Home

ବିନା ସରକାରୀ କୋଠାରେ ମାଳମାଳ ଅଙ୍ଗନଓ୍ବାଡି କେନ୍ଦ୍ର

ପାରାଦୀପ,୧୨ା୪(ସ୍ବ.ପ୍ର.):ରାଜ୍ୟର ଅର୍ଥନୈତିକ ମୁଖଶାଳା କୁହାଯାଉଥିବା ପାରାଦୀପ ପୌରାଞ୍ଚଳରେ ଶିଶୁ ବିକାଶ ଯୋଜନା ପ୍ରହସନ ପାଲଟିଛି। ୨୦୧୧ରୁ ପୌରାଞ୍ଚଳରେ ସରକାରୀ ଭାବେ ୮୪ କେନ୍ଦ୍ର ଚାଲିଛି। କିନ୍ତୁ ଗୋଟିଏବି ସରକାରୀ କୋଠା ଥିବା ଅଙ୍ଗନଓ୍ବାଡି କେନ୍ଦ୍ର କେଉଁଠି ଦେଖିବାକୁ ମିଳିନାହିଁ। ଏସବୁ କେନ୍ଦ୍ର…

ଆଧୁନିକ ଚାକଚକ୍ୟରେ ବଞ୍ଚିରହିଛି ରାମଲୀଳା

କେନ୍ଦ୍ରାପଡ଼ା ଅଫିସ, ୧୨ା୪:ଲୋକସଂସ୍କୃତି ଓ ପରମ୍ପରା ବଞ୍ଚିରହିଲେ ସମାଜ ସଂସ୍କାରିତ ହେବ। ଏହା ନ ରହିଲେ ଲୋକେ ପଥଚ୍ୟୁତ ହେବେ, ଯାହା ଆଧୁନିକ ସମାଜ ପାଇଁ ଦରକାର। ଆଧୁନିକ ସମାଜର ଚାକଚକ୍ୟ ଭିତରେ ଲୋକକଳା ରାମଲୀଳା ଏବେ ବି ବଞ୍ଚତ୍ରହିଛି କେନ୍ଦ୍ରାପଡ଼ା…

ରାଜ୍ୟକୁ ଶତ ପ୍ରତିଶତ ଚାଉଳ ଦିଅ

ଭୁବନେଶ୍ୱର,୧୨।୪(ବ୍ୟୁରୋ):ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ହିତାଧିକାରୀଙ୍କୁ ୧୦୦ ପ୍ରତିଶତ ଚାଉଳ ଯୋଗାଇବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୋମବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ା ମନ୍ତ୍ରୀ ସ୍ବାଇଁ ତାଙ୍କ…

୧୭ରେ ସବୁ ନିର୍ବାଚନମଣ୍ଡଳୀରେ ପାଳନହେବ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର,୧୨।୪(ବ୍ୟୁରୋ):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଆସନ୍ତା ୧୭ ତାରିଖରେ ପଡୁଥିବା ବେଳେ ଏଥର ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ଏହି ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିବା ପାଇଁ କୁହାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି…

ରାଜ୍ୟରେ ସ୍ଥାପନ ହେବ ହାଇଡ୍ରୋଜେନ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୨ା୪(ବ୍ୟୁରୋ):ରାଜ୍ୟରେ ସବୁଜ ଶକ୍ତି ଓ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ ହେବ। ଏ ନେଇ ଲୋକସେବା ଭବନଠାରେ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌(ବିପିସିଏଲ) ଏବଂ ଇଣ୍ଡଷ୍ଟ୍ରିଆଲ ପ୍ରମୋଶନ ଆଣ୍ଡ ଇନ୍‌ଭେଷ୍ଟମେଣ୍ଟ କର୍ପୋରେଶନ ଲିମିଟେଡ୍‌(ଇପିକଲ) ମଧ୍ୟରେ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଇପିକଲ…

ମୁଖ୍ୟମନ୍ତ୍ରୀଙ୍କୁ ସଂଘର୍ଷର କାହାଣୀ କହିଲେ ଛାତ୍ର

ପୁରୀ ଅଫିସ, ୧୨ା୪:ପୁରୀ ବାଲିଗୁଆଳିଠାରେ ସୋମବାର ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଲୋକାର୍ପଣ ଉତ୍ସବରେ ଏହି କଲେଜର ପ୍ରଥମ ବର୍ଷର ଏମ୍‌ବିବିଏସ୍‌ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ କେତେଜଣ ଛାତ୍ର ନିଜ…

ଜୁନିୟର ଆଥ୍‌ଲେଟ୍‌ଙ୍କୁ ନିର୍ଯାତନା

ଭୁବନେଶ୍ୱର,୧୨।୪(ବ୍ୟୁରୋ):ଷ୍ଟେଟ୍‌ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ଅଂଶଗ୍ରହଣ କରିଥିବା ରାଉରକେଲା ଟିମ୍‌ର ଜଣେ ଜୁନିୟର ଖେଳାଳିଙ୍କୁ ନିର୍ଯାତନା ଦିଆଯାଇଛି। ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ନ ହେବାରୁ ସିନିୟର ଆଥ୍‌ଲେଟ୍‌ମାନେ ତାଙ୍କୁ ଉଲଗ୍ନ କରି ମାଡ଼ ମାରିବା ସହ ଅମାନୁଷିକ ଭାବେ ନାନା ନିର୍ଯାତନା ଦେଇଥିବା ଗୁରୁତର…

ଯୁବତୀଙ୍କଠାରେ ସଫଳ କିଡ୍‌ନୀ ପ୍ରତିରୋପଣ

ଭୁବନେଶ୍ୱର, ୧୨।୪(ବ୍ୟୁରୋ):ଅସୁସ୍ଥ ଝିଅକୁ କିଡ୍‌ନୀ ପ୍ରଦାନ କରି ପୁନର୍ଜନ୍ମ ଦେଲା ମା’। ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ସଫଳ ଅସ୍ତ୍ରୋପଚାର ପରେ ବର୍ତ୍ତମାନ ଯୁବତୀ ଜଣକ ସୁସ୍ଥ ହୋଇପାରିଛନ୍ତି। ଯୁବତୀଙ୍କର ଦୁଇଟି କିଡ୍‌ନୀ ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇ ପଡ଼ିଥିବାବେଳେ ଚିକିତ୍ସା ନିମନ୍ତେ…

ଆଜି ସଚିବାଳୟ ସେବା ସଂଘ ନିର୍ବାଚନ

ଭୁବନେଶ୍ୱର,୧୨ା୪(ବ୍ୟୁରୋ):୩ ବର୍ଷ ପରେ ଓଡ଼ିଶା ସଚିବାଳୟ ସେବା ସଂଘର ମୋଟ ୯ ପଦବୀ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବ। ୟୁନିଟ୍‌-୩ସ୍ଥିତ ଖାରବେଳ ନଗରରେ ଥିବା ସଂଘ କାର୍ଯ୍ୟାଳୟଠାରେ ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ଦୀର୍ଘଦିନ ପରେ…

କୁବେର ଯନ୍ତ୍ରୀଙ୍କ ଦୁର୍ନୀତି ଗୁମର ଖୋଲିବ

ଭୁବନେଶ୍ୱର,୧୨।୪(ବ୍ୟୁରୋ):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିଛି ଭିଜିଲାନ୍ସ। ଗତ ୮ ତାରିଖରେ ସେ ପ୍ରଥମେ ରିମାଣ୍ଡରେ…

କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଢେଙ୍କାନାଳ ଅଫିସ,୧୨ା୪:ଢେଙ୍କାନାଳ ପୌରାଞ୍ଚଳର ୧୯ନଂ. ୱାର୍ଡରେ ରହୁଥିବା ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ଶନିବାର ବିଳମ୍ବିତ ରାତିରେ ହୋଇଥିବା ବୋମାମାଡ଼ ଘଟଣାକୁ ତୀବ୍ର ନିନ୍ଦା କରିଛି ରାଜ୍ୟ ଭାଜପା। ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ…

ସଶକ୍ତୀକରଣ ନାଁରେ ମହିଳାଙ୍କୁ ଶୋଷଣ ଚାଲିଛି: ଭାଜପା

ଭୁବନେଶ୍ୱର,୧୨।୪(ବ୍ୟୁରୋ):ଭାଜପା ପକ୍ଷରୁ ଗତ ୬ରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ସାମାଜିକ ନ୍ୟାୟ ସେବା ପକ୍ଷ ପାଳନ କରାଯାଉଛି। ଏହି ଅବସରରେ ଭାଜପାର କାର୍ଯ୍ୟକର୍ତାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରୀବକଲ୍ୟାଣ ଯୋଜନା ତଥା ମହିଳାଙ୍କ ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?