ଏ ହେଉଛି ପ୍ରକୃତ ପ୍ରେମ: ବୃଦ୍ଧାବସ୍ଥାରେ ସ୍ତ୍ରୀଙ୍କ ଏପରି ସେବା କରୁଛନ୍ତି ଯେ ଭିଡିଓ ଦେଖିଲେ…
ଆଜିକାଲିର ସମୟରେ ଯେଉଁଠି ପ୍ରେମ, ବିବାହ ଉପରୁ ଲୋକଙ୍କ ବିଶ୍ୱାସ ଉଠିବାରେ ଲାଗିଛି, କିଛି ବ୍ୟକ୍ତି ଜୀବନସାଥୀଙ୍କୁ ଭଲ ପାଇବାକୁ ନେଇ ଅନ୍ୟ ପାଇଁ ଉଦାହରଣ ପାଲଟୁଛନ୍ତି। ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓରେ ଜଣେ…
ଆଲିଙ୍ଗନ ମୁଦ୍ରାରେ କଙ୍କାଳ, ବିତିଲାଣି ୧୫୦୦ ବର୍ଷ…
ବେଜିଂ,୨୫।୮: ଉତ୍ତର ଚାଇନାରେ ଏକ କବରରେ ଆଲିଙ୍ଗନ ମୁଦ୍ରାରେ ଦୁଇ କଙ୍କାଳ ରହିଛି। କଙ୍କାଳଗୁଡ଼ିକ ପ୍ରାୟ ୧୫୦୦ ବର୍ଷ ପୁରୁଣା ବୋଲି ପ୍ରତ୍ନତତ୍ତ୍ୱବିତ୍ମାନେ କହିଛନ୍ତି। ଏହି କଙ୍କାଳ ପ୍ରେମୀ ଯୋଡ଼ାଙ୍କର। ସେଥିମଧ୍ୟରୁ ମହିଳା କଙ୍କାଳର ବାମ ହାତ ଆଙ୍ଗୁଠିରେ ମୁଦି ରହିଛି।…
ଗଲା ମନ୍ତ୍ରୀ ପଦ, ଏବେ ଘର ଘର ବୁଲି ପିଜା କରୁଛନ୍ତି ଡେଲିଭରୀ…
କାବୁଲ,୨୫।୮: ଆଫଗାନିସ୍ତାନ ତାଲିବାନ ପୁଣି କ୍ଷମତାକୁ ଫେରିଛି। ଫଳରେ ବହୁଲୋକ ଜୀବନ ଭୟରେ ଭିଟାମାଟି ଛାଡ଼ିଛନ୍ତି। ପୂର୍ବରୁ ଆଫଗାନିସ୍ତାନରେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସମୟରେ ସଂଚାର ଓ ଆଇଟି ମନ୍ତ୍ରୀ ଥିବା ସୈୟଦ ଅହମ୍ମଦ ଶାହା ସାଦତ ଏବେ ଜର୍ମାନୀରେ…
୩ ଇନିଂସ ଆଧାରରେ କୋହଲିଙ୍କୁ ବାଦ୍ ଦିଆଯାଇପାରିବ ନାହିଁ; ଅଧିନାୟକଙ୍କ ସମର୍ଥନରେ ବାହାରି କିଛି ଏପରି କହିଲେ…
ଲଣ୍ଡନ,୨୫।୮: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି। ପ୍ରଥମ ଟେଷ୍ଟ ଡ୍ର ହୋଇଥିବା ବେଳେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍କୁ ଭାରତ ୧୫୧ ରନ୍ରେ ଜିତିଥିଲା। ଏହି ସିରିଜରେ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ…
ସବୁଦିନ ପାଇଁ ବିଦାୟ ନେଲେ ବିଶ୍ୱର ସବୁଠୁ ଡେଙ୍ଗା ବ୍ୟକ୍ତି, ଏମିତି ଥିଲା ତାଙ୍କ ଜୀବନଶୈଳୀ
ଗିନିଜ୍ ଓ୍ବାଲର୍ଡ ରେକର୍ଡ ସୃଷ୍ଟି କରିଥିବା ଆମେରିକାର ସବୁଠୁ ଉଚ୍ଚ ବ୍ୟକ୍ତି ଇଗୋର ଭୋଭ୍କୋଭିନ୍ସ୍କି ମାତ୍ର ୩୮ ବର୍ଷ ବୟସରେ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ୧୯୮୨ ମସିହା ସେପ୍ଟେମ୍ବର ୧୮ରେ ଇଗୋର ୟୁକ୍ରେନ୍ରେ ଜନ୍ମ ହୋଇଥିଲେ। ତେବେ ଚଳିତମାସ…
ଛକା ବର୍ଷା କଲେ ଧୋନୀ; ପରେ ସାଥୀ ଖେଳାଳିଙ୍କ ସହ ମିଶି ବଣରେ ଖୋଜିଲେ ବଲ୍: ଦେଖନ୍ତୁ ଭିଡିଓ
ଦୁବାଇ,୨୫।୮: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇରେ ପହଞ୍ଚିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ । ଦଳ ମଧ୍ୟ ସେଠାରେ ଅଭ୍ୟାସ ଆରମ୍ଭ କରିଛି। ନେଟ ଅଧିବେଶନରେ କ୍ୟାପଟେନ ଧୋନୀ ମଧ୍ୟ ବହୁତ ଝାଳ ବୁହାଉଛନ୍ତି।…
ନିଜ ସହ ଏହି କ୍ରିକେଟର୍ଙ୍କୁ ତୁଳନା କଲେ କୋହଲି
ଲିଡ୍ସ,୨୫।୮: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସଫଳତାରେ ଅଧିନାୟକ ବିରାଟ କୋହଲି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସିରାଜଙ୍କ ଆତ୍ମବିଶ୍ୱାସ ଯେଉଁ ସ୍ତରରେ ପହଞ୍ଚିଛି ସେ ବିଶ୍ୱର ଯେକୌଣସି ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିପାରିବେ। ଏହାସହ କୋହଲି ନିଜ ସହ ସିରାଜଙ୍କୁ ତୁଳନା କରିଛନ୍ତି।…
ବନ୍ଧକ ମୁନରେ କ୍ଷମତା ଦଖଲ, ହାତରେ ନାହିଁ କାଣିକଉଡ଼ି…
ଓ୍ବାଶିଂଟନ/କାବୁଲ,୨୫।୮: ବନ୍ଧୁକ ମୁନରେ ପ୍ରାୟ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନ ପାଇଁ ଏବେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବା କଷ୍ଟକର ବ୍ୟାପାର ମନେ ହେଉଛି। ତାଲିବାନ ନିଜକୁ ପରିବର୍ତ୍ତନ କରିବା ବିଷୟରେ କଥାବାର୍ତ୍ତା କରୁଥିବା ବେଳେ…
ଡେଙ୍ଗୁ: ହାଟ ଅଞ୍ଚଳ ହଟ୍ସ୍ପଟ୍
ଭୁବନେଶ୍ୱର,୨୫।୮:କୋଭିଡ୍ର ଭୟାବହତା ରାଜଧାନୀରୁ ଦୂର ହୋଇ ନ ଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସମସ୍ତ ୬୭ଟି ଓ୍ବାର୍ଡରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ଏପରିକି ବସ୍ତିରୁ କଲୋନୀ, କଲୋନୀରୁ ବିଧାୟକଙ୍କ ବାସଭବନ ପର୍ଯ୍ୟନ୍ତ ଡେଙ୍ଗୁ ତା’ର କାୟା ମେଲାଇଛି। ବିଭିନ୍ନ ହାଟଅଞ୍ଚଳରୁ…
ଦିନକରେ କରୋନା ନେଲା ୬୯ ଜୀବନ
ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୬୯ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୫୬୨ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ଭାରତରେ କରୋନା ସ୍ଥିତି ଏଣ୍ଡେମିକ୍ ହୋଇପାରେ, ଡବ୍ଲ୍ୟୁଏଚ୍ଓ ପକ୍ଷରୁ ସୂଚନା…
ଜେନେଭା,୨୫।୮: ଭାରତରେ କରୋନା ସ୍ଥିତି ଏଣ୍ଡେମିକ୍ ହୋଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅର୍ଥାତ୍ ଭାରତରେ ଲୋକେ ଏହି ଭୂତାଣୁ ସହିତ ବଞ୍ଚିବାକୁ ସାଧାରଣ ଭାବେ ଗ୍ରହଣ କରିନେବେ ବୋଲି ଡବ୍ଲ୍ୟୁଏଚ୍ଓର ମୁଖ୍ୟ ବୈଜ୍ଞାନିକ ଡ.ସୌମ୍ୟା…
ହୃଦୟ ଜିତିଲେ ଆଫଗାନିସ୍ତାନ କ୍ରିକେଟର୍
ଲଣ୍ଡନ,୨୫।୮: ଆଫଗାନିସ୍ତାନ କ୍ରିକେଟର୍ ରସିଦ ଖାନଙ୍କ ଚମତ୍କାର ବ୍ୟାଟିଂ ହେତୁ ସସେକ୍ସ ଦଳ ୨୦୧୮ପରେ ଟି -୨୦ ବ୍ଲାଷ୍ଟରେ ପ୍ରଥମଥର ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି। କ୍ୱାର୍ଟର ଫାଇନାଲରେ ସସେକ୍ସ ୟର୍କସାୟାରକୁ ୫ ଉଇକେଟରେ ପରାସ୍ତ କରିଛି। ୭ ଉଇକେଟ…
Archives


