Home

ସବୁବେଳେ ପ୍ରେମରେ ଧୋକା ଖାଇଥାନ୍ତି ଏହି ୪ ରାଶିର ବ୍ୟକ୍ତି, ବିଳମ୍ବରେ ମିଳେ ସଚ୍ଚା ପ୍ରେମ…

ଜୀବନର ସବୁଠାରୁ ସୁନ୍ଦର ଅନୁଭୂତି ପ୍ରେମ। ଏପରି କେହି ନାହାନ୍ତି ଯିଏ ଜୀବନରେ ପ୍ରେମରେ ପଡ଼ି ନାହାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ କିଛି ରାଶି ଏପରି ଅଛନ୍ତି, ଯାହାସହ ଜଡ଼ିତ ଲୋକ ପ୍ରେମ ମାମଲାରେ ବେଶ ଭାଗ୍ୟଶାଳୀ। କାହିଁକି ନା ସଚ୍ଚା ପ୍ରେମ…

ଦୀପାବଳିରେ ରାଜଧାନୀରେ ଫୁଟିବନି ବାଣ, ସରକାର ଜାରି କଲେ କଟକଣା…

ନୂଆଦିଲ୍ଲୀ,୧୫।୯: ଚଳିତ ଦୀପାବଳିରେ ଗତ ବର୍ଷ ଭଳି ମଧ୍ୟ ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବା ଏବଂ ବିକ୍ରି ଉପରେ ସରକାର କଡ଼ା କଟକଣା ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏନେଇ ବୁଧବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଗତ ୩…

ମୋବାଇଲରେ କାର୍ଟୁନ ଦେଖୁଦେଖୁ ବାଲ୍‌କୋନିରୁ ଖସିପଡ଼ିଲେ ୨ ବର୍ଷର ଶିଶୁ

ମୁମ୍ବାଇ,୧୫ା୯: ଆଜିକାଲି ଛୋଟପିଲାଙ୍କୁ ଭୁଲାଇବା ପାଇଁ ମାତାପିତା ମୋବାଇଲର ସାହାରା ନେଉଛନ୍ତି। ମାତ୍ର ଏହି ମୋବାଇଲ ବେଳେବେଳେ ପିଲାଙ୍କ ପାଇଁ କାଳ ସାଜୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗୁଜରାଟର ସୁରଟରେ। ସହରର ପ୍ରତାପନଗରରେ ଥିବା ଏକ ଆପାର୍ଟମେଣ୍ଟର ଚତୁର୍ଥ…

କେନ୍ଦ୍ରକୁ ଏସ୍‌ସିଙ୍କ ଛାଟ, ସରକାର କରୁଛନ୍ତି ଧର୍ଯ୍ୟ ପରୀକ୍ଷା,କହିଲେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୧୫।୯: ଦେଶର ବିଭିନ୍ନ ଟ୍ରିବ୍ୟୁନାଲରେ ଖାଲିଥିବା ପଦବୀରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ (ଏସ୍‌ସି) ଛାଟ ଦେଖାଇଛନ୍ତି। ଟ୍ରିବ୍ୟୁନାଲ ସଂସ୍କାର ଅଧିନିୟମ ୨୦୨୧ ର ସାମ୍ବିଧାନିକ ବୈଧତା ଏବଂ ଟ୍ରିବ୍ୟୁନାଲରେ ଖାଲିଥିବା ପଦବୀ ପୂରଣକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ…

ବସ୍‌-କାର୍‌ ମୁହାଁମୁହିଁ ଧକ୍କା, ୫ ଜୀଅନ୍ତା ଜଳିଗଲେ

ରାଞ୍ଚି,୧୫ା୯: ଝାଡ଼ଖଣ୍ଡରେ ବୁଧବାର ସକାଳେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବସ୍‌ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ଜୀଅନ୍ତା ଜଳିଯାଇଛନ୍ତି। ଏ ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।…

ଲଗାଣ ବର୍ଷାରେ ତେଲ ନଦୀ, ଗୋହିରା ନାଳ ପୋଲ ଉପରେ ବନ୍ୟାଜଳ ପ୍ରବାହିତ

ପାଟଣା,୧୫ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଲଗାଣ ବର୍ଷା ଫଳରେ ବିଭିନ୍ନ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ମଙ୍ଗଳବାର ବିଳମ୍ବିତ ରାତିରେ ସାହାରପଡ଼ା ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଗୋଜାପଥର ନିକଟରେ ଗୋହିରା ନାଳ ପୋଲ ଉପରେ…

ଅବ୍ବା ଜାନ୍‌ ପରେ ଚାଚା ଜାନ୍‌ଙ୍କ ଏଣ୍ଟ୍ରି, ଭାଜପାକୁ ଟାର୍ଗେଟ…

ଲକ୍ଷ୍ନୌ,୧୫।୯: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ଅବ୍ବା ଜାନ୍‌କୁ ନେଇ ରାଜନୀତି ସରଗରମ ରହିଛି। ଏପରିସ୍ଥଳେ ରାଜ୍ୟରେ ଚାଚା ଜାନ୍‌ଙ୍କ ଏଣ୍ଟ୍ରି ହୋଇଛି। ଭାରତୀୟ କୃଷକ ସଂଘ ନେତା ରାକେଶ ଟିକାଏତ ବାଗପତର ଟଟିରି ଗାଁରେ…

ତେନ୍ଦୁଲକର ଆଉଟ୍‌ ହେବା ପରେ ‘ଦେବଦାସ’ ଦେଖିବାକୁ ଚାଲି ଯାଇଥିଲେ ଏହି କ୍ରିକେଟରଙ୍କ ମା’ବାପା; ପୁଅଙ୍କ ଖେଳ ଦେଖି ନ ଥିଲେ

ନୂଆଦିଲ୍ଲୀ,୧୫।୯: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଖେଳାଯାଇଥିବା ନାଟଓ୍ବେଷ୍ଟ ଟ୍ରଫିକୁ ଆଜି ବି ଲୋକେ ମନେ ପକାନ୍ତି। ଭାରତୀୟ ଟିମ୍‌ ଅନେକ ଫାଇନାଲ ହାରିବା ପରେ ଉକ୍ତ ଟୁର୍ନାମେଣ୍ଟରେ ଜିତିଥିଲା। ୨୦୦୨ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଇଲଂଣ୍ଡକୁ…

ଭାରତ ଭଳି ଜନସଂଖ୍ୟା ବହୁଳ ଦେଶରେ ପିଲା ଜନ୍ମ କରିବାକୁ ଚାହୁଁ ନାହିଁ: ଏଫ୍‌ଆଇଆର୍‌ ଅଭିନେତ୍ରୀ

ବମ୍ବେ: ବିବାହକୁ ଅନେକ ବର୍ଷ ବିତିଗଲାଣି। ସୁରୁଖୁରୁରେ ଦାମ୍ପତ୍ୟ ଜୀବନ ମଧ୍ୟ ଚାଲିଛି। ହେଲେ ମା’ ହେବାକୁ ଚାହୁଁନାହାନ୍ତି ଅଭିନେତ୍ରୀ। ସେ ଆଉ କେହି ନୁହନ୍ତି ବିଗ୍‌ବସ୍‌ ୧୪ରେ ପ୍ରତିଯୋଗୀ ଥିବା କବିତା କୌଶିକ। ୨୦୧୭ରେ ବ୍ୟବସାୟୀ ରୋନିତ ବିଶ୍ୱାସଙ୍କୁ ବିବାହ…

ଦିଲ୍ଲୀରୁ ଖୁସି ଖବର, ୨ ମାସ ମଧ୍ୟରେ ଶତ ପ୍ରତିଶତ ବୟସ୍କଙ୍କୁ କରୋନା ଟିକା…

ନୂଆଦିଲ୍ଲୀ,୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୭୫…

ଘରେ ଅର୍ଥାଭାବ ଲାଗି ରହୁଛି କି? ଏହି ୫ ଉପାୟ ଆପଣାଇ କିଛି ଦିନରେ ଫରକ ଦେଖନ୍ତୁ..

ବାସ୍ତୁଶାସ୍ତ୍ରକୁ ବହୁତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଘରେ ଆର୍ଥିକ ଅଭାବ ଲାଗି ରହୁଥିଲେ ,ଏହାକୁ ଆପଣାଇବା ଦ୍ୱାରା ସ୍ଥିତିରେ ସୁଧାର ଆସିଥାଏ ବୋଲି ମାନ୍ୟତା ରହିଛି। ଅଭାବକୁ ଘରୁ ବାହାର କରିବାକୁ ହେଲେ କିଛି ବାସ୍ତୁଗତ ଦିଗ ପ୍ରତି ଧ୍ୟାନ…

ଆଇପିଏଲ୍‌ ପୂର୍ବରୁ ଚୌକା, ଛକା ଏହି ପ୍ରସିଦ୍ଧ କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ୟୁଏଇ,୧୫।୯: ଆଇପିଏଲ୍‌ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ଅଭ୍ୟାସ କରୁଛି। ଏହି ସମୟରେ ଖେଳାଳିମାନେ ନିଜ ମଧ୍ୟରେ ୨ଟି ଦଳ କରି ଅଭ୍ୟାସ ମ୍ୟାଚ୍‌ ଖେଳୁଛନ୍ତି। ଏକ ଅଭ୍ୟାସ ମ୍ୟାଚ୍‌ରେ ଦେବଦତ୍ତ ଏକାଦଶ ବିପକ୍ଷରେ ଏବି ଡିଭିଲିୟର୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri