ବାଘ ଶାବକର ମୃତ୍ୟୁ

ବାରଙ୍ଗ,୨୧ା୩(ଡି.ଏନ୍‌.ଏ.): ନନ୍ଦନକାନନରେ ବାଘୁଣୀ ରୁପା ଜନ୍ମ ଦେଇଥିବା ୩ଟି ଶାବକ ମଧ୍ୟରୁ ଗୋଟିଏ ଧଳା ଶାବକର ମୃତ୍ୟୁ ହୋଇଛି। ଶାବକଟି ୧୦ ଦିନର ହୋଇଥିଲା। ରବିବାର ହଠାତ୍‌ ଶାବକଟି ଅସୁସ୍ଥ ହୋଇପଡ଼ିଥିଲା। ଓୟୁଏଟିର ପ୍ରଫେସରଙ୍କ ପରାମର୍ଶ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସକ ତା’ର ଚିକିତ୍ସା କରିଥିଲେ। କିନ୍ତୁ ସାରେ ତା’ର ମୃତ୍ୟୁ ହୋଇଥିଲା। ଏହି ଶାବକର ମୃତ୍ୟୁ ପରେ ନନ୍ଦନକାନନରେ ମୋଟ୍‌ ବାଘଙ୍କ ସଂଖ୍ୟା ୨୮କୁ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଚେତାବନୀ ଦେଲା ଭାରତୀୟ ସେନା: ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ…

ନୂଆଦିଲ୍ଲୀ,୨୧।୪: ଆଉ ଗୋଟିଏ ଦିନ ପରେ ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ। ୨୨ ଏପ୍ରିଲ, ୨୦୨୫ ଏହା କେବଳ ଏକ ତାରିଖ ନୁହେଁ, ବରଂ ଏକ ଚିତ୍କାର…

ଭାରତୀୟ ଜାହାଜ ଆଟାକ୍‌କୁ ନେଇ ଭାରତ ପାଇଁ ବାହାରିଲା ଚାଇନା, ଚମକିପଡିଲେ ଟ୍ରମ୍ପ!

ବେଜିଂ,୨୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ହରମୁଜ ପ୍ରଣାଳୀରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଚାଇନା ଏକ ଭାରତୀୟ ଜାହାଜ ସହିତ ଗୁଳିକାଣ୍ଡ ଘଟଣା ସମ୍ପର୍କରେ…

ଏଣିକି ମାସକୁ ୨ଥର ଆସିବ ଦରମା, ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୪: ଯଦି ଆପଣ ମାସକୁ ଦୁଇଥର ଦରମା ପାଇବା ଆରମ୍ଭ କରନ୍ତି, ତେବେ ଆପଣଙ୍କର ଅନେକ ଆର୍ଥିକ ଅସୁବିଧାର ସମାଧାନ ହୋଇପାରିବ। ଭାରତର ପଡ଼ୋଶୀ ଦେଶ ନେପାଳ,…

ମୋଦିଙ୍କ ଝାଲମୁଢି ରାଜନୀତି: ଏହା କେବଳ ୧୦ଟଙ୍କାର କାଗଜ ନୁହେଁ, ବଙ୍ଗଳା ଜିତିବାର…

ନୂଆଦିଲ୍ଲୀ/କୋଲକାତା,୨୧।୪: ରାଜନୀତିରେ, ପ୍ରମୁଖ ରଣନୀତିଗୁଡ଼ିକ ପ୍ରାୟତଃ ଏପରି ମୁହୂର୍ତ୍ତ ମଧ୍ୟରେ ଲୁଚି ରହିଥାଏ ଯାହା ଅତ୍ୟନ୍ତ ସାଧାରଣ ମନେହୁଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରଗ୍ରାମରେ ରାସ୍ତା କଡ଼ରେ…

ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଏସ୍‌ଡିପିଓଙ୍କୁ ପଡ଼ିଲା ମହଙ୍ଗା: ରାତି ୧୨ଟାରେ ଫୋନ୍‌ କରି କହୁଥିଲେ ଏମିତି…

ନୟାଗଡ଼,୨୧ା୪(ଲୋକନାଥ ମିଶ୍ର): ମହିଳାଙ୍କୁ ଯୌନ ନିର୍ଯାତନା ଦେବା ମହଙ୍ଗା ପଡ଼ିଛି। ନୟାଗଡ଼ ଜିଲା ଖଣ୍ଡପଡ଼ା ସବ୍‌ଡିଭିଜନାଲ ପୋଲିସ ଅଫିସର (ଏସ୍‌ଡିପିଓ) ମଦନ ମୋହନ ପ୍ରଧାନଙ୍କ ମଙ୍ଗଳବାର ମୁଖ୍ୟାଳୟକୁ…

୩୨୫ ପରେ ବୁମ୍‌ରା କଲେ ଏମିତି କାମ, ଅପେକ୍ଷାର ଘଟିଲା ଅନ୍ତ

ନୂଆଦିଲ୍ଲୀ,୨୧।୪: IPL 2026ରେ ଜସପ୍ରୀତ ବୁମରା ଶେଷରେ ତାଙ୍କର ପ୍ରଥମ ସଫଳତା ହାସଲ କଲେ। ସେ ଇନିଂସର ପ୍ରଥମ ବଲରେ ସାଇ ସୁଦର୍ଶନଙ୍କୁ ଆଉଟ କଲେ। ଏହି…

ଏବେ ଏହି ଜିଲାରେ ୪ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୨୧।୪: ମାଲକାନଗିରିରେ ଆସନ୍ତା ୪ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା ହୋଇଛି। ୨୨,୨୩, ୨୪…

ହର୍ମୁଜର ଅବରୋଧ ମଧ୍ୟରେ, ଭାରତ ଖେଳିଲା ବଡ଼ ଗେମ୍‌, ୨୦୩୦ ପର୍ଯ୍ୟନ୍ତ ସମସ୍ୟାର ହେଲା ଅନ୍ତ, ରୁଷୀୟ ତେଲ ସଂଗ୍ରହ ହେଲା ଆହୁରି ସହଜ!

ନୂଆଦିଲ୍ଲୀ/ମସ୍କୋ,୨୧।୪: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀର ଅବରୋଧରୁ ଉତ୍ପନ୍ନ ତୈଳ ଏବଂ ଗ୍ୟାସ ସଙ୍କଟ ମଧ୍ୟରେ, ଭାରତ ଏକ ପ୍ରମୁଖ ରଣନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri