Home

ଉନ୍ନାଓରେ ୧୧ ପୋଲିଂ ବୁଥ୍‌ରେ ଇଭିଏମ୍‌-ଭିଭିପାଟ ଖରାପ୍‌

ଉନ୍ନାଓ,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ବୁଧବାର ମତଦାନ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଲୋକମାନେ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି। କେଉଁଠାରେ ଲୋକମାନେ ନିଜେ ଭୋଟ ବର୍ଜନ କରିଛନ୍ତି ତ ଆଉ କେଉଁଠାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟ ଦେଇପାରିନାହାନ୍ତି।…

ଭାଲେଣ୍ଟାଇନ୍‌ ଡେ’ ଉପହାର କଲା ମହିଳାଙ୍କୁ କୋଟିପତି

କାହା ଭାଗ୍ୟ କେତେବେଳେ ବଦଳିବ ତାହା କହିବା କଷ୍ଟକର। ହେମାର୍କେଟର ଜଣେ ମହିଳାଙ୍କ ସହ ସମାନ ଘଟଣା ଘଟିଛି। ସାଧାରଣତଃ ଭାଲେଣ୍ଟାଇନ୍ସ ଡେ’ ଅବସରରେ ସମସ୍ତେ ନିଜ ସାଥୀଙ୍କୁ ଏକ ବିଶେଷ ଉପହାର ଦିଅନ୍ତି । ଏଥିରେ ଫୁଲ, ଚକୋଲେଟ, ଟେଡି…

ବିକାଶ ପ୍ରସଙ୍ଗକୁ କେନ୍ଦ୍ର କରି ଭୋଟ ବର୍ଜନ କଲେ ଗ୍ରାମବାସୀ

ସୀତାପୁର,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ୯ଟି ଜିଲାର ୫୯ଟି ବିଧାନସଭା ଆସନ ପାଇଁ ବୁଧବାର ମତଦାନ ଜାରି ରହିଛି। ୫୯ଟି ଆସନରୁ ମୋଟ ୬୨୪ ଜଣ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ସକାଳ ୭ଟାରୁ ଭୋଟରମାନେ ଲମ୍ବା ଲାଇନ୍‌ ଠିଆ…

‘ପୁଷ୍ପା’ ଫେମ୍‌ ଅଲ୍ଲୁ ଅର୍ଜୁନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଫିଲ୍ମ ‘ପୁଷ୍ପା’ର ସଫଳତା ପରଠାରୁ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ସର୍ବଦା ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ଆଲ୍ଲୁଙ୍କ ଅଭିନୟ କୋଟ କୋଟି ଲୋକଙ୍କ ହୃଦୟକୁ ଛୁଇଁଛି। ବିଳାସପୂର୍ଣ୍ଣ ଜୀବନଶୈଳୀକୁ ଭଲ ପାଉଥିବା ଆଲ୍ଲୁ ଅନେକ ମୂଲ୍ୟବାନ ଜିନିଷ ଅଛି ଯାହା କୌଣସି…

ହ୍ବିଲଚେୟାରରେ ଭୋଟ ଦେବାକୁ ଆସିଲେ ୯୦ବର୍ଷୀୟ ବୃଦ୍ଧା

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଚତୃର୍ଥ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ। ସକାଳୁ ସକାଳୁ ଲମ୍ବା ଲାଇନ୍‌ରେ ଠିଆ ହୋଇ ଭୋଟରମାନେ ବହୁ ଉତ୍ସୁକତାର ସହ…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୬୨୪ ପ୍ରତିଦ୍ୱନ୍ଦ୍ୱୀ-୫୯ ଆସନ-୧୦ ହଟ୍‌ ସିଟ୍‌…

ଲକ୍ଷ୍ନୌ,୨୩।୨ : ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବୁଧବାର ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୬୨୪ ଜଣ ପ୍ରାର୍ଥୀ ୫୯ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିମଧ୍ୟରୁ ୨୭ ପ୍ରତିଶତ ଅର୍ଥାତ୍‌ ୧୬୭ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେହିପରି…

ରୋହିତ ଶର୍ମାଙ୍କୁ ଟ୍ରୋଲ୍‌ କଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୨: ଭାରତୀୟ କ୍ରିକେଟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏବେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି। ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବା ପରେ ଟିମ ଇଣ୍ଡିଆ ବର୍ତ୍ତମାନ ଶ୍ରୀଲଙ୍କୁକୁ ହରାଇବାକୁ ପ୍ରସ୍ତୁତ ହେଉଛି। ଦୁଇ ଦଳ ମଧ୍ୟରେ ୩ ମ୍ୟାଚ…

ମାଇନସ୍‌ ୩୦ ଡିଗ୍ରୀରେ ୬୫ ପୁଶ୍‌ ଅପ୍‌ ମାରିଲେ ୫୫ବର୍ଷୀୟ ଆଇଟିବିପି ଅଧିକାରୀ

ଲେହ,୨୩।୨: ଦେଶର ସୁରକ୍ଷାରେ ମୁତୟନ ହୋଇଥିବା ଯବାନଙ୍କ ପାଇଁ ବୟସ ଓ ପରିସ୍ଥିତି କର୍ତ୍ତବ୍ୟ ଆଗରେ ହାର ମାନିଥାଏ। ଯେକୌଣସି ପରିସ୍ଥିତି ହେଉ ନା କାହିଁକି ଯବାନମାନେ ସୀମାରେ ସର୍ବଦା ପ୍ରସ୍ତୁତ ହୋଇ ରହିଥାନ୍ତି। ଇତିମଧ୍ୟରେ ଜଣେ ଯବାନଙ୍କ ସାହସିକତାର ଏକ…

ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ !…

ଓ୍ବାଶିଂଟନ/ମସ୍କୋ/କ୍ୱିଭ୍‌, ୨୩।୨ : ୟୁକ୍ରେନ୍‌ର ଡୋନେସ୍କ୍‌ ଏବଂ ଲୁହାନସ୍କ୍‌ ସହରର କେତେକ ଅଞ୍ଚଳକୁ ରୁଷିଆ ସମର୍ଥିତ ବିଦ୍ରୋହୀ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ରୁଷିଆର ଏଭଳି ପଦକ୍ଷେପକୁ ଦୃଷ୍ଟିରେ ରଖି ଆମେରିକା ଏବଂ ଅନ୍ୟ ଦେଶଗୁଡିକ ପକ୍ଷରୁ କଟକଣା ଜାରି ଆରମ୍ଭ ହୋଇଛି।…

ଖୁବ୍‌ଶୀଘ୍ର ୨ରୁ ୬ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା: କୋର୍ବେଭ୍ୟାକ୍ସର ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ,୨୩।୨: କରୋନାକୁ ହରାଇବା ପାଇଁ ଦେଶରେ କରୋନା ଟିକା ଅଭିଯାନ ଜାରି ରହିଛି। କରୋନା ଲଢ଼େଇରେ ଭାରତକୁ ନିକଟରେ ଆଉ ଏକ ଅସ୍ତ୍ର ମିଳିଛି। ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରୋନା ଭାକ୍ସିନ କୋର୍ବେଭ୍ୟାକ୍ସକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ଅନୁମୋଦନ…

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨୩।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଏହି ସମୟରେ ଦୈନିକ ସଂକ୍ରମଣ ୧୫ ହଜାର ଟପିିଛି। ଦୈନିକ ସଂକ୍ରମଣ ୧୫ ହଜାର…

ଲକ୍ଷ୍ନୌରେ ମତଦାନ ପୂର୍ବରୁ ରାଜନୈତିକ ହଇଚଇ: ଅଖିଳେଶଙ୍କୁ ଭେଟିଲେ ଭାଜପା ଏମ୍‌ପି ରୀତା ବହୁଗୁଣାଙ୍କ ପୁଅ ମୟାଙ୍କ

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ବୁଧବାର ଲକ୍ଷ୍ନୌ ସମେତ ୯ଟି ଜିଲାରେ ମତଦାନ ଜାରି ରହିଛି। ୯ଟି ଜିଲାର ୫୯ଟି ବିଧାନସଭା ଆସନ ପାଇଁ ମତଦାନର ଗୋଟିଏ ଦିନ ପୂର୍ବରୁ ଲକ୍ଷ୍ନୌରେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଭାରତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri