ଆଜି ରାଜ୍ୟରୁ ୩୪୫ ଆକ୍ରାନ୍ତ ଚିହ୍ନଟ, ଯାଜପୁରରୁ ସର୍ବାଧିକ
ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୩୪୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୪,୩୨୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୦୨ ଜଣ ଚିହ୍ନଟ ହୋଇଥିବା…
ଆଗାମୀ ୯୬ ଘଣ୍ଟା ମଧ୍ୟରେ କ୍ୱିଭ୍କୁ କବଜା କରିପାରେ ରୁଷିଆ, ଏକ ସପ୍ତାହ ମଧ୍ୟରେ ଭାଙ୍ଗିପାରେ ୟୁକ୍ରେନ୍ ସରକାର!
ମସ୍କୋ/କ୍ୱିଭ/ୱାଶିଂଟନ,୨୫ ।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ବିଭିଷିକା ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ରୁଷିଆ ସେନା ଦ୍ୱାରା ୟୁକ୍ରେନର ବହୁ ଅଞ୍ଚଳ କବଜା କରାଯିବା ସହ ଅନେକ ଲୋକଙ୍କ ଜୀବନ ଗଲାଣି । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ରୁଷିଆର ଆକ୍ରମଣ…
କ୍ୱିଭ୍ରେ ବଡ଼ ବିସ୍ଫୋରଣ କଲା ରୁଷିଆ
କ୍ୱିଭ୍,୨୫।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗମ୍ଭୀର ରୂପ ନେଇଛି। ରୁଷିଆ ସେନା ଦ୍ୱାରା ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଶୁକ୍ରବାର ୟୁକ୍ରେନର ରାଜଧାନୀ କ୍ୱିଭ୍ରେ ରୁଷିଆ ଆକ୍ରମଣ କରିଛି। ସକାଳ ୪ ଟାରୁ (ସ୍ଥାନୀୟ ସମୟ)…
ୟୁକ୍ରେନ ସଙ୍କଟକୁ ନେଇ ହ୍ୱାଇଟ ହାଉସ ବାହାରେ ପ୍ରଦର୍ଶନ
ୱାଶିଂଟନ,୨୫ ।୨: ବେଳକୁ ବେଳ ଗମ୍ଭିର ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଦ୍ୱିତୀୟ ଦିନରେ ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭରେ ବଡ ଧରଣର ବିସ୍ଫୋରଣ କରିଛି । ଏହାକୁ ବିରୋଧ କରି ଆମେରିକାରେ ବିରୋଧ ପ୍ରଦର୍ଶନ କରାଯାଇଛି । ରୁଷିଅ-ୟୁକ୍ରେନ ସଙ୍କଟକୁ…
ଆନନ୍ଦ ସୁବ୍ରମଣ୍ୟମ ଗିରଫ
ଚେନ୍ନାଇ,୨୫।୨: ନ୍ୟାଶନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍(ଏନଏସଇ) ସ୍କାମରେ ସିବିଆଇ ଆନନ୍ଦ ସୁବ୍ରମଣ୍ୟମଙ୍କୁ ଗିରଫ କରିଛି। ଗୁରୁବାର ବିଳମ୍ବିତ ରାତିରେ ଚେନ୍ନାଇରୁ ତାଙ୍କୁ ଗିରଫ କରାଯାଇଥିବା ଶୁକ୍ରବାର ସକାଳେ ସିବିଆଇ ଅଧିକାରୀ ସୂଚନା ଦେଇଛନ୍ତି। କିଛି ବର୍ଷ ତଳେ ଏନଏସଇରେ ହୋଇଥିବା ସ୍କାମରେ ଏହା…
ଘରୋଇକରଣ ପରେ ବି ସୁଧାର ନାହିଁ
ନୟାଗଡ଼ ଅଫିସ,୨୫।୨: ନୟାଗଡ଼ ମ୍ୟୁନିସିପାଲିଟିର ପରିମଳ ବ୍ୟବସ୍ଥା ଘରୋଇକରଣ ହେଲା ପରେ ବି ଉପଯୁକ୍ତ ସେବା ମିଳୁନାହିଁ। ପରିମଳ ବ୍ୟବସ୍ଥାରେ ଯେଉଁ ସୁଧାର ଆସିବ ବୋଲି କୁହାଯାଉଥିଲା ତାହା ଫଳପ୍ରଦ ହୋଇନାହିଁ। ୧୪ ଓ ୧୫ ନଂ. ୱାର୍ଡରେ ଆବର୍ଜନା ପାଇଁ…
ୟୁକ୍ରେନର ଚେର୍ନୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟକୁ କବଜା କଲା ରୁଷିଆ!
କ୍ୱିଭ୍,୨୫ ।୨: ରୁଷିଆ ସମ୍ପୂର୍ଣ୍ଣ ଭାବେ ଆକ୍ରମଣ ଢଙ୍ଗରେ ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି । ୟୁକ୍ରେନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରୁଷିଆ ମିଶାଇଲ ଆକ୍ରମଣ କରିଥିବା ବେଳେ ଏଥିରେ ସେନାଙ୍କ ସମେତ ପ୍ରଥମ ଦିନରେ ପାଖାପାଖି ୧୩୭ ସାଧାରଣ…
‘ପୁଷ୍ପା’ ଷ୍ଟାଇଲ୍ରେ ସେଲିବ୍ରେଶନ୍ କଲେ ଜାଡେଜା, ଭିଡିଓ ଭାଇରାଲ
ଲକ୍ଷ୍ନୌ,୨୫।୨, ଲକ୍ଷ୍ନୌରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟି -୨୦ ମ୍ୟାଚରେ ଭାରତ ୬୨ ରନ୍ରେ ବିଜୟ ହାସଲ କରିଛି। ଏଥିସହ ଭାରତ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି। ଅଟଳ ବିହାରୀ ବାଜପେୟୀ…
ପଦା ହେଲାଣି ମୟୂରଝାଲିଆ କାଜୁ ଜଙ୍ଗଲ
ନୟାଗଡ଼ ଅଫିସ/ରଣପୁର,୨୫।୨(ସ୍ବ.ପ୍ର.): କାଜୁ ନିଗମ ଅଧୀନରେ ଥିବା ନୟାଗଡ଼ ଜିଲା ରଣପୁର ତହସିଲ ମୟୁରଝାଲିଆ ଗାଁରେ ଗୋଚର ଓ କାଜୁ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡା ପଥର ଓ ମୋରମ ଖନନ ଚାଲିଛି । ପ୍ରାୟ ଦେଢ଼ ବର୍ଷ ଭିତରେ କାଜୁ…
ସହର ତାଲିକାରେ ଗାଁ ଭୋଟରଙ୍କ ନାମ
ନୟାଗଡ଼ ଅଫିସ,୨୫।୨: ନୟାଗଡ଼ ମ୍ୟୁନିସିପାଲିଟିର ଡ୍ରାଫ୍ଟ ଭୋଟର ତାଲିକାରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ୨ହଜାର ଭୋଟରଙ୍କ ନାମ ଗାଁ ଓ ସହରରେ ରହିବା, ପୁଣି ଚଞ୍ଚକତା କରାଯାଇ ନୂଆ ୮୬୮ ଭୋଟରଙ୍କ ନାମ ନୟାଗଡ଼ ପୌରାଞ୍ଚଳ ତାଲିକାରେ…
ରୁଷିଆ ଆକ୍ରମଣରେ ଏପର୍ଯ୍ୟନ୍ତ ୧୩୭ରୁ ଅଧିକ ଲୋକଙ୍କ ଗଲାଣି ଜୀବନ
କ୍ୱିଭ୍,୨୨।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ବଢିବାରେ ଲାଗିଛି। ଦେଶର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ୟୁକ୍ରେନ ସେନା ରୁଷିଆର ଆକ୍ରୋଶର ଶିକାର ହୋଇଛି। ରୁଷିଆ ଆକ୍ରମଣରେ ଏ ପର୍ଯ୍ୟନ୍ତ ୟୁକ୍ରେନର ୧୩୭ ଜଣ ପ୍ରାଣ ଥିବା ସୂଚନା ମିଳିଛି। ରୁଷିଆର ବିମାନ ଏବଂ ହେଲିକପ୍ଟରଗୁଡ଼ିକ…
ବିଶ୍ୱର ପ୍ରଭାବଶାଳୀ ନେତା ମୋଦିଙ୍କ ସହ କଥା ହେବେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି
ୱାଶିଂଟନ,୨୫ ।୨: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶୁକ୍ରବାର କଥା ହେବେ ବୋଲି ସଙ୍କେତ ଦେଇଛନ୍ତି । ଭୋଟିଏ ପଟେ ବିଶ୍ୱର ପ୍ରଭାବଶାଳୀ ନେତା ଭାରତର ପ୍ରଧାନମନ୍ତ୍ରୀ…
Archives


