Home

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର, ୧୬।୧୨: ଜମ୍ମୁ-କଶ୍ମୀରର କୁଲଗାମରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏନେଇ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ଗୁରୁବାର ସୂଚନା ପ୍ରଦାନ କରାଯାଇଛି। କୁଲଗାମ ଜିଲାର ରେଡୱାନି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ଥିବା ଖବର…

ଦୀପିକା-ରଣଭୀରଙ୍କ ମଧ୍ୟରୁ କିଏ କାହାକୁ ବେଶୀ ଡରନ୍ତି

୨୦୨୧ରେ ବଲିଉଡ୍‌ର ସବୁଠୁ ପାୱାର୍‌ଫୁଲ୍‌ ଦମ୍ପତି ତାଲିକାର ସର୍ବାଗ୍ରେ ଅଛନ୍ତି ଅଭିନେତା ରଣଭୀର ସିଂ ଏବଂ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ। ଏକ ସର୍ଭେରେ ଏହି ଯୋଡି ଇଣ୍ଡଷ୍ଟ୍ରିରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଦୁହେଁ ସୋସିଆଲ ମିଡିଆରେ ମଧ୍ୟ…

ସୌରଭ-ବିରାଟଙ୍କୁ କପିଲଙ୍କ ପରାମର୍ଶ, ଦକ୍ଷିଣ ଆଫ୍ରିକା ଗସ୍ତ କଥା ଚିନ୍ତା କର…

ନୂଆଦିଲ୍ଲୀ, ୧୬।୧୨: ପୂର୍ବତନ ଭାରତୀୟ କ୍ରିକେଟର କପିଲ ଦେବ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏବଂ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପରାମର୍ଶ ଦେଇଛନ୍ତି। ପରସ୍ପର ପ୍ରତି ଦୋଷାରୋପ କରିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି। ଏବିପି ନ୍ୟୁଜ…

ଲଗାତାର ୫ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ…

ନୂଆଦିଲ୍ଲୀ, ୧୬।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୫ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୭ ହଜାର…

ବ୍ରିଟେନରେ କରୋନା ଭାଙ୍ଗିଲା ସବୁ ରେକର୍ଡ

ଲଣ୍ଡନ,୧୬।୧୨: ବ୍ରିଟେନରେ କରୋନା ପରିସ୍ଥିତି ଭୟଙ୍କର ହୋଇଛି। ଓମିକ୍ରନର ବିପଦ ମଧ୍ୟରେ ବ୍ରିଟେନରେ କରୋନା ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮,୬୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ଦୈନିକ ସର୍ବାଧିକ ରେକର୍ଡ ମାମଲା…

ପୁଣି ଆତଙ୍କ, ଦେଶରେ ୭୩ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତ…

ନୂଆଦିଲ୍ଲୀ,୧୬।୧୨: ଦେଶରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମହାରାଷ୍ଟ୍ର ଏବଂ କେରଳରେ ୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଦେଶରେ ଓମିକ୍ରନଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ…

ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ: ବିସିସିଆଇ ଫଟୋରୁ ବିରାଟ କୋହଲି ଉଭାନ୍‌

ନୂଆଦିଲ୍ଲୀ,୧୬।୧୨: ବିରାଟ କୋହଲିଙ୍କ ବିସ୍ଫୋରକ ଖବରଦାତା ସମ୍ମିଳନୀ ପରେ ଭାରତୀୟ ଦଳ ଗୁରୁବାର ସକାଳୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆଜି ମୁମ୍ବାଇରୁ ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିଛି। ବିସିସିଆଇର ଅଫିସିଆଲ ଟୁଇଟର୍‌…

ମାଲ୍ଟାରେ ଗଞ୍ଜେଇ ବୈଧ

ଭାଲେଟ୍ଟା, ୧୬ା୧୨: ପ୍ରଥମ ୟୁରୋପୀୟ ଦେଶ ଭାବେ ମାଲ୍ଟା ଗଞ୍ଜେଇକୁ ବ୍ୟକ୍ତିଗତ ଭାବେ ବ୍ୟବହାର ନିମନ୍ତେ ଅନୁମତି ଦେଇଛି। ଏଥିସହ ଲୋକେ ସୀମିତ ଭାବେ ଗଞ୍ଜେଇ ଗଛ ଲଗାଇ ପାରିବେ ବୋଲି ମଙ୍ଗଳବାର ପାର୍ଲାମେଣ୍ଟରେ ବିଲ୍‌ ପାରିତ ହୋଇଛି। ନୂଆ ଆଇନ…

ଡେଲ୍‌ଟାକୁ ଟପିବ ଓମିକ୍ରନ୍‌ ସଂକ୍ରମଣ

ନୂଆଦିଲ୍ଲୀ, ୧୬।୧୨: ଆସନ୍ତାବର୍ଷ ଜାନୁୟାରୀ-ଫେବୃୟାରୀ ବେଳକୁ କୋଭିଡ୍‌-୧୯ର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ଭାରତରେ ଶୀର୍ଷ ଛୁଇଁପାରେ। ସେତେବେଳକୁ ଏହା ଡେଲ୍ଟା ଭାରିଆଣ୍ଟର ସଂକ୍ରମଣକୁ ଟପିଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଡେଲ୍ଟା ଭାରିଆଣ୍ଟ ଯୋଗୁ ଚଳିତ ବର୍ଷ କୋଭିଡ୍‌ର ଦ୍ୱିତୀୟ…

ମାଟି ମା’ ପାଇଁ ଜୀବନ ଉତ୍ସର୍ଗ

ମାଟିର ମା’ର ସୁରକ୍ଷା ପାଇଁ ଭାରତୀୟ ସେନା ସବୁବେଳେ ଜୀବନକୁ ଉସର୍ଗ କରିଥାନ୍ତି। ୧୯୭୧ ପାକିସ୍ତାନ ସହିତ ଯୁଦ୍ଧରେ ଭାରତୀୟ ସଶସ୍ତ୍ର ବାହିନୀର ବିଜୟକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୧୬ ରେ ବିଜୟ ଦିବସ ପାଳନ କରାଯାଇଥାଏ। ଏହି…

ସଚିନଙ୍କୁ ବୁଢା କହୁଥିଲେ ଏହି କ୍ରିକେଟର୍‌, ସେହ୍ବାଗ ଦେଇଥିଲେ ଉଚିତ୍‌ ଜବାବ

ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ କୁହାଯାଏ। ତାଙ୍କ କ୍ୟାରିୟର୍‌ରେ ତେନ୍ଦୁଲକର ବିନା କାରଣରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କ ସହ ଝଗଡା କରୁ ନ ଥିଲେ। କିନ୍ତୁ ଅନେକ ଖେଳାଳି ତେନ୍ଦୁଲକରଙ୍କୁ ସ୍ଲେଜିଂ କରିବାକୁ ପଛାଉ ନ ଥିଲେ।…

୧୮ ବର୍ଷ ଜେଲଦଣ୍ଡ ଭୋଗି ନିର୍ଦ୍ଦୋଷରେ ଖଲାସ

ବାରିପଦା ଅଫିସ,୧୫ା୧୨- ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ିକୁ ନେଇ ଟ୍ରିପଲ ମର୍ଡର ଘଟଣାରେ ୧୮ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ନିର୍ଦ୍ଦୋଷରେ ମୁକୁଳିଛନ୍ତି ବଳରାମପୁର ଗ୍ରାମର ହାବିଲ ସିଦ୍ଧୁ(୫୯)। ମଙ୍ଗଳବାର ମୟୂରଭଞ୍ଜ ଜିଲା ଓ ଦୌରା ଜଜ୍‌ ପ୍ରଦୀପ କୁମାର ପଟ୍ଟନାୟକ ମାମଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?