ପାକିସ୍ତାନ ସୈନ୍ୟ-ବାଲୁଚି ବିଦ୍ରୋହୀଙ୍କ ମଧ୍ୟରେ ୫୫ ଘଣ୍ଟା ଧରି ମୁହାଁମୁହିଁ ସ୍ଥିତି…
କରାଚି, ୫।୨ : ପାକିସ୍ତାନର ବାଲୁଚିସ୍ତାନରେ ସ୍ଥିତି ସଙ୍କଟ ଜନକ ରହିଛି। ପାକିସ୍ତାନ ସୈନ୍ୟ ଏବଂ ବାଲୁଚି ବିଦ୍ରୋହୀଙ୍କ ମଧ୍ୟରେ ୫୫ ଘଣ୍ଟା ଧରି ମୁହାଁମୁହିଁ ସ୍ଥିତି ଜାରି ରହିଛି। ଏହାଯୋଗୁ ସ୍ଥାନୀୟ ଲୋକେ ଭୋକ ଉପାସରେ ଗତ ୩ ଦିନ…
ଆଜି ମହାମୁକାବିଲା: ପଞ୍ଚମ ଥର ବିଶ୍ୱକପ୍ ଟାଇଟଲ ଜିତିବା ଲକ୍ଷ୍ୟରେ ଭାରତ
ଆଣ୍ଟିଗୁଆ,୫।୨: ଶନିବାର ଅଣ୍ଡର-୧୯ ବିଶ୍ୱକପ୍ର ଫାଇନାଲ ମୁକାବିଲା ଖେଳାଯିବ। ଏଥିରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ। ଚାରିଥର ବିଶ୍ୱକପ୍ ବିଜେତା ଭାରତ ଏହି ଟୁର୍ନାମେଣ୍ଟକୁ ଜିତି ପଞ୍ଚମ ଥର ପାଇଁ ଟାଇଟଲ ନିଜ ନାମରେ କରିବାକୁ ଚେଷ୍ଟା କରିବ। ସେହିଭଳି ୧୯୯୮ ଶେଷ…
ମୋଦି ରାଜା ଜନତାଙ୍କ ଦୁଃଖ ବୁଝୁ ନାହାନ୍ତି, ରାହୁଲଙ୍କ କଟାକ୍ଷ…
ଡେରାଡୁନ୍, ୫।୨ : ଉତ୍ତରାଖଣ୍ଡରେ ନିର୍ବାଚନ ପ୍ରଚାରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ମୋଦିଙ୍କୁ ରାଜା ବୋଲି କଟାକ୍ଷ କରି କହିଛନ୍ତି ଯେ, ଆଜିର ରାଜା ଜନତାଙ୍କ ଦୁଃଖ ବୁଝୁ ନାହାନ୍ତି। ଉଦମ…
ସୀମାରେ କୁକୁର ରୋବଟ ଚଳାଇବ ଗୁଳି…
ଓ୍ବାଶିଂଟନ, ୫।୨ : ଖୁବ୍ ଶୀଘ୍ର ଆମେରିକା ସୀମା ସୁରକ୍ଷା ଦାୟିତ୍ୱ ରୋବଟ କୁକୁରକୁ ପ୍ରଦାନ କରାଯିବ। ଏହି କୁକୁର ସୀମାରେ ପାଟ୍ରୋଲିଂ କରିବା ସହିତ ଆବଶ୍ୟକ ପଡ଼ିଲେ ଶତ୍ରୁ ଉପରକୁ ଗୁଳି ମଧ୍ୟ ଚଳାଇବ। ମେକ୍ସିକୋ ସୀମାର ଦକ୍ଷିଣ ପ୍ରାନ୍ତରେ…
ମାଓବାଦୀଙ୍କ ଲ୍ୟାଣ୍ଡ୍ମାଇନ ବିସ୍ଫୋରଣରେ ଆଖିବୁଜିଲେ ‘ଧରିତ୍ରୀ’ ଖବରଦାତା
ଏମ୍.ରାମପୁର,୫ା୨(ଡି.ଏନ୍.ଏ.): ଖବର ସଂଗ୍ରହ କରିବାକୁ ଯାଇ ଶନିବାର ମାଓବାଦୀଙ୍କ ଲ୍ୟାଣ୍ଡ୍ମାଇନ ବିସ୍ଫୋରଣରେ ଆଖି ବୁଜିଛନ୍ତି ‘ଧରିତ୍ରୀ’ର ଖବରଦାତା ତଥା ଓଜେୟୁର ସକ୍ରିୟ ସଭ୍ୟ ରୋହିତ ବିଶ୍ୱାଳ (୪୭)। ତାଙ୍କ ଘର ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରିରେ। ଏଭଳି ହୃଦୟ ବିଦାରକ…
ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ୨୮୯ କୋଟିପତି ଲଢ଼ିବେ ନିର୍ବାଚନ…
ଲକ୍ଷ୍ନୌ, ୫।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୮୯ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଦାଖଲ ହୋଇ ଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି। ଫେବୃୟାରୀ ୧୦ରେ ରାଜ୍ୟର ୧୧ ଜିଲାରେ ୫୮ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି…
ପୁଣି ଭେଣ୍ଟିଲେଟରରେ ଲତା
ବମ୍ବେ: ସୁଧୁରିବା ବଦଳରେ ପୁଣି ବିଗିଡ଼ିଲା ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା। ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଭେଣ୍ଟିଲେଟରରେ ଥିବା ଯୋଗୁ ଡାକ୍ତରମାନେ ୨୪ ଘଣ୍ଟା ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ବ୍ରିଚକାଣ୍ଡି…
ଆଶ୍ୱସ୍ତ ହେଲେ ନୋରା
ବମ୍ବେ: ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ଥାନ୍ତି ଅଭିନେତ୍ରୀ ନୋରା ଫତେହୀ। ହେଲେ ଶୁକ୍ରବାର ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍ ହୋଇଯାଇଥିଲା। କ’ଣ ପାଇଁ ଏପରି ଘଟିଲା କେହି ଜାଣି ନ ଥିଲେ। ଏବେ କିନ୍ତୁ ପ୍ରଶଂସକଙ୍କ ସହ ନୋରାଙ୍କ ପାଇଁ…
ଦୂରବୀକ୍ଷଣ ଯନ୍ତ୍ର ଯୋଗେ ଐଶ୍ଙ୍କ ବିବାହ ଦେଖିଥିଲେ ଏହି ଅଭିନେତା
ବମ୍ବେ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ବିବାହ ବଲିଉଡ୍ର ଚର୍ଚ୍ଚିତ ବିବାହ ମଧ୍ୟରୁ ଗୋଟିଏ। ଅନେକ ଏହି ବିବାହକୁ ଆଖିରେ ଦେଖିବାକୁ ଚାହୁଁଥିଲେ। ହେଲେ ସମସ୍ତଙ୍କ ପକ୍ଷେ ତାହା ସମ୍ଭବ ନ ଥିଲା। ସେଭଳି ଜଣେ ଥିଲେ…
ଅଷ୍ଟ୍ରେଲିଆ କ୍ରିକେଟ ଟିମ୍କୁ ଝଟ୍କା: ପାକିସ୍ତାନ ଗସ୍ତ ପୂର୍ବରୁ ଇସ୍ତଫା ଦେଲେ ଲାଙ୍ଗର
ମେଲବୋର୍ନ,୫।୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଲାଙ୍ଗର। ସେ ଶନିବାର ହଠାତ୍ ଦଳର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେବେ ତାଙ୍କ ସମୟରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍…
ଜମ୍ମୁ-କଶ୍ମୀର ଏନ୍କାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୨ ଆତଙ୍କବାଦୀ ନିହତ
ଶ୍ରୀନଗର,୫ ।୨: ଶ୍ରୀନଗର ସହରର ଜକୁରା ଅଞ୍ଚଳରେ ଶନିବାର ସକାଳୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତ ଆତଙ୍କବାଦୀ ଲସ୍କର-ଇ-ତୋଏବା ଓ ଟିଆରଏଫର ସଦସ୍ୟ ବୋଲି…
ଦେଶକୁ ମିଳିବ ଆଉ ଏକ ଭ୍ୟାକ୍ସିନ, ଡିସିଜିଆଇ ରୁଷିଆର ସ୍ପୁଟନିକ ଲାଇଟକୁ ଦେଲା ମଞ୍ଜୁରୀ
ନୂଆଦିଲ୍ଲୀ,୫ ।୨: ଦେଶରେ ଏବେ କରୋନାର ସ୍ଥିତି ଚିନ୍ତାଜନକ ରହିଛି । ଏପଟେ ଏହାଠାରୁ ଦୂରେଇ ରହିବାର ଗୋଟିଏ ଉପାୟ ହେଉଛି ଟିକାକରଣ । ଦୁଇଟି ଯାକ ଟିକା ନେବା ଜରୁରୀ । ଏପଟେ ଦେଶକୁ ଆଉ ଏକ ଭ୍ୟାକ୍ସିନ ମିଳିବାର…
Archives


