ମାଟ୍ରିକ୍ ପାସ୍ କଲେ ସୋରଡ଼ା ବିଧାୟକ
ସୋରଡ଼ା,୨୫ା୮(ଡି.ଏନ୍.ଏ.): ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଗଞ୍ଜାମ ଜିଲା ସୋରଡ଼ାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଛନ୍ତି। ଷ୍ଟେଟ୍ ଓପେନ ସ୍କୁଲ ଅଫ୍ଲାଇନ ପରୀକ୍ଷାରେ ସମୁଦାୟ ୫୦୦ ମାର୍କରୁ ବିଧାୟକ ସ୍ବାଇଁ ୫ଟି…
ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ପାଇଁ ଷଡ଼ଯନ୍ତ୍ର
ସମ୍ବଲପୁର,୨୫ା୮ (ବ୍ୟୁରୋ):ସମ୍ବଲପୁରଠାରେ ୧୯୭୮ରେ ସ୍ଥାପିତ ରାଜ୍ୟର ପ୍ରଥମ ତଥା ଦେଶର ଅଷ୍ଟମ ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିଦେବା ଲାଗି ଷଡ଼ଯନ୍ତ୍ର କରାଯାଉଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏହି କେନ୍ଦ୍ରର ସମସ୍ତ କର୍ମଚାରୀ, ଅଧିକାରୀଙ୍କୁ ବଦଳି କରିଦିଆଯାଇଛି। ଏହାକୁ ନେଇ ସମଗ୍ର…
୫୦% ସଂରକ୍ଷଣ ସୀମା ହଟୁ: ବିଜେଡି
ଭୁବନେଶ୍ୱର,୨୫ା୮(ବ୍ୟୁରୋ):ପଛୁଆବର୍ଗଙ୍କୁ ନେଇ ରାଜନୀତି ଜୋର ଧରିଛି। ଏହାକୁ ନେଇ ବିଜେଡି ଓ ଭାଜପା ପରସ୍ପର ଉପରେ ଦୋଷ ଲଦାଲଦିରେ ଲାଗିଛନ୍ତି। ଦେଶରେ ଜାତିଭିତ୍ତିକ ଜନଗଣନା ହେଉ ଏବଂ ୫୦% ସଂରକ୍ଷଣ ସୀମା ଉଠାଇ ଦିଆଯାଉ। ବିଜେଡି ଏଭଳି ଦାବି ଉଠାଇଛି। ଏହାସହ…
ଲିଡ୍ସ ପିଚ୍ ଦେଖି କୋହଲି ଆଶ୍ଚର୍ଯ୍ୟ
ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଆଜିଠାରୁ ହେଡିଙ୍ଗଲେରେ ଖେଳାଯିବ। ଲର୍ଡସରେ ଜବରଦସ୍ତ ବିଜୟ ହାସଲ କରିଥିବା ଟିମ ଇଣ୍ଡିଆ ଏହି ସିରିଜରେ ୧-୦ ଆଗରେ ରହିଛି। ତୃତୀୟ ଟେଷ୍ଟ ମ୍ୟାଚ୍ରେ ମଧ୍ୟ ଇଂଲଣ୍ଡ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ,୨୫।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି । ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୫୯୩ ରେ…
୧୬ ଛକା, ୨୨ ଚୌକା ସହ ୨୫୪ ରନ୍ର ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଚମ୍କାଇ ଦେଇଥିଲେ ୨୦ ବର୍ଷୀୟ ବ୍ୟାଟ୍ସମ୍ୟାନ୍
ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ ଜଣେ ଜଣାଶୁଣା ଅଲରାଉଣ୍ଡର ଥିେଲେ। ଖେଳର ପ୍ରତ୍ୟେକ ବିଭାଗରେ ବ୍ୟାଟିଂ, ବୋଲିଂ କିମ୍ବା ଫିଲ୍ଡିଂରେ ସେ ନିଜର ପରିଚୟ ଛାଡି ପାରିଥିଲେ। ତେବେ ବିବାଦ ସହ ତାଙ୍କର ମଧ୍ୟ ଗଭୀର ସମ୍ପର୍କ ଥିଲା। ଏହି…
ରାଜ୍ୟରେ ହଜାରେ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ କରୋନା ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୮୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୫ ଜଣ କ୍ୱାରାଣ୍ଟାଇନ୍ ଥିଲେ। ୩୭୨ଟି ହେଉଛି ଲୋକାଲ କେସ। ବାକି ୧୩୧ ଜଣ…
ଦିଗହରା ଜୀବନ, କିଏ ଦେବ ଶରଣ…
କାବୁଲ,୨୫।୮: ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଶରଣ ଦେବା ନେଇ ଏବେ ସମସ୍ୟା ଉପୁଜିଛି। ଭିଟାମାଟି ଛାଡ଼ିଥିବା ଶରଣାର୍ଥୀଙ୍କ ଜୀବନ ଏବେ ଦିଗହରା ହୋଇପଡ଼ିଛି। ଆଖିରେ ଆଖିଏ ସପନ ନେଇ ସେମାନେ ଶରଣ ପାଇଁ ଅପେକ୍ଷା କରିଛନ୍ତି। ଆଫଗାନିସ୍ତାନର ମିତ୍ର ବୋଲାଉଥିବା ପାକିସ୍ତାନ ବିପଦ…
ବଢ଼ିଲା କଂଗ୍ରେସ କନ୍ଦଳ
ନୂଆଦିଲ୍ଲୀ, ୨୫ା୮: ପଞ୍ଜାବ, ରାଜସ୍ଥାନ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଥମିବାର ନାଁ ଧରୁ ନ ଥିବାବେଳେ ଏବେ ଛତିଶଗଡ଼ରେ କ୍ଷମତା ହାତେଇବାକୁ ନେଇ ଦଳରେ ଫାଟ ଦେଖାଦେଇଛି। ଶାସନ ଗାଦି ହାତରେ ରଖିବାକୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ବରିଷ୍ଠ ନେତା ତଥା…
ତିନିପଟେ ତାଲିବାନ୍
କାବୁଲ,୨୫ା୮: କଥା କଥାକେ ଫୁଟୁଛି ଗୁଳି, ଶୁଭୁଛି ବିସ୍ଫୋରଣର ଛାତିଥରା ଶବ୍ଦ। ତାଲିବାନ୍ ଜାରି କରିଛି ଫତ୍ଓ୍ବା। ଅମାନ୍ୟ କଲେ ଶରିଆ ଆଇନରେ ଗଡ଼ିବ ମୁଣ୍ଡ। ଆତଙ୍କରେ ମରି ମରି ବଞ୍ଚୁଛନ୍ତି ଆଫଗାନ୍। କାରଣ ପୁଣି ଫେରିଛି ତାଲିବାନର ତିରିଶ ବର୍ଷ…
ଯଶୋଧାରାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ନୂଆଦିଲ୍ଲୀ, ୨୫।୮: ବିଶିଷ୍ଟ ସାହିତି୍ୟକା ଯଶୋଧାରା ମିଶ୍ର ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ସଂକଳନ ‘ସମୁଦ୍ରକୂଳ ଘର’ ପୁସ୍ତକ ପାଇଁ ୨୦୨୦ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି ଚନ୍ଦ୍ରଶେଖର କମ୍ବର ମଙ୍ଗଳବାର…
ଶ୍ୱଶୁରଙ୍କ ସହ ଘରେ ବସି ଏହି ଗେମ୍ ଖେଳନ୍ତି ଐଶ୍ଚର୍ଯ୍ୟା
ଟିଭିର ଲୋକପ୍ରିୟ ରିଅଲିଟି ଗେମ ଶୋ ‘କୌନ ବନେଗା କରୋଡପତି’ର ୧୩ ତମ ସିଜନ ଆରମ୍ଭ ହୋଇଛି। ଏହି ଶୋ ସହିତ ଅମିତାଭ ବଚ୍ଚନ ଟିଭିରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅମିତାଭ ବଚ୍ଚନ ଏହି ଶୋ…
Archives


