Home

ଦ୍ରାବିଡ୍‌-ଧୋନୀଙ୍କୁ ପଛରେ ପକାଇଲେ ପନ୍ତ, ନିଜ ନାମରେ କଲେ ଏହି ରେକର୍ଡ

ପାର୍ଲ,୨୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୁକ୍ରବାର ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଉଲ୍ଲେଖନୀୟ ବ୍ୟାଟିଂ କରିଛନ୍ତି। ପନ୍ତ ତାଙ୍କ ଇନିଂସରେ ୧୦ ଚୌକା ଏବଂ ୨ ଛକା ସହ ୭୧ ବଲ୍‌ରେ ୮୫ ରନ୍‌…

ପଞ୍ଜାବ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୩୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ସମସ୍ତ ବର୍ଗକୁ ଖୁସି କରିବାକୁ ପ୍ରୟାସ

ଚଣ୍ଡିଗଡ଼,୨୧ ।୧: ପାଖେଇ ଆସିଲାଣି ପଞ୍ଜାବ ବିଧାନସଭା ନିର୍ବାଚନ । ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୩୪ ଜଣଙ୍କ ନାମ ରହିଛି । ଭାଜପା ରାଷ୍ଟ୍ରୀୟ ମହାସଚିବ ତରୁଣ…

‘ଅମର ଯବାନ ଜ୍ୟୋତି’ର ଠିକଣା ବଦଳିଲା

ନୂଆଦିଲ୍ଲୀ,୨୧।୧: ବଦଳିଲା ଠିକଣା। ଶୁକ୍ରବାର ଇଣ୍ଡିଆ ଗେଟ୍‌ରୁ ‘ଅମର ଯବାନ ଜ୍ୟୋତି’କୁ ଜାତୀୟ ଯୁଦ୍ଧ ସ୍ମାରକୀକୁ ସ୍ଥାନାନ୍ତର କରାଯାଇଛି। ଫଳରେ ଗତ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତିର ବିଲୟ ଘଟିଛି। ଜଣେ ମଶାଲ ବାହକଙ୍କ ଦ୍ୱାରା ଏହି…

୧୦୦ କୋଟିର ଘର, ପ୍ରାଇଭେଟ୍‌ ଜେଟ୍‌ର ମାଲିକ ଏହି ସୁପରଷ୍ଟାର; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା କୌଣସି ବଲିଉଡ୍‌ ଷ୍ଟାରଙ୍କଠାରୁ କମ୍‌ ନୁହେଁ। ମାତ୍ର ୨ ବର୍ଷ ବୟସରୁ ଅଭିନୟକୁ ଓହ୍ଲାଇଥିଲେ ସେ। ପରେ ‘ଆର଼୍ୟା’ ଫିଲ୍ମରୁ ତାଙ୍କୁ ବଡ଼ ବ୍ରେକ୍‌ ମିଳିଥିଲା। ସେବେଠାରୁ ଗୋଟିଏ ପରେ ଗୋଟିଏ…

ଦୁଇ ଭାଗ ହୋଇଛି ଭାରତୀୟ ଡ୍ରେସିଂ ରୁମ୍‌; କୋହଲି- ରାହୁଲଙ୍କୁ ନେଇ ପୂର୍ବ କ୍ରିକେଟର କହିଲେ…

ନୂଆଦିଲ୍ଲୀ,୨୧।୧: ଅନେକ ଥର ଭାରତୀୟ କ୍ରିକେଟ ଦଳ ଦୁଇ ଭାଗ ହୋଇଥିବା ନେଇ ଚର୍ଚ୍ଚା ହୋଇଆସିଛି। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଏଭଳି ଗୁଜବ ପ୍ରଚାରିତ ହେଉଥିବା ବେଳେ ଏବେ ପୂର୍ବତନ ଅଧିନାୟକ କୋହଲିଙ୍କ ସହ କେ.ଏଲ୍‌ ରାହୁଲଙ୍କ…

ହରଭଜନଙ୍କୁ କରୋନା, ଖେଳିପାରିବେନି…

ନୂଆଦିଲ୍ଲୀ,୨୧।୧: ଭାରତର ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିନେଇ ସେ ଘରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଏନେଇ ୪୧ ବର୍ଷୀୟ କ୍ରିକେଟର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ମୋର କୋଭିଡ୍‌ ଟେଷ୍ଟ ପଜିଟିଭ୍‌ ଆସିଛି। ମୋର…

ରାଜଧାନୀରୁ ହଟିବନି ୱିକଏଣ୍ଡ କର୍ଫ୍ୟୁ ଅବା ଅଡ ଇଭିନ: କେଜରିୱାଲଙ୍କ ପ୍ରସ୍ତାବକୁ ଗ୍ରହଣ କଲେନି ଉପରାଜ୍ୟପାଳ

ନୂଆଦିଲ୍ଲୀ,୨୧ ।୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ କିଛିକାଂଶରେ କମିଛି ସତ । ହେଲେ ଏବେବି ରାଜଧାନୀବାସୀ ସୁରକ୍ଷିତ ନୁହେଁ । ଏବେବି ଦିଲ୍ଲୀରେ ୱିକଏଣ୍ଡ କର୍ଫ୍ୟୁ ଓ ବଜାରରେ ଅଡଇଭିନ ନମ୍ବର ନିୟମ ଜାରି ରହିବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଗୁଗ୍‌ଲକୁ ବେଆଇନ ଘୋଷଣା

ବ୍ରସଲେସ୍‌,୨୧ା୧: ୟୁରୋପରେ ଗୁଗ୍‌ଲକୁ ବେଆଇନ ଘୋଷଣା କରାଯାଇଛି। ଫଳରେ ଗୁଗ୍‌ଲକୁ ଶକ୍ତ ଧକ୍କା ଲାଗିଛି। ଏହା କେବଳ ଗୁଗ୍‌ଲ ପାଇଁ ନୁହେଁ, ଅନ୍ୟ ଓ୍ବେବସାଇଟ୍‌ଙ୍କ ମାଲିକଙ୍କ ପାଇଁ ମଧ୍ୟ ଶୁଭଙ୍କର ନୁହେଁ। ଏକ ମାମଲାର ଶୁଣାଣି କରି ଅଷ୍ଟ୍ରିଆ କୋର୍ଟ ଗୁଗ୍‌ଲ…

ସିଦ୍ଧାନ୍ତଙ୍କୁ ଡେଟ୍‌ କରୁଛନ୍ତି ଅମିତାଭଙ୍କ ନାତୁଣୀ!

ମୁମ୍ବାଇ: ବିଗ୍‌ ବି ତଥା ଅମିତାଭଙ୍କ ନାତୁଣୀ ନଭ୍ୟା ନଭେଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ନଭ୍ୟା ପ୍ରତ୍ୟେକ ଦିନ ତାଙ୍କ ପ୍ରଶଂସକଙ୍କ ସହ ନୂଆ ନୂଆ ଫଟୋ ଶେୟାର କରିଥାନ୍ତି। ନିକଟରେ ସେ ନିଜର ଏକ ଫଟୋ ଶେୟାର କରିଛନ୍ତି।…

ସମୁଦ୍ର କୂଳରେ ମଣିଷ ନୁହେଁ, କେବଳ ପାଦ ଚାଲୁଥିଲା

ଗୁଗୁଲ ୟାର୍ଥରେ ପ୍ରତିଦିନ ନୂଆ ନୂଆ ରହସ୍ୟମୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥାଏ। ଗୁଗୁଲ ୟାର୍ଥ ବ୍ୟବହାରକାରୀମାନେ ଅନେକ ଥର ରହସ୍ୟମୟ ଜିନିଷ ଦେଖୁଥିବାର ଦାବି କରୁଛନ୍ତି। ଯାହା ବିଷୟରେ ଜାଣିବା ଆଶ୍ଚର୍ଯ୍ୟଜନକ। ବର୍ତ୍ତମାନ ଏହି ସମୟରେ ଜଣେ ଗୁଗୁଲ…

ଋଷିକୂଲ୍ୟା ଶଯ୍ୟାରେ ମଙ୍ଗୋଲିଆ ପକ୍ଷୀ

ଗଞ୍ଜାମ,୨୧ା୧(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ ନିକଟସ୍ଥ ଋଷିକୂଲ୍ୟା ନଦୀ ବାଲୁକା ଶଯ୍ୟାରେ ଗତ କିଛିଦିନ ହେବ ଶହଶହ ମଙ୍ଗୋଲିଆ ପକ୍ଷୀ ଦେଖିବାକୁ ମିଳୁଛି। ହିମାଳୟଠାରେ ଅତ୍ୟଧିକ ଶୀତ ଅନୁଭୂତ ହେଉଥିବା ଯୋଗୁ ଏଠାକୁ ଚାଲି ଆସିଥିବା ପରିବେଶବିତ୍‌ମାନେ ସୂଚନା ଦେଇଛନ୍ତି। ଏହି…

ଅଧୁରା ରହିଗଲା ସୁଶାନ୍ତଙ୍କ ଏହିସବୁ ବଡ଼ ସ୍ବପ୍ନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଅନେକ ବଡ଼ ସ୍ବପ୍ନ ଦେଖୁଥିଲେ। ସେଗୁଡ଼ିକ ପୂରଣ ପାଇଁ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରିଥିଲେ। ସେ ଏହି ସ୍ବପ୍ନଗୁଡ଼ିକର ଏକ ହାତଲେଖା ତାଲିକା ବି ପ୍ରସ୍ତୁତ କରିଥିଲେ। ଯାହାକି ଦୁଇବର୍ଷ ତଳେ ସୁଶାନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri