Posted inଜାତୀୟ

୨୭ ବିକାଶ ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ…

ବାରାଣସୀ, ୨୩।୧୨: ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ କ୍ଷେତ୍ର ବାରାଣସୀରେ ଗୁରୁବାର ୨୭ଟି ବିଭିନ୍ନ ବିକାଶ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏସବୁ ପ୍ରକଳ୍ପର ନିର୍ମାଣରେ ୨୧୦୦ କୋଟି ଟଙ୍କା ବ୍ୟୟ ହୋଇଛି। ସେଥିମଧ୍ୟରେ ୮୭୦ କୋଟି ଟଙ୍କାର ୨୨ଟି ପ୍ରକଳ୍ପ ରହିଛି। ସେହିପରି ବନାସ କାଶୀ ସଂକୁଲ କରଖିଆଓ୍ବ ପାଇଁ ୪୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ମୋହନସରାଇ ଦିନଦୟାଲ ଚାକିଆ ମାର୍ଗର ଛଅ ଲେନ କାମ ପାଇଁ ୪୧୨.୫୩ କୋଟି, ବାରାଣାସୀ-ଭଦୋହି-ଗୋପିଗଞ୍ଜ ରାସ୍ତାର ଚାରି ଲେନ ରାସ୍ତା ଚଉଡ଼ା ଲାଗି ୨୬୯.୧୦ କୋଟି। ଦୁଗ୍ଧ ଉତ୍ପାଦକ ସମବାୟ ୟୁନିଅନ ଲିମିଟେଡ ପ୍ଲାଣ୍ଟ, ରାମନଗର ବାୟୋ-ଗ୍ୟାସ ଶକ୍ତି ଉତ୍ପାଦନ କେନ୍ଦ୍ର ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆୟୁଷ ମିଶନ ଅଧୀନରେ ଥିବା ସରକାରୀ ହୋମିଓପାଥିକ ମେଡିକାଲ କଲେଜ ପାଇଁ ୪୯.୯୯ କୋଟି ଖର୍ଚ୍ଚ କରାଯାଇଛି।

ଗତ ୧୦ ଦିନ ମଧ୍ୟରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର ଦ୍ୱିତୀୟ ଉତ୍ତରପ୍ରଦେଶ ଗସ୍ତ। ଏହାପୂର୍ବରୁ, ଡିସେମ୍ବର ୧୩-୧୪ ରେ ପ୍ରଧାନମନ୍ତ୍ରୀ ବାରାଣସୀ ପରିଦର୍ଶନ କରିଥିଲେ। ଏହି ସମୟରେ ସେ କାଶୀ-ବିଶ୍ୱନାଥ କରିଡରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାଭାରତ ସତ୍ୟତା ହେବ ପ୍ରମାଣିତ: ୪ ହଜାର ବର୍ଷ ତଳର ଅବଶେଷରୁ ମିଳିବ ତଥ୍ୟ

ନୂଆଦିଲ୍ଲୀ,୧।୫: ମହାଭାରତର ସତ୍ୟତା ପ୍ରମାଣିତ ହେବା ସମ୍ଭାବନା ଦେଖାଦେଇଛି। ବାଗପତ୍‌ର ସିନୌଲି ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ଖନନରୁ କେତେକ ଅବଶେଷ...

ଏହି ରାଜ୍ୟରେ ସପ୍ତାହକୁ ପ୍ରତ୍ୟେକ ଶନିବାର-ରବିବାର ଲାଗୁ ହେବ ଲକ୍‌ଡାଉନ

ଡେରାଡୁନ,୧୭।୭: ଉତ୍ତରାଖଣ୍ଡରେ ବଢ଼ୁଥିବା କରୋନା ଭାଇରସ୍‌ ସଂକ୍ରମଣ ମାମଲାକୁ ଦେଖି ରାଜ୍ୟର ସୀମା ସିଲ୍‌ କରିବା ସହ ସପ୍ତାହକୁ ୨ଦିନ ଲକ୍‌ଡାଉନ କରିବାକୁ ସ୍ଥିର କରିଛନ୍ତି...

୬ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୧ ଦିନ ଧରି...

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ଗୁରୁଗ୍ରାମ,୩୧।୮- ୧୩ ବର୍ଷୀୟା ଦଳିତ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ଏଭଳି ଘଟଣା ଘଟିଛି ଉତ୍ତର ଦିଲ୍ଲୀର ନରେଲା ଅଞ୍ଚଳରେ। ହତ୍ୟା ପରେ ମୃତଦେହକୁ...

ଲକ୍‌ଡାଉନ୍‌ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’

ହାଇଦ୍ରାବାଦ,୧୦।୪: ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଥିବା ବେଳେ ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ଯୋଗୁ ବହୁ...

୩ ମାସ ପର୍ଯ୍ୟନ୍ତ ଘରଭଡା ଆଦାୟ କରିବେନି ମାଲିକ

ମୁମ୍ବାଇ,୧୭।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଅନେକ ଲୋକଙ୍କ ଜୀବନଜୀବିକା ଉପରେ ଏହା ପ୍ରଭାବ ପକାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର...

୭ ଦିନ ବନ୍ଦ ରହିବ ବ୍ୟାଙ୍କ୍‌, ଶୀଘ୍ର ସାରନ୍ତୁ କାମ

ନୂଆଦିଲ୍ଲୀ,୨୪।୩: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାର୍ଯ୍ୟ ଅଛି, ତେବେ ତୁରନ୍ତ ଏହାକୁ ଶେଷ କରନ୍ତୁ । କାରଣ ମାର୍ଚ୍ଚ ୨୭ରୁ ଏପ୍ରିଲ...

କରୋନା ଭାଇରସ ମୁକାବିଲା ପାଇଁ କେରଳ ଜେଲରେ ଖୋଲିଲା ସ୍ବତନ୍ତ୍ର ସେଲ

ଥିରୁଭାନନ୍ତପୁରମ,୧୦।୩: କେରଳରେ କୋଭିଡ-୧୯ ପଜିଟିଭ ଥିବା ୬ ଜଣଙ୍କୁ ସୋମବାର ଚିହ୍ନଟ କରାଯାଇଥିବା ବେଳେ ଏବେ ଏହାକୁ ନେଇ ସରକାର ସତର୍କ ହୋଇଯାଇଛନ୍ତି। ଏହାକୁ ଦୃଷ୍ଟିରେ...

Advertisement
Archives

Model This Week