Home

ଏବେ ଆଉ କାମ ଦେବନି ଚାଇନାର ଚତୁରତା: ଭାରତ ଦେବ କଡ଼ା ଜବାବ

ନୂଆଦିଲ୍ଲୀ,୨ା୧୦: ଚାଇନାକୁ ଉପଯୁକ୍ତ ତଥା କଡ଼ା ଜବାବ ଦେବା ପାଇଁ ସୀମାରେ ଭାରତର କେ-୯ ବଜ୍ର ପ୍ରସ୍ତୁତ ରହିଛି। ଏବେ ଆଉ ଚାଇନାର କୌଣସି ଚତୁରତା କାମ କରିବ ନାହିଁ। ବଜ୍ର ଯୋଗୁ ଶତ୍ରୁମାନଙ୍କୁ କବଳିତ କରିବା ପାଇଁ ଭାରତ ସମ୍ପୂର୍ଣ୍ଣ…

ଓଜନ କମାଇବା ପରେ କମେଡି କୁଇନ୍‌ଙ୍କୁ ପସନ୍ଦ କରୁଛନ୍ତି ପ୍ରଶଂସକ

ମୁମ୍ବାଇ: କମେଡି କୁଇନ୍‌ ଭାରତୀ ସିଂ ତାଙ୍କର ଜବରଦସ୍ତ ଶରୀର ପରିବର୍ତ୍ତନ ପାଇଁ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ଭାରତୀ ତାଙ୍କର ଓଜନ ୧୫ କେଜି କମାଇ ପୂର୍ବ ଅପେକ୍ଷା ପତଳା ଦିଶୁଛନ୍ତି। ଏହା ପରେ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ…

ଆଖିରେ ପଟି ବାନ୍ଧି ୫ ସେକେଣ୍ଡ୍‌ରେ ପିଆଜ କାଟୁଛନ୍ତି ଯୁବକ

ମୁମ୍ବାଇ,୨ା୧୦: ମହାରାଷ୍ଟ୍ରର ଜଣେ ଯୁବକ ଆଖିରେ ପଟି ବାନ୍ଧି ପିଆଜ କାଟି ପକାଉଛନ୍ତି। ଓ୍ବାଶିମ ଜିଲାର ସେଲୁ ବଜାରରେ ରହୁଥିବା ଜିତେଶଙ୍କ ଏପରି ଅଭିନବ କାମ ସମସ୍ତଙ୍କୁ ଚକିତ କରିଦେଇଛି। ଜିତେଶ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଛନ୍ତି। ତାଙ୍କ ପିତା ୩୫…

ରାଜସ୍ଥାନ ପାଇଁ ‘କର ବା ମର’ ମ୍ୟାଚ୍‌; ଧୋନୀଙ୍କ ଚେନ୍ନାଇ ବିଜୟ ଲୟ…

ଆବୁଧାବି,୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ପ୍ଲେ-ଅଫ୍‌ରେ ସ୍ଥାନିତ ଚେନ୍ନାଇ ନିଜର ଫର୍ମ ବଜାୟ ରଖି ରାଜସ୍ଥାନକୁ ହରାଇବାକୁ ଚେଷ୍ଟା କରିବ। ଏପରି ହେଲେ ଦଳ ଲିଗ୍‌ର ଶୀର୍ଷ ଦୁଇ…

ପଞ୍ଜାବ ଠାରୁ ହାରିଲା କୋଲକାତା; ଅଧିନାୟକ କହିଲେ ‘ମୁଁ ଦୋଷୀ, କ୍ୟାଚ୍‌ ଛାଡ଼ିବା…’

ଦୁବାଇ,୨।୧୦: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ପଞ୍ଜାବ କିଙ୍ଗ୍ସ କୋଲକାତା ନାଇଟ ରାଇଡର୍ସକୁ ୫ ଉଇକେଟରେ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କେକେଆର୍‌ ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୭ ଉଇକେଟ ହରାଇ…

ଆଇସ୍କ୍ରିମ ଷ୍ଟିକ୍‌ରେ ଇଡ୍‌ଲି, ଫଟୋ ଭାଇରାଲ ପରେ ୟୁଜର୍ସ କହିଲେ…

ଖାଦ୍ୟ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ହୋଇପାରେ। କିଛି ଲୋକ ଏହାକୁ ସରଳ ଭାବରେ ପସନ୍ଦ କରନ୍ତି ତ ଆଉ କିଛି ଲୋକ ଏହାକୁ ନୂତନତ୍ୱ ସହିତ ପସନ୍ଦ କରନ୍ତି। ଖାଦ୍ୟ ଉଦ୍ଭାବନ ପାଇଁ ଇଣ୍ଟରନେଟ୍‌ ସ୍କୋର୍‌ ବି ହୋଇପାରେ। କାରଣ…

ଘର କଳି ପଦାରେ, ପ୍ରଧାନମନ୍ତ୍ରୀଙ୍କୁ ଆହ୍ବାନ ଦେବାକୁ କଂଗ୍ରେସରେ କେହି ନାହାନ୍ତି…

ନୂଆଦିଲ୍ଲୀ,୨।୧୦: କଂଗ୍ରେସର ଘର କଳି ଏବେ ପଦାରେ ପଡ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତା ଏବେ ମୁହଁ ଖୋଲିବାରେ ଲାଗିଛନ୍ତି। ପୂର୍ବରୁ ଦଳର ଅସନ୍ତୁଷ୍ଟ ୨୩ଙ୍କ ମଧ୍ୟରୁ କପିଲ ସିବଲ ମୁହଁ ଖୋଲିଥିଲେ। ଏବେ ପଞ୍ଜାବରେ ଜାରି ରହିଥିବା ରାଜନୈତିକ ସଙ୍କଟକୁ…

ଗୋଟିଏ ସ୍କୁଲରେ ୨ ଭଉଣୀ ପଢୁଥିଲେ ଜଣଙ୍କର ଫି ହେଉ ଛାଡ଼, କହିଲେ ମୁଖ୍ୟମନ୍ତ୍ରୀ…

ଲକ୍ଷ୍ନୌ,୨।୧୦: ଗୋଟିଏ ପ୍ରାଇଭେଟ୍‌ ସ୍କୁଲରେ ଯଦି ୨ ଭଉଣୀ ପଢୁଥାନ୍ତି ତେବେ ଜଣଙ୍କର ଫି ଛାଡ଼ କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିିଛନ୍ତି। ଯଦି ସ୍କୁଲ କର୍ତ୍ତୃପକ୍ଷ ଏଭଳି ନ କରିବାକୁ ସକ୍ଷମ ନୁହନ୍ତି। ତେବେ ସମ୍ପୃକ୍ତ ବିଭାଗ ଏନେଇ…

ଏଲ୍‌ଏସିରେ ୧୮ ମୁହାଁମୁହିଁ ସ୍ଥିତି ସ୍ଥାନ ଚିହ୍ନଟ…

ନୂଆଦିଲ୍ଲୀ,୨।୧୦: ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ଏଲ୍‌ଏସିରେ ଦୁଇପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଥିବା ୧୮ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ସୀମା ବିବାଦର ଶାନ୍ତିିପୂର୍ଣ୍ଣ ସଫଳ ସମାଧାନ ପାଇଁ ଭାରତୀୟ ସେନା ଏବଂ ଚାଇନା ସୈନ୍ୟ ବାହିନୀର…

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ସାମିଲ ହେବ। ସମ୍ବଲପୁର ରେଢ଼ାଖୋଲ ଗସ୍ତବେଳେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ କହିଛନ୍ତି, ଭୀମ ଭୋଇଙ୍କ ସାହିତ୍ୟ, ଦର୍ଶନ ଉପରେ ଯେତିକି…

ଏକଲାପଣ ଦୂର କରିବାକୁ ଏମିତି ପଦକ୍ଷେପ ନେଲେ ଯୁବକ, ଏବେ ଲାଗୁଛି ଯୁବତୀଙ୍କ ଲମ୍ବା ଲାଇନ୍‌

କରୋନା ମହାମାରୀ ଯୋଗୁ ଅଧିକାଂଶ ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି। ଏହି ସମୟ ମଧ୍ୟରେ କିଛି ଲୋକ ଲକ୍‌ଡାଉନ୍‌ ହେତୁ ବହୁତ ଉଦାସୀନ ଥିଲେ। ଫଳରେ ଅଜବ ପଦକ୍ଷେପ ସବୁ ଗ୍ରହଣ କରିଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି।…

ଅଗଷ୍ଟରେ ୨ ନିୟୁତରୁ ଅଧିକ ହ୍ବାଟସ୍‌ଆପ ଆକାଉଣ୍ଟ ନିଷେଧ…

ନୂଆଦିଲ୍ଲୀ,୨।୧୦: ଅଗଷ୍ଟରେ ଭାରତର ୨ ନିୟୁତରୁ ଅଧିକ ହ୍ବାଟସ୍‌ଆପ୍‌ ଆକାଉଣ୍ଟକୁ ନିଷେଧ କରାଯାଇଛି। ଏନେଇ ହ୍ବାଟସ୍‌ଆପ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୪୨୦ଟି ଅଭିଯୋଗ ମଧ୍ୟ ମିଳିଛି। ହ୍ବାଟସ୍‌ଆପ୍‌ ରିପୋର୍ଟ ଅନୁସାରେ ଅଗଷ୍ଟରେ ୨୦ ଲକ୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri