ଏଯାଏ ୧୧୫ ପ୍ରଘଟ
ନୂଆଦିଲ୍ଲୀ,୨୩ା୭”ଇସ୍ରାଏଲର ଏନ୍ଏସ୍ଓ କମ୍ପାନୀ ଦ୍ୱାରା ପ୍ରସ୍ତୁତ ପେଗାସସ୍ ସ୍ପାଏଓ୍ବେରକୁ ନେଇ ବିଶ୍ୱବ୍ୟାପୀ ଝଡ଼ ବହୁଛି। ଏହି ଗୁପ୍ତଚରଗିରି ସଫ୍ଟଓ୍ବେର ଜରିଆରେ ରାଜନେତା, ଖବରଦାତା, ଅଧିକାର କର୍ମୀ, ବିଜ୍ନେସ୍ ଟାଇକୁନ, ଛାତ୍ରୀଛାତ୍ର ଓ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରାଯାଇଛି। ଭାରତର ନ୍ୟୁଜ୍…
ବର୍ଷକୁ ୨.୫ ବିଲିୟନ ଟନ୍ ଖାଦ୍ୟ ନଷ୍ଟ
ଲଣ୍ଡନ, ୨୩ା୭”ସାରା ବିଶ୍ୱରେ ବର୍ଷକୁ ୨.୫ ବିଲିୟନ ଟନ୍ ଖାଦ୍ୟ ନଷ୍ଟ ହେଉଛି। ଏଥିଯୋଗୁ ବାୟୁମଣ୍ଡଳ ଅଙ୍ଗାରକାମ୍ଳ ସମେତ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ୍ ବୃଦ୍ଧି ପାଉଛି, ଯାହାକି ବାର୍ଷିକ ସବୁଜଗୃହ ପ୍ରଭାବଜନିତ ନିର୍ଗତ ଗ୍ୟାସ୍ର ୧୦ ପ୍ରତିଶତ ବୋଲି ‘ଫିଗର୍ସ ଅଫ୍…
ଓଡ଼ିଆ ଆଇଆର୍ଏସ୍ ଅଫିସର ଜାତିସଂଘ ଟ୍ୟାକ୍ସ କମିଟି ବିଶେଷଜ୍ଞ
ନୂଆଦିଲ୍ଲୀ, ୨୩ା୭: ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଥିବା ଓଡ଼ିଆ ଆଇଆର୍ଏସ୍ ଅଫିସର ରଶ୍ମିରଞ୍ଜନ ଦାସ ୨୦୨୧-୨୦୨୫ ବର୍ଷ ପାଇଁ ଜାତିସଂଘ ଟ୍ୟାକ୍ସ କମିଟି ସଦସ୍ୟ ନିଯୁକ୍ତ ହୋଇ ବିଶ୍ୱର ୨୫ ଜଣ ଟିକସ ବିଶେଷଜ୍ଞଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ଭାବେ…
ୟୁସି ଦେବାରେ ଓଡ଼ିଶା ବିଫଳ
ନୂଆଦିଲ୍ଲୀ, ୨୩ା୭: ଓଡ଼ିଶା ସରକାର ପୂର୍ବବର୍ଷ ପାଇଥିବା ଅନୁଦାନର ବିନିଯୋଗ ପ୍ରମାଣପତ୍ର (ୟୁସି) କେନ୍ଦ୍ର ନିକଟରେ ଦାଖଲ କରିବାରେ ବିଫଳ ହୋଇଛନ୍ତି। ଏଥିଯୋଗୁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଆଦିବାସୀ ଯୋଜନାକୁ ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସ୍ସିଏ ଟୁ ଟିଏସ୍ଏସ୍)ରେ ରାଜ୍ୟକୁ…
ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ: ଅପରାହ୍ନ ୪ଟାରେ ହେବ ପହଣ୍ଡି
ପୁରୀ ଅଫିସ,୨୩ା୭:ନବଦିନାମତ୍କ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ। ଭଉଣୀ ଭାଇଙ୍କ ସହ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ଅଛନ୍ତି ମହାପ୍ରଭୁ। ଗୁରୁବାର ଅଧରପଣା ନୀତି ସମ୍ପନ୍ନ ହୋଇଥିବା ବେଳେ ଶୁକ୍ରବାର ନୀଳାଦ୍ରିବିଜେ ନୀତି ହେବ। ରନତ୍ବେଦିକୁ ବିଜେ କରିବେ…
ସୁନାର ଟଏଲେଟ୍ ବ୍ୟବହାର କରୁଥିଲେ ଅଧିକାରୀ, ଚଢ଼ାଉ ଟିମ୍ ଭିତରେ ଆଉ ସବୁ ଯାହା ଦେଖିଲା ଆଖି ଖୋସି ହୋଇଗଲା
ମସ୍କୋ,୨୩ା୭: ଜଣେ ସାଧାରଣ ସରକାରୀ କର୍ମଚାରୀ ଘରେ ସୁନାର ଟଏଲେଟ୍ ବ୍ୟବହାର କରୁଥିବା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ରୁଷିଆର ଜଣେ ଟ୍ରାଫିକ ପୋଲିସ ଅଧିକାରୀ ତାଙ୍କ ଘରେ ସୁନାର ଟଏଲେଟ୍ ବ୍ୟବହାର କରୁଥିଲେ। ତେଣୁ ଆୟ ବହିର୍ଭୂତ ସମ୍ପତ୍ତି…
ଅଷ୍ଟମ ଶ୍ରେଣୀରୁ ପାଠପଢା ଛାଡି ଦେଇଥିଲେ, ୧୦ ବର୍ଷ ପରେ ପୁଣି ପାଠ ପଢି ହେଲେ ବଡ଼ ଅଫିସର
ଜୟପୁର,୨୩।୭: କୁହାଯାଏ ଭାଗ୍ୟ ସହାୟତା କଲେ ମଣିଷ ଯେକୌଣସି ପରିସ୍ଥିତିରେ ମଧ୍ୟ ସଫଳତା ହାସଲ କରିଥାଏ। କିନ୍ତୁ ଏଥିପାଇଁ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ। ଏହାର ଜ୍ୱଳନ୍ତ ରାଜସ୍ଥାନର ଜାଲୋର ଜିଲାର ଜଶଓ୍ବନ୍ତପୁରାର ମୋର କଓ୍ବଁର। ସେ ଅଷ୍ଟମ ଶ୍ରେଣୀ…
ଶିଳ୍ପା ସେଟ୍ଟୀଙ୍କୁ ଏମିତି ଦାମୀ ଉପହାର ଦେଇ ଖୁସି କରୁଥିଲେ ସ୍ବାମୀ ରାଜ କୁନ୍ଦ୍ରା
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରା ଏକ ହଟ୍ ଦମ୍ପତି ଭାବେ ବିବେଚନା କରାଯାଏ। ଉଭୟଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି। ରାଜ ଶିଳ୍ପାଙ୍କୁ ଖୁସିରେ ରଖିବା ପାଇଁ ଏତେ ଦାମୀ ଉପହାର ଦେଉଥିଲେ ଯେ ସମସ୍ତେ…
ରାହୁଲ ଦ୍ରାବିଡ ଖାଲି ଇନ୍ଦିରାନଗରର ନୁହେଁ ‘ଭାରତର ଗୁଣ୍ଡା’ ବୋଲି କହିଲେ ଚହର; ଦ୍ୱିତୀୟ ଦିନିକିଆରେ…
କଲମ୍ବୋ,୨୨।୭: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୧ର ପ୍ରଥମ ସଂସ୍କରଣରେ ଅନେକ ଉଲ୍ଲେଖନୀୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ହେଲେ ଏହି ସମୟରେ କ୍ରିକେଟ ପ୍ରଶଂସକମାନେ ରାହୁଲ ଦ୍ରାବିଡଙ୍କ ଗୁଣ୍ଡା ଅବତାରକୁ ଦେଖି ଚକିତ ହୋଇଥିଲେ। ଏକ ବିଜ୍ଞାପନରେ ରାହୁଲଙ୍କୁ ପ୍ରଥମ ଥର ପାଇଁ…
ଘର ଛାଡ଼ି ଚାଲି ଆସି ନ ଥିଲେ ହୋଇଥାନ୍ତେ ଡାକ୍ତର; ଜାଣନ୍ତୁ କେତେ ପଢ଼ିଛନ୍ତି ବଲିଉଡ୍ର ଏହି କୁଇନ୍
ବମ୍ବେ: ବିଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ଶିବସେନା ଏବଂ ମହାରାଷ୍ଟ୍ର ପୋଲିସ ବିରୋଧରେ ଲଗାତାର ଭାବେ କଟୁ ଟିପ୍ପଣୀ ଦେଉଥିବା ଅଡୁଆରେ ଫସିଛନ୍ତି କଙ୍ଗନା। ବିବାଦକୁ ନେଇ ତାଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା…
ଫିଲ୍ମରେ ଅଜୟ ଦେବଗନ୍ଙ୍କୁ କିସ୍ କରିବାକୁ ମନା କରିଦେଇଥିଲେ କରିନା; କାରଣ ଜାଣିଲେ ହେବେ…
ବମ୍ବେ: ବଲିଉଡର ପ୍ରଫେସନାଲ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଲେ କରିନା କପୁର ଖାନ। ସେ ସର୍ବଦା ନିଜର ବ୍ୟକ୍ତିଗତ ଏବଂ କର୍ମ ଜୀବନକୁ ଅଲଗା ରଖିଥାନ୍ତି। ତେବେ ବେବୋ ଅନେକ ଫିଲ୍ମରେ ଲିପ୍ଲକ୍କୁ ହଁ କରିଥିବା ବେଳେ ଗୋଟିଏ ଫିଲ୍ମରେ ଅଜୟଙ୍କୁ…
ବିବାହର ୧୭ ଦିନ ପରେ ସ୍ବାମୀ ନେଲେ ଏଭଳି ନିଷ୍ପତ୍ତି; ନବବିବାହିତା ସ୍ତ୍ରୀଙ୍କୁ ପ୍ରେମିକଙ୍କ ପାଖକୁ ପଠାଇବାକୁ …
ରାଞ୍ଚି: ପ୍ରେମରେ ପାଗଳ ପ୍ରେମୀଙ୍କ ଅନେକ କାହାଣୀ ଆପଣ ଶୁଣିଥାଇପାରନ୍ତି, ହେଲେ ରାଞ୍ଚିର ଜଣେ ବ୍ୟକ୍ତି ବିବାହର ମାତ୍ର ୧୭ ଦିନ ପରେ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକଙ୍କ ପାଖକୁ ପଠାଇବାକୁ ନେଇ ଚର୍ଚ୍ଚାରେ। କେବଳ ଏତିକି ନୁହେଁ ଉକ୍ତ ପ୍ରେମିକଙ୍କୁ ସ୍ତ୍ରୀଙ୍କୁ…
Archives


