ସକ୍ରିୟ ମାମଲା ୮୮ ହଜାର ତଳେ…
ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗିଛି। ଲଗାତାର ୪ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୬ ହଜାର…
ଡବ୍ଲ୍ୟୁଏଚ୍ଓର ଚେତାବନୀ: ଡେଲ୍ଟାଠାରୁ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ
ଜେନେଭା,୧୫।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) କରୋନାର ନୂଆ ଭାରିଆଣ୍ଟକୁ ନେଇ ପୁଣି ଚେତାବନୀ ଦେଇଛି। ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରୋସ ଏ ଗେବ୍ରେୟେସସ କହିଛନ୍ତି ଯେ, ଓମିକ୍ରନ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି। ଏହି ଭାରିଆଣ୍ଟ ୭୭ଟି ଦେଶରେ ଆସିଛି। ପୂର୍ବ…
ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ ଖେଳାଯିବ
ନୂଆଦିଲ୍ଲୀ,୧୫।୧୨: ପୁଣି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ଏଥର ପୁରୁଷ ନୁହେଁ,ମହିଳା କ୍ରିକେଟ ଦଳ ସାମ୍ନାସାମ୍ନି ହେବେ। ଆସନ୍ତା ବର୍ଷ ମାର୍ଚ୍ଚ ୬ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଇସିସି ମହିଳା କ୍ରିକେଟ ବିଶ୍ୱକପ ୨୦୨୨ ମ୍ୟାଚ…
ଇନ୍ଧନ ଟ୍ୟାଙ୍କର ଲୁଟୁଥିବା ସମୟରେ ବିସ୍ଫୋରଣ, ଜୀବନ୍ତ ଜଳିଗଲେ ୬୦ରୁ ଅଧିକ ଲୋକ…
ମେକ୍ସିକୋ ସିଟି,୧୫।୧୨: ଉତ୍ତର ହାଇତିରେ ଏକ ଇନ୍ଧନ ପରିବହନକାରୀ ଟ୍ୟାଙ୍କର ବିସ୍ଫୋରଣ ହେବା ଯୋଗୁ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହାଇତିର ଉତ୍ତର ବନ୍ଦର ସହର କ୍ୟାପ-ହାତିୟନରେ…
ପାଓ୍ବାର, ଅବ୍ଦୁଲ୍ଲାଙ୍କ ସହ ସୋନିଆଙ୍କ ମନ୍ତ୍ରଣା
ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର କେତେଜଣ ବରିଷ୍ଠ ବିରୋଧୀ ନେତାଙ୍କୁ ଭେଟି ପାର୍ଲାମେଣ୍ଟର ଶୀତ ଅଧିବେଶନ ଲାଗି ମିଳିତ ରଣନୀତି ବାହାର କରିବା ଉପରେ ଆଲୋଚନା କରିଛନ୍ତି। ସୋନିଆଙ୍କୁ ୧୦ ଜନପଥ ବାସଭବନରେ ସାକ୍ଷାତ୍ କରିଥିବା ନେତାମାନେ ହେଲେ…
ସିବିଆଇଠାରୁ ସମ୍ମତି ପ୍ରତ୍ୟାହାର କରିଥିବା ରାଜ୍ୟ ପୁନର୍ବିଚାର କରନ୍ତୁ: ଜିତେନ୍ଦ୍ର ସିଂ
ନୂଆଦିଲ୍ଲୀ,୧୫।୧୨: କୌଣସି ରାଜ୍ୟରେ ତଦନ୍ତ କରିବାକୁ ହେଲେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିଥାଏ। ଏହାକୁ ଜେନେରାଲ କନ୍ସେଣ୍ଟ ବା ସାଧାରଣ ସମ୍ମତି କୁହାଯାଏ। କେନ୍ଦ୍ର ସରକାର ବିରୋଧୀ ନେତାମାନଙ୍କୁ ଟାର୍ଗେଟ କରିବା ପାଇଁ…
୩ ବର୍ଷରେ କେନ୍ଦ୍ର ପାଇଛି ୮ ଲକ୍ଷ କୋଟିର ତୈଳ ଟିକସ
ନୂଆଦିଲ୍ଲୀ,୧୫ା୧୨: କେନ୍ଦ୍ର ସରକାର ଗତ ୩ ଆର୍ଥିକ ବର୍ଷରେ ପେଟ୍ରୋଲ ଏବଂ ଡିଜେଲରୁ ଟିକସ ଆକାରରେ ୮.୦୨ ଲକ୍ଷ କୋଟି ଟଙ୍କା ପାଇଛନ୍ତି। କେବଳ ୨୦୨୦-୨୧ ଆର୍ଥିକ ବର୍ଷରେ ୩.୭୧ ଲକ୍ଷ କୋଟି ଟଙ୍କା ଆଦାୟ କରାଯାଇଥିତ୍ବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ…
ଡିଜେ, ବାଣ ଫୁଟା ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର,୧୪।୧୨(ବ୍ୟୁରୋ): ବିବାହ ପ୍ରେଶେସନରେ ମାନୁନାହାନ୍ତି କରୋନା କଟକଣା। ମନ ଇଚ୍ଛା ଡିଜେ ବଜାଇ ବାଣ ଫୁଟାଇ ଧୂମଧାମ୍ରେ ନାଚୁଛନ୍ତି ବରଯାତ୍ରୀ। ଡିଜେ ସାଉଣ୍ଡରେ ବରିଷ୍ଠ ନାଗରିକ, ଦୃଦ୍ରୋଗ ଆକ୍ରାନ୍ତ ବ୍ୟକ୍ତି, ଛୋଟ ପିଲାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏନେଇ…
ଚା’ କିଲୋ ୯୯,୯୯୯ ଟଙ୍କା
ଗୁଆହାଟୀ,୧୪।୧୨:: ଆସାମର ଦିବ୍ରୁଗଡ ଜିଲାର ଏକ ସ୍ବତନ୍ତ୍ର ଚା’ ମଙ୍ଗଳବାର ୯୯.୯୯୯ ଟଙ୍କାରେ ନିଲାମ ହୋଇଛି। ଦେଶର କୌଣସି ଚା’ ନିଲାମରେ ଏହା ସର୍ବାଧିକ ମୂଲ୍ୟ ବୋଲି ଜଣାପଡିଛି। ମନୋହରୀ ଚା’ ଇଷ୍ଟେଟ ପକ୍ଷରୁ ‘ମନୋହରୀ ଗୋଲ୍ଡ’ କିସମର ଏକ କିଲୋ…
ଆଇଫା ୨୦୨୨କୁ ହୋଷ୍ଟ କରିବେ ସଲମାନ
ମୁମ୍ବାଇ: ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଏକାଡେମୀ ୱିକେଣ୍ଡ ଆଣ୍ଡ ଆୱାର୍ଡସର ୨୨ତମ ସଂସ୍କରଣ ୧୮ ଓ ୧୯ ମାର୍ଚ୍ଚ ୨୦୨୨ରେ ୟାଶ ଆଇଜଲ୍ୟାଣ୍ଡ ବା ୟାଶ ଦ୍ୱିପ ଆବୁଧାବିରେ ଏତିହାଦ ଏରିନାରେ ଆୟୋଜିତ ହୋଇଛି । ଏହି ଆୱାର୍ଡ ନାଇଟକୁ ସୁପରଷ୍ଟାର…
ଗୃହରେ ଖୁସି ନାହାନ୍ତି ବାଚସ୍ପତି
ନୂୂଆଦିଲ୍ଲୀ,୧୪।୧୨: ଲୋକ ସଭା ବାଚସ୍ପତି ଓମ ବିର୍ଲା ମଙ୍ଗଳବାର ଗୃହର ସଦସ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା କରୁଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବାଚସ୍ପତି ଏ ବିଷୟରେ କହିଛନ୍ତି ଯେ, ମନ୍ତ୍ରୀମାନେ ଲୋକ ସଭାରୁ ସେମାନଙ୍କ କାର୍ଯ୍ୟାଳୟ ଚଳାଇବା ଉଚିତ୍…
ସ୍ବର୍ବେଦ ମହାମନ୍ଦିରରେ ମୋଦି
କାଶୀ,୧୪।୧୨: କାଶୀ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସ୍ବର୍ବେଦ ମହାମନ୍ଦିରରେ ପହଞ୍ଚିଛନ୍ତି। ଏଠାରେ ସେ ସଦଗୁରୁ ସଦାଫଲଦେବଙ୍କ ପ୍ରତିମୂର୍ତ୍ତିକୁ ଫୁଲ ଅର୍ପଣ କରିଥିଲେ। ଏହି ସମୟରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ…
Archives


