ବିଷ ଓଗାଳିଲା ଚାଇନା
ନୂଆଦିଲ୍ଲୀ,୧୧ ।୧୦: ପୂର୍ବ ଲଦ୍ଦାଖ ସୀମା ଏଲ୍ଏସିରେ ଲାଗିରହିଥିବା ବିବାଦକୁ ନେଇ ରବିବାର ଭାରତ-ଚାଇନା କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାଥିଲା ୧୩ତମ ବୈଠକ, ଯାହା ୮ ଘଣ୍ଟା ଧରି ଚାଲିଥିଲା । ବୈଠକର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ…
ଶୁଆକୁ ଡରିଗଲା ବିଲେଇ, ଶେଷରେ କଲା ଏମିତି…
କେବେ କୌଣସି ପକ୍ଷୀ ବିଲେଇକୁ ଡରାଉଥିବାର ଦେଖିଛନ୍ତି କି? ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ହସିହସି ଗଡ଼ିବେ। ଭିଡିଓରେ ଏକ ବିଲେଇ ଶୁଆକୁ ବହୁତ ଡରି ଯାଉଛି। ଯାହା ଆପଣ କେବେ ଦେଖି…
ମହାରାଷ୍ଟ୍ର ବନ୍ଦ
ମୁମ୍ବାଇ,୧୧ ।୧୦: ଲଖିମପୁର ଖେରି ହିଂସା ଘଟଣାର ପ୍ରତିବାଦରେ ସୋମବାର ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି । ଶାସକ ମହା ବିକାଶ ଅଘାଡି(ଏମ୍ବିଏ)ର ସହଯୋଗୀ ଦଳ ଶିବସେନା, ଏନ୍ସିପି ଓ କଂଗ୍ରେସ ପକ୍ଷରୁ ଏହି ଡାକରା ଦିଆଯାଇଥିବା ବେଳେ ସକାଳୁ ସକାଳୁ…
ସୁହାନାଙ୍କ ସହ ମିଶୁଛି ଏହି ଯୁବତୀଙ୍କ ଚେହେରା, ୟୁଜର୍ସ କହିଲେ…
ମୁମ୍ବାଇ: କିଙ୍ଗ୍ଖାନ ଶାହାରୁଖଙ୍କ ପୁଅ ଆର୍ୟନ ଗିରଫ ହେବା ପରେ ସୁହାନା ଖାନ୍ଙ୍କ ଭାବବିହ୍ପଳ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ୟନଙ୍କୁ ଗିରଫ କରାଯାଇଥିଲା। ଆର୍ୟନଙ୍କ ବ୍ୟତୀତ ଆଉ ୭ ଜଣଙ୍କୁ…
ଟିକାକରଣରେ ଇତିହାସ ରଚିବ ଭାରତ: ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୧ ।୧୦: ଦେଶରେ କରୋନା ମହାମାରୀକୁ ଦୂରେଇବା ପାଇଁ ଦ୍ରୁତ ଗତିରେ ଚାଲିଛି ଟିକାକରଣ କାର୍ଯ୍ୟକ୍ରମ । ଏବେସୁଦ୍ଧା ଦେଶରେ ଏହି ଟିକାକରଣ ୯୫ କୋଟି ଅତିକ୍ରମ କରିଥିବା ଜଣାପଡିଛି । କୋ-ୱିନ ପୋର୍ଟଲର ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ୭ଟା…
ଶୁଟିଂ ସେଟ୍ରେ ରେଖାଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇଥିଲେ ଏହି ଅଭିନେତା, କାନ୍ଦିଥିଲେ ମଧ୍ୟ ଛାଡି ନ ଥିଲେ
ପ୍ରସିଦ୍ଧ ଅଭିନେତ୍ରୀ ରେଖା ମାତ୍ର ୪ ବର୍ଷ ବୟସରେ ଶିଶୁ ଅଭିନେତା ଭାବରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ବଲିଉଡରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ଅନ୍ଜାନା ସଫର’। ଏହି ଚଳଚ୍ଚିତ୍ର କରିବା ସମୟରେ ରେଖାଙ୍କୁ ମାତ୍ର ୧୫ ବର୍ଷ…
ଏତିକି ଟଙ୍କାରେ ବିକ୍ରି ହେଲା ଭାରତ ପ୍ରଥମ ବିଶ୍ୱକପ୍ ଟ୍ରଫି
ନୂଆଦିଲ୍ଲୀ,୧୧।୧୧: ବିଶ୍ୱର ପ୍ରଥମ ଅଗମେଣ୍ଟେଡ ରିଅଲିଟି କ୍ରିକେଟ ଏନଏଫ୍ଟି ପ୍ଲାଟଫର୍ମ – କ୍ରିକ ଫ୍ଲିକ୍ସ ଜୋରରଦାର ଢଙ୍ଗରେ ଆରମ୍ଭ ହୋଇଛି। ଆରମ୍ଭ ହେବାର ପ୍ରଥମ ଘଣ୍ଟାରେ ସମୁଦାୟ ୧,୮୫,୦୦ ଡଲାର (୧.୩୮ କୋଟି ଟଙ୍କା) ରୋଜଗାର କରାଯାଇଥିଲା। ଭାରତର ପ୍ରଥମ ବିଶ୍ୱକପ…
ଫାଇନାଲରେ ଚେନ୍ନାଇ
ଦୁବାଇ,୧୦।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍ର ରବିବାର ଅନୁଷ୍ଠିତ କ୍ୱାଲିଫାୟର-୧ ମ୍ୟାଚରେ ଚେନ୍ନାଇ ୪ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ଦିଲ୍ଲୀ ୨୦ ଓଭରରେ ୫ ଉଇକେଟ ହରାଇ ୧୭୨ ରନ୍ କରିଥିବା ବେଳେ ଚେନ୍ନାଇ ୧୯.୪ ଓଭରରେ…
ବିଏସ୍ଏନଏଲ୍ ୪ଜି ନେଟଓ୍ବାର୍କରୁ ପ୍ରଥମ କଲ୍ କଲେ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଏସ୍ଏନଏଲ୍ ୪ଜି ନେଟଓ୍ବାର୍କରୁ ପ୍ରଥମ ଫୋନ କଲ କରିଛନ୍ତି। ଏନେଇ ସେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ବିଏସ୍ଏନଏଲ୍ ୪ଜି ନେଟଓ୍ବାର୍କରୁ ପ୍ରଥମ ଫୋନ…
କ୍ୱାଲିଫାୟର୍-୧: ଟସ୍ ଜିତିଲା ଚେନ୍ନାଇ
ଦୁବାଇ,୧୦।୧୦: ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆଜି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେଇଛି।…
‘ନେତାଗିରି କରିବା ଅର୍ଥ କାହା ଉପରେ ଗାଡ଼ି ଚଢ଼ାଇ ଦେବା ନୁହେଁ’
ଲକ୍ଷ୍ନୌ,୧୦।୧୦: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ହୋଇଥିବା ହିଂସା ପରେ ରାଜ୍ୟ ଭାଜପା ସଭାପତି ସ୍ବତନ୍ତ୍ର ଦେବ ସିଂ ରବିବାର ଦଳୀୟ କର୍ମୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାବେଳେ ସେ…
ମାଙ୍କଡ ଉପଦ୍ରବ: ଖାଇ ଯାଉଛନ୍ତି ଶିଶୁଙ୍କ କାନ
ଆଲିଗଡ,୧୦।୧୦: ଉତ୍ତର ପ୍ରଦେଶର ଆଲିଡର ନଗଲା ମାନସିଂହ ଅଞ୍ଚଳରେ ମାଙ୍କଡ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ମାଙ୍କଡମାନେ ଛୋଟ ପିଲାଙ୍କୁ ଏକୁଟିଆ ଦେଖି ଆକ୍ରମଣ କରୁଛନ୍ତି। ଗତ ୩ ମାସ ହେବ ଏହି ଅଞ୍ଚଳର ୬୦ରୁ ଅଧିକ ପିଲାଙ୍କ ଉପରେ ମାଙ୍କଡ…
Archives


