ରାଜ୍ୟରୁ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨ା୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲଏସ) ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ଏହି…
ବୁଲି ବାଈ ଆପ୍ ମାଧ୍ୟମରେ ୧୦୦ରୁ ଅଧିକ ମୁସଲମାନ୍ ମହିଳାଙ୍କୁ ଟାର୍ଗେଟ୍…
ନୂଆଦିଲ୍ଲୀ, ୨।୧ : ବୁଲି ବାଈ ନାମକ ଏକ ଆପ୍ ଦ୍ୱାରା ମୁସଲମାନ୍ ମହିଳାଙ୍କୁ ଟାର୍ଗେଟ୍ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି। କିଛିଦିନ ତଳେ ସୁଲ୍ଲି ଡିଲ୍ସ୍ ଆପ୍କୁ ନେଇ ଏଭଳି କେତେକ ବିବାଦ ଉପୁଜିଥିଲା। ସୁଲ୍ଲି ଡିଲ୍ସ୍ ଆପ୍ ଭଳି…
ଜିମ୍ରେ ପ୍ରଧାନମନ୍ତ୍ରୀ..
ମିରଟ, ୨।୧ : ଉତ୍ତରପ୍ରଦେଶ ମିରଟରେ ମେଜର ଧାନଚାନ୍ଦ୍ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ଏକ ସ୍ପୋର୍ଟସ କମ୍ପ୍ଲେକ୍ସ୍ରେ ଥିବା ଜିମ୍ରେ ପହଞ୍ଚି କେତେକ ବ୍ୟାୟାମ କରିଛନ୍ତି। ଏଠାରେ ଥିବା…
ଉଚ୍ଚଶିକ୍ଷିତ ହୋଇ ବି ରାସ୍ତାକଡ଼ରେ ଲଗାଇଛନ୍ତି ଷ୍ଟଲ
ଭଲ ପାଠ ପଢ଼ିଲେ, ବଡ଼ ଚାକିରି କରିବ। ଛୋଟବେଳୁ ପିଲାଙ୍କୁ ଏଇ କଥା ଶିଖାଯାଏ; ଯାହା ତା’ର ମନ ଭିତରେ ଘର କରିଯାଏ। ତେଣୁ ଅନେକ କ୍ଷେତ୍ରରେ ଲକ୍ଷ୍ୟ କେବଳ ବଡ଼ ଚାକିରି କରିବାରେ ସୀମିତ ରହିଯାଏ। ସେଇଥିପାଇଁ ଉଚ୍ଚଶିକ୍ଷିତ ହେବା…
ରାଜଧାନୀରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ହେଲେ ଭୟଭୀତ ନ ହେବାକୁ କହିଲେ କେଜରିୱାଲ
ନୂଆଦିଲ୍ଲୀ,୨ ।୧: ରାଜଧାନୀରେ ବଢି ଚାଲିଥିବା କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ପଛରେ ପକାଇ ଦେଇଛି । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇଛି ସତ । କିନ୍ତୁ ଏହାକୁ ନେଇ କିଛି ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି…
ଦୁନିଆର ସବୁଠୁ ଶକ୍ତିଶାଳୀ ପ୍ରାଣୀ
ଦୁନିଆରେ ଅନେକ ପ୍ରକାର ପ୍ରାଣୀ ଅଛନ୍ତି। ଏହି ପ୍ରାଣୀମାନଙ୍କ ମଧ୍ୟରୁ କେତେକ ଭୟଙ୍କର, ଆଉ କେତେକ ଶାନ୍ତ ସ୍ବଭାବର। କେହି କେହି ମାଂସ ଖାଇ ପେଟକୁ ଭରନ୍ତି, ଆଉ କେହି ଘାସ ଖାଆନ୍ତି। କେତେକ ପଶୁ ଶକ୍ତିଶାଳୀ, କେତେକ ଦୁର୍ବଳ। କିଛି…
ଏସବୁ ଜିନିଷ ଭୁଲ୍ରେ ବି ଧାର ଦିଅନ୍ତୁ ନାହିଁ, ନଚେତ…
ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ହେଉଛି ମାନବିକତା। ଏଇ ଶିକ୍ଷା ଆମ ସମସ୍ତଙ୍କୁ ପିଲାଟି ବେଳୁ ଘରେ ଦିଆଯାଇଥାଏ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କେତୋଟି ଜିନିଷ ରହିଛି, ଯାହାକୁ ଭୁଲ୍ରେ ମଧ୍ୟ କାହାରିକୁ ଦାନ କିମ୍ବା ଧାର୍…
ଶର୍ଟଲେସ୍ ହେଲେ ରଣବୀର
ମୁମ୍ବାଇ: ବଲିଉଡ୍ର ମୋଷ୍ଟ ହ୍ୟାଣ୍ଡସମ ଏବଂ ଏନର୍ଜେଟିକ୍ ଅଭିନେତା ରଣବୀର ସିଂହ ନୂଆବର୍ଷର ପ୍ରଥମ ଦିନଟି ବେଶ୍ ଭଲରେ କାଟିଛନ୍ତି। ଲେଡି ଲଭ୍ ଦୀପିକା ପାଦୁକୋନଙ୍କ ସହ ସେ ନୂଆବର୍ଷ ପାଳନ କରିଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନଙ୍କ ପାଇଁ ରଣବୀର ଏହି…
୩ ବର୍ଷର ଶିଶୁକନ୍ୟାଙ୍କୁ କ୍ଷତବିକ୍ଷତ କଲେ ୫ ବୁଲା କୁକୁର…
ଭୋପାଳ, ୨।୧ : ବୁଲା କୁକୁରଙ୍କ ଦୌରାତ୍ମ୍ୟ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ବାଗସଓ୍ବେନିଆର ଅଞ୍ଜଳି ବିହାର ଫେଜ୍-୨ରେ ତିନି ବର୍ଷର ନିରୀହ ଶିଶୁକନ୍ୟାଙ୍କ ଉପରେ ୫ ବୁଲା କୁକୁର ଆକ୍ରମଣ କରି କ୍ଷତବିକ୍ଷତ କରିଛନ୍ତି। ଏହି…
ଜଳସେଚନ ଏବେ ବି ସ୍ଵପ୍ନ
କେନ୍ଦ୍ରାପଡ଼ା ଅଫିସ, ୨ା୧: ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ୧୯,୫୪୨ ହେକ୍ଟର ଜମି ଜଳସେଚିତ ହେବ। ବର୍ଷ ସାରା ଅର୍ଥଭିତ୍ତିକ କୃଷି କୃଷକଙ୍କୁ ସମୃଦ୍ଧ କରିବ। ଏପରି ସ୍ଵପ୍ନ ଗତ ୨୩ ବର୍ଷ ପୂର୍ବେ ଜିଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ସମେତ…
ଚାଇନାର ଦାଦାଗିରି, ଦକ୍ଷିଣ ତିବ୍ବତ ଉପରେ କବ୍ଜା ଷଡ଼ଯନ୍ତ୍ର…
ବେଜିଂ, ୨।୧ : ତିବ୍ବତକୁ ନେଇ ଚାଇନା ପୁଣି ଦାଦାଗିରି ଆରମ୍ଭ କରିଛି। ଇତିମଧ୍ୟରେ ଚାଇନା ଅରୁଣାଚଳ ପ୍ରଦେଶରେ ଆଉ ୧୫ଟି ସ୍ଥାନର ନାମକରଣ କରିଛି। ଏହା ସହିତ ଦାବି କରିଛି ଯେ ତିବ୍ଦତର ଦକ୍ଷିଣ ଭାଗ ପ୍ରାଚୀନ କାଳରୁ ଚାଇନା…
୩ ରାଜ୍ୟରେ ସ୍କୁଲ-କଲେଜ ବନ୍ଦ…
ନୂଆଦିଲ୍ଲୀ, ୨।୧ : ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ହରିୟାଣା ଆଦି ୩ ରାଜ୍ୟ ସରକାର ସମସ୍ତ ସ୍କୁଲ୍ କଲେଜକୁ ବନ୍ଦ କରିବା ନେଇ…
Archives


