Home

ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ,୧୨ା୩: ଉତ୍ତର କୋରିଆ ଦ୍ୱାରା କରାଯାଇଥିବା ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷଣର କଡ଼ା ଜବାବ ଦେଇଛି ଆମେରିକା। ଏହାର ଅର୍ଥ ମନ୍ତ୍ରଣାଳୟ ଅଧିକ ପ୍ରତିବନ୍ଧକ ଘୋଷଣା କରିଛି। ୪ ମାର୍ଚ୍ଚରେ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷଣ ବିଷୟରେ ଉଲ୍ଲେଖ କରି ଅର୍ଥ ମନ୍ତ୍ରଣାଳୟ ମନ୍ତ୍ରଣାଳୟ…

ଲାଞ୍ଜିଗଡ଼ରେ ୨୦ ବର୍ଷର ଗଡ଼ ଭାଙ୍ଗିଲା

ଲାଞ୍ଜିଗଡ,୧୨।୩(ଡି.ଏନ.ଏ.): ଦୀର୍ଘ ୨୦ବର୍ଷ ପର୍ଯ୍ୟନ୍ତ ପୁର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ କବଜାରେ ରହିଥିଲା ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ପଦବୀ । ହେଲେ ଶନିବାର ବ୍ଲକ ଅଧ୍ୟକ୍ଷା ନିର୍ବାଚନରେ ଏଥିରେ ହୋଇଛି ପରିବର୍ତ୍ତନ। ସକାଳ ୯ଟାରେ ଅଜ୍ଞାତବାସରେ ଥିବା ୨୬ ପଞ୍ଚାୟତରେ ନିର୍ବାଚିତ…

ବ୍ଲକ ଅଧ୍ୟକ୍ଷ ପଦ ଜିତିଲେ ଚନ୍ଦନ

କେସିଙ୍ଗା,୧୨ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ କେସିଙ୍ଗା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଶନିବାର ବିଜେଡି ସମର୍ଥିତ ଚନ୍ଦନ ସେନାପତି ଏବଂ ସ୍ବାଧୀନ ପ୍ରାର୍ଥିନୀ ରାଜଲକ୍ଷ୍ମୀ ପଟ୍ଟନାୟକ ନାମାଙ୍କନ ଦାଖଲ କରିଥିଲେ ଚନ୍ଦନ ୧୫ଟି…

କଂଗ୍ରେସର ପୁରୁଣା ପାଠର ଆଲୋଚନା, ରବିବାର ଓ୍ବାର୍କିଂ କମିଟି ବୈଠକ…

ନୂଆଦିଲ୍ଲୀ, ୧୨।୩ : ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ପରେ କଂଗ୍ରେସ ପକ୍ଷରୁ ପୁରୁଣା ପାଠର ଆଲୋଚନା ଆରମ୍ଭ ହୋଇଛି। ରବିବାର ଦଳର ଓ୍ବାର୍କିଂ କମିଟି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ରବିବାର ଅପରାହ୍ନ ୪ଟାରେ ଦିଲ୍ଲୀସ୍ଥିତି ଅଲ ଇଣ୍ଡିଆ…

ହାଟ୍ରିକ୍‌ କଲେ ନମିତା

କୋରାପୁଟ,୧୨ା୩(ସ୍ବ.ପ୍ର.): କୋରାପୁଟ ବ୍ଲକ ଅଧ୍ୟକ୍ଷା ଭାବେ ନମିତା ମାଝି ହାଟ୍ରିକ କରିଛନ୍ତି। ନମିତା ୪ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାଯାଇଛି। ଶନିବାର ମଧ୍ୟାହ୍ନରେ କୋରାପୁଟ ବ୍ଲକ ଅଧ୍ୟକ୍ଷା ପଦବୀ ନିମନ୍ତେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ମସ୍ତିପୁଟ ସମିତିସଭ୍ୟା ନମିତା…

ହୃଦୟ ଜିତିଲେ ସ୍ମୃତି ମନ୍ଧାନା

ହାମିଲଟନ,୧୨।୩: ଦ୍ୱିତୀୟ ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି ଭାରତୀୟ ମହିଳା କ୍ରିକେଟ ଟିମ୍‌। ମ୍ୟାଚ୍‌ ପରେ ୧୨୩ ରନ୍‌ କରିଥିବା ସ୍ମୃତି ମନ୍ଧାନାଙ୍କୁ ‘ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌’ ଭାବେ ବିବେଚିତ କରାଯାଇଥିଲା। ହେଲେ ସେ ଏହି ପୁରସ୍କାରକୁ ହରମନପ୍ରିତଙ୍କ…

ରନ୍‌ଓ୍ବେ ବାହାରକୁ ପଳାଇଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ…

ଜବଲପୁର, ୧୨।୩ : ମଧ୍ୟପ୍ରଦେଶର ଜବଲପୁର ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ଅବତରଣ କରିବା ସମୟରେ ନିୟନ୍ତ୍ରଣ ହରାଇ ବସିଥିଲା। ଫଳରେ ବିମାନଟି ରନ୍‌ଓ୍ବେ ବାହାରକୁ ଚାଲି ଯାଇଥିଲା। ତେବେ ବିମାନର କୌଣସି କ୍ଷତି ହୋଇ ନଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ…

ବିଜୟରେ ବିଳମ୍ବ , ୮ କମାଣ୍ଡରଙ୍କୁ ବରଖାସ୍ତ କଲେ ପୁଟିନ୍‌…

ମସ୍କୋ, ୧୨।୩ : ୟୁକ୍ରେନ ଯୁଦ୍ଧରେ ବିଜୟରେ ବିଳମ୍ବ ପାଇଁ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କ କ୍ରୋଧ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ସେ ଏଥିପାଇଁ ନିଜର ୮ ଜଣ କମାଣ୍ଡରଙ୍କୁ ବରଖାସ୍ତ କରିଛନ୍ତି। ଏହା ସହିତ ପୁଟିନ୍‌ ୟୁକ୍ରେନରେ ଆମେରିକା ଜୈବିକ…

ଖାଦ୍ୟ ସଙ୍କଟ ସୃଷ୍ଟି ପାଇଁ ରୁଷିଆର ଷଡ଼ଯନ୍ତ୍ର, ଗୋଦାମରେ ବୋମାମାଡ଼…

କ୍ୱିଭ୍‌, ୧୨।୩ : ୟୁକ୍ରେନ୍‌ରେ ଖାଦ୍ୟ ସଙ୍କଟ ସୃଷ୍ଟି ପାଇଁ ରୁଷିଆ ସୈନ୍ୟଙ୍କ ପକ୍ଷରୁ ଷଡ଼ଯନ୍ତ୍ର ହୋଇଛି। ତେଣୁ କେତେକ ଖାଦ୍ୟଶସ୍ୟ ଗୋଦାମରେ ରୁଷିଆ ସୈନ୍ୟ ନିଆଁ ଲଗାଇବା ସହିତ ବୋମାମାଡ଼ ମଧ୍ୟ କରାଯାଇଛି ବ୍ରୋଓ୍ବରି ଜିଲାରେ ଥିବା କେତେକ ଖାଦ୍ୟଶସ୍ୟ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୬୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୬,୫୬୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ପରଦାରେ ଟକ୍କର ଦେଉଛି ‘ଦ କଶ୍ମୀର ଫାଇଲ୍ସ’: ବ୍ୟବସାୟରେ ରଚିଲା କୀର୍ତ୍ତିମାନ

ବମ୍ବେ: ସୁପରଷ୍ଟାର ପ୍ରଭାସଙ୍କ ‘ରାଧେ ଶ୍ୟାମ’କୁ ପରଦାରେ ଟକ୍କର ଦେଉଛି ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ମାତ୍ର ୬୩୦ ସିନେମାହଲ୍‌ରେ ରିଲିଜ ହୋଇଥିଲେ ହେଁ କୀର୍ତ୍ତିମାନ ରଚିଛି ଫିଲ୍ମ। ପ୍ରଥମ ଦିନରେ ଏହା ୩.୫୫ କୋଟି…

କଂଗ୍ରେସର ୯୭ ପ୍ରତିଶତ-ବିଏସ୍‌ପିର ୭୨ ପ୍ରତିଶତ ପ୍ରାର୍ଥୀ ଅମାନତ ହରାଇଲେ…

ଲକ୍ଷ୍ନୌ, ୧୨।୩ : ଉତ୍ତରପ୍ରଦେଶରେ ଅନୁଷ୍ଠିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି, ସମାଜବାଦୀ ପାର୍ଟି ଏହାକୁ ପ୍ରତ୍ୟେକ ଆସନରେ କଡ଼ା ମୁକାବିଲା କରିଛି। କିନ୍ତୁ ଦୀର୍ଘ ଦିନ ଧରି ଉତ୍ତରପ୍ରଦେଶର ରାଜନୀତିକୁ ଫେରିବାକୁ ଚେଷ୍ଟା କରୁଥିବା କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?