Home

୧୧ କେଭି ଲାଇନ୍‌ରୁ ଶିକାର ପାଇଁ ଟାଣିଥିଲେ ତାର, ଦୁଇ ଗିରଫ

କେନ୍ଦୁଝର/ବଡ଼ବିଲ,୩୧ା୧(ସ୍ବ.ପ୍ର.): କେନ୍ଦୁଝର ବନ ଡିଭିଜନ ବଡ଼ବିଲ ରେଞ୍ଜ ଅନ୍ତର୍ଗତ ବଳିତା ବିଟ୍‌ ଅଧିନସ୍ଥ ବିଲେଇପଦା ସେକ୍ସନରେ ଦୁଇଟି ବାରହା ଶିକାର ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଦୟ ହେଲେ ରୁଗୁଡ଼ି ଥାନା, ରୋଇଡ଼ା କ୍ୟାମ୍ପ ହଟିଂ ଅଞ୍ଚଳର…

ସଲମାନଙ୍କୁ ବଡ଼ ପୁରସ୍କାର

ବଲିଉଡ୍‌ର ଭାଇଜାନ ସଲମାନ ଖାନ ଗତ ୩୪ ବର୍ଷ ହେବ ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ତାଙ୍କର ପ୍ରଥମ ଫିଲ୍ମ ‘ବିବି ହୋ ତୋ ୟୈସି’ ୧୯୮୮ରେ ମୁକ୍ତିଲାଭ କରିଥିଲା। ସଲମାନଙ୍କ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଜବରଦସ୍ତ କ୍ରେଜ ଅଛି।…

ଏମିତି ରେଳ ମାର୍ଗ, ଯେଉଁଠି ବସେ ପରିବା ବଜାର

ସାଧାରଣତଃ ଲୋକଙ୍କ ପାଇଁ ଟ୍ରେନ ଯାତ୍ରା ସ୍ମରଣୀୟ ହୋଇ ରହିଥାଏ। ଯେତେବେଳେ ବି ଟ୍ରେନରେ ଯାତ୍ରା କରିବାକୁ ପଡ଼େ ଆମେ ଆନନ୍ଦିତ ହୋଇଥାଉ। ପ୍ରତ୍ୟେକ ବ୍ୟକ୍ତି ଯିଏ କିଛି ସମୟ ଟ୍ରେନରେ ଯାତ୍ରା କରିଛନ୍ତି, ନିଶ୍ଚିତ ଭାବରେ କିଛି ନା କି…

୨୦୨୧-୨୨ ପାଇଁ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ଆକଳନ, ୨୦୨୨-୨୩ରେ ୮ ରୁ ୮.୫ ପ୍ରତିଶତ ଲକ୍ଷ୍ୟ…

ନୂଆଦିଲ୍ଲୀ, ୩୧।୧ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକ ସଭାରେ ଆର୍ଥିକ ସର୍ବେକ୍ଷଣ ୨୦୨୧-୨୦୨୨ ଉପସ୍ଥାପନ କରିଛନ୍ତି। ଏଥିରେ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ପ୍ରକୃତ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ଆକଳନ କରାଯାଇଛି। ଆରବିଆଇର ୯.୫ ପ୍ରତିଶତ ଅନୁମାନଠାରୁ…

ଜିଲା ମୁଖ୍ୟ ଡାକ୍ତରଖାନାରେ ଲାଗିଲା ନିଆଁ

କେନ୍ଦୁଝର,୩୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ଡାଏଲିସିସ୍‌ ଓ୍ବାର୍ଡରେ ଶଟ୍‌ସର୍କିଟ ଯୋଗୁ ନିଆଁ ଲାଗିଯାଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ସିଡିଏମ୍‌ଓ ସୂଚନା ଦେଇଛନ୍ତି। ନିଆଁ ଲାଗିବା ଫଳରେ ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା।

ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇବେ ୪ ବରିଷ୍ଠ ଆଇନଜୀବୀ

କଟକ ଅଫିସ,୩୧ା୧: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବଢ଼ିବ। ଗତ ୨୯ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୪ ବରିଷ୍ଠ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ମିଳିବ । ବରିଷ୍ଠ ଆଇନଜୀବୀ…

ଭାରତକୁ ସେମିଫାଇନାଲ୍‌ରେ ପହଞ୍ଚାଇଲେ ଯବାନଙ୍କ ପୁଅ, ବାପା କହିଲେ କାଲି ପର୍ଯ୍ୟନ୍ତ…

ଆଣ୍ଟିଗୁଆ,୩୧।୧: ଆଇସିସି ଅଣ୍ଡର ୧୯ ବିଶ୍ୱକପର କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ବାମହାତୀ ଦ୍ରୁତ ବୋଲର ରବି କୁମାର ଚମତ୍କାର ବୋଲିଂ କରିଥିଲେ। ସେ ମ୍ୟାଚରେ ୭ ଓଭରରେ…

ଏପରି କମେଣ୍ଟ ଦେବାରୁ ମହିଳାଙ୍କ ଆକାଉଣ୍ଟ ବ୍ଲକ୍‌ କଲା ଫେସ୍‌ବୁକ୍‌

ଫେସବୁକ୍‌ ହେଉଛି ଏକ ମାଧ୍ୟମ, ଯେଉଁଠାରେ ଲୋକମାନେ ନିଜ ଭାବନାକୁ ସାରା ବିଶ୍ୱରେ ବାଣ୍ଟିଥାନ୍ତି। ଏହା ଏପରି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ଯେଉଁଠାରେ ଜଣେ ବ୍ୟକ୍ତି ଦୁନିଆର ଯେକୌଣସି କୋଣରେ ବସି ନିଜର ମତାମତ ଦେଇପାରିବ। ଲୋକଙ୍କ ମଧ୍ୟରେ ଫେସ୍‌ବୁକର…

ସଉକିଆ ପ୍ରଧାନମନ୍ତ୍ରୀ: ପାଖରେ ଅଛି ୨୦୦୦ରୁ ଅଧିକ ଦାମୀ କାର୍‌

ବିଶ୍ୱରେ ଅନେକ ଧନୀ ଲୋକ ଅଛନ୍ତି, ଯାହାଙ୍କ ଅଜବ ସଉକ ରହିଥାଏ। କେହି କେହି ଦାମୀ ଜିନିଷ ସଂଗ୍ରହ କରନ୍ତି, କେହି କେହି ବଡ ବଙ୍ଗଳା କିଣନ୍ତି । ଏହା ବ୍ୟତୀତ କିଛି ଧନୀ ବ୍ୟକ୍ତି ମହଙ୍ଗା କାର ସଂଗ୍ରହ କରିବାକୁ…

୧୩,୦୦୦ ଉପଗ୍ରହ ମହାକାଶକୁ ପ୍ରେରଣ କରିବ ଚାଇନା…

ଲକ୍ଷ୍ନୌ, ୩୧।୧ : ଚାଇନା ମହାକାଶକୁ ୧୩,୦୦୦ ଉପଗ୍ରହ ପ୍ରେରଣ ପାଇଁ ଯୋଜନା କରିଛି। ଏଭଳି କରି ଚାଇନା ନିଜର ମହାକାଶ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିବା କୁହାଯାଉଛି। ଚାଇନା ଏଭଳି ଏକ ମିଶନ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଛି, ଯାହା…

ଅଖିଳେଶଙ୍କ ବିରୋଧରେ ଅପର୍ଣାଙ୍କୁ ଛିଡ଼ା କରାଇବା ଲାଗି ଭାଜପାର ଯୋଜନା…

ଲକ୍ଷ୍ନୌ, ୩୧।୧ : ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଭାଜପା ପକ୍ଷରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ କଡ଼ା ଟକ୍କର ଦେବା ପାଇଁ ଯୋଜନା କରାଯାଇଛି। ଏହି ମର୍ମରେ ଅଖିଳେଶଙ୍କ ବିରୋଧରେ ମୈନପୁରୀ ଆସନରୁ ଭାଇବୋହୂ ଅପର୍ଣା ଯାଦବଙ୍କୁ ଛିଡ଼ା…

ଏମ୍‌ପିଙ୍କୁ ମୋଦିଙ୍କ ନିବେଦନ: ନିର୍ବାଚନ ଯିବ-ଆସିବ, ଚଳିତ ଅଧିବେଶନକୁ କରନ୍ତୁ ଫଳପ୍ରଦ

ନୂଆଦିଲ୍ଲୀ,୩୧।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମ ସହ କଥା ହୋଇଥିଲେ। ଏହି ସମୟରେ ସେ ବଜେଟ ଅଧିବେଶନକୁ ଫଳପ୍ରଦ କରିବାକୁ ଏମ୍‌ପିମାନଙ୍କୁ ନିବେଦନ କରିଥିଲେ। ଆମେ ସମସ୍ତେ ଏହି ଅଧିବେଶନକୁ ଯେତେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri