Home

୧୨୭ ଛାତ୍ରୀଛାତ୍ର ନେଲେ କୋଭିଡ ଟିକା

ହିଞ୍ଜିଳିକାଟୁ,୧୪।୨(ଡି.ଏନ୍‌.ଏ): କରୋନା ମହାମାରୀ ଯୋଗୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ର଼ଖି ଗତ ୨ବର୍ଷ ହେଲା ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଥିଲା। ତେବେ କରୋନା ପ୍ରକୋପ ସାମାନ୍ୟ ହ୍ରାସ ହେବା ପରେ ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ରାଜ୍ୟ…

ଆଉ ଦିନକ ପରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ: ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ

ବାଲିଗୁଡ଼ା,୧୪।୨(ଡି.ଏନ.ଏ.): ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କନ୍ଧମାଳ ଜିଲାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୧୬ରେ କନ୍ଧମାଳ ଜିଲାର…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୫ଟା ସୁଦ୍ଧା ୟୁପିରେ ୬୦% ମତଦାନ

ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ଆସନ ପାଇଁ ସୋମବାର ମତଦାନ ଅନୁଷ୍ଠିତ ହୋଇଥିଲା। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହୋଇଛି। କିଛି ବୁଥ୍‌ଗୁଡ଼ିକରେ ଲମ୍ବା ଲାଇନ୍‌ ଲାଗିଥିବାରୁ ସମୟ ଶେଷ…

‘ରୁଦ୍ର ଦ ଏଜ୍‌ ଅଫ୍‌ ଡାର୍କନେସ୍‌’ର ଟ୍ରେଲର ରିଲିଜ୍‌

ଡିଜନି ପ୍ଲସ୍‌ ହଟ୍‌ଷ୍ଟାର, ହଟଷ୍ଟାର ସ୍ପେସିଆଲ ଓ ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷୀତ କ୍ରାଇମ, ଥ୍ରୀଲର ଓ ସସ୍‌ପେନ୍ସ ସିରିଜ୍‌ ‘ରୁଦ୍ର ଦ ଏଜ୍‌ ଅଫ୍‌ ଡାର୍କନେସ୍‌’ର ଦ୍ୱିତୀୟ ଟ୍ରେଲର ରିଲିଜ୍‌ ହୋଇଛି। ସୋମବାର ମୁମ୍ବାଇର ଏକ ଇଭେଣ୍ଟରେ…

ଜଗା ଦର୍ଶନ ପାଇଁ ଦରକାର ନାହିଁ କୋଭିଡ୍‌ ସାର୍ଟିଫିକେଟ

ପୁରୀ ଅଫିସ, ୧୪।୨: ୨ ବର୍ଷ ପରେ ପୁରୀ ଶ୍ରୀମନ୍ଦିର ଦର୍ଶନ ପାଇଁ କୋହଳ ହୋଇଛି କରୋନା କଟକଣା । ଏଣିକି ଜଗା ଦର୍ଶନ ପାଇଁ ଦରକାର ହେବ ନାହିଁ କୋଭିଡ୍‌ ସାର୍ଟିଫିକେଟ। କେବଳ ମାସ୍କ ପିନ୍ଧି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ…

ଭାଲେଟାଇନ୍ସ ଡେ’ରେ ମନ ଦୁଃଖ କଲେ କ୍ୟାଟ୍ରିନା

ବଲିଉଡ୍‌ ଅଭିନେତା ବିକି କୌଶଲ-କ୍ୟାଟ୍ରିନା କୈଫଙ୍କ ବିବାହ ପରେ ସେମାନଙ୍କର ପ୍ରଥମ ‘ଭାଲେଣ୍ଟାଇନ୍ସ ଡେ’ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ଉଭୟଙ୍କୁ ଲଣ୍ଡନରୁ ଫେରୁଥିବାବେଳେ ମୁମ୍ବାଇ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଥିଲା। କ୍ୟାଟ୍ରିନା ଏବଂ ଭିକି ୁ ଫେରିଛନ୍ତି। ଏହା…

‘ପଚାରିବାର ଅଛି ତ ପାକିସ୍ତାନକୁ ପଚାର’

ନୂଆଦିଲ୍ଲୀ,୧୪।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦାବି ଉପରେ ରାଜନୀତି ଜୋର ଧରିଛି। କେସିଆର୍‌ଙ୍କ ଉପରେ ଭାଜପା ବର୍ଷିଛି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କେସିଆରଙ୍କୁ ଟାର୍ଗେଟ କରି କହିଛନ୍ତି, ପଚାରିବାର ଅଛି ତ ପାକିସ୍ତାନକୁ…

ଦେବୀଙ୍କ ଦର୍ଶନ କରିବାକୁ ଦେଲେ ନାହିଁ: ମୋଦି

ଚଣ୍ଡିଗଡ଼,୧୪।୨: ପଞ୍ଜାବ ରାଜନୀତି ଏବେ ସରଗରମ ରହିଛି। ନିର୍ବାଚନୀ ଯୁଦ୍ଧ ପାଇଁ ସମସ୍ତ ଦଳ ନିଜ ନିଜର ବଳ ଲଗାଇ ଦେଇଛନ୍ତି। ଶିଖ୍‌ ସଂଖ୍ୟାଲଘୁ ରାଜ୍ୟରେ ଶିରୋମଣି ଅକାଳୀ ଦଳ ସହ ମେଣ୍ଟ ନ କରି ପ୍ରଥମ ଥର ଭାରତୀୟ ଜନତା…

ମୁଖ୍ୟମନ୍ତ୍ରୀ, ତାଙ୍କ ପତ୍ନୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଡେରାଡୁନ,୧୪।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ସମସ୍ତ ୭୦ଟି ଆସନ ପାଇଁ ସୋମବାର ମତଦାନ ଜାରି ରହିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ ତାଙ୍କ ପତ୍ନୀ ଗୀତାଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଧାମି ଓ…

ସଚିନଙ୍କ ପୁଅ ଆଇପିଏଲ୍‌ରେ ବିକ୍ରି ହେବା ପରେ ଝିଅ କହିଲେ…

ମୁମ୍ବାଇ,୧୪।୨:ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମ ଶେଷ ହୋଇଛି। ବେଙ୍ଗାଲୁରୁରେ ଆୟୋଜିତ ଦୁଇ ଦିନିଆ ନିଲାମରେ ମୋଟ ୨୦୪ ଖେଳାଳି ବିକ୍ରି ହୋଇଥିଲେ। ସେଥିମଧ୍ୟରୁ ୬୭ ଜଣ ବିଦେଶୀ ଥିଲେ। ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ…

ଭାଲେଟାଇନ୍ସ ଡେ’ରେ ପ୍ରେମିକାଙ୍କ ସହ ରୋମାଣ୍ଟିକ ହେଲେ ରାହୁଲ

ଆଜି ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ୍‌ ପ୍ରେମ ଦିବସ। ଏହି ଦିନ ପ୍ରେମିକା-ପ୍ରେମିକାମାନେ ପରସ୍ପର ପ୍ରତି ଥିବା ପ୍ରେମ ପ୍ରକାଶ କରିଥାନ୍ତି। ଭାରତୀୟ କ୍ରିକେଟର୍‌ କେ.ଏଲ ରାହୁଲ ଭାଲେଣ୍ଟାଇନ୍ସ ଡେ ଅବସରରେ ସୋସିଆଲ ମିଡିଆରେ ନିଜର ଗର୍ଲଫ୍ରେଣ୍ଡ ତଥା ବଲିଉଡ ଅଭିନେତ୍ରୀ ଆଥିଆ…

ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦିଅନ୍ତୁ ମୋଦି ସରକାର:କେସିଆର୍‌

ହାଇଦ୍ରାବାଦ୍‌,୧୪।୨: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ସରକାରଙ୍କୁ ନିକଟରେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଛନ୍ତି। ଚନ୍ଦ୍ରଶେଖର ରାଓ କହିଛନ୍ତି, ଆଜି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri