ସ୍ବର ହରାଇବା ଖବରକୁ ଖଣ୍ଡନ କଲେ ଏହି ଲୋକପ୍ରିୟ ଗାୟକ, ମିଥ୍ୟା ତଥ୍ୟ ଦେବାକୁ ନେଇ…
ବମ୍ବେ: ଚର୍ଚ୍ଚାରେ ଲୋକପ୍ରିୟ ଗାୟକ ବାପି ଲେହିରି। ଗତ କିଛି ଦିନ ଧରି ଅସୁସ୍ଥ ଥିବା ସହ ସେ ନିଜର ସ୍ବର ହରାଇଥିବା କୁହାଯାଉଥିଲା। ୬୮ ବର୍ଷୀୟ ଗାୟକଙ୍କ ପ୍ରଶଂସକ ଏଭଳି ଖବର ଶୁଣି ମର୍ମାହତ ହୋଇଥିଲେ। କିଛି ତାଙ୍କର ଶୀଘ୍ର…
ଆରମ୍ଭ ହେଲା ମୁକୁଳା ନାଳ ସମୀକ୍ଷା: ପଡ଼ିବ ସ୍ଲାବ, ବଦଳିବ ଡିଜାଇନ୍
ଭୁବନେଶ୍ୱର,୨୧।୯(ବ୍ୟୁରୋ): ଖୋଲା ନାଳରେ ଭାସିଯାଇ ଏକ ନିରୀହ ଜୀବନ ଯିବା ପରେ ଚେତିଲା ପ୍ରଶାସନ। ଆରମ୍ଭ ହେଲା ସମୀକ୍ଷା। ଭୁବନେଶ୍ୱର ଓ କଟକ ସମେତ ରାଜ୍ୟରେ ସବୁ ଜିଲାରେ ମୁକୁଳା ପଡିଥିବା ସବୁ ଡ୍ରେନ ଉପରେ ସ୍ଲାବ ପଡିବା ନେଇ ଆଲୋଚନା…
ଆର୍ସିବି ୯୨ରନ୍ କରିବା ପରେ ଚର୍ଚ୍ଚାରେ ଦୀପିକା; ୧୧ ବର୍ଷ ପୂର୍ବ…
ନୂଆଦିଲ୍ଲୀ,୨୧।୯: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଆଇପିଏଲ୍ ଆରମ୍ଭ ଦିନରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଟିମ୍ର ବଡ଼ ପ୍ରଶଂସିକା। ଷ୍ଟାଡିୟମରେ ପହଞ୍ଚି ଆର୍ସିବି ମ୍ୟାଚ୍ ଦେଖିବାଠାରୁ ଆରମ୍ଭ କରି ଦଳର ବିଜୟରେ ଟୁଇଟ୍ କରି ଖୁସିବ୍ୟକ୍ତ କରନ୍ତି ସେ। ତେବେ ସୋମବାର…
୪୧୩ କୋଟି ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଏହି ଅଭିନେତ୍ରୀ; ସ୍ବାମୀଙ୍କ ଘରେ ରହୁଥିଲେ ହେଁ…
ବମ୍ବେ: ପରିବାରକୁ ଗୁରୁତ୍ୱ ଦେଇ ବଡ଼ ପରଦାରୁ ଦୂରେଇ ଯାଇଛନ୍ତି ସେ। ହେଲେ ଦିନ ଥିଲା ବଲିଉଡ୍ର ଆଗଧାଡ଼ିର ଅଭିନେତ୍ରୀ ଥିଲେ ସେ। ହାତରେ ଥିଲା ଗୋଟିଏରୁ ବଳି ଗୋଟିଏ ଫିଲ୍ମ। ହେଲେ ପ୍ରଥମେ ବିବାହ ଏବଂ ପରେ ପ୍ରଥମ ସନ୍ତାନ…
ବିରଞ୍ଚିଙ୍କୁ ମିଳିଲା ଜାମିନ
କଟକ ଅଫିସ,୨୧।୯: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି ମାମଲାରେ ଗିରଫ ବିରଞ୍ଚି ନାରାୟଣ ସାହୁଙ୍କୁ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ବିରଞ୍ଚି ତଦନ୍ତରେ ସମସ୍ତ ପ୍ରକାର ସହାୟତା କରିବେ ଏବଂ ତଦନ୍ତକାରୀ ଟିମ୍ ଯେତେବେଳେ ଚାହଁିବେ ତାଙ୍କ…
ବର୍ଗରରୁ ବାହାରିଲା ବିଛା: ଆଉ ତା’ପରେ
ଜୟପୁର,୨୧।୯: ରାଜସ୍ଥାନର ରାଜଧାନୀ ଜୟପୁରର ମାଲଭିଆ ନଗରରେ ଅବସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜଣେ ଯୁବକ ଖାଉଥିବା ବର୍ଗରରୁ ବିଛା ବାହାରିଛି। ଏନେଇ ସେ ରେଷ୍ଟୁରାଣ୍ଟ ଅପରେଟରଙ୍କ ନିକଟରେ ଅଭିଯୋଗ କରିଥିଲେ। ରେଷ୍ଟୁରାଣ୍ଟ କର୍ମଚାରୀମାନେ ସମ୍ପକୃକ୍ତ ଗ୍ରାହକଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ…
ଡିଗ୍ରୀ ପାଇବା ପୂର୍ବରୁ ଯୌତୁକ ନ ନେବାକୁ ସ୍ବୀକାରୋକ୍ତି…
କାଲିକଟ୍,୨୧।୯: କେରଳର କାଲିକଟ୍ ବିଶ୍ୱବିଦ୍ୟାଳୟରେ ଯୋତୁକ ବିରୋଧରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହା ଅନ୍ତର୍ଗତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ ପୂର୍ବରୁ ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଯୌତୁକ ବିରୋଧି ସ୍ବୀକାର ପତ୍ରରେ ଦସ୍ତଖତ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି ଭବିଷ୍ୟତରେ ସମ୍ପୃକ୍ତ…
ବଦଳିଲେ ୬୦ ପୋଲିସ ଏସ୍ଆଇ-ଏଏସ୍ଆଇ
ଭୁବନେଶ୍ୱର,୨୧।୯(ବ୍ୟୁରୋ): ଭୁବନେଶ୍ୱରର ବିଭିନ୍ନ ଥାନାର ୬୦ଜଣ ଏସ୍ଆଇ ଏବଂ ଏଏସ୍ଆଇମାନଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି। କ୍ୟାପିଟାଲ ଥାନାରୁ ଏସ୍ଆଇ ସନ୍ତୋଷିନୀ ବେହେରା ସହିଦନଗର ଯାଇଥିବା ବେଳେ ଲିଙ୍ଗରାଜ ଥାନାରୁ ଏସ୍ଆଇ ସନ୍ତୋଷ ନାୟକ ତମାଣ୍ଡୋ ଯାଇଛନ୍ତି। ସେହିଭଳି ବାଲିଅନ୍ତାରୁ ଏସ୍ଆଇ ପ୍ରଫୁଲ…
ଜୟଶଙ୍କର ଆମକୁ ଧମକ ଦେଇଥିଲେ: ଓଲି
କାଠମାଣ୍ଡୁ,୨୧।୯: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭାରତ ବିରୋଧରେ ପୁଣି ଗୁରୁତର ଅଭିଯୋଗ ଆଣିଛନ୍ତି। ଓଲି ଦାବି କରିଛନ୍ତି ଯେ, ୨୦୧୫ରେ ଭାରତର ତତ୍କାଳୀନ ବୈଦେଶିକ ସଚିବ ତଥା ବର୍ତ୍ତମାନର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଭାରତର ଚାହିଦା…
୨ ମାସ ପରେ ଜେଲ୍ରୁ ମୁକୁଳିଲେ ଶିଳ୍ପାଙ୍କ ସ୍ବାମୀ
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଶେଷରେ ଜେଲ୍ରୁ ମୁକୁଳିଛନ୍ତି। ରାଜ୍ଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକ୍ତ କରାଯାଇଛି। ଏଥି ସହ ତାଙ୍କ ସହକର୍ମୀ ରିୟାନ ଥର୍ପେ ମଧ୍ୟ ତାଙ୍କ ସହ ମୁକ୍ତ ହୋଇଛନ୍ତି। ଜେଲରୁ ବାହାରିବା…
ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳକୁ ଧମକ
ଲଣ୍ଡନ,୨୧।୯: ଇଂଲଣ୍ଡ ଗସ୍ତରେ ଯାଇଥିବା ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। କିଓ୍ବି ଦଳକୁ ବୋମା ଧମକ ମିଳିଛି। ଏହା ସତ୍ତ୍ୱେ ଆଜି ଲିସେଷ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ…
ବାୟୁସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ …
ଉଦାମପୁର,୨୧।୯: ଜମ୍ମୁ-କଶ୍ମୀରର ଉଦାମପୁର ଜିଲାରେ ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ପାଇଲଟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପାଟନିଟୋପ୍ ଅଞ୍ଚଳରେ ପୂର୍ବାହ୍ନ ୧୦ଟା ୩୦ରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଖସି ପଡ଼ିଥିଲା।…
Archives


