Home

ଦିନେ ଟଙ୍କା ପାଇଁ କୀର୍ତ୍ତନରେ ଗାଉଥିଲେ ଗୀତ, ଏବେ ବହୁ କୋଟି ଟଙ୍କାର ମାଲିକ

ଗାୟକ ତଥା ସ୍କ୍ରିପ୍ଟ ଲେଖକ ଦିଲଜିତ ଦୋସାଞ୍ଜଙ୍କୁ ଆଜି ୩୮ ବର୍ଷ ପଦାର୍ପଣ କରିଛନ୍ତି। ଆଜି ସେ କେବଳ ପଞ୍ଜାବୀ ଇଣ୍ଡଷ୍ଟ୍ରିର ନୁହେଁ ବରଂ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ମଧ୍ୟ ଏକ ବଡ ନାମ। ତାଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି।…

କେଶ ଝଡ଼ିବା ଓମିକ୍ରନ୍‌ର ନୂଆ ଲକ୍ଷଣ, ସାବଧାନ !…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୬।୧ : କେଶ ଝଡ଼ିବା ସମସ୍ୟା ଅତି ସାଧାରଣ। କିନ୍ତୁ ଏନେଇ ଏବେ ସାବଧାନ ରହିବାକୁ ପଡ଼ିବ। ଏହା କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ରେ ଆକ୍ରାନ୍ତ ହେବାର ଲକ୍ଷଣ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ…

ବିଦ୍ୟା ବାଲାନ୍‌ଙ୍କ ସହ ଡିନର୍‌ ଡେଟ୍‌ରେ ଯିବାକୁ ଚାହୁଁଛନ୍ତି ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୬।୧:ହିମାଚଳ ପ୍ରଦେଶ ତାମିଲନାଡୁକୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଜୟ ହଜାରେ ଟ୍ରଫି ଜିତିଛି। ହିମାଚଳର ଏହି ବିଜୟର ମୁଖ୍ୟ ଷ୍ଟାର୍‌ ହେଉଛନ୍ତି ପ୍ରଶାନ୍ତ ଚୋପ୍ରା। ସେ ତାମିଲନାଡୁ, ସର୍ଭିସେସ୍‌, ଉତ୍ତରପ୍ରଦେଶ, ଓଡ଼ିଶା, ଆନ୍ଧ୍ରପ୍ରଦେଶର ବୋଲରମାନଙ୍କୁ ତାଙ୍କ ବିସ୍ଫୋରକ ବ୍ୟାଟିଂରେ…

କୋହଲି-ଗାଙ୍ଗୁଲିଙ୍କ ଝଗଡା ସମାଧାନ ହେବ କେମିତି: ଶାସ୍ତ୍ରୀ ଦେଲେ ଉପାୟ

ନୂଆଦିଲ୍ଲୀ,୬।୧:ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ ଇଣ୍ଡିଆ ଯିବା ପୂର୍ବରୁ ବିରାଟ କୋହଲି ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଶେଷ ହୋଇଥିବାର ଦେଖାଯାଉଛି। କିନ୍ତୁ ଉଭୟ ପାର୍ଶ୍ୱରୁ ତିକ୍ତତା ସଂପୂର୍ଣ୍ଣ ରୂପେ ଶେଷ ହୋଇଛି, ବର୍ତ୍ତମାନ…

ପିଲା କୋଭାକ୍ସିନ୍‌ ନେବା ପରେ ପାରାସିଟାମଲ ମନା, ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୬।୧ : ପିଲା କୋଭାକ୍ସିନ୍‌ ନେବା ପରେ ପାରାସିଟାମଲ ଦେବା ମନା। ଏନେଇ ସତର୍କ ସୂଚନା ଜାରି ହୋଇଛି। କୋଭାକ୍ସିନ୍‌ ଟିକା ନିର୍ମାତା ଭାରତ ବାୟୋଟେକ ସ୍ପଷ୍ଟ କରିଛି ଯେ ଟିକା ନେବା ପରେ ୧୫ରୁ ୧୮ ବର୍ଷ ବୟସ୍କ…

ତିହାର ଜେଲ୍‌ରେ ଅଘଟଣ, ୫ କଏଦୀଙ୍କ ସାମୁହିକ ଆତ୍ମହତ୍ୟା ଉଦ୍ୟମ…

ନୂଆଦିଲ୍ଲୀ, ୬।୧ : ତିହାର ସେଣ୍ଟ୍ରାଲ ଜେଲରେ ଅଘଟଣ ଘଟିଛି। ଏଠାରେ ୫ ଜଣ କଏଦୀ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜେଲର କର୍ମଚାରୀମାନେ ଠିକ ସମୟରେ ଏହା ଜାଣିବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜଣେ କଏଦୀଙ୍କୁ…

ଏମିତି ପକ୍ଷୀ, ଯିଏ କେବେ ବି ଭୂମିରେ ରଖେ ନାହିଁ ପାଦ

ପୃଥିବୀରେ ଅନେକ ପ୍ରକାରର ପଶୁ ଏବଂ ପକ୍ଷୀ ବାସ କରନ୍ତି। ଆପଣ ପକ୍ଷୀମାନଙ୍କୁ ଗଛରେ ବସିଥିବାର କିମ୍ବା ଆକାଶରେ ଉଡ଼ୁଥିବା ଦେଖିଥିବେ। ଏହା ସହିତ ନିଶ୍ଚିତ ଭାବରେ ପକ୍ଷୀମାନଙ୍କୁ ଭୂମିରେ ବସି କିମ୍ବା ଶସ୍ୟ ଖାଇବା ସମୟରେ ମଧ୍ୟ ଦେଖିଥିବେ, କିନ୍ତୁ…

ଅଧିନାୟକଙ୍କୁ କମେଣ୍ଟ ମାରିଲେ ପନ୍ତ: ଭିଡିଓ ଭାଇରାଲ

ଜୋହାନ୍ସବର୍ଗ,୬।୧:ଜୋହାନ୍ସବର୍ଗରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଆୟୋଜକ ଦଳ ଏକ ଦୃଢ ସ୍ଥିତିରେ ଅଛନ୍ତି। ଟେଷ୍ଟ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୧୨୨ ରନ ଆବଶ୍ୟକ। ହାତରେ ୮ଟି ଉଇକେଟ ବାକି ଅଛି। ଏହି ଟେଷ୍ଟର…

ଅତ୍ୟଧିକ ସମ୍ବେଦନଶୀଳ ଅଞ୍ଚଳରେ ଫସି ଯାଇଥିଲେ ମୋଦି, ପାକ୍ ସୀମା ଥିଲା ମାତ୍ର ୩୦ କିଲୋମିଟର ଦୂର!

ନୂଆଦିଲ୍ଲୀ,୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପଞ୍ଜାବ ଗସ୍ତ ସମୟରେ ଏକ ସମ୍ବେଦନଶୀଳ ଅଞ୍ଚଳରେ ଫସି ଯାଇଥିବା ଜଣାପଡିଛି । କେତେଜଣ ବିରୋଧ ପ୍ରଦର୍ଶନକାରୀ ହଠାତ୍ ଚାଲି ଆସିବାରୁ ପ୍ରଧାନମନ୍ତ୍ରୀଙ୍କ ଗାଡି ଅଧା ରାସ୍ତାରେ ଅଟକି ଯାଇଥିଲା । ପାଖାପାଖି…

୨୬ ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୨,୬୩୦…

ନୂଆଦିଲ୍ଲୀ, ୬।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୩୦ ଛୁଇଁଛି।…

ସ୍ଥିତି ଅଣାୟତ୍ତ, ୯୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୬।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବା ସହ ବିପଦ ପୁଣି ଘନେଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୯୦ ହଜାର…

ଭାରତରୁ ବିମାନ ସେବା ବନ୍ଦ କଲା ହଂକଂ

ବେଜିଂ/ହଂକଂ, ୬।୧: କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ହଂକଂ ବୁଧବାର କେତେକ କଠୋର କଟକଣା ଲାଗୁ କରିଛି। ଭାରତ ସମେତ ୮ଟି ଦେଶରୁ ହଂକଂକୁ ଉଡ଼ାଣ କରୁଥିବା ବିମାନକୁ ଜାନୁୟାରୀ ୨୧ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଭାରତ ବ୍ୟତୀତ ଅଷ୍ଟ୍ରେଲିଆ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri