ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଏମିତି କହିଲେ ଅମିର ଖାନ୍‌

ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ଏବେ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଯିଏ ଏହି ଫିଲ୍ମ ଦେଖୁଛନ୍ତି ସେମାନେ ପ୍ରଶଂସା ନ କରି ନିଜକୁ ଅଟକାଇ ପାରୁନାହାନ୍ତି। ଅନେକ ସେଲିବ୍ରିଟି ଏହି ଫିଲ୍ମ ଦେଖିବା ପରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ନିକଟରେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ‘କଶ୍ମୀର ଫାଇଲ୍ସ’ ଦେଖିବାକୁ ସମସ୍ତଙ୍କୁ ଅପିଲ୍‌ କରିଛନ୍ତି।ପ୍ରତ୍ୟେକ ହିନ୍ଦୁସ୍ତାନୀ ଏହି ଫିଲ୍ମ ଦେଖିବା ଉଚିତ୍‌ ବୋଲି ସେ ମତ ଦେଇଛନ୍ତି।
ଦିଲ୍ଲୀରେ ଫିଲ୍ମ ‘ଆର୍‌ଆର୍‌ଆର୍‌’ ର ଏକ ଇଭେଣ୍ଟରେ ଅମିର ଉପସ୍ଥିତ ଥିଲେ। ଏଠାରେ ତାଙ୍କୁ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ବିଷୟରେ ପଚରାଯାଇଥିଲା। ଏନେଇ ସେ କହିଥିଲେ,କଶ୍ମୀରୀ ପଣ୍ଡିତଙ୍କ ସହ ଯାହା ଘଟିଛି ତାହା ନିଶ୍ଚିତ ଭାବରେ ବହୁତ ଦୁଃଖର ବିଷୟ। ପ୍ରତ୍ୟେକ ଭାରତୀୟ ଏଭଳି ପ୍ରସଙ୍ଗରେ ନିର୍ମିତ ଫିଲ୍ମ ଦେଖିବା ଜରୁରୀ। ଜଣେ ବ୍ୟକ୍ତି ନିର୍ଯାତିତ ହେଲେ କ’ଣ ହୁଏ ପ୍ରତ୍ୟେକ ଭାରତୀୟ ମନେ ରଖିବା ଉଚିତ୍‌। ମୁଁ ନିଶ୍ଚିତ ଭାବେ ଏହି ଫିଲ୍ମ ଦେଖିବି ଏବଂ ଫିଲ୍ମଟି ଏତେ ସଫଳ ହୋଇଥିବାରୁ ମୁଁ ଖୁସି ବୋଲି ସେ କହିଛନ୍ତି।

ଏପର୍ଯ୍ୟନ୍ତ ଫିଲ୍ମକୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୋଆ, ହରିୟାଣା, କର୍ନାଟକ, ବିହାର ଇତ୍ୟାଦି ଅନେକ ରାଜ୍ୟରେ ଏହାକୁ ଟିକସମୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଫିଲ୍ମକୁ ବହୁତ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୁଷ୍କାଙ୍କ ପଡୋଶୀ ହେବେ ଭିକି-କାଟ୍ରିନା

ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚ ଜୋର ଧରିଛି। ବିବାହ ପ୍ରସ୍ତୁତି...

ଦିନେ ଯାହାଙ୍କୁ ଡାକୁଥିଲେ ଅଙ୍କଲ୍‌, ଆଜି ସେ ସ୍ବାମୀ

୮୦ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ଅମୃତା ସିଂ। ଆଜି ସେ ୬୩ତମ ଜନ୍ମଦିନ ପାଳନ କରୁଛନ୍ତି। ଦୁଇଥର ପ୍ରେମରେ ପ୍ରତାରଣା ହେବା ପରେ...

ଘୋଷଣା ହେଲା ୬୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର, ଅଜୟ ଦେବଗନ, ସୂର୍ଯ୍ୟାଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ

ନୂଆଦିଲ୍ଲୀ,୨୨ ।୭: ୬୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଛି । ପୁରସ୍କାର ୫ଟି ଶ୍ରେଣୀରେ ଦିଆଯାଉଛି । ଏହି ପୁରସ୍କାର ୨୦୨୦ ବର୍ଷ...

ଜୟଲଳିଥାଙ୍କ ବାୟୋପିକ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌, ଟ୍ରୋଲ୍‌ ହେଉଛି କଙ୍ଗନାଙ୍କ ଲୁକ୍‌

କଙ୍ଗନା ରଣାଓ୍ବତ୍‌ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିଥାଙ୍କ ବାୟୋପିକ୍‌ରେ ନଜର ଆସିବେ। ଶନିବାର ଏହାର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ପୋଷ୍ଟର ରିଲିଜ୍‌...

ପୀୟୁଷଙ୍କ ଯୋଗୁ ସଲମାନ୍‌ ଆଜି ସୁପରଷ୍ଟାର

ବମ୍ବେ: ଦବଙ୍ଗ ଖାନ୍‌ ସଲମାନ ସୁପରଷ୍ଟାର ହେବା ପଛରେ ରହିଛନ୍ତି ଜଣେ ଅଭିନେତା। ଗ୍ୟାଙ୍ଗ୍ସ ଅଫ୍‌ ବାସେପୁର, ଗୁଲାଲ, ହାପି ଭାଗ୍‌ ଜାଏଗି ଭଳି ଫିଲ୍ମରେ...

ମମ ଟୁ ବି: ରେଡ କଫତାନରେ ମନ କିଣିଲେ ବିପାଶା

ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟଙ୍କ ଭଳି ବିପାଶା ବସୁ ବି ଏବେ ତାଙ୍କ ମ୍ୟାଟରନିଟି ଷ୍ଟାଇଲକୁ ନେଇ ଆସୁଛନ୍ତି ଚର୍ଚ୍ଚାକୁ । ନିକଟରେ ମାଆ...

ଭୁଲ୍‌ ଇଂରାଜୀ ସ୍ପେଲିଙ୍ଗ୍‌ ଲେଖି ଚର୍ଚ୍ଚାରେ ଅମିତାଭ ବଚ୍ଚନ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ସର୍ବଦା ପ୍ରଶଂସକଙ୍କ ସହ ଯୋଡି ରହିବାକୁ ପସନ୍ଦ କରନ୍ତି। ପ୍ରତିଦିନ ସେ ନିଜର ଭାବନାକୁ ସୋସିଆଲ ମିଡିଆରେ ଶେୟାର କରନ୍ତି।...

ପାରିଶ୍ରମିକ ପାଇଁ..

ଯାହା ଘଟିଗଲା ତାହାକୁ ସହଜରେ ହଜମ କରିପାରୁନାହାନ୍ତି କ୍ରିତି ସାନନ। କଥା କ’ଣ କି, ନିକଟରେ ଜଣେ ନବାଗତ ପ୍ରଯୋଜକ ତାଙ୍କୁ ନିଜ ଫିଲ୍ମରେ ସାଇନ୍‌...

Advertisement
Archives

Model This Week