Home

ପ୍ରଚାର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୨: ୫ ରାଜ୍ୟରେ ବାଜିଛି ନିର୍ବାଚନ ବିଗୁଲ। ଏହାକୁ ନେଇ ରାଜନୀତି ପାଣିପାଗ ସରଗରମ ରହିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ମଙ୍ଗ ଧରିବେ ବୋଲି ଜଣାପଡ଼ିଛି। ଫେବୃୟାରୀ ୭ରେ ୟୁପି ବିଜେନୋରରେ କର୍ମକର୍ତ୍ତାମାନଙ୍କୁ ସେ ସମ୍ବୋଧିତ କରିବେ।…

ବାର୍ବି ଡଲ୍‌ ଲୁକ୍‌ରେ ଶେହନାଜ

ମୁମ୍ବାଇ: ବିଗ୍‌ ବସ୍‌ର ସିଜନ-୧୫ର ଗ୍ରାଣ୍ଡ ଫିନାଲ୍‌ରେ ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ ଦେଖିବାକୁ ମିଳିଥିଲା। ଏହି ରାଉଣ୍ଡରେ ଶେହନାଜଙ୍କ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ସମୟରେ ତାଙ୍କର ସର୍ବଶ୍ରେଷ୍ଠ ଫଟୋଶୁଟ୍‌ ପ୍ରଶଂସକଙ୍କ ହୃଦୟ ଜିତିଛି। ଶେହନାଜ…

‘ଅତି ଲୋଭରୁ ତନ୍ତୀ ମରେ’; ବିଶ୍ୱାସ କରୁ ନ ଥିଲେ ଭିଡିଓ ଦେଖନ୍ତୁ…

କୁହାଯାଏ ଲୋଭ ଦୁଃଖର କାରଣ। ଯଦି ଆପଣ ଏକଥାରେ ଅବିଶ୍ୱାସ କରୁଥାନ୍ତି ତେବେ ଏକ ମାଙ୍କଡର ଭାଇରାଲ ହେଉଥିବା ଭିଡିଓ ଦେଖିନିଅନ୍ତୁ। ଭିଡିଓ ଦେଖିବା ପରେ ନିଶ୍ଚିତ ମୁହଁରୁ ବାହାରିଯାଇପାରେ ଲୋଭ କରିବା ଉଚିତ ନୁହେଁ। ଭିଡିଓରେ ଦେଖିପାରିବେ ଜଣେ ବ୍ୟକ୍ତି…

ଟ୍ରାଫିକ୍‌ ଜାମ୍‌ ଯୋଗୁ ବଢୁଛି ଛାଡ଼ପତ୍ର ସମସ୍ୟା…

ମୁମ୍ବାଇ, ୫।୨ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନଭୀସଙ୍କ ସ୍ତ୍ରୀ ଅମୃତା ଫଡନଭୀସ ଶାସକ ଦଳ ମହାରାଷ୍ଟ୍ର ବିକାଶ ଆଘାଡି ସରକାରଙ୍କୁ ଟାର୍ଗେଟ କରି ଏକ ଅଜବ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ମୁମ୍ବାଇରେ…

ଆମେରିକା ବିରୋଧରେ ସ୍ବର ଉତ୍ତୋଳନ କଲା ଚାଇନା

ବେଜିଂ,୫ା୨: ଆମେରିକା ବିରୋଧରେ ଚାଇନା ଖୋଲାଖୋଲି ଭାବେ ସ୍ବର ଉତ୍ତୋଳନ ଆରମ୍ଭ କରିଛି। ଏଥର ଚାଇନା ତା’ର ମିତ୍ର ରାଷ୍ଟ୍ର ଉତ୍ତରକୋରିଆ ସପକ୍ଷରେ ସ୍ବର ଉତ୍ତୋଳନ କରିଛନ୍ତି। ଉତ୍ତରକୋରିଆ ସହ ତିକ୍ତତା ହ୍ରାସ କରିବାକୁ ଚାଇନା ଆମେରିକାକୁ ନିବେଦନ କରିଛି। ମିଳିତ…

କେରଳରେ ସର୍ବାଧିକ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୫।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶର ୭ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୩୮,୬୮୪ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ…

ସିଏସ୍‌କେ ପାଇଁ ଆହୁରି ୧୦ ବର୍ଷ ଖେଳିବେ ଜାଡେଜା!

ନୂଆଦିଲ୍ଲୀ,୫।୨: ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳିବାରେ ୧୦ ବର୍ଷ ପୂରଣ କରିଛନ୍ତି ବିସ୍ଫୋରକ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ଫ୍ରାଞ୍ଚାଇଜ୍‌ ପକ୍ଷରୁ ଜାଡେଜାଙ୍କ ପୂର୍ବର ଆଉ ଏବେର ଫଟୋ ଶେୟାର କରି ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ଏହାର ଜବାବରେ…

କରୋନାରେ ଦାରିଙ୍ଗବାଡ଼ିର ଜଣେ ଛାତ୍ରୀଙ୍କ ମୃତ୍ୟୁ

ଦାରିଙ୍ଗବାଡ଼ି,୫ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି। ଏହା ଚଳିତ ତୃତୀୟ ଲହରୀର ପ୍ରଥମ ଘଟଣା ବୋଲି ଜଣାପଡ଼ିଛି। ମୃତକ ଜଣକ ଦଶମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡ଼ିଛି। ସେ ଗତ କିଛି ଦିନ…

ବିଏ.୨ ଭାରିଆଣ୍ଟ୍‌ ବଢ଼ାଉଛି ଚିନ୍ତା, ୫୭ ଦେଶରେ ସଂକ୍ରମଣ…

ନୂଆଦିଲ୍ଲୀ, ୫।୨ : ଦୁଇ ବର୍ଷରୁ ଅଧିକ ସମୟ ଧରି ବିଶ୍ୱ କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ସମ୍ପ୍ରତି ଏହାର ବିଏ.୨ ଭାରିଆଣ୍ଟ୍‌ ଦ୍ରୁତ ବେଗରେ ସଂକ୍ରମିିତ ହେବାରେ ଲାଗିଛି। ଇତିମଧ୍ୟରେ ଏହା ୫୭ ଦେଶକୁ ବ୍ୟାପି…

ଦାରିଙ୍ଗବାଡ଼ିରେ ଧିମା ଚାଲିଛି କୋଭିଡ୍‌ ଟିକାକରଣ

ଦାରିଙ୍ଗବାଡ଼ି,୫ା୨(ଡି.ଏନ୍‌.ଏ.): କରୋନା ଭୂତାଣୁ ପ୍ରତିହତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କ ମାଗଣା ଟିକାକରଣ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି। ଏହି ଟିକାକରଣରେ ୧୫ରୁ ୧୭ବର୍ଷଙ୍କ ପାଇଁ ଯେଉଁ ଟିକାକରଣ ବ୍ୟବସ୍ଥା କରାଯାଇଛି ତାହା ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ସବୁଠାରୁ କମ୍‌ ପ୍ରତିଶତ…

ମୟଙ୍କ ନୁହନ୍ତି, ରୋହିତଙ୍କ ସହ ଓପନିଂ କରିବେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୫।୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଜ୍ଜାଜନକ ପରାଜୟକୁ ଭୁଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ। ଏହି ସିରିଜ ଲାଗି ନିୟମିତ ଅଧିନାୟକ ରୋହିତ ଶର୍ମା ସୁସ୍ଥ ହୋଇ ଫେରିଛନ୍ତି। ଅପରପକ୍ଷେ ପ୍ରଥମ ମ୍ୟାଚ୍‌ରେ କେ.ଏଲ୍‌. ରାହୁଲ…

ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଛି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ…

ହାଇଦ୍ରାବାଦ୍‌, ୫।୨ : ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଭୟଙ୍କର ହେବାରେ ଲାଗିଛି। ଏହା ଦ୍ୱାରା ବଡ଼ ଧରଣର ଆହ୍ବାନ ସୃଷ୍ଟି ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି। ତେଲେଙ୍ଗାନାର ହାଇଦ୍ରାବାଦ୍‌ ସ୍ଥିତ ପାଟନଚେରୁରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri