Home

ରାସ୍ତାରେ ଗଡୁଛି ଭିନ୍ନ ଧରଣର ସାଇକେଲ, ଯିଏ ଦେଖୁଛି ଘଡ଼ିଏ ଚାହିଁ ସେଲ୍‌ଫି ନେଉଛି

ଉତ୍ତରପ୍ରଦେଶର ପିଲିଭିତିରେ ଭିନ୍ନ ଧରଣର ଏକ ସାଇକେଲ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। ଯେତେବେଳେ ଏହି ସାଇକେଲ ରାସ୍ତାରେ ଗଡୁଛି ସେତେବେଳେ ଏହା ପାଖରେ ଯାଉଥିବା ଅନ୍ୟ ଯାନବାହନଗୁଡ଼ିକ ଛୋଟ ଦେଖାଯାଉଛନ୍ତି। ସାଇକେଲର ମାଲିକ ଏହାକୁ ଏତେ ସ୍ବତନ୍ତ୍ର ଭାବରେ ତିଆରି…

ନିର୍ବାସନ ଏକ ସାଧାରଣ ଦଣ୍ଡାଦେଶ ନୁହେଁ, ଗୁରୁତର ଅପରାଧ କ୍ଷେତ୍ରରେ ଏହାର ଉପଯୋଗ ହେବା ଆବଶ୍ୟକ…

ନୂଆଦିଲ୍ଲୀ, ୨୯।୧ : ନିର୍ବାସନ ଦଣ୍ଡାଦେଶ ଏକ ସାଧାରଣ ଦଣ୍ଡାଦେଶ ନୁହେଁ। ଗୁରୁତର ଅପରାଧ କ୍ଷେତ୍ରରେ ଏହାର ଉପଯୋଗ ହେବା ଆବଶ୍ୟକ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଭାରତୀୟ ନାଗରିକଙ୍କର ଦେଶରେ ଯେକୌଣସି ସ୍ଥାନକୁ ଯିବା ଆସିବାର ଅଧିକାର ରହିଛି। ଏପରିସ୍ଥଳେ ନିର୍ବାସନ…

ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ

କେନ୍ଦୁଝର,୨୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକର ୮ ନମ୍ବର ଜୋନ୍‌ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କ ଶନିବାର ଆକସ୍ମିକ ମୃତ୍ୟୁ ହୋଇଛି। ଆଜି ସକାଳେ ସେ ଘରେ ଥିବା ସମୟରେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ଘଟଗାଁ…

୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ କରି ବନ୍ଧା ହେଲେ ପଡ଼ୋଶୀ

ଝାରସୁଗୁଡ଼ା ଅଫିସ,୨୯ା୧: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅକ୍ଷୟ ପରିଡ଼ା(୨୮)। ଏନେଇ ପୋଲିସ…

ଏବର୍ଷ ବନ୍ଦ ହୋଇପାରେ ଖଣ୍ଡଗିରି ମାଘ ମେଳା

ଭୁବନେଶ୍ୱର,୨୯।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁହାଁ। କିଛି ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହିବା ପରେ ଏବେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ସମସ୍ତେ ସତର୍କତା…

ଶେଷ ହୋଇନି କରୋନା, ସତର୍କତା ଜରୁରୀ…

ଜେନେଭା, ୨୯।୧ : ପୃଥିବୀରେ କରୋନା ମହାମାରୀ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, କରୋନା ଶେଷ ହୋଇନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସତର୍କତା ଜରୁରୀ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅଧିକାରୀ ପୁନମ୍‌ କ୍ଷେତ୍ରପାଳ…

ଜୟନ୍ତ ଚୌଧୁରୀଙ୍କୁ ପରାମର୍ଶ ଦେଲେ ଶାହ

ଲକ୍ଷ୍ନୌ,୨୯ ।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨କୁ ନେଇ ଶନିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୁଜାଫରନଗରରେ ଦଳର ପ୍ରଚାରରେ ଅଛନ୍ତି । ସେଠାରେ ସେ କହିଛନ୍ତି ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଲାଗି ସମାଜବାଦୀ ପାର୍ଟି(ସପା) ଓ ରାଷ୍ଟ୍ରୀୟ…

୩୧ ଜାନୁୟାରୀରେ ବିଶ୍ୱାସଘାତ ଦିବସ ପାଳନ, କୃଷକ ସଂଗଠନର ଘୋଷଣା…

ନୂଆଦିଲ୍ଲୀ, ୨୯।୧ : ଜାନୁୟାରୀ ୩୧ରେ ବିଶ୍ୱାସଘାତ ଦିବସ ପାଳନ ହେବ। ଏନେଇ ମିଳିତ କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି। ଦେଶର ୫୦୦ ଜିଲାରେ ଏହା ପାଳନ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବା ସଂଗଠନ କହିଛି। ଏହି ଅବସରରେ ପ୍ରଦର୍ଶନ…

ମୋଦି ସରକାର କରିଛନ୍ତି ଦେଶଦ୍ରୋହ, ଚୌକିଦାର ହିଁ ଗୁପ୍ତଚର, ରାହୁଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ, ୨୯।୧ : ପେଗାସସ ଗୁପ୍ତଚରୀ ମାମଲା ସମ୍ପର୍କରେ ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସାରେ ଖବର ଉପରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି ଯେ ମୋଦି ସରକାର…

ଏତେ ରାଗ ଲାଗୁଥିଲା ଯେ, ଟିଭି ଭାଙ୍ଗି ଦେଇଥାନ୍ତି; କିଛି ଏଭଳି କହି ଜବାବ ରଖିଲେ…

ବମ୍ବେ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଚଳିତ ବର୍ଷ ବିଗ୍‌ବସ୍‌-୧୫ ସିଜନ୍‌ର ଅନ୍ତ ହେବାକୁ ଯାଉଛି। ଶନିବାର ଏବଂ ରବିବାର ଏହାର ଫିନାଲେ ଏପିସୋଡ ପ୍ରସାରିତ ହେବ, ଯାହା ପରେ କିଏ ବିଜେତା ହେବ ତାହା ସ୍ପଷ୍ଟ ହୋଇଯିବ। ଏହା…

୧୬ରେ ବିବାହ, ୧୭ରେ ମା’; ୨ ବର୍ଷରେ ଛାଡ଼ପତ୍ର; ଚର୍ଚ୍ଚାରେ ଥିଲା ‘କୋମଲିକା’ଙ୍କ ଜୀବନ

ବମ୍ବେ: ନାୟିକା ନୁହେଁ ବରଂ ଖଳନାୟିକା ଭାବେ ଖ୍ୟାତି ଅର୍ଜନ କରିଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ଉର୍ବଶୀ ଢ଼ୋଲକିଆ। ଆଜି ବି ଦର୍ଶକ ତାଙ୍କର ଚରିତ୍ର ‘କୋମଲିକା’କୁ ବେଶ୍‌ ପସନ୍ଦ କରନ୍ତି। ଅଭିନୟକୁ ନେଇ ଉର୍ବଶୀ ଯେତେ ଚର୍ଚ୍ଚିତ ତା’ଠାରୁ ଅଧିକ…

୨୦୧୭ରେ ଇସ୍ରାଏଲଠାରୁ ଭାରତ କିଣିଥିଲା ପେଗାସସ ସ୍ପାଇୱେୟାର

ୱାଶିଂଟନ/ନୂଆଦିଲ୍ଲୀ,୨୯ ।୧: ଭାରତ ସରକାର ୨୦୧୭ରେ ଇସ୍ରାଏଲଠାରୁ ଗୁପ୍ତଚର ସଫ୍ଟୱେର ପେଗାସସ କ୍ରୟ କରିଥିଲା । ଆମେରିକାର ଖବରକାଗଜ ଦ ନ୍ୟୁୟର୍କସ ଟାଇମନ୍ସର ରିପୋର୍ଟରେ ଏହା ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି ମୋଦି ସରକାର ୫ବର୍ଷ ପୂର୍ବେ ଇସ୍ରାଏଲ ସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri