Home

ସିଡିଏସ ବିପିନ ରାୱତଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ଭିଡ

ନୂଆଦିଲ୍ଲୀ,୧୦।୧୨: ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ୧୩ ଜଣଙ୍କୁ ଶୁକ୍ରବାର ସିଡିଏସ ବିପିନ ରାୱତଙ୍କ ସମେତ ଅନ୍ତିମ ବିଦାୟ ଦିଆଯାଉଛି। ଏହାପୂର୍ବରୁ ଜେନେରାଲ ବିପିନ ରାୱତଙ୍କ ମୃତଦେହକୁ ଶୁକ୍ରବାର ବେସ ହସ୍ପିଟାଲରୁ ତାଙ୍କ ବାସଭବନକୁ ଅଣାଯାଇଥିଲା। ଏଠାରେ କେନ୍ଦ୍ର…

ବୋଲଗଡ଼ ମାଟିରେ ଥାଇଲାଣ୍ଡ ବରକୋଳି

ଖୋର୍ଦ୍ଧା ଅଫିସ, ୧୦ା୧୨: ଦେଶୀ ମାଟିରେ ଫଳୁଛି ବିଦେଶୀ ମାଟିର ବରକୋଳି। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଧୀନ ସାନକୁମ୍ଭାରୀ ଗାଁରେ ଥାଇଲାଣ୍ଡର ମିଠା ବରକୋଳି ଫଳୁଛି। ଏହି ଗ୍ରାମର ଦୁଇ ଭାଇ ରମେଶ ସେନାପତି ଓ ସୁବାସ ଚନ୍ଦ୍ର ସେନାପତି…

ଅଭିନେତା ହେବା ପରେ ଭାଙ୍ଗିଯାଇଥିଲା ବାହାଘର

ବଲିଉଡର କିମ୍ବଦନ୍ତୀ ଅଭିନେତା ଅଶୋକ କୁମାରଙ୍କ ଆଜି ଜନ୍ମବାର୍ଷିକୀ। ତାଙ୍କୁ ବଲିଉଡ୍‌ର ଚିରସବୁଜ ଅଭିନେତା କୁହାଯାଉଥିଲା। କିନ୍ତୁ ସେ ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତା ଯିଏ ହିରୋ ହେବାର ସୁଯୋଗ ପାଇଥିଲେ। ଏପରିକି ଲୋକମାନେ ତାଙ୍କୁ ଦାଦା ମୁନି ନାମରେ ଡାକନ୍ତି।…

ହିଣ୍ଡାଲ୍‌କୋ, ଜିଏମ୍‌ଆର୍‌କୁ ୧୦କୋଟି ଜରିମାନା

ସମ୍ବଲପୁର,୧୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ତହସିଲ ତଲାବିରା କୋଇଲାଖଣି ୧ରେ ପୂର୍ବରୁ ଉତ୍ତୋଳନ କରୁଥିବା ହିଣ୍ଡାଲ୍‌କୋ କମ୍ପାନୀ ଓ ଛତିଶଗଡ଼ର ଜିଏମ୍‌ଆର୍‌ କମ୍ପାନୀ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନ୍‌ଜିଟି ରାୟ ପ୍ରକାଶ କରି ଦୁଇ କମ୍ପାନୀକୁ…

ଓମିକ୍ରନ୍‌ ବିରୋଧରେ କାମ ଦେଉନି ବୁଷ୍ଟର ଡୋଜ୍‌

ସିଙ୍ଗାପୁର,୧୦।୧୨: କରୋନାର ନୂଆ ଭାରିଆଣ୍ଟ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏବେ କରୋନାର ବୁଷ୍ଟର ଡୋଜ୍‌ ଟିକି ନେବା ପାଇଁ ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ଏହି ବୁଷ୍ଟର ଡୋଜ୍‌ ଓମିକ୍ରନ୍‌ ବିରୋଧରେ ସଫଳ ସାବ୍ୟସ୍ତ ହେଉନାହିଁ। ନିକଟରେ ସିଙ୍ଗାପୁରରେ…

ମାହାଙ୍ଗା ଡବଲ ମର୍ଡର ଘଟଣା: କୋର୍ଟରେ ହାଜର ହେଲେ ଥାନାଧିକାରୀ

ନିଶ୍ଚିନ୍ତକୋଇଲି,୧୦ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣା ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଶେଷରେ ଜେଏମ୍‌ଏଫ୍‌ସି ଆଦେଶ ଆଗରେ ମୁଣ୍ଡ ନୁଆଇଁଛି ପୋଲିସ। ଶୁକ୍ରବାର କୋର୍ଟରେ ହାଜର ହୋଇଛନ୍ତି ମାହାଙ୍ଗା ଥାନାଧିକାରୀ। ମାହାଙ୍ଗା ଡବଲ ମର୍ଡର ଘଟଣାରେ ଜେଏମ୍‌ଏଫ୍‌ସି…

ଏହି ବ୍ୟକ୍ତିଙ୍କ ମ୍ୟାଚ୍‌ ଦେଖିବାକୁ ହାଇଦ୍ରାବାଦ୍‌ ଗଲେ ସାରା, ୟୁଜର୍ସ କହିଲେ, ଶୁଭମନ୍‌ଙ୍କୁ ଦେଲ ଧୋକା

ଦୁନିଆର ସର୍ବଶ୍ରେଷ୍ଠ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ନିକଟରେ ମଡେଲିଂରେ ଯୋଗ ଦେଇଛନ୍ତି। ସାରା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ଡ୍ୟାସିଂ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କୁ ଡେଟ୍‌ କରୁଥିବା କୁହାଯାଉଛି। ସାରା…

ଅଦିନିଆ ବର୍ଷାରେ ବ୍ୟାପକ ଧାନଫସଲ ନଷ୍ଟ

କର୍ଲାମୁଣ୍ଡା,୧୦ା୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ପାଚିଲା ଧାନ ନଷ୍ଟ ହେବାକୁ ବସିଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧାନ ପାଚି ଯାଇଥିବାରୁ ଚାଷୀମାନେ ତରତର ହୋଇ ଧାନ କାଟି…

ନିଜ ବିବାହ ଫଟୋ ବିକ୍ରି କରି ଏତିକି ଟଙ୍କା ରୋଜଗାର କରିଥିଲେ ଏସବୁ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିଙ୍କ ବିବାହ ପ୍ରଶଂସକଙ୍କ ପାଇଁ ଉତ୍ସାହର କଥା। ବିଶେଷକରି ପ୍ରଶଂସକମାନେ ସେମାନଙ୍କ ମନ ପସନ୍ଦର ଅଭିନେତ୍ରୀ-ଅଭିନେତାଙ୍କ ବିବାହ ଫଟୋ ଦେଖିବାକୁ ବେଶ୍‌ ଆଗ୍ରହୀ। କିନ୍ତୁ ଏବେ ଅଧିକାଂଶ ସେଲିବ୍ରିଟି ସେମାନଙ୍କ ବିବାହକୁ ଗୁପ୍ତ ରଖିବାକୁ ପସନ୍ଦ କରୁଛନ୍ତି। କାରଣ…

ସୈନିକ ସ୍କୁଲ ପ୍ରତିଷ୍ଠା, ବିଏସ୍‌ଏନ୍‌ଏଲ୍‌ ଭିତ୍ତିଭୂମି ସୁଦୃଢ଼ ଦାବି

ରସୁଲପୁର,୧୦ା୧୨(ଡି.ଏନ.ଏ.):ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ସଂସଦର ଶୀତକାଳୀନ ଅଧିବେଶନରେ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ଦୁର୍ବଳ ସେବାକୁ ନେଇ ଆପତ୍ତି ଉଠାଇଛନ୍ତି। ନିଗମ ଉନ୍ନତ ସେବା ଯୋଗାଇବା ପାଇଁ ଭିତ୍ତିଭୂମିରେ ସୁଧାର ଆଣିବାକୁ ସେ ଦାବି କରିଛନ୍ତି। ଦୁର୍ବଳ ସେବା…

ସୁମିତ-ତପସ୍ବିନୀ ଆଉ ୭ ଦିନ ଏକାଠି ରହିବେ

ବ୍ରହ୍ମପୁର ଅଫିସ,୧୦ା୧୨:ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ନ୍ୟାୟ ପାଇଁ ବୋହୂ ତପସ୍ବିନୀ ଦାଶ ରୁଜୁ କରିଥିବା ପିଟିଶନ୍‌ର ଶୁଣାଣି ପାଇଁ ଗୁରୁବାର ତାରିଖ ଧାର୍ଯ୍ୟ ହୋଇଥିଲା। ତପସ୍ବିନୀଙ୍କ ପକ୍ଷରୁ ରୁଜୁ ହୋଇଥିବା ପିଟିଶନ୍‌ ଉପରେ ଉତ୍ତର ରଖିବାକୁ ଶ୍ୱଶୁର ପ୍ରମୋଦ ସାହୁଙ୍କ ଓକିଲ…

କୋହଲିଙ୍କୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୦।୧୧: ଭାରତର ଦିନିକିଆ ଦଳର ନୂତନ ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା। ଅଧିନାୟକ ଦାୟିତ୍ୱ ନେବା ପରେ ସେ କହିଛନ୍ତି ଯେ, ଅଧିନାୟକଙ୍କ ୨୦ ପ୍ରତିଶତ କାର୍ଯ୍ୟ ପଡ଼ିଆରେ ଏବଂ ବାକି ରଣନୀତିରେ ଅଛି। ପ୍ରତ୍ୟେକ ଅଧିନାୟକ ଚାହାଁନ୍ତି ଯେ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri