ନାବାଳିକାଙ୍କ ସହ ପ୍ରେମସମ୍ପର୍କରେ ଅଭିଯୁକ୍ତଙ୍କୁ ଜାମିନ ଅପ୍ରାସଙ୍ଗିକ …
ନୂଆଦିଲ୍ଲୀ, ୨୨।୨ : ନାବାଳିକାଙ୍କ ସହ ପ୍ରେମ ସମ୍ପର୍କରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ଅପ୍ରାସଙ୍ଗିକ ବୋଲି ସୁପ୍ରିମ୍କୋର୍ଟ ଏକ ମାମଲାର ବିଚାର ସମୟରେ ଏଭଳି କହିଛନ୍ତି। ଝାଡଖଣ୍ଡ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର କରିଥିଲେ। ତେବେ ଏନେଇ…
ଦୁନିଆ ପାଇଁ ‘କିଙ୍ଗ କୋହଲି’, ହେଲେ ମୋ ପାଇଁ ତୁ ‘ଚିକୁ’ ହୋଇ ରହିବୁ: ଯୁବରାଜ
ନୂଆଦିଲ୍ଲୀ,୨୨।୨: ଦୁନିଆ ପାଇଁ ତୁ କିଙ୍ଗ କୋହଲି ହୋଇଥାଇପାରୁ, ହେଲେ ମୋ’ ପାଇଁ ସର୍ବଦା ଚିକୁ ହୋଇ ରହିବୁ। କିଛି ଏଭଳି ଢଙ୍ଗରେ କୋହଲିଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ। ଶୁକ୍ରବାର ସୋସିଆଲ ମିଡିଆରେ…
ରୁଷିଆକୁ ଝଟ୍କା, ନର୍ଡ ଷ୍ଟ୍ରିମ-୨ ପାଇପ୍ଲାଇନ୍ ଉପରେ ଜର୍ମାନୀ ଲଗାଇଲା ରୋକ…
ମସ୍କୋ/ବର୍ଲିନ୍, ୨୨।୨ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଜର୍ମାନୀ କଟକଣା ଘୋଷଣା କରିଛି। ଜର୍ମାନୀ ରଷିଆର ନର୍ଡ ଷ୍ଟ୍ରିମ-୨ ପାଇପ୍ ଲାଇନ୍ ଉପରେ ରୋକ ଲଗାଇଛି। ଫଳରେ ରୁଷିଆକୁ ବଡ଼ ଝଟ୍କା ଲାଗିଛି। ୟୁକ୍ରେନ୍ ଉପରେ…
ଶ୍ରୀଲଙ୍କା ବିପକ୍ଷ ସିିରିଜ ପୂର୍ବରୁ ଭାରତକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨୨।୨: ଫେବୃୟାରୀ ୨୪ରୁ ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ୩ ଟି-୨୦ ଏବଂ ୨ ଟେଷ୍ଟ ମ୍ୟାଚ୍ ସିରିଜ ଖେଳିବ। ହେଲେ ଏହା ପୂର୍ବରୁ ଭାରତୀୟ ଟିମ୍କୁ ଲାଗିଛି ଝଟ୍କା। ଷ୍ଟାର ବୋଲର ଦୀପକ ଚହର ଏବେ ସିରିଜରୁ ବାଦ୍ ପଡ଼ିଛନ୍ତି।…
ଫିଲ୍ମ ରିଲିଜ ପରେ ଆହୁରି ବୋଲ୍ଡ ହେଲେ ଦୀପିକା
ବମ୍ବେ: ବୋଲ୍ଡ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛି ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଅଭିନୀତ ‘ଗେହରାଇୟାଁ’। ଚଳଚ୍ଚିତ୍ରରେ ଅଭିନେତା ସିଦ୍ଧାର୍ଥ ଚତୁର୍ବେଦୀଙ୍କ ସହ ସେ ଅନେକ ଚୁମ୍ବନ ଦୃଶ୍ୟ ଦେଇଛନ୍ତି। ବିବାହ ପରେ ଏହା ଦୀପିକାଙ୍କ ପ୍ରଥମ ଫିଲ୍ମ ହୋଇଥିବାରୁ ଭଲ ବ୍ୟବସାୟ…
ଭାରତର ବନ୍ଧୁପଣିଆ, ଆଫଗାନିସ୍ତାନକୁ ପଠାଇଲା ୫୦ ଟ୍ରକ୍ ଗହମ…
ନୂଆଦିଲ୍ଲୀ, ୨୨।୨ : ବିପଦ ସମୟରେ ଭାରତ ନିଜର ବନ୍ଧୁପଣିଆ ଦେଖାଇଛି। ଆଫଗାନିସ୍ତାନରେ ଜାରି ରହିଥିବା ଖାଦ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଭାରତ ୫୦ ଟକ୍ର ଗହମ ପଠାଇଛି। ୨୫୦୦ ମ୍ରେଟିକ୍ ଟନ୍ ଗହମ ମଙ୍ଗଳବାର ଆଫଗାନିସ୍ତାନ ଅଭିମୁଖେ ପଠାଯାଇଛି। ବହିର୍ବ୍ୟାପାର…
ନେହା ଆଉଟ୍, ବିଦିଶା ଇନ୍ !
ବମ୍ବେ: ଅନେକ ବର୍ଷ ଧରି ଛୋଟ ପରଦାରେ ରାଜ କରିଆସୁଛି ‘ଭାବି ଜି ଘର ପେ ହୈ’। ମଝି ମଝିରେ କିଛି କଳାକାର ଶୋ’ ଛାଡ଼ୁଥିଲେ ହେଁ ଏହାର ଲୋକପ୍ରିୟତା ବଜାୟ ରହିଛି। ଏବେ ପୁଣି ଜଣେ ନୂଆ କଳାକାର ଧାରାବାହିକ…
ମୋଦିଙ୍କ ସହିତ ଟିଭି ବିତର୍କ କରିବାକୁ ଚାହୁଁଛନ୍ତି ଇମ୍ରାନ୍…
ନୂଆଦିଲ୍ଲୀ/ଇସଲାମାବାଦ୍, ୨୨।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍ ଖାଁ ଟିଭି ବିତର୍କ କରିବାକୁ ଚାହୁଁଛନ୍ତି। ରୁଷିଆ ଗସ୍ତ କରିବାର ଏକ ଦିନ ପୂର୍ବରୁ ଏକ ସାକ୍ଷାତ୍କାରରେ ଇମ୍ରାନ୍ ଏଭଳି କହିଛନ୍ତି। ଇମ୍ରାନ୍ ୟୁକ୍ରେନ୍ ବିବାଦରେ ରୁଷିଆକୁ…
ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ଉପହାରକୁ ଆୟକର ରିହାତିରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ …
ନୂଆଦିଲ୍ଲୀ, ୨୨।୨ : ବିଭିନ୍ନ ଫାର୍ମା କମ୍ପାନୀଗୁଡ଼ିକ ପକ୍ଷରୁ ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ଉପହାରକୁ ଆୟକର ରିହାତିରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ। ଏସମ୍ପର୍କରେ ଫାର୍ମା କମ୍ପାନୀଙ୍କ ପକ୍ଷରୁ କୌଣସି ଦାବି ମଧ୍ୟ ଉପସ୍ଥାପନ କରିହେବ ନାହିଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି।…
ଏଣିକି ୫୦ କିମିରୁ ଅଧିକ ବେଗରେ ଗଲେ ଗଣିବେ ୭ ହଜାର ଜରିମାନା
ଭୁବନେଶ୍ୱର,୨୨।୨(ବ୍ୟୁରୋ): ଏଣିକି ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଗଣିବେ ମୋଟା ଅଙ୍କର ଜରିମାନା। ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରୁ ଅଧିକ ଚଳାଉଥିଲେ ୭ ହଜାର ଟଙ୍କାର ଜରିମାନା ଗଣିବାକୁ ପଡ଼ିବ। ଏପରିକି ଆବଶ୍ୟକ ପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ…
ଚତୁର୍ଥ ପର୍ଯ୍ୟାୟ: ରାଜ୍ୟରେ ୭୩% ମତଦାନ
ଭୁବନେଶ୍ୱର,୨୨।୨(ବ୍ୟୁରୋ): ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ମଙ୍ଗଳବାର ସକାଳ ୭ଟାରୁ ଏଥିଲାଗି ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ଚାଲିଥିଲା। ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏହି ପର୍ଯ୍ୟାୟରେ ୭୩% ମତଦାନ ହୋଇଛି। ରାଜ୍ୟରେ ବିଶେଷ…
ହ୍ବାଟ୍ସଆପ୍ ଚାଟ୍ ଭାଇରାଲ କରି ମୁଖା ଖୋଲିଦେଲେ
ବମ୍ବେ: ଚର୍ଚ୍ଚାରେ ବୋଲ୍ଡ ଲୁକ୍କୁ ନେଇ ଖବର ଶିରୋନାମା ପାଲଟୁଥିବା ଉର୍ଫି ଜାଭେଦ। ସେ ଜଣେ କାଷ୍ଟିଂ ନିର୍ଦ୍ଦେଶକଙ୍କ ନାମରେ କାଷ୍ଟିଂ କାଉଚ୍ ତଥା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହାପରେ ଅନେକ ଅଭିନେତା ତାଙ୍କ ସପକ୍ଷରେ ବାହାରୁଥିବା ଦେଖାଯାଇଛି। ସୋସିଆଲ…
Archives


