ସର୍ବସାଧାରଣ ସ୍ଥାନରେ ସ୍ତ୍ରୀଙ୍କ ସହ ଦେଖା ଦେଲେ କିମ୍‌

ପ୍ୟୋଙ୍ଗୟାଙ୍ଗ୍‌,୨ା୨: ଉତ୍ତରକୋରିଆର କ୍ରୁର ଶାସକ କିମ୍‌-ଜୋଙ୍ଗ-ଉନ୍‌ ତାଙ୍କ ସ୍ତ୍ରୀ ଏବଂ ଖୁଡ଼ୀଙ୍କ ସହ ବୁଧବାର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। କରୋନା ମହାମାରୀ ସମୟରେ ଶାସକ ପରିବାର ବାହାରେ ଚଳପ୍ରଚଳଠାରୁ ଦୂରେଇ ରହିଥିବାରୁ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। ରାଜଧାନୀ ପ୍ୟୋଙ୍ଗୟାଙ୍ଗର ମାନସୁଦା ଆର୍ଟ ଥିଏଟରରେ ନୂତନ ବର୍ଷର ଛୁଟିଦିନରେ କିମ୍‌ଙ୍କ ସ୍ତ୍ରୀ ରି-ସୋଲ-ଜୁ ଏବଂ ତାଙ୍କ ଖୁଡ଼ୀ କିମ୍‌ କ୍ୟୋଙ୍ଗ୍‌ ହୁଇ ଏହି ଆର୍ଟ ଥିଏଟରରେ ଅଂଶଗ୍ରହଣ କରିଥିଲେ। ଯାହାକୁ ରାଜ୍ୟ ଟେଲିଭିଜନ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା।

ଗତବର୍ଷ ସେପ୍ଟେମ୍ବର ୯ରେ ରି-ସୋଲ-ଜୁ ସର୍ବସାଧାରଣରେ ଦେଖାଦେଇଥିଲେ। ସେତେବେଳେ ସେ ଦେଶ ପ୍ରତିଷ୍ଠା ବାର୍ଷିକୀ ଉତ୍ସବରେ ଉତ୍ତରକୋରିଆ ନେତା କିମ୍‌ଙ୍କ ପିତାଙ୍କ ମୃତଦେହ ଥିବା କୁମ୍‌ସୁସାନ ପ୍ୟାଲେସ ପରିଦର୍ଶନ କରିଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଥିଏଟରର ଅଡିଟୋରିୟମରେ ସ୍ବାଗତ ସଙ୍ଗୀତ ମଧ୍ୟରେ (କିମ୍‌) ତାଙ୍କ ସ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ। ଦର୍ଶକମାନେ ତାଙ୍କ ନେତାଙ୍କୁ ଏକ ଉଚ୍ଚ ସ୍ବରରେ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗହମ ରପ୍ତାନୀ ବନ୍ଦ ନେଇ ଜି-୭ ପକ୍ଷରୁ ଭାରତକୁ କଡ଼ା ସମାଲୋଚନା…

ଓ୍ବାଶିଂଟନ, ୧୪।୫: ଭାରତ ଗହମ ରପ୍ତାନୀ ବନ୍ଦ କରିବା ନିଷ୍ପତ୍ତି ନେବା ପରେ ଜି-୭ର କୃଷିମନ୍ତ୍ରୀମାନେ ଏନେଇ କଡ଼ା ସମାଲୋଚନା କରିଛନ୍ତି। ଜି -୭ ରେ...

ଆର୍ମି ପୋଷାକରେ ବର୍ଡରରେ ପହଞ୍ଚିଲେ ରାଷ୍ଟ୍ରପତି…

କୟିଭ୍‌,୧୩।୪: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ରୁଷିଆ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ ଏକ ଚ୍ୟାନେଲରେ ଯୁଦ୍ଧର ଧମକ ଦେଇଛନ୍ତି। ଏପରିସ୍ଥଳେ ୟୁକ୍ରେନ୍‌...

ରାସ୍ତା ମଝିରେ ଜଳିଗଲା ବସ୍‌: ୫୩ ଯାତ୍ରୀଙ୍କ ଜୀବନଗଲା, ବଢ଼ିପାରେ ମୃତ୍ୟୁସଂଖ୍ୟା

କାଇରୋ,୨୮।୧: ଏକ ଗ୍ୟାସ ବୋଝେଇ ଟ୍ରକ ସହ ଯାତ୍ରୀବାହୀ ବସ୍‌ର ଧକ୍କା ହେବାରୁ ରାସ୍ତା ମଝିରେ ନିଆଁ ଲାଗିଯାଇଛି। ଫଳରେ ୫୩ ଯାତ୍ରୀଙ୍କ ଜୀବନ ଯାଇଛି।...

ଧୂମପାନକାରୀଙ୍କ ପ୍ରତି କରୋନା ବିପଦ ଅଧିକ

ଲଣ୍ଡନ,୩।୭:ଧୂମପାନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ପ୍ରାଣଘାତୀ ହୋଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ତେବେ ଏହି ବିପଦ ପ୍ରକୃତରେ...

ତାଇଓ୍ବାନ ଆକାଶମାର୍ଗରେ ୪ ଚାଇନା ଯୁଦ୍ଧ ବିମାନର ଅନୁପ୍ରବେଶ…

ବେଜିଂ,୭।୧୨: ଚାଇନା ପୁଣି ଥରେ ତାଇଓ୍ବାନ ଉପରେ ନିଜର ଦାଦାଗିରି ଆରମ୍ଭ କରିଛି। ତାଇୱାନର ଆକାଶ ମାର୍ଗ ସୀମାରେ ଚାଇନାର ୪ ଯୁଦ୍ଧ ବିମାନ ପୁଣି...

୯/୧୧ରେ ସରକାର ଗଠନ କରିପାରେ ତାଲିବାନ୍‌…

କାବୁଲ,୭।୯: ତାଲିବାନ୍‌ ଆଫଗାନିସ୍ତାନରେ ଏକ ନୂତନ ସରକାର ଗଠନ ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ସରକାରୀ ଗଠନକୁ ନେଇ ନିରନ୍ତର ବୈଠକ ଜାରି ରହିଛିି।...

ସିଡିସି ମୁଖ୍ୟ ହେବେ ମେଣ୍ଡି କୋହେନ…

ଓ୍ବାଶିଂଟନ,୧୮।୬ : ଉତ୍ତର କାରୋଲିନା ରାଜ୍ୟର ପୂର୍ବତନ ଅଧିକାରୀ ଡ. ମେଣ୍ଡି କୋହେନ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ର ନୂତନ ନିର୍ଦ୍ଦେଶକ...

ସିରିୟା ବିମାନ ଆକ୍ରମଣରେ ୯ ଆଇଏସ୍‌ ଆତଙ୍କବାଦୀ ମୃତ

ବେରୁଦ,୨୭।୧୦: ଉତ୍ତର ପଶ୍ଚିମ ସିରିୟାରେ ରବିବାର ହୋଇଥିବା ବିମାନ ଆକ୍ରମଣରେ ଅତିକମ୍‌ରେ ୯ ଆଇଏସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହେଲିକପ୍ଟର ଦ୍ୱାରା ଉତ୍ତର-ପଶ୍ଚିମରେ...

Advertisement
Archives

Model This Week