Home

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୬ା୨(ଡି.ଏନ୍‌.ଏ.): ଭକ୍ତ କବି ଦ୍ୱିଜ ଗୌରଚରଣ ଅଧିକାରୀଙ୍କ ସ୍ମୃତି ପୀଠ ମାଟିରେ ଲୀନ ହେବାକୁ ବସିଛି। ଦୀର୍ଘବର୍ଷ ହେବ ଏହି ପୀଠ ଅଲୋଡ଼ା ହୋଇ ପଡିରହିଛି। ଓଡ଼ିଶାର ଧାର୍ମିକ ଭାବଧାରାକୁ ଲେଖନୀ ଚାଳନାରେ ଦେଶରେ ପରିଚିତ କରାଇଥିବା ଗୌରଚରଣଙ୍କୁ ମନେ ପକାଇବାକୁ…

ଦିଗାମ୍ବରପୁର ଛକରେ ବେଆଇନ ଚିପ୍ସ, ମୋରମ ୟାର୍ଡ

କଳିଙ୍ଗନଗର,୬ା୨(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଶାସନ ନିକଟ ଦିଗାମ୍ବରପୁର ଛକଠାରେ ପ୍ରାୟ ୧୦ ଏକର ଜମିରେ ବିପୁଳ ପରିମାଣର ଚିପ୍ସ ଓ ମୋରମ ପାହାଡ଼ ଭଳି ଗଦା ହୋଇଛି। ତେବେ ଏଠାରୁ ନକଲି ଟ୍ରାନ୍‌ଜିଟ ପାସ୍‌ (ଟିପି) ଦ୍ୱାରା କଳିଙ୍ଗନଗର…

ସପ୍ତାହକ ମଧ୍ୟରେ ଚତୁର୍ଥ ରାଲି କରିବେ ମୋଦି

ନୂଆଦିଲ୍ଲୀ,୬ ।୨: ପାଞ୍ଚ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ହେଲାଣି ସରଗରମ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିବି ଏ ନେଇ ପ୍ରଚାର ଆରମ୍ଭ କରି ସାରିଲେଣି । ଉତ୍ତର ପ୍ରଦେଶରୁ ନେଇ ଗୋଆ ପର୍ଯ୍ୟନ୍ତ ଭାରତୀୟ…

ସରକାରୀ ଯୋଜନାକୁ ପ୍ରାର୍ଥୀଙ୍କ ଭରସା

ଡେରାବିଶ, ୬।୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଫେବୃୟାରୀ ୧୬ରେ ଡେରାବିଶ ବ୍ଲକରେ ଅନୁଷ୍ଠିତ ହେବ । ଏଥିପାଇଁ ଆଉମାତ୍ର ଅଳ୍ପ ଦିନ ବାକି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଘରକୁ ଘର ବୁଲି…

ଶହୀଦ ମାନ୍ୟତା, ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ଖୋର୍ଦ୍ଧା ଅଫିସ/ନିରାକାରପୁର/ଜଟଣୀ, ୬ା୨(ଡି.ଏନ୍‌.ଏ.): ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ‘ଧରିତ୍ରୀ’ ଖବରଦାତା ରୋହିତ ବିଶ୍ୱାଳଙ୍କ ଶନିବାର ମୃତ୍ୟୁ ଘଟିଛି। ଏନେଇ ଖୋର୍ଦ୍ଧା ସାମ୍ବାଦିକ ଭବନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ଧରିତ୍ରୀ’ର…

ଖବରଦାତା ରୋହିତ ବିଶ୍ୱାଳଙ୍କ ବିୟୋଗ: ପରିବାର, ଗ୍ରାମବାସୀ ସ୍ତବ୍ଧ

ମ.ରାମପୁର,୬ା୨: ରୋହିତ ବିଶ୍ୱାଳଙ୍କ ସ୍ତ୍ରୀ ମାଧବୀ, ଗୋଟେ ଝିଅ ଓ ପୁଅ ଅଛନ୍ତି। ପୂର୍ବରୁ ତାଙ୍କର ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ମା’ ରେବତୀ ଓ ସ୍ତ୍ରୀପିଲାଙ୍କ ସହ ରୋହିତ ନିଜ ଗ୍ରାମ ମୋହନଗିରିରେ ରହୁଥିଲେ। ରୋହିତଙ୍କ ଅକାଳ ମୃତ୍ୟୁ ଖବର ପାଇ…

ପୁଣି ଫେରିଲା ଶୀତ: ଘନ କୁହୁଡ଼ି ନେଇ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୬।୨(ବ୍ୟୁରୋ): ରାଜ୍ୟକୁ ପୁଣି ଶୀତ ଲହରି ଫେରିଛି। ଦୁଇଦିନ ଧରି ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ଶନିବାର ବର୍ଷା ନ ଥିଲେ ମଧ୍ୟ ଦିନରେ ଖରା ସହ ଶୀତୁଆ ପବନ ଲାଗି ରହିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ…

ସୁଯୋଗ ପର୍ଯ୍ୟାପ୍ତ, ଉତ୍ପାଦନ ଦୁର୍ବଳ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଦିନକୁ ଦିନ ଶକ୍ତି ଚାହିଦା ବଢ଼ିବାରେ ଲାଗିଛି। ତାପଜ ଓ ଜଳବିଦ୍ୟୁତ୍‌ ଭଳି ପାରମ୍ପରିକ ଶକ୍ତି ଉତ୍ସଗୁଡ଼ିକ ଉପରେ ଚାପ ବୃଦ୍ଧି ହେବା ସହ ଉତ୍ପାଦନ ଖର୍ଚ୍ଚ ବଢ଼ିଚାଲିଛି। ବିକଳ୍ପ ଭାବେ କ୍ଷୁଦ୍ର ଜଳବିଦ୍ୟୁତ୍‌ ଶକ୍ତି, ସୌର, ପବନ, ବାୟୋଗ୍ୟାସ…

ପ୍ରାର୍ଥୀ ଚୟନ ଚିନ୍ତାରେ ୩ ଦଳ

କଟକ ଅଫିସ,୩।୨: ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ କଟକ ସହରର ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ପୌର ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି। ତେଣୁ ଆଶାୟୀଙ୍କ…

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୬।୨(ବ୍ୟୁରୋ): ବଜେଟ ଘୋଷଣା ପରେ ପ୍ରଥମଥର ଲାଗି କେନ୍ଦ୍ର ରେଳ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି। କେନ୍ଦ୍ରରେ ମୋଦି ସରକାରଙ୍କ ‘ଆତ୍ମନିର୍ଭର ଅର୍ଥ ବ୍ୟବସ୍ଥା’ ଓ ଗତ ୧ ତାରିଖରେ…

ମାର୍ଚ୍ଚରେ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର,୬।୨(ବ୍ୟୁରୋ): ଚଳିତବର୍ଷ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ମାସରୁ ଆରମ୍ଭ ହେବ। ଥିଓରୀ ପରୀକ୍ଷା ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଥିବାବେଳେ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୨୨ ତଥା ଶେଷ ସପ୍ତାହରୁ ଆରମ୍ଭ ହେବ ବୋଲି…

୫ମ ବିଶ୍ୱକପ୍ ଜିତିଲା ଭାରତ

ଆଣ୍ଟିଗୁଆ, ୬|୨: ପୁଣି ଥରେ ଭାରତୀୟ ଦଳ ହତେଇଛି ୧୯ ବର୍ଷରୁ କମ୍ ବିଶ୍ୱକପ୍। ଫାଇନାଲରେ ଭାରତ ୪ ଉଇକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ଏହି ବୟସ ବର୍ଗରେ ଏହା ହେଉଛି ଭାରତୀୟ ଦଳ ପାଇଁ ୫ମ ଟ୍ରଫି। ପୁରା ଟୁର୍ନାମେଣ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri