Home

୧୨ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର,୮।୨(ବ୍ୟୁରୋ): ଆସନ୍ତା ୧୨ଠାରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଡବଲ୍‌ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶଣ ନିମନ୍ତେ ଅନୁମତି…

ଏମିତି କ୍ୟାଚ୍‌ ଧରିଲେ ମହିଳା କ୍ରିକେଟର୍‌, ପ୍ରଶଂସା କଲେ ବିଶ୍ୱର ଶ୍ରେଷ୍ଠ ଫିଲ୍ଡର: ଦେଖନ୍ତୁ ଭିଡିଓ

ଓ୍ବାଣ୍ଡର୍ସ,୮।୨: ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ୱେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରି ୪ ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ଜିତିଛ। ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ବିଜୟ ଅପେକ୍ଷା ଲୌରା ୱଲୱାର୍ଡଙ୍କ ‘ସୁପରଗର୍ଲ’ କ୍ୟାଚ…

ଧଳା ହରିଣଠାରେ କରୋନା ଭୂତାଣୁ ଚିହ୍ନଟ, ନୂଆ ଭାରିଆଣ୍ଟ୍‌ ବ୍ୟାପିବା ଆଶଙ୍କା…

ଓ୍ବାଶିଂଟନ, ୮।୨ : କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାର ବିଭିନ୍ନ ଭାରିଆଣ୍ଟ୍‌ ଯୋଗୁ ଲୋକେ ଅସୁବିଧାରେ ପଡ଼ିବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଖାଦେଇଥିବା କରୋନା ଭାଇରସ୍‌ର ବିଭିନ୍ନ ଭାରିଆଣ୍ଟ୍‌ର ସଂକ୍ରମଣ ଯୋଗୁ ୫୦ ଲକ୍ଷରୁ ଅଧିକ ଲୋକଙ୍କର…

‘ଭାଜପାକୁ ହରାଇବାକୁ ଏକଜୁଟ୍‌ ହେବାକୁ ପଡିବ’

ଲକ୍ଷ୍ନୌ,୮।୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୟୁପି ବାସୀଙ୍କୁ ସମାଜବାଦୀ ପାଟି(ଏସପି) ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଦେଶକୁ ବଞ୍ଚାଇବା ପାଇଁ ଭାଜପାକୁ ପରାସ୍ତ କରିବାକୁ ପଡିବ। ଏହା ଏକ ବଡ ଲଡେଇ। ୟୁପିରେ ଏସପି ହେଉଛି…

ରାଗିଛନ୍ତି ସିଦ୍ଧୁଙ୍କ ସ୍ତ୍ରୀ, କହିଲେ ମନର କଥା

ଚଣ୍ଡିଗଡ,୮।୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥୀ ଦୌଡରେ ସର୍ବାଗ୍ରେ ଥିବା ନବଜୋତ ସିଂ ସିଦ୍ଧୁଙ୍କୁ ପଛରେ ପକାଇ ପ୍ରାର୍ଥୀ ଭାବେ ବାଜି ମାରିନେଇଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚାନ୍ନି। ଏନେଇ ରାଗିଛନ୍ତି…

ଅହମଦାବାଦ୍‌ ସିରିଏଲ୍‌ ବିସ୍ଫୋରଣ, ୪୯ ଦୋଷୀ ସାବ୍ୟସ୍ତ-୨୮ ଦୋଷମୁକ୍ତ…

ଅହମଦାବାଦ୍‌, ୮।୨ : ଅହମଦାବାଦ୍‌ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଗୁଜୁରାଟ ସ୍ପେଶାଲ କୋର୍ଟ ରାୟ ଦେଇଛନ୍ତି। ବିସ୍ଫୋରଣ ମାମଲାରେ ୪୯ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥି ସହିତ, ୭୭ ଅଭିଯୁକ୍ତଙ୍କ ମଧ୍ୟରୁ ୨୮ ଜଣଙ୍କୁ ନିର୍ଦ୍ଦୋଷ ବୋଲି…

ହିଜାବ୍‌ ପ୍ରସଙ୍ଗ, ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ କହିଲେ ହାଇକୋର୍ଟ…

ବେଙ୍ଗାଲୁରୁ, ୮।୨ : କର୍ନାଟକରେ ହିଜାବକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ମଙ୍ଗଳବାର କର୍ନାଟକ ହାଇକୋର୍ଟରେ ଏହାର ଶୁଣାଣି ହୋଇଛି। ହାଇକୋର୍ଟ କହିଛନ୍ତି ଯେ ଆମେ କାହାର ଆବେଗ କିମ୍ବା ଭାବନା ଦ୍ୱାରା ନୁହେଁ ବରଂ କାରଣ ଏବଂ ଆଇନ…

ମହିଳା ନିର୍ଯାତନା, ଉତ୍ତରପ୍ରଦେଶ ଆଗରେ-ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୮।୨ : ଅଲୱାରରେ ନାବାଳିକା ହୁଅନ୍ତୁ କିମ୍ବା ଉତ୍ତରପ୍ରଦେଶର ମହିଳା ହୁଅନ୍ତୁ, ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ବଳାତ୍କାର ମାମଲା ସାମ୍ନାକୁ ଆସୁଛି। ଏହି କ୍ରମରେ ଜାତୀୟ ମହିଳା ଆୟୋଗ ଦ୍ୱାରା ୨୦୨୧ରେ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନାର ଏକ…

ସୋନ୍‌ ନଦୀର ସୁନା ଭଳି ଚକମକ କରୁଥିବା ବାଲି ଚୋରି, ଡ୍ରୋନ୍‌ ଦ୍ୱାରା ଭିଡ଼ିଓ ଶୁଟିଂ…

ଆରା, ୮।୨ : ବିହାରର ଆରା ଠାରେ ପୁଷ୍ପା ଚଳଚ୍ଚିତ୍ର ଭଳି ଏକ ନୂଆ କାହାଣୀ ଦେଖିବାକୁ ମିଳୁଛି । ଏଠାରେ ଲାଲ ଚନ୍ଦନ କାଠ ନୁହେଁ, ସୁନା ଭଳି ଚକମକ କରୁଥିବା ବାଲିର ଚୋରା ଚାଲାଣ ହେଉଛି। ସୋନ୍‌ ନଦୀରେ…

ଭାଜପା ଘୋଷଣା ପତ୍ର, ପ୍ରତି ପରିବାରରେ ଜଣଙ୍କୁ ଚାକିରି-ଛାତ୍ରୀଙ୍କୁ ସ୍କୁଟି-ଛାତ୍ରଙ୍କୁ ଲାପଟପ୍‌…

ଲକ୍ଷ୍ନୌ, ୮।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ପକ୍ଷରୁ ମଙ୍ଗଳବାର ନିଜର ଘୋଷଣା ପତ୍ର ପ୍ରକାଶ କରାଯାଇଛି। ଏହାର ନାମ ‘ଲୋକ କଲ୍ୟାଣ ସଙ୍କଳ୍ପ ପତ୍ର’ ରଖାଯାଇଛି। ଏଥିପାଇଁ ଭାଜପା ପକ୍ଷରୁ ‘ପରାମର୍ଶ ଆପକା, ସଙ୍କଳ୍ପ ହମାରା’ ନାମରେ…

୫ ରାଜ୍ୟର ୮ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ଫଳାଫଳକୁ ଅପେକ୍ଷା…

ନୂଆଦିଲ୍ଲୀ, ୮।୨ : ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ପଞ୍ଜାବ ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଫେବୃଆରୀ ୧୦ରୁ ମତଦାନ ଏସବୁ ରାଜ୍ୟରେ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ। ସେଥିମଧ୍ୟରୁ ଉତ୍ତରପ୍ରଦେଶର ୪୦୩ ବିଧାନସଭା ଆସନ, ଉତ୍ତରାଖଣ୍ଡର…

ପୁରୁଷ ଦର୍ଜି ନେଲେ ମହିଳା ପୋଲିସଙ୍କ ପୋଷାକ ମାପ, ମହିଳା ଆୟୋଗର ଆପତ୍ତି…

ହାଇଦ୍ରାବାଦ୍‌, ୮।୨ : ଆନ୍ଧ୍ରପ୍ରଦେଶରେ ପୁରୁଷ ଦର୍ଜି ମହିଳା ପୋଲିସଙ୍କ ପୋଷାକ ମାପ ନେବା ମାମଲା ସାମ୍ନାକୁ ଆସିଛି। ଇତିମଧ୍ୟରେ ଏହା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି କାରଣରୁ ଶାସକ ଦଳ ବିରୋଧି ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri