକିସ୍ତାନୀ ମୋବାଇଲ୍ ନେଟଓ୍ବାର୍କ ସକ୍ରିୟ…
ଜୟପୁର,୨୦।୭: ସୀମାରେ ପାକିସ୍ତାନୀ ନାଗରିକଙ୍କ ଅନୁପ୍ରବେଶ ସାଧାରଣ କଥା। ତେବେ ଏବେ ପାକିସ୍ତାନୀ ମୋବାଇଲ୍ ନେଟ୍ଓ୍ବାର୍କ ଭାରତ ସୀମାର ୪ କିଲୋମିଟର ଭିତରେ ମଧ୍ୟ ସକ୍ରିୟ ରହୁଛି। ରାଜସ୍ଥାନ ସୀମାରେ ଏଭଳି ପାକିସ୍ତାନୀ ମୋବାଇଲ୍ ନେଟ୍ଓ୍ବାର୍କର ଅନୁପ୍ରବେଶ ଜାରି ରହିଛି। ଏହାଦ୍ୱାରା…
ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ: ଆଜି ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ସହ ଜଗାର ହେବ ଭେଟ
ପୁରୀ ଅଫିସ,୨୦।୭: ଜନ୍ମବେଦୀ ଛାଡ଼ି ବାହୁଡ଼ା ଯାତ୍ରାରେ ମହାପ୍ରଭୁ ବାହାରିଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଗଡ଼ିଛି। ତେବେ ଅନ୍ୟପଟେ ବାହଡ଼ା ଯାତ୍ରର ସବୁଠାରୁ ଅନନ୍ୟ ପରମ୍ପରା ହେଉଛି…
ପେଗାସସ୍ ତାତି, ୪ ମିନିଟ୍ରେ ଲୋକ ସଭା ମୁଲତବୀ…
ନୂଆଦିଲ୍ଲୀ,୨୦।୭: ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଛି। ପୂର୍ବାହ୍ନ ୧୧ଟାରେ ଉଭୟ ଗୃହର କାର୍ଯ୍ୟ ଆରମ୍ଭ ହୋଇଥିଲା। ଲୋକ ସଭାର ସାଧାରଣ କାର୍ଯ୍ୟ ଆରମ୍ଭ…
ଯୋଗୀଙ୍କ ଶାସନରେ ଏନ୍କାଉଣ୍ଟର, ୧୩୯ ଅପରାଧୀଙ୍କ ମୁଣ୍ଡ ଗଡ଼ିଛି…
ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଏନ୍କାଉଣ୍ଟରରେ ୧୩୯ ଅପରାଧୀଙ୍କ ମୁଣ୍ଡ ଗଡ଼ିଛି। ସେହିପରି ୧୫୭୪ କୋଟିରୁ ଅଧିକ ବେଆଇନ ସମ୍ପତ୍ତି ଜବତ ହୋଇଛି। ଏସମ୍ପର୍କରେ ରାଜ୍ୟ ଗୃହ ବିଭାଗର ମୁଖ୍ୟ ସଚିବ ଅବନୀଶ କୁମାର ଅଓ୍ବସ୍ଥି ସୂଚନା ଦେଇଛନ୍ତି।…
କଂଗ୍ରେସର ନିଦ ଭାଙ୍ଗୁନାହିଁ: ମୋଦି
ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭାଜପା ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ବର୍ଷିଥିଲେ। ଆସାମ, କେରଳ…
ପଞ୍ଜାବ ପରେ ଏବେ କର୍ନାଟକ କଂଗ୍ରେସରେ ଫାଟ!
ବେଙ୍ଗାଲୁରୁ,୨୦।୭: ୨୦୧୩ କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ମଙ୍ଗଳବାର ଦଳର ହାଇକମାଣ୍ଡ ଦ୍ୱାରା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଦିଲ୍ଲୀ ଡକାଯାଇଛି। ଆଜି ସେ କଂଗ୍ରେସ ସଭାପତି ସୋନିଆ…
୭ ମାସରେ ୬୩ ଥର ବଢ଼ିଛି ପେଟ୍ରୋଲ-ଡିଜେଲ ଦାମ, ୩.୩୪ ଲକ୍ଷ କୋଟି ରାଜସ୍ବ ସଂଗ୍ରହ କରିଛନ୍ତି ସରକାର…
ନୂଆଦିଲ୍ଲୀ,୨୦।୭: ଦେଶରେ ୨୦୨୧ ଜାନୁୟାରୀ ୧ଠାରୁ ଜୁଲାଇ ୯ ମଧ୍ୟରେ ଗତ ୭ ମାସରେ ପେଟ୍ରୋଲ-ଡିଜେଲ ଦାମ୍ ୬୩ ଥର ବଢ଼ିଛି। ଏହା ଦ୍ୱାରା ଏକ୍ସସାଇଜ୍ ଟ୍ୟାକ୍ସ୍ ବାବଦରେ ସରକାର ୩.୩୪ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି। ଏସମ୍ପର୍କରେ…
ବଜାରରେ ମିଳୁଛି ଲାଲୁ,ସଲମାନ ଛେଳି: ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜୟପୁର,୨୦।୭: ରାଜସ୍ଥାନର ଝାଲାୱାର ଜିଲାରେ ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ୍କୁ ନେଇ ବଜାର ସରଗରମ ରହିଛି। ଇଦ ଅବସରରେ ଛେଳି ବଜାରରେ ଭିଡ ଜମିଛି। ବିକ୍ରି ପାଇଁ ଆସିଥିବା ଛେଳିଗୁଡିକୁ ଚଢା ଦର୍ରେ ବିକ୍ରି କରାଯାଉଛି। ଏହି ଛେଳିଗୁଡିକ କୌଣସି ସାଧାରଣ…
ରାତାରାତି କୋଟିପତି ହୋଇଗଲେ ୫ ସନ୍ତାନର ମା’
ଆମେରିକାରେ ରହୁଥିବା ଜଣେ ମହିଳା ରାତାରାତି କୋଟିପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଉବର ଇଟ୍ସରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ମହିଳା ଜଣଙ୍କ ପାଖାପାଖି ୨ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ମେରିଲ୍ୟାଣ୍ଡର ଏହି ମହିଳା ପୂର୍ବପରି…
ଖାଦ୍ୟରେ ପ୍ରତିଦିନ ସାମିଲ କରନ୍ତୁ ମାଛ: ନହେଲେ କମିପାରେ ଆୟୁଷ
ଖାଦ୍ୟରେ ଓମେଗା-୩ ତେଲର ଅଭାବ ଜଣେ ବ୍ୟକ୍ତିର ଆୟୁଷକୁ କମ କରିପାରେ। ସିଗାରେଟ ଟାଣିବାଠାରୁ ମଧ୍ୟ ଏହା ଅଧିକ ବିପଜ୍ଜନକ ହୋଇପାରେ। ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି। ମାଛକୁ ଓମେଗା -୩ର ଏକ ଭଲ ଉତ୍ସ ଭାବରେ ବିବେଚନା…
ଓଟିରେ ବିୟର ବୋତଲ, ଚଢ଼ାଉ ସମୟରେ ୨୯ ହସ୍ପିଟାଲର ପର୍ଦ୍ଦାଫାଶ୍…
ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। ଏଠାରେ ଥିବା ହସ୍ପିଟାଲ ଗୁଡ଼ିକ ନିଜ ଇଛା ଅନୁସାରେ କାର୍ଯ୍ୟ କରୁଛନ୍ତି। ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ଭୟ ନାହିଁ। ରୋଗୀଙ୍କ ଜୀବନ ସହିତ ଖେଳ ହେଉଛି। ଜିଲା ପ୍ରଶାସନ ପକ୍ଷରୁ…
ପ୍ରିୟଙ୍କାଙ୍କୁୁ ସାକ୍ଷାତ୍ କରିବାକୁ ଜିଦ୍ ଧରିଲେ କଂଗ୍ରେସକର୍ମୀ, ଫିଲ୍ମ ଷ୍ଟାଇଲ୍ରେ ପାଣି ଟାଙ୍କିରେ ଚଢ଼ିଲେ…
ଲକ୍ଷ୍ନୌି,୨୦।୭: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ୍ କରିବା ପାଇଁ ଜଣେ କର୍ମୀ ଜିଦ୍ ଧରି ତୁମୁଳ କାଣ୍ଡ ଭିଆଇଛନ୍ତି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ କଂଗ୍ରେସକର୍ମୀ କେ.ଡ଼ି. ଦିକ୍ଷୀତ ହାତରେ ପୋଷ୍ଟର ଧରି ପାଣିଟାଙ୍କିରେ ଚଢ଼ି ଫିଲ୍ମ ଷ୍ଟାଇଲ୍ରେ ତଳକୁ…
Archives


