କିଏ ସେହି କର୍ନାଟକର ଯୁବତୀ? ହିଜାବ ବିବାଦ ମଧ୍ୟରେ ଯାହା ଭିଡିଓ ହେଉଛି ଭାଇରାଲ
ବେଙ୍ଗାଲୁରୁ,୯।୨: କର୍ନାଟକରେ ହିଜାବକୁ ନେଇ ବିବାଦ ଲାଗି ରହିଛି। ଏସବୁ ମଧ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜଣେ ମୁସଲମାନ ଯୁବତୀ। ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ହିଜାବକୁ ବିରୋଧ କରୁଥିବା କିଛି ଛାତ୍ର ତାଙ୍କର ବିରୋଧ କରିଥିଲେ। ଏପରିକି…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ର ନାଁ ଘୋଷଣା
ଅହମ୍ମଦାବାଦ,୯।୨: ଇଣ୍ଡିଆନ ପ୍ରିମିୟର ଲିଗର ନୂତନ ଫ୍ରାଞ୍ଚାଇଜ ଅହମ୍ମଦାବାଦ ଏହାର ନାମ ଘୋଷଣା କରିଛି। ଗୁଜୁରାଟ ଟାଇଟାନ୍ସ ନାମରେ ଆଇପିଏଲର ୧୫ତମ ସଂସ୍କରଣରେ ଅହମ୍ମଦାବାଦ ଫ୍ରାଞ୍ଚାଇଜ ପଡ଼ିଆରେ ପ୍ରବେଶ କରିବ। ବୁଧବାର ଏହା ଘୋଷଣା କରାଯାଇଛି। ଅହମ୍ମଦାବାଦ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ତାଙ୍କ…
ବିବାହର ୧୧ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ
ଟିଭି ଅଭିନେତା ଗୁରୁମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ ମାତାପିତା ହେବାକୁ ଯାଉଛନ୍ତି। ଏହି ଦମ୍ପତି ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବିବାହର ୧୧ ବର୍ଷ ପରେ ମା’ ହେବା ଯାଉଛନ୍ତି ଦେବିନା। ଖୁସି ଖବର ପ୍ରକାଶ କରି…
ଟସ୍ ଜିତିଲା ଓ୍ବେଷ୍ଟଇଣ୍ଡିଜ୍
ଅହମ୍ମଦାବାଦ,୯।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି…
୧୨ ଫେବୃୟାରୀରୁ ଖୋଲିବ ମୋଗଲ ଗାର୍ଡେନ…
ନୂଆଦିଲ୍ଲୀ, ୯।୨ : ରାଜଧାନୀ ଦିଲ୍ଲୀର ସବୁଠାରୁ ପ୍ରସିଦ୍ଧ ବଗିଚା ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଫେବୃଆରୀ ୧୨ ରୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ମଙ୍ଗଳବାର ରାଷ୍ଟ୍ରପତି ଭବନ ଦ୍ୱାରା ଜାରି ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ, ବାର୍ଷିକ…
ପୁଡୁଚେରୀରେ ପହଞ୍ଚିଲା ହିଜାବ ବିବାଦ
ବେଙ୍ଗାଲୁରୁ,୯।୨: କର୍ନାଟକରେ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ପୁଡୁଚେରୀରେ ପହଞ୍ଚିଛି। ଏଠାରେ ଜଣେ ଆରିୟାନକପାମର ଏକ ସରକାରୀ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ତାଙ୍କ ସ୍କାର୍ଫ ହଟାଇବାକୁ କୁହାଯାଇଥିଲା। ଏହା ପରେ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ (ଏସ୍ଏଫଆଇ)ର ପ୍ରତିନିଧୀ ଥାଣ୍ଟଇ…
କରୋନା ଚିକିତ୍ସା ପାଇଁ ଗ୍ଲେନ୍ମାର୍କର ନାଜାଲ ସ୍ପ୍ରେ ‘ଫାବି ସ୍ପ୍ରେ’…
ନୂଆଦିଲ୍ଲୀ, ୯।୨ : କରୋନା ମହାମାରୀର ଚିକିତ୍ସା ପାଇଁ ଅନ୍ୟ ଏକ ଔଷଧ ନାଜାଲ ସ୍ପ୍ରେ ଆକାରରେ ପହଞ୍ଚିଛି। ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଏକ ନାଇଟ୍ରିକ ଅକ୍ସାଇଡ ଆଧାରିତ ନାଜାଲ ସ୍ପ୍ରେ ‘ଫାବି ସ୍ପ୍ରେ’ କାନାଡାର ଏକ କମ୍ପାନୀ ସାନୋଟାଇଜ ସହିତ ମିଳିତ…
ବାପା ହେଲେ ଏହି କ୍ରିକେଟର୍
୨୦୧୬ ରେ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳକୁ ଟି-୨୦ ବିଶ୍ୱ ଚାମ୍ପିଅନ କରିଥିବା କାର୍ଲୋସ ବ୍ରାଥୱାଇଟ କନ୍ୟା ସନ୍ତାନର ବାପା ହୋଇଛନ୍ତି। ବ୍ରାଥୱାଇଟ ଇନଷ୍ଟାଗ୍ରାମରେ ତାଙ୍କ ଝିଅର ଫଟୋ ଶେୟାର କରିଛନ୍ତି ଏବଂ ତାଙ୍କ ନାମ ତାଙ୍କ ପ୍ରଶଂସକଙ୍କ ନିକଟରେ ପ୍ରକାଶ କରିଛନ୍ତି।…
ମନରେଗାରେ ୧୫୦ ଦିନର ନିଶ୍ଚିତ କର୍ମନିଯୁକ୍ତି-ସବୁ ରାଜ୍ୟରେ ସମାନ ମଜୁରୀ,ପାର୍ଲାମେଣ୍ଟାରୀ କମିଟିର ସୁପାରିଶ…
ନୂଆଦିଲ୍ଲୀ, ୯।୨ : ପାର୍ଲାମେଣ୍ଟର ସ୍ଥାୟୀ କମିଟି ମନରେଗାର କାର୍ଯ୍ୟକାରିତାକୁ ସମୀକ୍ଷା କରିବାକୁ ସୁପାରିଶ କରିଛି। ପରିବର୍ତ୍ତିତ ପରିବେଶରେ ଏହି ଯୋଜନାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି କମିଟି ସୁପାରିସ କରିଛି। ଏହା ସହିତ ଏହାର ସାମ୍ପ୍ରତିକ କାର୍ଯ୍ୟକାରିତାର କିଛି ତ୍ରୁଟି…
ଦାମାସ୍କସ୍କୁ ଟାର୍ଗେଟ୍ କରିବା ଯୋଜନା ପଣ୍ଡ,ଇସ୍ରାଏଲ୍ କ୍ଷେପଣାସ୍ତ୍ରକୁ ଧ୍ୱଂସ କଲା ସିରିଆ …
ଦାମାସ୍କସ୍, ୯।୨ : ସିରିଆ ରାଜଧାନୀ ଦାମାସ୍କସ୍କୁ ଟାର୍ଗେଟ୍ କରି ଉତ୍କ୍ଷେପଣ କରାଯାଇଥିବା ଇସ୍ରାଏଲର କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଛି। ସିରିଆ ବୁଧବାର ରାଜଧାନୀ ଦାମାସ୍କସ୍କୁ ଟାର୍ଗେଟ୍ କରି ଉତ୍କ୍ଷେପଣ କରାଯାଇଥିବା ବହୁ ଇସ୍ରାଏଲ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଥିବା ନେଇ ଦାବି କରିଛି।…
ଦିନେ ଯାହାଙ୍କୁ ଡାକୁଥିଲେ ଅଙ୍କଲ୍, ଆଜି ସେ ସ୍ବାମୀ
୮୦ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ଅମୃତା ସିଂ। ଆଜି ସେ ୬୩ତମ ଜନ୍ମଦିନ ପାଳନ କରୁଛନ୍ତି। ଦୁଇଥର ପ୍ରେମରେ ପ୍ରତାରଣା ହେବା ପରେ ଅମୃତା ସିଂ ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କୁ ବିବାହ କରିଥିଲେ। ସେତେବେଳେ ସୈଫ ବଲିଉଡରେ…
ଘନେଇଲା ଯୁଦ୍ଧ ଆଶଙ୍କା, କୃଷ୍ଣ ସାଗରରେ ରୁଷିଆର ୬ ଯୁଦ୍ଧପୋତ…
ମସ୍କୋ, ୯।୨ : ୟୁକ୍ରେନ ପ୍ରସଙ୍ଗରେ ରୁଷିଆ ଏବଂ ଆମେରିକା ମଧ୍ୟରେ ଉତ୍ତେଜନ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ନିଜର ସୈନ୍ୟମାନଙ୍କୁ ନିୟୋଜିତ କରୁଥିବାବେଳେ ଆମେରିକା ୟୁକ୍ରେନକୁ ସାହାଯ୍ୟ କରିବା ଏବଂ…

