Home

ରକ୍ତାକ୍ତ ସଂଘର୍ଷ, ୬୦୦ ତାଲିବାନୀ ନିହତ, ୧୦୦୦ରୁ ଅଧିକଙ୍କ ଆତ୍ମସମର୍ପଣ…

କାବୁଲ,୫।୯: ଆଫଗାନିସ୍ତାନର ପଞ୍ଜଶିରରେ ନର୍ଦନ ଆଲାଏନ୍ସ୍‌ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ରକ୍ତାକ୍ତ ସଂଘର୍ଷ ଜାରି ରହିଛି। କ୍ଷମତା ଦଖଲ ନେଇ ପଞ୍ଜଶିର ଏବେ ରକ୍ତରେ ଲାଲ ହୋଇଯାଇଛି। ପଞ୍ଜଶିରର ଉତ୍ତର-ପୂର୍ବ ଅଞ୍ଚଳରେ ୬୦୦ ତାଲିବାନୀଙ୍କ ମୃତ୍ୟୁ ଘଟିଛି। ସେହିପରି…

ଦଳୀୟ ଅଫିସ୍‌ ପାଇଁ ଜମି ହିସାବ ଦେଲେ ସରକାର

ଭୁବନେଶ୍ୱର,୫ା୯(ବ୍ୟୁରେ): ରାଜଧାନୀରେ ଦଳୀୟ କାର୍ଯ୍ୟାଳୟ ସ୍ଥାପନ ପାଇଁ ୧୯୬୪ରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଏକର ପିଛା ୧୦ ହଜାର ଟଙ୍କା ହିସାବରେ ୫ ହଜାର ଟଙ୍କା ମୂଲ୍ୟରେ ୫୦୦ ଡିସିମିଲ, ୧୯୯୨ରେ ସିପିଏଆଇଏମ୍‌ ଏକର ପିଛା ୧ ଲକ୍ଷ ଟଙ୍କା…

୬ରେ ଲଘୁଚାପ, ୭ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର, ୫।୯(ବ୍ୟୁରୋ): ଏବେ ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଛି। ଆସନ୍ତା ୬ ତାରିଖରେ ଉତ୍ତର ଓ ମଧ୍ୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି…

ଗୁରୁଦିବସର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୫।୯: ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତିି। ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ କରି ଶ୍ରଦ୍ଧାଞ୍ଜଳି ଅର୍ପଣ…

ଆଉ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୫।୯(ବ୍ୟୁରୋ): ରାଜ୍ୟରେ ୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୪୭କୁ ବୃଦ୍ଧି ପାଇଛି। ତେବେ ୭ ମୃତକଙ୍କ ମଧ୍ୟରେ ଅନୁଗୋଳ ଓ ବାଲେଶ୍ୱର ଜିଲାରୁ ୨ ଜଣ ଲେଖାଏ ଥିବା ବେଳେ ଭଦ୍ରକ,…

ପୁଣି ଆତଙ୍କ, ଫେରୁଛି କରୋନା…

ନୂଆଦିଲ୍ଲୀ,୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଯୋଗୁ ଦେଶରେ…

ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି: ଗତ ୨୪ ଘଣ୍ଟାରେ ୧୩୧ ପିଲା କରୋନା ସଂକ୍ରମିତ

ଭୁବନେଶ୍ୱର,୫।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧ଙ୍କ ବୟସ ୧୮ ବର୍ଷ ମଧ୍ୟରେ ରହିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୭ ଜଣ କ୍ୱାରେଣ୍ଟାଇନ୍‌ର ଥିବା ବେଳେ ବାକି ୩୩୮ଟି ଲୋକାଲ କେସ।…

ପାରାଲିମ୍ପିକ କ୍ରିଷ୍ଣା ନାଗରଙ୍କୁ ସ୍ବର୍ଣ୍ଣ ପଦକ…

ଟୋକିଓ,୫।୯: ଟୋକିଓ ପାରାଲିମ୍ପିକ ଗେମ୍ସରେ ଶେଷ ଦିନରେ କିଷ୍ଣା ନାଗର ହଂକଂର ଚୁ ମାନ୍‌ କେଙ୍କୁ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସ୍‌ଏଚ୍‌୍‌-୬ ଇଭେଣ୍ଟରେ ପରାଜିତ କରି ସ୍ବର୍ଣ୍ଣ ପଦକର ଗୌରବ ଆଣିଛନ୍ତି। ୪୩ ମିନିଟ୍‌ ଧରି ଚାଲିଥିବା ଖେଳରେ ସେ ଚୁ…

ସୁହାସଙ୍କୁ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ…

ଟୋକିଓ,୫।୯: ଟୋକିଓ ପାରାଲିମ୍ପିକ ଗେମ୍ସରେ ରବିବାର ଶେଷ ଦିନରେ ନୋଏଡାର ଡି.ଏମ. ସୁହାସ ଏଲ ୟଥିରାଜ ଭାରତ ପାଇଁ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌-୪ ଇଭେଣ୍ଟରେ ରୌପ୍ୟ ପଦକ ଆଣିଛନ୍ତି। ସେ ଫ୍ରାନ୍ସର ଏଲ ମାଜୁରଙ୍କଠାରୁ ୨୧-୧୫,୧୭-୨୧, ୧୫-୨୧ରେ ପରାଜିତ ହୋଇଛନ୍ତି।…

କୋଟିକୋଟି ପ୍ରଶଂସକ, ବହୁ ସମ୍ପତ୍ତିର ମାଲିକ ତଥାପି ହଠାତ୍‌ ଗାଏବ ହୋଇଗଲେ ଏହି ଅଭିନେତ୍ରୀ

ଚାଇନାର ଶି ଜିନଫିଙ୍ଗ୍‌ ସରକାର ଦେଶର ଲୋକପ୍ରିୟ ଅଭିନେତ୍ରୀ ଝାଓ ଓ୍ବେଇଙ୍କୁ ରାତାରାତି ଅନ୍‌ଲାଇନ ପ୍ଲାଟ୍‌ଫର୍ମରୁ ହଟାଇ ଦେଇଛନ୍ତି। ଝାଓଙ୍କ ଫିଲ୍ମ କିମ୍ବା ତାଙ୍କ ସହିତ ଜଡ଼ିତ କୌଣସି ଅନ୍‌ଲାଇନ୍‌ କଣ୍ଟେଣ୍ଟ ବର୍ତ୍ତମାନ ଚାଇନାରେ ଆଉ ଦେଖିବାକୁ ମିଳିବ ନାହିଁ। ଚାଇନାର…

ତାଲିବାନ୍‌ ସଙ୍କଟ ପାଇଁ ତେଲ ଦର ବଢ଼ୁଛି

ବେଙ୍ଗାଲୁରୁ, ୫।୯: ଭାରତରେ ତେଲ ଦର ବୃଦ୍ଧି ପାଇଁ କର୍ନାଟକର ଭାଜପା ବିଧାୟକ ଆଫଗାନିସ୍ତାନରେ ତାଲିବାନ୍‌ ସଙ୍କଟକୁ ଦାୟୀ କରିଛନ୍ତି। ତାଲିବାନ୍‌ ସଙ୍କଟ ଯୋଗୁ ଅଶୋଧିତ ତୈଳ ଯୋଗାଣ ହ୍ରାସ ପାଇଛି। ସେଥିପାଇଁ ମେ’ ମାସରୁ ଏଲ୍‌ପିଜି, ପେଟ୍ରୋଲ ଓ ଡିଜେଲ…

ଟିଏମ୍‌ସିରେ ଯୋଗଦେଲେ ଭାଜପା ବିଧାୟକ

କୋଲକାତା, ୫।୯: ପଶ୍ଚିମବଙ୍ଗର ୩ ଆସନରେ ଉପନିର୍ବାଚନ ପୂର୍ବରୁ କାଳିଆଗଞ୍ଜର ଭାଜପା ବିଧାୟକ ସୌମେନ ରାୟ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗଦେଇଛନ୍ତି। ପରିସ୍ଥିତିକୁ ନେଇ ତାଙ୍କୁ ଭାଜପା ଟିକେଟରେ ନିର୍ବାଚନ ଲଢ଼ିବାକୁ ପଡ଼ିଥିଲା। ହେଲେ ତାଙ୍କ ଆତ୍ମା ଓ ହୃଦୟ ଟିଏମ୍‌ସିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri