ମାଙ୍କଡ ଉପଦ୍ରବ: ଖାଇ ଯାଉଛନ୍ତି ଶିଶୁଙ୍କ କାନ
ଆଲିଗଡ,୧୦।୧୦: ଉତ୍ତର ପ୍ରଦେଶର ଆଲିଡର ନଗଲା ମାନସିଂହ ଅଞ୍ଚଳରେ ମାଙ୍କଡ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ମାଙ୍କଡମାନେ ଛୋଟ ପିଲାଙ୍କୁ ଏକୁଟିଆ ଦେଖି ଆକ୍ରମଣ କରୁଛନ୍ତି। ଗତ ୩ ମାସ ହେବ ଏହି ଅଞ୍ଚଳର ୬୦ରୁ ଅଧିକ ପିଲାଙ୍କ ଉପରେ ମାଙ୍କଡ…
ପୁଅ ବାହାଘରକୁ ନିଜେ ଗାଡ଼ି ଚଲାଇ ଆସିଲେ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ,୧୦।୧୦: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ବଡ ପୁଅ ନବଜିତ୍ ସିଂ ଚାନ୍ନିଙ୍କ ରବିବାର ନିରାଡମ୍ବର ଭାବରେ ବିବାହ ସମ୍ପନ୍ନ ହୋଇଛି। ଡେରାବସ୍ତିର ଅମଲାଲା ଗାଁର ସିମରନଧୀର କୌରଙ୍କ ସହ ତାଙ୍କ ବିବାହ ଫେଜ୍-୩ବି ୧ ସ୍ଥିତି ଗୁରୁଦ୍ୱାର ଶ୍ରୀ…
‘ଦେଶରେ କେବଳ ପ୍ରଧାନମନ୍ତ୍ରୀ, ଅରବପତି ବ୍ୟବସାୟୀଙ୍କୁ ଛାଡି କେହି ସୁରକ୍ଷିତ ନାହାନ୍ତି’
ବାରାଣସୀ,୧୦।୧୦: ଉତ୍ତର ପ୍ରଦେଶର ବାରାଣସୀରେ ଆୟୋଜିତ କିସାନ ନ୍ୟାୟ ସମାବେଶରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ତଥା ରାଜ୍ୟରେ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦୁର୍ଗା ମନ୍ତ୍ର ସହିତ ଭାଷଣ ଆରମ୍ଭ କରି ପ୍ରିୟଙ୍କା ଲଖିମପୁର ଘଟଣା, କୃଷି…
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖରିଫ୍ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି। ପୂର୍ବରୁ କେନ୍ଦ୍ର ବଳକା ଚାଉଳ ଉଠାଇ ନ ଥିବା ବେଳେ ଏବେ ଖରିଫ ଋତୁ ଧାନକୁ କିପରି ସୂଚାରୁ ରୂପେ…
ପୋଖରୀରୁ ମିଳିଲା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତଦେହ
ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗଙ୍କ ମୃତଦେହକୁ ରବିବାର ଜବତ କରାଯାଇଛି। ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ଗାଁର ଏକ ପୋଖରୀରୁ ସନ୍ଦେହଜନକ ଭାବେ ତାଙ୍କ ମୃତଦେହ ମିଳିଛି। ଶନିବାର ରାତିରେ ଅନୁରାଗ ନିଖୋଜ ଥିଲେ। ଏନେଇ ଥାନାରେ…
ଷ୍ଟକ୍ ଅଛି କୋଇଲା, ଚିନ୍ତା କରିବାର ଆବଶ୍ୟକତା ନାହିଁ: ଶକ୍ତି ମନ୍ତ୍ରୀ
ନୂଆଦିଲ୍ଲୀ,୧୦।୧୦: ଦେଶର ଅନେକ ରାଜ୍ୟରେ କୋଇଲା ଅଭାବ ଦେଖଦେଇଛି। ଏହି କାରଣରୁ ବିଦ୍ୟୁତ ସଙ୍କଟ ଗଭୀର ହୋଇଥିବାରୁ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ ଆଜି ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ କୋଇଲା ଅଭାବର ମୁକାବିଲା ପାଇଁ…
ଟି-୨୦ ବିଜେତାଙ୍କ ଉପରେ ହେବ ଧନବର୍ଷା
ନୂଆଦିଲ୍ଲୀ,୧୦।୧୦: ଆଇସିସି ଟି -୨୦ ବିଶ୍ୱକପ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ୟୁଏଇ ଏବଂ ଓମାନରେ ଆୟୋଜିତ ହେବାକୁ ଥିବା ଆଇସିସିର ଏହି ବଡ ଟୁର୍ନାମେଣ୍ଟ ପାଇଁ ବିଭିନ୍ନ ଦଳ ଏଠାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଆଇସିସି…
ପ୍ରଯୋଜକଙ୍କ ପ୍ରେମରେ ପଡ଼ିଛନ୍ତି ଏହି ଦକ୍ଷିଣ ଭାରତୀୟ ସୁନ୍ଦରୀ ଅଭିନେତ୍ରୀ, ଜନ୍ମଦିନରେ…
ହାଇଦ୍ରାବାଦ: ପ୍ରେମରେ ପଡ଼ିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରକୁଲ ପ୍ରିତ। ଆଜି ରକୁଲ ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହାକୁ ନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଦିନଟିକୁ ଖାସ୍ କରିବାକୁ ଯାଇ ରକୁଲ ନିଜ ଇନ୍ଷ୍ଟାଗ୍ରାମରେ ଫିଲ୍ମ…
ପ୍ରେମିକ ମା’ଙ୍କୁ ଝୁରୁଥିଲେ ବୋଲି ବାପାଙ୍କୁ ବିବାହ କରିନେଲେ ପ୍ରେମିକା, ପରେ ଯାହା କହିଲେ…
ମା’ଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ପ୍ରେମିକ। ସାହାରା ଦେବାକୁ ଯାଇ ପ୍ରେମିକଙ୍କ ବାପାଙ୍କୁ ବିବାହ କରି ନେଇଛନ୍ତି ଜଣେ ଯୁବତୀ। ଏପରି କରିବା ଦ୍ୱାରା ପ୍ରେମିକଙ୍କ ଜୀବନରେ ମା’ର ଅଭାବ ସେ ପୂରଣ କରିବେ ବୋଲି କହିଛନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗିଲେ…
ପ୍ରଥମଥର ପାଇଁ ଟି-୨୦ରେ ବିଶ୍ୱକପ୍ରେ ଲାଗୁ ହେବ ଏହି ନିୟମ
ନୂଆଦିଲ୍ଲୀ,୧୦।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ୟୁଏଇ ଏବଂ ଓମାନରେ ୧୭ ଅକ୍ଟୋବରରୁ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟ ପୂର୍ବରୁ ଭାରତରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ କରୋନା ହେତୁ ଏହାକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ବିଶ୍ୱକପ ଆରମ୍ଭ ହେବା…
ବରୁଣଙ୍କ ଅଭିଯୋଗ: ଲଖିମପୁର ଘଟଣାକୁ ହିନ୍ଦୁ-ଶିଖ ହିଂସା ରୂପ ଦେବାକୁ ପ୍ରୟାସ…
ଲକ୍ଷ୍ନୌ,୧୦।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ପୁଣି ଥରେ ଭାଜପା ଏମ୍ପି ବରୁଣ ଗାନ୍ଧୀଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି। ରବିବାର ଦିନ ବରୁଣ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଅଭିଯୋଗ କରିଛନ୍ତି ଯେ ଲଖିମପୁର ଘଟଣାକୁ ହିନ୍ଦୁ-ଶିଖ ହିଂସା…
ମଝି ଆକାଶରେ ଜଳିଗଲା ବିମାନ…
ମସ୍କୋ,୧୦।୧୦: ରୁଷିଆରେ ମଝି ଅକାଶରେ ବିମାନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୩ ଜଣ ଲୋକ ଥିଲେ। ଦୁଇ ଇଞ୍ଜିନ ବିଶିଷ୍ଟ ସ୍ବଳ୍ପ ଦୂରଗାମୀ ପରିବହନ ବିମାନଟି ତାତାରସ୍ତାନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ…
Archives


