ପୋଲିସ ଲାଠିମାଡ଼ରେ ଆହତ ଚାଷୀଙ୍କ ମୃତ୍ୟୁ
ଚଣ୍ଡିଗଡ଼, ୩୦।୮: ହରିୟାଣାର କର୍ନଲ ଜିଲାରେ ଶନିବାର ପୋଲିସ ଲାଠିମାଡ଼ରେ ଆହତ ଜଣେ ଚାଷୀଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି। ବରିଷ୍ଠ ବିକେୟୁ ନେତା ଗୁରନାମ୍ ସିଂ ଚାଡୁନି ଏହି ସୂଚନା ଦେଇଛନ୍ତି। ସୁଶୀଲ କାଜଲ ନାମକ ଉକ୍ତ ଚାଷୀ ୯ ମାସ…
ତୃତୀୟ ଲହର ପାଇଁ ବଢ଼ିପାରେ କଟକଣା
ଭୁବନେଶ୍ୱର,୩୦।୮(ବ୍ୟୁରୋ): କରୋନା ପାଇଁ ଦେଢ଼ବର୍ଷ ହେବ କଟକଣା ଭିତରେ ଜୀବନ ବିତୁଛି। ଦ୍ୱିତୀୟ ଲହର ସଂକ୍ରମଣ ନିମ୍ନସ୍ତରକୁ ଆସିଥିବାବେଳେ ଧୀରେ ଧୀରେ ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ର ସ୍ବାଭାବିକ ହେଉଛି। ସ୍ଥିତିକୁ ଦେଖି କଟକଣାକୁ କୋହଳ କରାଯାଉଥିବାବେଳେ ଏବେ ସମ୍ଭାବ୍ୟ…
ଏୟାରପୋର୍ଟରେ ଛକାପଞ୍ଝା
ଓ୍ବାଶିଂଟନ୍/କାବୁଲ, ୩୦ା୮: ଏପଟେ ତାଲିବାନ୍ର ତାଗିଦ୍ ସେପଟେ ଦାଉ ସାଧୁଛି ଆଇଏସ୍ ଖୋରାସାନ୍। ଅଗଷ୍ଟ ୩୧ ଡେଡ୍ଲାଇନ ପାଖେଇ ଆସୁଥିବାରୁ ଇଭାକ୍ୟୁଏଶନ ଜୋରଦାର କରିଛି ଆମେରିକା। କାରଣ ଏବେ ବି ଆଫଗାନିସ୍ତାନରେ ଫସି ରହିଛନ୍ତି ୩୦୦ରୁ ଊର୍ଦ୍ଧ୍ୱ ଆମେରିକୀୟ। ଗୁରୁବାର ଘଟିଥିବା…
୧୦ ସପ୍ତାହ ମଧ୍ୟରେ ଏହି ବ୍ୟକ୍ତି ୫ ଥର ନେଇ ସାରିଲେଣି କରୋନା ଟିକା, କାରଣ ଜାଣିଲେ…
କରୋନା ଭାଇରସ୍କୁ ଏଡ଼ାଇବା ପାଇଁ ଲୋକମାନେ ଅନେକ ସତର୍କତା ଅବଲମ୍ବନ କରୁଛନ୍ତି। ସୁଯୋଗ ପାଇବା ମାତ୍ରେ ଲୋକେ ଟିକା ନେଉଛନ୍ତି। ବିଶ୍ୱର ପ୍ରାୟ ସମସ୍ତ ଦେଶର ଲୋକମାନେ କରୋନା ଟିକା ଗ୍ରହଣ କଲେଣି। ଟିକା ଆସିବା ପରଠାରୁ ଲୋକମାନେ କରୋନା ଟିକା…
ଭାରତକୁ ୩ ପଦକ
ଟୋକିଓ,୩୦।୮: ଜାତୀୟ କ୍ରୀଡ଼ା ଦିବସରେ ଟୋକିଓ ପାରାଲିମ୍ପିକ୍ସରେ ଭାରତର ୩ଜଣ ଖେଳାଳି ପଦକ ଜିତି ଦେଶକୁ ଉପହାର ପ୍ରଦାନ କରିଛନ୍ତି। ଦୁଇ ଜଣ ଆଥ୍ଲେଟ ରୌପ୍ୟ ଓ ଜଣେ ବ୍ରୋଞ୍ଜ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଦେଇଛନ୍ତି। ରବିବାର…
ନାବାଳିକାଙ୍କୁ ଗଣବଳାତ୍କାର: ୭ ଅଭିଯୁକ୍ତ ନାବାଳକ
ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ), ୩୦ା୮: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ ନିକଟରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ଏହି ଘୃଣ୍ୟ ଅପରାଧ ଭିଆଇଥିବା ସମସ୍ତ ୭ ଅଭିଯୁକ୍ତ ହେଉଛନ୍ତି ନାବାଳକ। ମୁଖ୍ୟ ଅଭିଯୁକ୍ତ ସମ୍ପୃକ୍ତ ନାବାଳିକାଙ୍କୁ ପୂର୍ବରୁ ଜାଣିଥିଲେ। ସେ ତାଙ୍କୁ ବାଇକ୍ରେ ବୁଲାଇବା ବାହାନାରେ…
କାବୁଲରେ ଆମେରିକାର ଡ୍ରୋନ୍ ଷ୍ଟ୍ରାଇକ୍
କାବୁଲ, ୩୦ା୮: ଆଫଗାନିସ୍ତାନର କାବୁଲସ୍ଥିତ ହମିଦ୍ କାର୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇଆଲର୍ଟ ଜାରି କରିବା ପରେ ଆମେରିକା ରବିବାର ସେଠାରେ ଡ୍ରୋନ୍ ଷ୍ଟ୍ରାଇକ୍ କରିଛି। ଏଥିରେ ଜଣେ ଶିଶୁଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବା…
ସେପ୍ଟେମ୍ବର ୩୦ ଯାଏ ଅନ୍ତଃରାଷ୍ଟ୍ରୀୟ ବିମାନ ଉଡ଼ାଣ ବାତିଲ
ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବା କଟକଣାକୁ ସେପ୍ଟେମ୍ବର ୩୦ ଯାଏ ବଢ଼ାଇଛନ୍ତି। ଅର୍ଥାତ୍ ସେପ୍ଟେମ୍ବର ୩୦ ଯାଏ ବିଦେଶକୁ କମର୍ସିଆଲ ଫ୍ଲାଇଟଗୁଡ଼ିକ ବାତିଲ ରହିବ। କୋଭିଡ୍-୧୯ ସ୍ଥିତିକୁ ବିଚାର କରି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି।…
୬୪ ବର୍ଷ ବୟସରେ ପରଦାରେ ଅନ୍ତରଙ୍ଗ ଦୃଶ୍ୟ କରିବାର ଅନୁଭବ ବଖାଣିଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ ତାରକା ଜ୍ୟାକି ଶ୍ରଫ ହିନ୍ଦୀ ସିନେମାର ଏକ ଜଣାଶୁଣା ନାମ। ଜଗ୍ଗୁ ଦାଦା ବୋଲି ସେ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ। ନିକଟରେ ଜ୍ୟାକି ଶ୍ରଫ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦି ଇଣ୍ଟରଭ୍ୟୁ: ନାଇଟ ଅଫ ୨୬/୧୧’ ବିଷୟରେ ଖୁଲାସା କରିଛନ୍ତି ।…
୧୬ ବଲ୍ରେ ଶେଷ ହେଲା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍: ଖେଳାଳିଙ୍କ ସ୍କୋର ଜାଣିଲେ ହେବେ ଆଶ୍ଚର୍ଯ୍ୟ
କ୍ରିକେଟ ପଡ଼ିଆରେ ପ୍ରତିଦିନ କିଛି ରେକର୍ଡ ଭାଙ୍ଗେ କିଛି ରେକର୍ଡ ସୃଷ୍ଟି ହୁଏ। ଖେଳାଳିମାନେ ବଲ କିମ୍ବା ବ୍ୟାଟ ସହିତ କିଛି ଆଶ୍ଚର୍ଯ୍ୟ ପ୍ରଦର୍ଶନ କରନ୍ତି। କିନ୍ତୁ ବେଳେବେଳେ ଏପରି ଲଜ୍ଜାଜନକ ରେକର୍ଡ ମଧ୍ୟ କିଛି ଖେଳାଳି କିମ୍ବା ଦଳର ନାମରେ…
କାବୁଲରେ ପୁଣି ବିସ୍ଫୋରଣ
କାବୁଲ,୨୯।୮: ଆଫଗାନିସ୍ତାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଦେଶ ଉଦ୍ୟମ ଚଳାଇଥିବାବେଳେ ରବିବାର କାବୁଲ ବିମାନବନ୍ଦର ନିକଟ ଖୱାଜା ବୁଗ୍ରା ଅଞ୍ଚଳରେ ରକେଟ ଆକ୍ରମଣ ହୋଇଥିବାର ସୂଚନା ମିଳିଛି। ଏହି ଆକ୍ରମଣର ଏକ ଭିଡିଓ ମଧ୍ୟ ସାମ୍ନାକୁ…
ବିଦେଶ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର
ନୂଆଦିଲ୍ଲୀ,୨୯।୮: ଭାରତରୁ ବିଦେଶ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି। ଯାତ୍ରୀମାନଙ୍କୁ ଆଉ କରୋନା ଟେଷ୍ଟ ରିପୋର୍ଟ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଖୁବ ଶୀଘ୍ର କୋଓ୍ବିନ୍ ଆପରେ ଲୋକଙ୍କ ପାଇଁ କରୋନା ଟେଷ୍ଟ…
Archives


