ଏୟାର ସ୍ପେସ୍ ଦେବାକୁ ମନାକଲା ପାକ୍
ନୂଆଦିଲ୍ଲୀ, ୪ା୧୧: ୦ଜମ୍ମୁ-କଶ୍ମୀରର ଶ୍ରୀନଗରରୁ ଶାର୍ଜା ପର୍ଯ୍ୟନ୍ତ ‘ଗୋ ଫାଷ୍ଟ୍’ ବିମାନ ଚଳାଚଳ ପାଇଁ ନିଜ ଆକାଶମାର୍ଗ ବ୍ୟବହାର ପାଇଁ ପାକିସ୍ତାନ ମନା କରିଦେଇଛି। ପାକ୍ର ଏହି ନିଷ୍ପତ୍ତି ଯୋଗୁ ଅହମଦାବାଦ୍ର ଉଦୟପୁର ଏବଂ ଓମାନ୍ ଦେଇ ଶ୍ରୀନଗରରୁ ଶାର୍ଜା ଯିବାକୁ…
ଏଣିକି ଆମେରିକା ଯାଇପାରିବେ କୋଭାକ୍ସିନ୍ ନେଇଥିବା ବ୍ୟକ୍ତି
ୱାଶିଂଟନ,୪।୧୧: ଭାରତର ସ୍ବଦେଶୀ ଟିକା କୋଭାକ୍ସିନର ଉଭୟ ଡୋଜ୍ ନେଇଥିବା ବ୍ୟକ୍ତି ଏଣିକି ବିନା ଦ୍ୱିଧାରେ ଆମେରିକା ଯାତ୍ରା କରିପାରିବେ। ଏନେଇ ଆମେରିକା ପ୍ରଶାସନ ସବୁଜ ସଙ୍କେତ ଦେଇଛି। ଭ୍ରମଣ ତାଲିକାରେ କୋଭାକ୍ସିନ ଅନ୍ତର୍ଭୁକ୍ତ ହେବା ଉପରେ ସିଡିସିର ପ୍ରେସ ଅଧିକାରୀ…
ଚାଇନାରେ ଦ୍ରୁତ ଗତିରେ ବଢୁଛି ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାର
ବେଜିଂ,୪।୧୧: ଆଜିକାଲି ଚାଇନା ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢାଇବାରେ ବ୍ୟସ୍ତ ଅଛି। ଆମେରିକାର ଅଧିକାରୀମାନେ ଏକ ବର୍ଷ ପୂର୍ବେ ଆକଳନ କରିଥିବା ତୁଳନାରେ ଚାଇନା ଏହାର ଆଣବିକ ଅସ୍ତ୍ର ସଂଖ୍ୟା ଦ୍ରୁତ ଗତିରେ ବଢାଇବାକୁ ପ୍ରୟାସ କରୁଛି। ଆମେରିକାର ସମାନ ହେବା…
ଭୁଲ ବୁଝିପାରିଲେ ବିରାଟ କୋହଲି
ଦୁବାଇ,୪।୧୧:: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍ର ତୃତୀୟ ମ୍ୟାଚ୍ରେ ଆଫଗାନିସ୍ତାନକୁ ୬୬ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ଏବଂ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚରେ ଟିମ ଇଣ୍ଡିଆ…
ଦୀପାବଳିରେ ଏହି ୪ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ
ଆଜି ଆଲୋକର ପର୍ବ ଦୀପାବଳି। ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଏହି ଦିନ ମା’ ଲକ୍ଷ୍ମୀ ଘରକୁ ଆସିଥାନ୍ତି। ଫଳରେ ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଅଧିକ ଶକ୍ତିଶାଳୀ ହୁଏ। ଆପଣ କିଛି ଭଲ ଖବର ପାଇବାର ସମ୍ଭାବନା ରହିଥାଏ। ଆସନ୍ତୁ…
ଦୀପାବଳିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୪।୧୧: ଆଜି ସାରା ଦେଶରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍ ଯୋଗେ କହିଚନ୍ତି, ଦୀପାବଳିର ଶୁଭ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମୁଁ…
ଏବେ ବି ଭାରତ ଯାଇପାରିବ ସେମିଫାଇନାଲ: ଜାଣନ୍ତୁ କ’ଣ ରହିଛି ସମୀକରଣ
ଦୁବାଇ,୪।୧୧: ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି। ତୃତୀୟ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ୬୬ ରନରେ ପରାସ୍ତ କରିଛି। ଏହା ସହ ସେମିଫାଇନାଲରେ ପ୍ରବେଶ କରିବାର ଭାରତର ଆଶା ରହିଛି। ଏବେ ଭାରତକୁ ଉଭୟ ଅବଶିଷ୍ଟ ମ୍ୟାଚକୁ…
ସେନାଙ୍କ ସହ ଦୀପାବଳି ପାଳିବେ ମୋଦି
ନୂଆଦିଲ୍ଲୀ,୪ ।୧୧: ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଦେଶର ବୀର ଯବାନଙ୍କ ସହ ଦୀପାବଳି ପାଳନ କରିବେ । ଏଥର ସେ ଜମ୍ମୁ-କଶ୍ୱୀର ରଜୌରି ଜିଲା ନୌସେରା ସେକ୍ଟରରେ ସେନାଙ୍କ ସହ ଦୀପାବଳି ପାଳନ କରିପାରନ୍ତି । ମୋଦିଙ୍କ ଗସ୍ତକୁ ଦେଖି ଲାଇନ…
୨୦ ବର୍ଷର ପରମ୍ପରା ଭାଙ୍ଗିଲେ ଶାହରୁଖ ଖାନ୍
ବଲିଉଡ୍ ବାଦ୍ଶାହା ଶାହରୁଖ ଖାନ ନିକଟରେ ୫୬ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନରେ ତାଙ୍କ ପ୍ରଶଂସକ ଶାହରୁଖଙ୍କ ଟିକେ ଝଲକ ପାଇବାକୁ ସାରା ଦିନ ଅପେକ୍ଷା କରିଥିଲେ, କିନ୍ତୁ ସେ ଶାହରୁଖ ସବୁଥର ପରି ମନ୍ନତର ଟେରେସ ବାଲକୋନିକୁ ଆସି ପ୍ରଶଂସକଙ୍କୁ…
ଘର ଭଡା ନେଲେ ମାଧୁରୀ: ମାସକୁ ଦେବାକୁ ଏତିକି ଟଙ୍କା
ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ କେବଳ ଅଭିନୟ ନୁହେଁ, ନୃତ୍ୟରେ ବି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୯୦ ଦଶକର ସୁପରହିଟ ଅଭିନେତ୍ରୀମାନଙ୍କ ମଧ୍ୟରେ ମାଧୁରୀ ଦୀକ୍ଷିତଙ୍କ ନାମ ଗଣାଯାଏ ଏବେ ଅନେକ ଡ୍ୟାନ୍ସ ରିୟଲିଟି ଶୋ’ରେ…
ନୂଆବର୍ଷ ସୁଦ୍ଧା ଖୋଲିଯିବ ସବୁ ଶ୍ରେଣୀ
ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଦୀପାବଳି ପରେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଚିନ୍ତା କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ଉପରେ ବିଚାର କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଉପରେ…
କମିଲା ପେଟ୍ରୋଲ ୫, ଡିଜେଲ ୧୦ ଟଙ୍କା
ନୂଆଦିଲ୍ଲୀ,୩।୧୧: ଲଗାତାର ୭ ଦିନ ଧରି ତୈଳ ଦର ବୃଦ୍ଧି ଘଟିବା ପରେ ବୁଧବାର ଦେଶବାସୀଙ୍କୁ କିଛିଟା ଆଶ୍ୱସ୍ତୀ ଦେଇଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଓ ଡିଜେଲ ଉପରେ ଲଗାଯାଉଥିବା ଏକ୍ସାଇଜ୍ ଡ୍ୟୁଟିକୁ ଯଥାକ୍ରମେ ୫ ଓ ୧୦ ଟଙ୍କା ହ୍ରାସ…
Archives


