ୟୁପି ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୫୯ଆସନ ପାଇଁ ମତଦାନ ଜାରି: ଭୋଟ ଦେଲେ ମାୟାବତୀ
ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ୯ଟି ଜିଲାର ୫୯ଟି ବିଧାନସଭା ଆସନ ପାଇଁ ବୁଧବାର ମତଦାନ ଜାରି ରହିଛି। ୫୯ଟି ଆସନରୁ ମୋଟ ୬୨୪ ଜଣ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା…
ବ୍ରିଟେନରୁ ହଟିବ କଟକଣା
ଇଂଲଣ୍ଡ,୨୩ା୨ : ମହାମାରୀ କରୋନାର ପ୍ରକୋପ ଦୀର୍ଘ ଦୁଇ ବର୍ଷରୁ ଅଧିକ ଦିନ ଧରି ସାରା ବିଶ୍ୱ ଦେଖୁଛି। ତେବେ କୋଭିଡ ସଂକ୍ରମଣ ଦ୍ୱାରା ବ୍ରିଟେନରେ ଅଧିକ ଜୀବନହାନି ହୋଇଥିବାବେଳେ ବର୍ତ୍ତମାନ ଦେଶରୁ କଟକଣା ହଟାଯିବା ନେଇ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ…
ଇଟାଭାଟିରୁ ମିଳିଲା କୋଟିଏ ମୂଲ୍ୟର ହୀରା
ଭୋପାଳ,୨୩ା୨: ଭାଗ୍ୟ ବଦଳିବାକୁ ବେଶି ସମୟ ଲାଗି ନ ଥାଏ । ମଧ୍ୟପ୍ରଦେଶ ପାନ୍ନା ଜିଲାରେ ଏମିତି ଗୋଟିଏ ଘଟଣା ଘଟିଛି ଯାହା ସାଧାରଣରେ ଅବିଶ୍ୱସନୀୟ ହେଲେ ବି ସତ, ଯାହା ସୁଶୀଲ ଶୁକ୍ଳାଙ୍କ ଭାଗ୍ୟ ବଦଳେଇ ଦେଇଛି। ମଧ୍ୟପ୍ରଦେଶର ପାନ୍ନା…
ପରମବୀରଙ୍କ ବିରୋଧରେ ତଦନ୍ତ ବନ୍ଦ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୩ା୨: ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ବିରୋଧରେ ତଦନ୍ତ ରୋକିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ହୋଇଥିବା ଆପରାଧିକ ମାମଲା କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ)କୁ…
ଖଲିସ୍ତାନୀ ଆପ୍ ଉପରେ କେନ୍ଦ୍ରର କଟକଣା
ନୂଆଦିଲ୍ଳୀ, ୨୩ା୨: କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଙ୍ଗଳବାର ପଞ୍ଜାବ ପଲିଟିକାଲ ଟିଭି ଆପ୍ ଏବଂ ଓ୍ବେବ୍ ସାଇଟ୍ ବନ୍ଦ କରିବାର ନିଷ୍ପତ୍ତି ନେଇଛି। ଏହି ଚ୍ୟାନେଲ ଖଲିସ୍ତାନୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ) ଦ୍ୱାରା ପରିଚାଳିତ ହେଉଥିବା…
ୟୁକ୍ରେନ୍ ସଙ୍କଟ: ଦୋଛକିରେ ଭାରତ
ନୂଆଦିଲ୍ଲୀ,୨୩ା୨: ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେଶନ(ନାଟୋ)ରେ ୟୁକ୍ରେନ୍ ସାମିଲ ହେଲେ ପାଶ୍ଚାତ୍ୟର ସୈନ୍ୟ ରୁଷିଆ ସୀମାରେ ମୁତୟନ ହେବେ। ଏହାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଗ୍ରହଣ କରିପାରି ନ ଥିଲେ। ତେଣୁ ସେ ବିଚ୍ଛିନ୍ନତାବାଦୀଙ୍କ କଥା ମାନି ପୂର୍ବ ୟୁକ୍ରେନ୍ରୁ…
ୟୁକ୍ରେନ୍ରୁ ଫେରିଲେ ୨୪୨
ନୂଆଦିଲ୍ଲୀ,୨୩ା୨: ପୂର୍ବ ୟୁରୋପୀୟ ରାଷ୍ଟ୍ର ୟୁକ୍ରେନ୍ରେ ଫସିଥିବା ୨୪୨ ଭାରତୀୟମାନଙ୍କୁ ରାଜଧାନୀ କ୍ୱିଭ୍କୁ ମଙ୍ଗଳବାର ଏୟାର ଇଣ୍ଡିଆର ଏକ ବିମାନ ସ୍ବଦେଶ ଫେରାଇ ଆଣିଛି। ବୋଇଂ ୭୮୭ ଏୟାରକ୍ରାଫ୍ଟରେ ଏଆଇ ୧୯୪୭ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ୭ଟା…
ପୁଟିନ୍ଙ୍କ ଘାତକ ଅଭିସନ୍ଧି
ମସ୍କୋ,୨୩ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଆବଶ୍ୟକ ମନେକଲେ ଦେଶ ବାହାରେ ମଧ୍ୟ ସାମରିକ ବଳ ପ୍ରୟୋଗ କରିପାରିବେ। ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମଙ୍ଗଳବାର ରୁଷିଆ ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ରୁଷୀୟ ଏମ୍ପିମାନଙ୍କ ଏହି ଅନୁମୋଦନ ୟୁକ୍ରେନ୍ ଉପରେ ୬୯…
୭ ବର୍ଷର ରେକର୍ଡ ଭାଙ୍ଗିଲା ତେଲ
ନୂଆଦିଲ୍ଲୀ,୨୩ା୨: କୋଭିଡ୍ ମହାମାରୀ ଯୋଗୁ ଭୁଶୁଡ଼ିପଡ଼ିଥିବା ବିଶ୍ୱ ଅର୍ଥନୀତି ଅଣ୍ଟା ସଳଖି ଛିଡ଼ା ହେବାକୁ ଉଦ୍ୟମ କରୁଥିବାବେଳେ ରୁଷିଆର ଜିଦ୍ଖୋର ମନୋବୃତ୍ତି ଆଉ ଏକ ବିପତ୍ତିକୁ ଡାକି ଆଣିଛି। ରୁଷିଆ-ୟୁକ୍ରେନ୍ ମୁହାଁମୁହିଁ ସ୍ଥିତି ମଧ୍ୟରେ ବିଶ୍ୱରେ ତେଲ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ…
ଡୋନେସ୍କ, ଲୁହାନସ୍କରେ ରୁଷିଆ ସୈନ୍ୟ
ମସ୍କୋ,୨୩ା୨: ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ପୂର୍ବ ୟୁକ୍ରେନର ଡୋନ୍ବାସ୍କୁ ରୁଷିଆ ଦୁଇଟି ସ୍ବତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଇଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଏହାକୁ ଦୁଇଭାଗ କରି ଡୋନେସ୍କ ଏବଂ ଲୁହାନ୍ସ୍କ ରୂପେ ଘୋଷଣା କରିବା ପରେ ସମ୍ପୃକ୍ତ କ୍ଷେତ୍ରରେ ଯୁଦ୍ଧ ଭୟ…
କ୍ଷମତାଶାଳୀ-ସାଧାରଣଙ୍କ ପାଇଁ ଦୁଇ ଭିନ୍ନ ଭିନ୍ନ ଆଇନ ହୋଇ ପାରିବ ନାହିଁ…
ଥିରୁଭାନନ୍ତପୁରମ୍, ୨୨।୨ : ଆଇନ ସଭିଙ୍କ ପାଇଁ ସମାନ। ସମାଜରେ କ୍ଷମତାଶାଳୀ ଏବଂ ସାଧାରଣ ଲୋକଙ୍କ ଲାଗି ଦୁଇ ଭିନ୍ନ ଭିନ୍ନ ଆଇନ ହୋଇ ପାରିବ ନାହିଁ ବୋଲି କେରଳ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ରାଜ୍ୟରେ…
ବୁଧବାର ୪୫ ସ୍ଥାନରେ ସାନି ମତଦାନ
ଭୁବନେଶ୍ୱର,୨୨ା୨(ବ୍ୟୁରୋ)-ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣରେ ବାଧା ସୃଷ୍ଟି ହୋଇଥିବା ୪୫ଟି ସ୍ଥାନରେ ବୁଧବାର ପୁନଃ ମତଦାନ ହେବ। ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏ ଭୋଟଗ୍ରହଣ କରାଯିବ। ରାଜ୍ୟର ୯ ଜିଲା…
Archives


