୧୩୨ ବର୍ଷ ରେକର୍ଡ ପୁନରାବୃତ୍ତି କଲେ କୋହଲି
ମୁମ୍ବାଇ,୩।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୨ ମ୍ୟାଚ୍ ଟେଷ୍ଟ ସିରିଜ ଦ୍ୱିତୀୟ ମ୍ୟାଚ୍ରେ ଅନେକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ମୁମ୍ବାଇ ଟେଷ୍ଟରେ ବିରାଟ କୋହଲି ଅଧିନାୟକ ଭାବରେ ଦଳକୁ ଫେରିଥିଲେ ଏବଂ ଟସ ପାଇଁ ଓହ୍ଲାଇବା ମାତ୍ରେ…
ପ୍ରି-ଓ୍ବେଡିଂ ଫଟୋ ଶେୟାର କଲେ ଅଙ୍କିତା
ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିଙ୍କ ପାଇଁ ଏବେ ବିବାହ ଋତୁ ଚାଲିଛି। ଅନେକ ଯୋଡ଼ି ଚଳିତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଆଉ କିଛି ସେଲିବ୍ରିଟି ସେମାନଙ୍କ ପ୍ରସ୍ତୁତି ଜୋର୍ସୋର୍ରେ ଚଳାଇଛନ୍ତି। ଏହି ଯୋଡ଼ିମାନଙ୍କ ମଧ୍ୟରୁ ଛୋଟପରଦାର ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ…
ରାଗିଗଲେ କୋହଲି, ପିଟିଲେ ବ୍ୟାଟ୍: ଦେଖନ୍ତୁ ଭିଡିଓ
ମୁମ୍ବାଇ,୩।୧୨: ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳକୁ ଫେରିଥିବା ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ମୁମ୍ବାଇ ଟେଷ୍ଟରେ ଶୂନ ରେ ଆଉଟ୍ ହୋଇଥିଲେ। ତାଙ୍କୁ ଏଜାଜ ପଟେଲ ଆଉଟ୍ କରିଥିଲେ। ତାଙ୍କ ଆୁଟ୍କୁ ନେଇ ଏବେ ଅମ୍ପାୟାରଙ୍କ ଉପରେ ପ୍ରଶ୍ନ ଉଠିଛି।…
ମହଙ୍ଗା ହେବ ଏଟିଏମ୍ ବ୍ୟବହାର, ଦେବାକୁ ପଡ଼ିବ…
ନୂଆଦିଲ୍ଲୀ,୩ା୧୨: ନୂଆବର୍ଷରୁ ଏଟିଏମ୍ ବ୍ୟବହାର ମହଙ୍ଗା ହେବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୨ ଜାନୁୟାରୀ ୧ରୁ ଏଟିଏମ୍ କାରବାରର ଚାର୍ଜ ବଢ଼ାଇବା ପାଇଁ ଅନୁମତି ଦେଇଛି। ବ୍ୟାଙ୍କ ପକ୍ଷରୁ ଦିଆଯାଉଥିବା ମାଗଣା କାରବାର ବ୍ୟବହାର ପରେ ଆଉ ଅଧିକ…
ଗଞ୍ଜାମ କଲେଜ ନାମରେ ଜମି ରେକର୍ଡଭୁକ୍ତ କରିବାକୁ ବିଧାୟକଙ୍କ ଦାବି
ଗଞ୍ଜାମ,୩ା୧୨(ଡି.ଏନ୍.ଏ.): ବିଧାନସଭା ଅଧିବେଶନରେ ୫୦ବର୍ଷର ଗଞ୍ଜାମ ମହାବିଦ୍ୟାଳୟର ନିଜସ୍ବ ଜମି ନ ଥିବା ନେଇ ପ୍ରଶ୍ନ କରିଥିଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା l ବିଭିନ୍ନ କିସମ ଓ ବିଭିନ୍ନ ବିଭାଗର ଜମି ଉପରେ କଲେଜ ନିର୍ମାଣ ହୋଇଥିବା ବେଳେ…
ରବିବାର ଛୁଟି ବାତିଲ କଲେ ସରକାର
ଭୁବନେଶ୍ୱର,୩ା୧୨(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ସାପ୍ତାହିକ ରବିବାର ଛୁଟି ବାତିଲ କରିଛନ୍ତି। ସମସ୍ତ ଅଧିକାରୀ ହେର୍ଡ କ୍ୱାର୍ଟର ନ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି ସରକାର। ଏଥିସହିତ…
ଲିକ୍ ହେବନାହିଁ କ୍ୟାଟ୍ରିନା-ଭିକ୍କିଙ୍କ ବିବାହ ଫଟୋ, ରାଇଟ୍ସ ବିକ୍ରି ସରିଛି ଅନ୍ତର୍ଜାତୀୟ ମାଗାଜିନକୁ!
ମୁମ୍ବାଇ: ଏବେ ବଲିଉଡର ବହୁ ଚର୍ଚ୍ଚିତ ଯୋଡି ହେଉଛନ୍ତି କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ । ଆଉ ମାତ୍ର ୨-୩ ଦିନ ପରେ ତାଙ୍କର ବିବାହ ହେବ । ଏବେ ଏମାନଙ୍କ ବିବାହକୁ ନେଇ ବହୁତ ପ୍ରକାର ଖବର ସାମ୍ନାକୁ…
୧୧୭ ସଂସ୍ଥାର ବହୁ କୋଟି ବକେୟା
କଟକ ଅଫିସ,୩ା୧୨: ସମ୍ବଲପୁର ସିଟି,ଜିଏସ୍ଟି ସର୍କଲ-୨ ଅଧୀନ ୧୧୭ ବ୍ୟକ୍ତିଗତ ଓ ବାଣିଜି୍ୟକ ସଂସ୍ଥାର କୋଟି କୋଟି ଟଙ୍କା ବକେୟା ପଡ଼ିଛି। ଗତ ନଭେମ୍ବର ୨୫ତାରିଖ ସୁଦ୍ଧା କେତେ ଟଙ୍କା ଟିକସ ବାବଦକୁ ବାକି ରହିଛି, ତାହାର ତଥ୍ୟ ହସ୍ତଗତ ହୋଇଛି।…
ପୁରୀରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା
ଭୁବନେଶ୍ୱର,୩ା୧୨(ବ୍ୟୁରୋ): ପୁରୀ ଜିଲାରେ ବାତା ‘ଜଓ୍ବାଦ’ ସ୍ଥଳଭାଗ ଛୁଇଁପାରେ। ୪ ତାରିଖ ସନ୍ଧ୍ୟା ଏବଂ ୫ ତାରିଖ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସ୍ଥଳଭାଗ ଅଳ୍ପ ଛୁଇଁବା ପରେ ବାତ୍ୟା ପୁଣି ସମୁଦ୍ରକୁ…
ଟସ୍ ଜିତିଲା ଭାରତ
ମୁମ୍ବାଇ,୩।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ବିରାଟ କୋହଲି ଭାରତର ଅଧିନାୟକତ୍ୱ କରୁଛନ୍ତି। ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
ଓମିକ୍ରନ ବିରୋଧରେ ପ୍ରଭାବଶାଳୀ କୋଭାକ୍ସିନ୍: ଆଇସିଏମ୍ଆର
ନୂଆଦିଲ୍ଲୀ,୩।୧୨: ସାରା ବିଶ୍ୱରେ କରୋନା ଭାଇରସର ଏକ ନୂଆ ରୂପ ଓମିକ୍ରନର ପ୍ରଭାବ ବୃଦ୍ଧି ପାଉଛି। ଏହି ସମୟରେ, ଅନେକ ଟିକା କମ୍ପାନୀ ଏହି ଭାରିଆଣ୍ଟ ବିରୋଧରେ ସେମାନଙ୍କ ଟିକାକରଣର ଫଳପ୍ରଦତା ଉପରେ ସନ୍ଦେହ ସୃଷ୍ଟି କରିଛନ୍ତି । ତଥାପି, ଇଣ୍ଡିଆନ…
ଏକ୍ସ ବୟଫ୍ରେଣ୍ଡଙ୍କୁ ବିବାହ ନିମନ୍ତ୍ରଣ କରିନାହାନ୍ତି କାଟ୍ରିନା
ମୁମ୍ବାଇ: ବଲିଉଡ୍ ଅଭିନେତା ଭିକି କୌଶଲ ଏବଂ ଅଭିନେତ୍ରୀ କାଟ୍ରିନା କୈଫ୍ଙ୍କ ବିବାହ ଚଳିତମାସ ୯ ତାରିଖରେ ଜୟପୁରରେ ହେବ। ବିବାହ ପ୍ରସ୍ତୁତି ଜୋରସୋର୍ରେ ଚାଲିଛି। ସୋସିଆଲ ମିଡିଆରେ ବି ଏନେଇ ଖୁବ୍ ଚର୍ଚ୍ଚା। ତେବେ ଶୁଣିବାକୁ ମିଳୁଛି ଏହି ବିବାହରେ…
Archives


