Home

ମହାରାଷ୍ଟ୍ରରେ ପୁଣି କରୋନା ଆତଙ୍କ

ମୁମ୍ବାଇ,୨।୧:ମହାରାଷ୍ଟ୍ରରେ ରବିବାର ୧୧,୮୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କେବଳ ମୁମ୍ବାଇରେ ୮୦୬୩ ମାମଲା ଆସିଛି। ରାଜ୍ୟରେ ଗୋଟିଏ ଦିନରେ ୫୦ ଓମକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଓମିକ୍ରନ୍‌ର ବଢୁଥିବା…

ସରକାରଙ୍କୁ ଖୋଲା ଧମକ ଦେଲେ କୃଷକ ନେତା

ନୂଆଦିଲ୍ଲୀ,୨।୧: କୃଷକ ନେତା ରାକେଶ ଟିକାଏତ୍‌ ପୁଣିଥରେ ସରକାରଙ୍କୁ ଧମକ ଦେଇଛନ୍ତି। ଟିକାଏତ୍‌ କହିଛି ଯେ ଜାନୁୟାରୀ ୨୬ରେ କୃଷକମାନେ ଦେଶର ବିଭିନ୍ନ ସ୍ଥାନରେ ଟ୍ରାକ୍ଟର ପଦଯାତ୍ରା କରିବେ। ଏମଏସପି ସମ୍ପର୍କରେ ସରକାର ଏପର୍ଯ୍ୟନ୍ତ କୌଣସି କମିଟି ଗଠନ କରିନାହାଁନ୍ତି କିମ୍ବା…

ନିଆଁ ବଦଳରେ ପାଣିରେ ହେବ ଦେସମଣ୍ଡ ଟୁଟୁଙ୍କ ଅନ୍ତିମ ସଂସ୍କାର

କେପଟାଉନ୍‌,୨।୧:ଦକ୍ଷିଣ ଆଫ୍ରିକାରେ ଦଶନ୍ଧି ଧରି ରଙ୍ଗଭେଦ ବିରୋଧରେ ଲଢିଥିବା ଆର୍କବିଶପ ଦେସମଣ୍ଡ ଟୁଟୁଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହୋଇଛି। କୁହାଯାଏ ଯେ ଟୁଟୁ ପାରମ୍ପାରିକ ଉପାୟ କରିବା ପରିବର୍ତ୍ତେ ନିଜର ଶେଷ ରୀତିନୀତିକୁ ଇକୋ-ଫ୍ରେଣ୍ଡଲି ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କ…

ହାତକୁ ଦୁଇ ହାତ ହେଲେ ଟେଲି ପରଦାର ‘ମହାଦେବ’

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଦେବୋ କେ ଦେବ ମହାଦେବ ଫେମ୍‌ ଅଭିନେତା ମୋହିତ ରାଇନା। ବେଶ ଗୋପନୀୟ ଭାବେ ଏହି ବିବାହ ସମ୍ପନ୍ନ ହୋଇଛି। ନୂଆବର୍ଷର ଖାସ ଅବସରରେ ଅଭିନେତା ନିଜର ଇନ୍‌ଷ୍ଟାଗ୍ରାମରେ ସ୍ତ୍ରୀ ଅଦିତିଙ୍କ ସହ ବିବାହ…

ବଢ଼ିବାରେ ଲାଗିଛି କୋଭିଡ୍‌ ପଜିଟିଭ୍‌ ହାର; ଆଜି କେନ୍ଦୁଝରରୁ ସର୍ବାଧିକ

ଭୁବନେଶ୍ୱର,୨।୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ପଜିଟିଭ୍‌ ହାର ଧିରେ ଧିରେ ବଢ଼ିବାରେ ଲାଗିଛି। ରବିିବାର ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ସଂକ୍ରମିତଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନାନୁଯାୟୀ, ଚିହ୍ନଟ ୨୩ ଆକ୍ରାନ୍ତଙ୍କ…

ଆଇଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ; ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୨।୧(ବ୍ୟୁରୋ): ରାଜ୍ୟରେ ଆଇଏଏସ୍‌ ସ୍ତରରେ ରବିବାର ବଡ଼ ଧରଣର ଅଦଳବଦଳ ହୋଇଛି। ଆଇଏଏସ୍‌ ରାଜ କୁମାର ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଦାୟିତ୍ୱ ମିଳିଥିବା ବେଳେ ଆଇଏଏସ୍‌ ସଞ୍ଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର ଦାୟିତ୍ୱ ମିଳିଛି। ଆଇଏଏସ୍‌ ବିଷ୍ଣୁପଦ…

ପଶ୍ଚିମବଙ୍ଗରେ ଆଂଶିକ ଲକଡାଉନ ଘୋଷଣା

କୋଲକତା,୨।୧:ପଶ୍ଚିମବଙ୍ଗରେ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ମମତା ସରକାର ରବିବାର ନୂଆ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଏହି ପ୍ରତିବନ୍ଧକଗୁଡିକ ଆଂଶିକ ଲକଡାଉନ ରୂପରେ ଦେଖାଯାଉଛି। ଆସନ୍ତାକାଲି ଅର୍ଥାତ୍‌ ସୋମବାର ପଶ୍ଚିମବଙ୍ଗରେ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସ୍ପା, ସେଲୁନ,…

କୋହଲିଙ୍କୁ ନେଇ ଏମିତି କହିଲେ ଦ୍ରାଭିଡ୍‌

ସେଞ୍ଚୁରିୟନ,୨।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆସନ୍ତାକାଲି ଅର୍ଥାତ୍‌ ଜାନୁଆରୀ ୩ ରୁ ଆରମ୍ଭ ହେବ। ସେଞ୍ଚୁରିୟନରେ ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ପରେ ଭାରତୀୟ ଦଳ ସିରିଜରେ ୧-୦ରେ ଆଗୁଆ ରହିଛି ଏବଂ ବର୍ତ୍ତମାନ…

ରାସ୍ତାକଡ଼ରେ ମକା ବିକୁଛନ୍ତି କୋହଲି!

ସାଧାରଣତଃ ଆମେମାନେ ମୁହଁ ଦେଖି ଲୋକ ଚିହ୍ନି ପାରୁ। ମାତ୍ର ଯେତେବେଳେ ଦୁଇଜଣଙ୍କ ସମାନ ଚେହେରା ଦେଖିବାକୁ ମିଳେ ସେତେବେଳେ ଚକିତ ହେବା ସହ ଦ୍ୱନ୍ଦ୍ୱରେ ପଡ଼ିଥାଉ। ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ନାମୀଦାମୀ ସେଲିବ୍ରିଟିଙ୍କ ଫଟୋ ଦେଖିଥିବେ। ଯାହା ଅନେକ…

ଖୁସି ଖବର ଦେଲେ କାଜଲ

ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ପ୍ରଶଂସକଙ୍କ ପାଇଁ ନୂଆ ବର୍ଷରେ ଏକ ଖୁସି ଖବର ଦେଇଛନ୍ତି। କିଛି ଦିନ ହେବ କାଜଲଙ୍କ ବିଷୟରେ କଳ୍ପନାଜଳ୍ପନା ଚାଲିଥିଲା ସେ ଗର୍ଭବତୀ ଅଛନ୍ତି, କିନ୍ତୁ ଏବେ କାଜଲଙ୍କ ସ୍ବାମୀ ଗୌତମ କିଚଲୁ ଏହି ଖବରକୁ…

ଗଛକୁ ଭଲ ପାଇଲେ, ବାହା ହେଲେ

ଭଲ ପାଇବା କେବେ କାହା ସହ ହେବ କେହି ଜାଣି ନ ଥାଆନ୍ତି। ଯେମିତିକି ଇଂଲଣ୍ଡର ଜଣେ ମହିଳା ମଣିଷଙ୍କୁ ଛାଡି ଭଲ ପାଇଛନ୍ତି ଏକ ଗଛକୁ। ଆଉ ତାକୁ ବିବାହ ବି କରିଛନ୍ତି। ଉକ୍ତ ମହିଳାଙ୍କୁ ସେହି ଗଛ ଭିତରେ…

ମୁହାଁମୁହିଁ ହୋଇପାରନ୍ତି ଆମେରିକା-ଚାଇନା

ଓ୍ବାଶିଂଟନ,୨ା୧: ନୂଆବର୍ଷରେ ତାଇଓ୍ବାନ ଏବଂ ତିବ୍ଦତକୁ ନେଇ ଆମେରିକା-ଚାଇନା ମଧ୍ୟରେ ମୁହାଁମୁହିଁ ହୋଇପାରେ। ନୂତନବର୍ଷର ଠିକ୍‌ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତିବ୍ଦତ ପ୍ରସଙ୍ଗ ପାଇଁ ଭାରତୀୟ ମୂଳ କୂଟନୀତିଜ୍ଞ ଆଜ୍ରା ଜିଆଙ୍କୁ ତାଙ୍କର ବିଶେଷ ସଂଯୋଜକ ଭାବରେ ନିଯୁକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri