ଏପ୍ରିଲ ୪ରୁ ସକାଳୁଆ କୋର୍ଟ; ଜାଣନ୍ତୁ କେଉଁଠି ହେବନାହିଁ ଲାଗୁ

କଟକ ଅଫିସ,୧୬।୩: ଏପ୍ରିଲ ୪ ତାରିଖରୁ ସକାଳୁଆ ହେବ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ। ବିଭିନ୍ନ ମାମଲାର ଶୁଣାଣି ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ହେବ। କୋର୍ଟ କାର୍ଯ୍ୟ ଅଧ ଘଣ୍ଟା ଅର୍ଥାତ ଦିନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ବିରତ ରହିବ। ଏହି ନିୟମ ଗ୍ରୀଷ୍ମ ଅବକାଶର ଶେଷ କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ଲାଗୁ ହେବ। କିନ୍ତୁ ପୁରୀ(ସଦର), ଭୁବନେଶ୍ୱର, ବ୍ରହ୍ମପୁର, ଛତ୍ରପୁର ଓ କୋରାପୁଟ (ସଦର) କୋର୍ଟ ପାଇଁ ଏହି ନିୟମ ଲାଗୁ ହେବନାହିଁ। ବୁଧବାର ଏନେଇ ସବୁ ଜିଲା ବିଚାରପତିମାନଙ୍କୁ ହାଇକୋର୍ଟ ରେଜିଷ୍ଟ୍ରାର ଚିଠି ଲେଖି ଅବଗତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାମାରୀ ତାଲିକାଭୁକ୍ତ ‘ବ୍ଲାକ୍‌ ଫଙ୍ଗସ୍‌’

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ‘ବ୍ଲାକ୍‌ ଫଙ୍ଗସ୍‌’କୁ ରାଜସ୍ଥାନ ଓ ତେଲଙ୍ଗାନା ମହାମାରୀ ଘୋଷଣା କରିବା ପରେ ଓଡ଼ିଶା ସରକାର ଗୁରୁବାର ଏହାକୁ ମହାମାରୀ ଆଇନ-୧୮୯୭ରେ ଅନ୍ତର୍ଭୁକ୍ତ କରିଛନ୍ତି।...

ନିର୍ଦ୍ଧାରିତ ସମୟରେ ଖୋଲୁନି ଅଙ୍ଗନଓ୍ବାଡି କେନ୍ଦ୍ର

ମାହାଙ୍ଗା,୧୧।୬(ସ୍ବ.ପ୍ର.): କୁନି ପିଲାମାନଙ୍କ ପାଠପଢ଼ା ନିମନ୍ତେ ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିଛନ୍ତି। ଗ୍ରୀଷ୍ମ ପ୍ରବାହ ଯୋଗୁ ଏହି କେନ୍ଦ୍ରଗୁଡିକୁ ସକାଳ ୭ଟାରୁ ୧୦ ପର୍ଯ୍ୟନ୍ତ ଖୋଲିବାକୁ...

ଗିରଫ ହେଲେ ଯାତ୍ରା ପାର୍ଟି ମାଲିକ

ବାରିପଦା ଅଫିସ/ଚିତ୍ରଡ଼ା,୨୨ା୧୦(ଡି.ଏନ.ଏ.): କରୋନା କଟକଣା ନ ମାନି ଯାତ୍ରା ପରିବେଷଣ କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସ ‘ଧର୍ତ୍ତୀ ସିର୍ଜନ’ ନାମକ ଏକ...

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ବିକ୍ଷୋଭ

ରାଇକିଆ,୧୬।୨(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ବିଜେଡି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି। ବ୍ଲକ ସଭାପତି ରାଜମୋହନ ଦିଗାଲଙ୍କ...

ବହିର୍ବ୍ୟାପାର ବିଭାଗୀୟ ପରାମର୍ଶ କମିଟିରେ ସସ୍ମିତ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ବହିର୍ବ୍ୟାପାର ମନ୍ତ୍ରଣାଳୟର ବିଭାଗୀୟ ପରାମର୍ଶ କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ କମିଟିରେ...

ମଧ୍ୟାହ୍ନଭୋଜନ ନ ଦେଇ ବନ୍ଦକଲେ ବିଦ୍ୟାଳୟ

ଦାରିଙ୍ଗବାଡ଼ି,୧୪ା୩(ଡି.ଏନ.ଏ.): ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ଅଞ୍ଚଳରେ ରହିଥିବା ପର୍ତ୍ତମାହା ପଞ୍ଚାୟତ ଯୁଗାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୋମବାର ଗୋଟିଏ ଓଳି ଖୋଳା ରହିଥିବା ବେଳେ...

ସ୍ବାଭାବିକ ହେଉନି ବସ୍‌ ସେବା: ୫୮ % ହ୍ରାସ ପାଇଲାଣି ପରିବହନ ଟିକସ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ରାଜ୍ୟରେ ଯାତ୍ରୀ ପରିବହନ ସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି। ଘରୋଇଠାରୁ ଆରମ୍ଭ କରି ସରକାରୀ ବସ୍‌ ସେବା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି।...

ନଦୀରେ ବୁଡିଗଲେ ୩ ଯୁବକ, ଜଣଙ୍କ ମୃତଦେହ ଉଦ୍ଧାର

ରେମୁଣା, ୧୬।୧୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ଥାନା ବୁଢାବଳଙ୍ଗ ନଦୀର କାଠସଙ୍ଗଡା ଘାଟରେ ସୋମବାର ଅପରାହ୍ନ ସମୟରେ ଗାଧୋଉଥିବା ବେଳେ ୩ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି।...

Advertisement
Archives

Model This Week