ପଞ୍ଜାବ ବିଧାନସଭା ନିର୍ବାଚନର ୧୩ ଦିନ ପୂର୍ବରୁ ରାମ ରହିମ୍ଙ୍କୁ ୨୧ ଦିନିଆ ପାରୋଲ…
ଚଣ୍ଡିଗଡ଼, ୭।୨ : ପଞ୍ଜାବ ବିଧାନସଭା ନିର୍ବାଚନର ୧୩ ଦିନ ପୂର୍ବରୁ ପଞ୍ଜାବ ହରିୟାଣା ହାଇକୋର୍ଟ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ୨୧ ଦିନିଆ ପାରୋଲ ଅନୁମତି ଦେଇଛନ୍ତି। ଏବେ ସେ ସୁନାରିଆ ଜେଲରୁ ବାହାରକୁ ଆସିବେ।…
କୋହଳ ହେଲା ନିର୍ବାଚନୀ କଟକଣା
ଭୁବନେଶ୍ୱର,୭ା୨(ବ୍ୟୁରୋ): ଆଉ ଗୋଟିଏ ସପ୍ତାହ ପରେ ଆରମ୍ଭ ହୋଇଯିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର, ସଭା ସମିତି ପାଇଁ କଟକଣା ଲାଗୁ ହୋଇଥିଲା। ମାତ୍ର ସୋମବାର ଜିଲାପାଳମାନଙ୍କ ସହ ଏକ ବୈଠକ କରି ରାଜ୍ୟ…
ମାତ୍ର କିଛି ମିନିଟ୍ରେ ସରିଗଲା ଭାରତ-ପାକିସ୍ତାନ ମ୍ୟାଚ୍ ଟିକେଟ୍
ନୂଆଦିଲ୍ଲୀ,୭।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚର ଲୋକପ୍ରିୟତା ସର୍ବଦା ଅଧିକ ଥାଏ। ଏହି ଦୁଇ ଦଳ କ୍ରିକେଟ ପଡ଼ିଆରେ ମୁହାଁମୁହିଁ ବେଳେ କୋଟି କୋଟି ଲୋକ ସମସ୍ତ କାମ ଛାଡି ଟିଭି ଆଗରେ ବସିଥାନ୍ତି। ଫଳରେ ଭାରତ ଏବଂ ପାକିସ୍ତାନ…
ଖରାପ ପାଗ ଯୋଗୁ ପ୍ରଧାନମନ୍ତ୍ରୀଙ୍କ ବିଜନୌର ଗସ୍ତ ବାତିଲ…
ଲକ୍ଷ୍ନୌ, ୭।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ସୋମବାର ବିଜନୌରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ବାତିଲ କରାଯାଇଛି। ଖରାପ ପାଗ ଯୋଗୁ ଏଭଳି କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ…
ଅକ୍ଷୟଙ୍କୁ ମିଳିଲା ଅଫର୍
ଡେରାଡୁନ,୭।୨: ଆଜିକାଲି ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଫିଲ୍ମ ଶୁଟିଂ ପାଇଁ ଉତ୍ତରାଖଣ୍ଡରେ ଅଛନ୍ତି। ସେ ଡେରାଡୁନରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭେଟିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ ଅଫର୍ ଦେଇଥିଲେ। ଯାହାକୁ ଗ୍ରହଣ କରିଛନ୍ତି ଖିଲାଡି…
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଇଆଇସି
ନରସିଂହପୁର,୭ା୨(ଡି.ଏନ୍.ଏ.): ଲାଞ୍ଚ ନେଉଥିବା ବେଳେ ସୋମବାର ଧରା ପଡ଼ିଛନ୍ତି କଟକ ଜିଲା ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡିଆ। ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡ଼ିଥିଲେ। ତେବେ ଆଇଆଇସିଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ…
ଖୋଲିବ ଅଷ୍ଟ୍ରେଲିଆ ସୀମା
ସିଡନୀ,୭।୨: କରୋନା ଯୋଗୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ଅଷ୍ଟ୍ରେଲିଆ ସୀମା ପୁଣି ଖୋଲିବ ବୋଲି ସରକାର ଘୋଷଣା କରିଛନ୍ତି। ଆସନ୍ତା ଫେବୃୟାରୀ ୨୧ରୁ ସୀମା ସମସ୍ତଙ୍କ ପାଇଁ ଖୋଲିବାକୁ ଅଷ୍ଟ୍ରେଲିଆ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ…
ଶାନ୍ତିଶ୍ରୀ ଜେଏନ୍ୟୁର ପ୍ରଥମ ମହିଳା କୁଳପତି…
ନୂଆଦିଲ୍ଲୀ, ୭।୨ : ଦେଶର ପ୍ରତିଷ୍ଠିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ନୂତନ କୁଳପତି ଭାବେ ପ୍ରଫେସର ଶାନ୍ତିଶ୍ରୀ ଧୁୁଲିପୁଡି ପଣ୍ଡିତଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଜେଏନୟୁ ପ୍ରଥମ ମହିଳା କୁଳପତି ଭାବେ ଦାୟିତ୍ୱ ସମ୍ଭାଳିବେ। ଧୁଲିପୁଡି ପୁଣେର ସାବିତ୍ରୀ…
ପିଲାଙ୍କ ଖୁସି କହିଲେ ନ ସରେ
ଗଞ୍ଜାମ,୭ା୨(ଡି.ଏନ୍.ଏ.): ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ପରେ ସ୍କୁଲ ଛାତ୍ରୀଛାତ୍ରଙ୍କ ଖୁସି କହିଲେ ନ ସରେ। ସୋମବାର ଭାରତୀ ବିଦ୍ୟାପୀଠକୁ ସ୍କୁଲର ନବମ ଓ ଦଶମ ଶ୍ରେଣୀର ପିଲାମାନେ ଲମ୍ବା ଧାଡ଼ିରେ ଯାଇଥିଲେ । ସ୍କୁଲ…
ବିୟୁଟିପାର୍ଲର ଖର୍ଚ୍ଚ ନ ଦେବାରୁ ପ୍ରେମିକଙ୍କ ଏମିତି ଅବସ୍ଥା କଲେ ପ୍ରେମିକା
ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ତିନି ସନ୍ତାନର ଜଣେ ମା’ ତାଙ୍କ ପ୍ରେମିକଙ୍କୁ ନିର୍ଯାତନା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବିୟୁଟି ପାର୍ଲର ଖର୍ଚ୍ଚ ନ ଦେବାରୁ ମହିଳା ଜଣକ ତାଙ୍କ ପ୍ରେମିକଙ୍କୁ ଫୁଟୁଥିବା ପାଣିରେ ପକାଇ ଦେଇଥିଲେ ଏବଂ…
୫ ଟଙ୍କାରେ ବିକ୍ରି ହେଉଛି ବ୍ୟକ୍ତିଗତ ଗୁପ୍ତ ତଥ୍ୟ, ସାଇବର ଠକେଇ ଟ୍ରେନିଂ କ୍ୟାମ୍ପ୍ ପାଲଟିଛି ଝାଡ଼ଖଣ୍ଡ…
ନୂଆଦିଲ୍ଲୀ, ୭।୨ : ଅନଲାଇନ ଠକେଇ ସମ୍ପ୍ରତି ବଢ଼ି ଚାଲିଛି। ସାଇବର ଠକେଇ ଅପରାଧ ଏବେ ଏକ ଆହ୍ବାନ ହୋଇ ଛିଡ଼ା ହୋଇଛି। ବହୁ ଲୋକ ଏହାର ଶିକାର ହେଉଛନ୍ତି। ଡାଟା କାରବାର ସାଇବର ଠକେଇର ବ୍ୟବସାୟର ଏକ ଅବିଚ୍ଛେଦ୍ୟ ଅଙ୍ଗ।…
କୋହଳ ହୋଇପାରେ ପଞ୍ଚାୟତ ନିର୍ବାଚନ କଟକଣା
ଭୁବନେଶ୍ୱର,୭ା୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପ୍ରଚାରରେ କୋହଳ ହୋଇପାରେ କଟକଣା। ଏନେଇ ସୋମବାର ନିଷ୍ପତ୍ତି ନିଆଯିବ। ନିର୍ବାଚନ ପ୍ରଚାର ଓ କୋଭିଡ୍ କଟକଣା ନେଇ ଆଜି ସମସ୍ତ ଜିଲାପାଳଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି…
Archives


