Home

ଚାଇନାକୁ ଆମେରିକାର ଉପଦେଶ: ଜୋ ବାଇଡେନ-ସି ଜିପିଙ୍ଗଙ୍କ ମଧ୍ୟରେ ଶିଖର ବୈଠକ

ୱାଶିଂଟନ,୧୬ ।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ସକାଳୁ(ଭାରତୀୟ ସମୟ ଅନୁସାରେ) ହ୍ୱାଇଟ ହାଉସରୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଭର୍ଚୁଆଲ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଅନୁମାନ କରାଯାଉଛି କି ଏହି ବୈଠକରେ ଆମେରିକା ରାଷ୍ଟ୍ରପତି…

ଉପକାରୀ ନିମ୍ବ ଜୁସ୍‌

ନିମ୍ବର ସ୍ବାଦ ପିତା। ହେଲେ ଏହି ଗଛର ବଳ୍କଳ ଏବଂ ପତ୍ର ଆମ ଶରୀର ପାଇଁ ବେଶ୍‌ ଉପକାରୀ। କେତେକ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ କରିବା ସମୟରେ ଏହାକୁ ବ୍ୟବହାର କରାଯାଏ। ନିମ୍ବପତ୍ର କିମ୍ବା ତା’ର ବଳ୍କଳକୁ ଜୁସ୍‌ କରି ପିଆଯାଏ।…

ସି-୧୩୦ଜେ ସୁପର ହରକ୍ୟୁଲେସ ଏୟାରକ୍ରାପ୍ଟରୁ ଲ୍ୟାଣ୍ଡ କରି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୬ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୩୪୧ କିଲୋମିଟର ଲମ୍ବା ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଉଦଘାଟନ ପାଇଁ ଉତ୍ତରପ୍ରଦେଶ ଆସୁଛନ୍ତି । ମୋଦି ଲାକହିଡ ମୋର୍ଟିନ ସି-୧୩୦ ହରକ୍ୟୁଲେସ ଏୟାରକ୍ରାପ୍ଟରୁ ଦିନ ୧ଟା ୩୦ ମିନିଟରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଅବତରଣ କରିବେ…

ଶାନ୍ତି ପାଇଁ ସହନଶୀଳତା ଅପରିହାର୍ଯ୍ୟ

ପୃଥିବୀର ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ସହନଶୀଳତା ଅପରିହାର୍ଯ୍ୟ। ସହନଶୀଳତା ଦ୍ୱାରା ଦୁଇପକ୍ଷ ଅବା ଭିନ୍ନ ଭିନ୍ନ ଗୋଷ୍ଠୀ ମଧ୍ୟରେ ସମନ୍ବୟ ସୃଷ୍ଟି ହୁଏ। ଅପରପକ୍ଷରେ ଅସହିଷ୍ଣୁତା ବିପଦକୁ ଟାଣି ଆଣେ। ତେଣୁ ପୃଥିବୀରେ ଶାନ୍ତିର ମାର୍ଗକୁ ପ୍ରଶସ୍ତ…

ଦଳ ଚାମ୍ପିୟନ୍‌ ହେବାପରେ ଖେଳାଳିଙ୍କୁ ମିଳିଲା ଚେତାବନୀ

ମେଲବୋର୍ନ,୧୬।୧୧: ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ ୨୦୨୧ର ଅନ୍ତିମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱ ଚାମ୍ପିୟନ ହୋଇଛି। ପରେ ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି ଖୁସି ହେବା ପରିବର୍ତ୍ତେ…

୩୨ ଜଣଙ୍କ ମୃତ୍ୟୁ ପରେ ହଟିପାରେ ମଦ ଉପରୁ କଟକଣା

ପାଟଣା,୧୫।୧୧: ମଦ ବ୍ୟାନ ହେବା ପରଠାରୁ ବିହାରରେ ଅପରାଧ ହାର କମିଛି। ଏଥିଯୋଗୁ ମୁଁ ଏବେ ବି ମଦ ବିରୋଧରେ ଅଛି ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଚଳିତ ମାସରେ ମୁଜାଫରନଗରରେ ବିଷାକ୍ତ ମଦ ଘଟଣାରେ ୩୨ ଜଣଙ୍କ…

ରାତିରେ ହେବ ପୋଷ୍ଟମର୍ଟମ

ନୂଆଦିଲ୍ଲୀ,୧୫।୧୧: ଦେଶରେ ପ୍ରଚଳିତ ମୃତଦେହ ବ୍ୟବଚ୍ଛେଦ ଆଇନରେ ବଡ଼ ପରିର୍ତ୍ତନ କରାଯାଇଛି। ପୂର୍ବରୁ ରହିଥିବା ନିୟମ ଅନୁଯାୟୀ ସନ୍ଧ୍ୟା ୫ଟା ପରେ ଓ ସୂର୍ଯ୍ୟାସ୍ତ ପୂର୍ବରୁ ମୃତଦେହ ବ୍ୟବଚ୍ଛେଦ କରାଯାଉ ନ ଥିଲା। ଏହାକୁ ସଂଶୋଧିତ କରାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ,…

ଗାଈ ଜୀବନ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୫।୧୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପରେ ଚରଣଜିତ ସିଂ ଚନ୍ନି ତାଙ୍କ ସାମାଜିକ କାର୍ଯ୍ୟ ପାଇଁ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଛନ୍ତି। ସାଧାରଣ ଲୋକଙ୍କ ପାଇଁ ତାଙ୍କ ଦ୍ୱାର ଖୋଲା ରଖିବା ବିଷୟରେ ସେ ସର୍ବଦା କହିଆସିଛନ୍ତି। ଏପରିକି ଫୋନରେ ଲୋକଙ୍କ…

ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ…

ବେଙ୍ଗାଲୁରୁ,୧୫।୧୧: ଲୋକଙ୍କୁ ନ୍ୟାୟିକ ସହାୟତା ପ୍ରଦାନ କ୍ଷେତ୍ରରେ ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ। ଜଣେ କଷ୍ଟମ ଅଧିକାରୀଙ୍କ ପକ୍ଷରୁ ଆଇନଜୀବୀଙ୍କ ବିରୋଧରେ ଦାଖଲ କରାଯାଇଥିବା ଏକ ଅଭିଯୋଗକୁ କର୍ନାଟକ ହାଇକୋର୍ଟ ଖାରଜ କରି ଏଭଳି କହିଛନ୍ତି। କୋର୍ଟ କହିଛନ୍ତି…

ଆରଆର୍‌ଏସ୍‌ କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ହତ୍ୟା

ଥିରୁଭାନନ୍ତପୁରମ୍‌,୧୫।୧୧: କେରଳର ପାଲକ୍କଡ ଜିଲାରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) କାର୍ଯ୍ୟକର୍ତ୍ତାଙ୍କୁ ସୋମବାର ଛୁରି ଭୁସି ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ଜଣଙ୍କ ହେଲେ ୨୭ ବର୍ଷୀୟ ଏସ ସଞ୍ଜିତ। ଏହି ମୃତ୍ୟୁ ପାଇଁ ଭାଜପା ଜିଲା ସଭାପତି କେ.ଏମ…

ଆୟୁର୍ବେଦିକ ଚିକିତ୍ସାର ବିଜ୍ଞାପନ ଲାଗି କୌଣସି ଅନୁମତି ଲୋଡ଼ା ନାହିଁ…

ଥିରୁଭାନନ୍ତପୁରମ୍‌,୧୫।୧୧: କୌଣସି ସଂସ୍ଥା ପକ୍ଷରୁ ସେଠାରେ ଉପଲବ୍ଧ ଆୟୁର୍ବେଦିକ ଚିକିତ୍ସା ତଥା ସୁବିଧା ସୁଯୋଗ ସମ୍ପର୍କରେ ସର୍ବସାଧାରଣଙ୍କ ସୂଚନା ଲାଗି ବିଜ୍ଞାପନ ପାଇଁ ଅନୁମତି ଲୋଡ଼ା ନାହିଁ। ସମ୍ପୃକ୍ତ ସଂସ୍ଥା କୌଣସି ଔଷଧ ସମ୍ପର୍କରେ ବିଜ୍ଞାପନ କରୁ ନାହାନ୍ତି ବରଂ ଚିକିତ୍ସା…

ଦେଶର ପ୍ରଥମ ବିଶ୍ୱସ୍ତରୀୟ ମଡେଲ ରେଳ ଷ୍ଟେଶନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଭୋପାଳ,୧୫।୧୧:ମଧ୍ୟପ୍ରଦେଶର ରାଣୀ କମଳାପତି ରେଳ ଷ୍ଟେଶନକୁ ସୋମବାର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭୋପାଳ, ମଧ୍ୟପ୍ରଦେଶ ଏବଂ ଦେଶ ପାଇଁ ଆଜି ଦିନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri