Home

ଘର ଖୋଳୁଥିଲେ ପାଇପ୍‌ ମିସ୍ତ୍ରୀ, ଭିତରୁ ମିଳିଲା ଖାଲି ବିଡ଼ା ବିଡ଼ା ଟଙ୍କା; ଆଉ ତା’ ପରେ…

ଓ୍ବାଶିଂଟନ,୧୧ା୧୨: ଆମେରିକାର ଜଣେ ପାଇପ ମିସ୍ତ୍ରୀ ବାଥ୍‌ରୁମ ମରାମତି କରୁଥିବା ସମୟରେ ଭିତରୁ ଖାଲି ବିଡ଼ା ବିଡ଼ା ଟଙ୍କା ବାହାରିଥିଲା। ମାତ୍ର ସେ ସଚ୍ଚୋଟତା ଦେଖାଇ ଏହି ପଇସାକୁ ଫେରାଇ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଟେକ୍ସାସ ସହରରେ ରହୁଥିବା…

ପୁଣି ଲକ୍‌ଡାଉନ୍‌ ମୁହାଁ ଦେଶ, ୧୦ ରାଜ୍ୟର ୨୭ ଜିଲାରେ କରୋନା ବେକାବୁ…

ନୂଆଦିଲ୍ଲୀ,୧୧।୧୨: କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଦେଶରେ ପୁଣି ଆତଙ୍କ ସୃଷ୍ଟି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ୧୦ ରାଜ୍ୟର ୨୭ ଜିଲାରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଫଳରେ ପୁଣି ଦେଶ ଲକ୍‌ଡାଉନ୍‌ ମୁହାଁ…

ଚିନ୍ତାଧାରା ସଚ୍ଚୋଟ ହେଲେ କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରହିବ…

ନୂଆଦିଲ୍ଲୀ,୧୧।୧୨: ଭାଜପା ସରକାର କେବଳ ଶିଳାନ୍ୟାସ କରେ ନାହିଁ। ପ୍ରତିଟି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରପ୍ରଦେଶର ବଳରାମପୁରରେ ସରଯୁ କେନାଲ ପ୍ରକଳ୍ପର ଲୋକାର୍ପଣ କରି ଏଭଳି କହିଛନ୍ତି। ୯୮୦୦ କୋଟି…

ନଦୀ ପାର ହେବାକୁ ଷଣ୍ଢ କଲା ଏମିତି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଯାହା ଆଗରୁ କେବେ ଦେଖି ନ ଥିବେ। ଭାଇରାଲ ଭିଡିଓରେ ଏକ ଷଣ୍ଢ ଏପରି ଭାବରେ ନଦୀ ପାର ହେଉଛି, ଦେଖିଲେ ଆଖି ଲାଖିଯିବ। ଏକ ନଦୀ ପାର ହେବାକୁ ଷଣ୍ଢଟି…

ରହସ୍ୟମୟ ବ୍ଲାକ୍‌ ବକ୍ସ୍‌ରେ ରେକର୍ଡ ହେବ ପୃଥିବୀ ଧ୍ୱଂସର କାହାଣୀ…

ସିଡ୍‌ନୀ,୧୧।୧୨: ଅଷ୍ଟ୍ରେଲିଆର ଏକ ଦୁର୍ଗମ ଅଞ୍ଚଳରେ ଥିବା ଏକ ସ୍କୁଲ ବସ ଆକାରର ଏକ ଷ୍ଟିଲ ଟ୍ରେଜେରୀ ପୃଥିବୀର ବୃଦ୍ଧି ପାଉଥିବା ତପାମାନ ସହିତ ବଦଳୁଥିବା ପାଣିପାଗ ରେକର୍ଡ କରିବା ଲାଗି ସ୍ଥାପନ କରାଯିବ। ଏହି ମେସିନ ମଣିଷର ପ୍ରତିଟି କାର୍ଯ୍ୟ…

୧୫ରେ ଗୋବିନ୍ଦ ସାହୁଙ୍କ ଜାମିନ ଶୁଣାଣି

କଣ୍ଟାବାଞ୍ଜି,୧୧ା୧୨(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତା ୧୫ ତାରିଖରେ ହେବ। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଏହି ଶୁଣାଣି ହେବ। ଗୋବିନ୍ଦ ସାହୁଙ୍କ ଓକିଲ କଣ୍ଟାବାଞ୍ଜି…

ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ଘସିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରର ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତିରେ ବ୍ଲକେଜ ହୋଇଥିବା ଜଣାପଡ଼ିଛି।

ଟୁଇଟ୍‌ ଅବା କ୍ୟାଣ୍ଡେଲ ରାଲି କରି ଭାଜପାକୁ ପରାଜିତ କରି ହେବନି, ରାହୁଲଙ୍କୁ ପିକେଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୧।୧୨: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ କଂଗ୍ରେସ ଦଳକୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସରେ ଗଣତନ୍ତ୍ର ନାହିଁ ବୋଲି ସେ କହିଛନ୍ତି। ଯଦି ଦଳକୁ ବଞ୍ଚାଇବାକୁ ପଡିବ, ତେବେ ଗଣତାନ୍ତ୍ରିକ ଉପାୟରେ ଗାନ୍ଧୀ ପରିବାର ବାହାରେ ଜଣେ ନେତାଙ୍କୁ ଅଧ୍ୟକ୍ଷ…

ରାଣାପ୍ରତାପଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ତଥା ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଶନିବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା। ଏଠାରୁ ତାଙ୍କ ପାର୍ଥିବ ଶରୀରକୁ ସଡ଼କ ପଥରେ ତାଙ୍କ ଜନ୍ମମାଟି ଅନୁଗୋଳ…

ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ‘ଗୀତା ଭାଗବତ’ ଉପହାର ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରୌତେଲା ନିକଟରେ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ଉର୍ବଶୀ ନେତନ୍ୟାହୁଙ୍କୁ ଭାରତର ଏକ ସ୍ମରଣୀୟ ଉପହାର ଦେଇଥିଲେ। ଉର୍ବଶୀ ନେତନ୍ୟାହୁଙ୍କୁ ହିନ୍ଦୁ ‘ଭଗବତ ଗୀତା’ ପବିତ୍ର ପୁସ୍ତକ ଉପହାର ଦେଇଛନ୍ତି।…

ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ…

ଲଣ୍ଡନ,୧୧।୧୨: ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ କରିଛନ୍ତି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଲୁହା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯାହା ପୃଥିବୀର ପ୍ରାୟ ସମସ୍ତ ଜୀବନର ସୃଷ୍ଟି,ବିକାଶ ଏବଂ ବୃଦ୍ଧି ପାଇଁ ଅପରିହାର୍ଯ୍ୟ।…

ଦିଲ୍ଲୀରେ ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ, ଜିମ୍ବାଓ୍ବେରୁ ଫେରିଥିଲେ…

ନୂଆଦିଲ୍ଲୀ,୧୧।୧୨: ଦିଲ୍ଲୀରେ ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେ ଜିମ୍ବାଓ୍ବେରୁ ଫେରଛନ୍ତି। ଏହା ଦ୍ୱାରା ଦେଶର ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କର ଦକ୍ଷିଣ ଆଫ୍ରିକା ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ରହିଛି। ସେ କରୋନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?