Home

ଆଜିଠାରୁ ଦକ୍ଷିଣ ଆଫ୍ରିକା-ଭାରତ ଲଢ଼େଇ; ଜାଣନ୍ତୁ କେବେ ଏବଂ କେଉଁଠି ଦେଖିବେ ଲାଇଭ୍‌…

ନୂଆଦିଲ୍ଲୀ,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ଟେଷ୍ଟ ରବିବାରଠାରୁ ଆରମ୍ଭ ହେବ। ଭାରତ ବିରାଟ କୋହିଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବାକୁ ଥିବା ବେଳେ ଦକ୍ଷିଣ ଆଫ୍ରିକାର…

ବିଜ୍ଞାପନ ବିବାଦ, ଭାଜପା- ଏଏପି ମୁହାଁମୁହିଁ…

ନୂଆଦିଲ୍ଲୀ, ୨୬।୧୨: ବିଜ୍ଞାପନ ନେଇ ଭାଜପା ଏବଂ ଆମ୍‌ ଆଦ୍‌ମୀ(ଏଏପି) ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜ୍ଞାପନରେ ଅନାବଶ୍ୟକ ଖର୍ଚ୍ଚ କରୁଥିବା ମନ୍ତବ୍ୟ କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେବା ପରେ ଭାଜପା ଏବଂ ଏଏପି…

କବାଡ଼ିଖାନାରେ ପିଲାଙ୍କ ମାଗଣା ବହି

ଉମରକୋଟ,୨୬ା୧୨(ସ୍ବ.ପ୍ର.): ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏଥିପାଇଁ ପିଲାଙ୍କୁ ମାଗଣା ଶିକ୍ଷା ସହ ବହି, ପୋଷାକ, ମଧ୍ୟାହ୍ନଭୋଜନ ଆଦିର ବ୍ୟବସ୍ଥା କରିଛନ୍ତି। ତେବେ ଉପାନ୍ତ ନବରଙ୍ଗପୁର ଜିଲାର…

ଆଜି ରାଜ୍ୟରୁ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରବିବାର ରାଜ୍ୟରୁ ୧୧୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୩,୮୮୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬୭ ଜଣ ଚିହ୍ନଟ ହୋଇଥିବା…

ଅଜବ ବିଦ୍ୟାଳୟ, ଛାତ୍ରୀଛାତ୍ରଙ୍କ ଅନ୍ତଃବସ୍ତ୍ରର ରଙ୍ଗ ବି କରିଥାଏ ସ୍ଥିର

ଦୁନିଆରେ ଏମିତି କିଛି ବିଦ୍ୟାଳୟ ରହିଛି, ଯାହାର ନୀତି ନିୟମ ଅଜବ ଧରଣର। ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ସେମିତି କିଛି ଅଜବ ବିଦ୍ୟାଳୟ ରହିଛି ଜାପାନରେ। ଏଠାକାର କେତେକ ବିଦ୍ୟାଳୟରେ ଛାତ୍ରୀମାନେ ପିନ୍ଧୁଥିବା ଡ୍ରେସଠାରୁ…

ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୬।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୬ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ…

ଭାଜପାର ଚାନ୍ଦା ସଂଗ୍ରହ ଅଭିଯାନ

ନୂଆଦିଲ୍ଲୀ, ୨୬।୧୨(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀ ଅବସରରେ ଶନିବାର ଭାଜପା ପକ୍ଷରୁ ସ୍ବତନ୍ତ୍ର ମାଇକ୍ରୋ ଡୋନେଶନ ଅଭିଯାନ ଆରମ୍ଭ ହୋଇଛି। ସଭ୍ୟ ଓ ଅନ୍ୟମାନଙ୍କଠାରୁ ସ୍ବଳ୍ପ ଦାନ ସଂଗ୍ରହ ମାଧ୍ୟମରେ ଦଳୀୟ ପାଣ୍ଠି ବଢ଼ାଇବା ଏହାର ଲକ୍ଷ୍ୟ।…

ପ୍ରତିରକ୍ଷାରେ ଆତ୍ମନିର୍ଭର ହେବ ଭାରତ

ନୂଆଦିଲ୍ଲୀ, ୨୬ା୧୨(ନ୍ୟୁ ଇଣ୍ଡିଆ ସମାଚାର): ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଦେଶକୁ ବିଶ୍ୱର ସର୍ବ ବୃହତ ସାମରିକ ଶକ୍ତି କରିବା ଲକ୍ଷ୍ୟରେ ମେକ୍‌ ଇନ୍‌ ଇଣ୍ଡିଆକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ୪୧ଟି ଗୋଳାବାରୁଦ କାରଖାନାର…

ଭାରତରେ ନାରୀ ଶିକ୍ଷାର ବିକାଶ ଚାହାନ୍ତି ଇଣ୍ଡିଆ-ଆର୍ଥ ବିଜୟିନୀ

ଦୁବାଇ, ୨୬ା୧୨: ଚଳିତ ବର୍ଷର ‘ଶ୍ରୀମତୀ ଇଣ୍ଡିଆ-ଆର୍ଥ’ ବିଜୟିନୀ ଡାକ୍ତର ମୋନିକା ଚାଓ୍ବଲା ଭାରତରେ ନାରୀ ଶିକ୍ଷାର ବିକାଶ ଏବଂ ସେମାନଙ୍କ ସଶକ୍ତୀକରଣ ଚାହାନ୍ତି ବୋଲି କହିଛନ୍ତି। ଏଣ୍ଡୋକ୍ରାଇନୋଲୋଜିଷ୍ଟ ଏବଂ ଫର୍ଟିଲିଟି ସ୍ପେଶାଲିଷ୍ଟ ଚାଓ୍ବଲା ୧୬ ବର୍ଷ ଧରି ବହୁସଂଖ୍ୟାରେ ମହିଳାଙ୍କ…

ସରକାରୀ କାର୍ଯ୍ୟାଳୟରେ ସ୍ବଚ୍ଛତା: ୪୦ କୋଟି ଆୟ

ନୂଆଦିଲ୍ଲୀ, ୨୬ା୧୨: (ନ୍ୟୁ ଇଣ୍ଡିଆ ସମାଚାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ସ୍ବଚ୍ଛ ଭାରତ ଅଭିଯାନ’ରେ ଦେଶ ଖୋଲା ଶୌଚରୁ ମୁକ୍ତହେବା ସହ ସହର ଓ ଗାଁ ଗୁଡ଼ିକରେ ସଫେଇ କାର୍ଯ୍ୟ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇପାରିଛି।…

‘ବିନା ସହମତିରେ ମହିଳାଙ୍କୁ ଛୁଇଁବା ଅପରାଧ’

ମୁମ୍ବାଇ, ୨୬ା୧୨: ବିନା ସହମତିରେ ଜଣେ ମହିଳାଙ୍କ ଶରୀରକୁ ଜଣେ ଅଜଣା ବ୍ୟକ୍ତି ଛୁଇଁବା ଅର୍ଥ ତାଙ୍କ ମର୍ଯ୍ୟାଦା ହାନି କରିବା। ଏହା ଅପରାଧ ବୋଲି ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ଖଣ୍ଡପୀଠ କହିଛନ୍ତି। ଏଥିସହ ମହାରାଷ୍ଟ୍ର ଜଲାନା ଜିଲାର ଜଣେ ୩୬…

‘ଭାଜପା କ୍ଷମତାକୁ ଆସିଲେ ସମ୍ବିଧାନ ବଦଳାଇଦେବ’

ଭୋପାଳ, ୨୬।୧୨: ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ପୁଣିଥରେ କ୍ଷମତାକୁ ଆସିଲେ ଦେଶର ସମ୍ବିଧାନକୁ ବଦଳାଇଦେବା ସହ ସଂରକ୍ଷଣ ବ୍ୟବସ୍ଥାକୁ ଉଠାଇଦେବ ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଶନିବାର ଅଭିଯୋଗ କରିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ନୀତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri