Home

୪ ବଲ୍‌ରୁ ୪ ଉଇକେଟ୍‌ ନେଇ ଇତିହାସ ରଚିଲେ ଏହି ବୋଲର୍‌

ବାର୍‌ବାଡୋସ୍‌,୩୧।୧: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ କାରିବିଆନ ବୋଲର ଜେସନ ହୋଲ୍ଡର ଚାରିଟି ବଲରେ ଚାରିଟି ଉଇକେଟ ନେଇଥିଲେ। ଏହା ସହିତ ସେ ନିଜ ଦଳକୁ ସିରିଜର ଶେଷ ମ୍ୟାଚ ବିଜୟ ଦେବା ସହ ସିରିଜ ଜିତାଇଥିଲେ। ଏହି…

ନିଷିଦ୍ଧାଞ୍ଚଳରେ ମାଛ ମାରି ଫସିଲେ: ୪ ଟ୍ରଲର ଜବତ, ୩୦ ଅଟକ

କୋଣାର୍କ,୩୧ା୧(ଡି.ଏନ୍‌.ଏ.): ପୁରୀ ଅସ୍ତରଙ୍ଗ ସମୁଦ୍ରର ନିଷିଦ୍ଧାଞ୍ଚଳରେ ବେଆଇନ ମାଛ ମାରୁଥିବାରୁ ୪ ଟ୍ରଲର ଜବତ କରାଯାଇଥିବା ବେଳେ ୩୦ କର୍ମଚାରୀ ଅଟକ ରହିଛନ୍ତି। ପାରାଦୀପ ଅଞ୍ଚଳର ୩ଟି ଓ ବାଲେଶ୍ୱର ଅଞ୍ଚଳର ଗୋଟିଏ ଟ୍ରଲର ଜବତ କରାଯାଇଥିବା ଜଣାପଡ଼ିଛି। ୩୦ ଜଣ…

କିଏ ଜିତିବ ସେମିଫାଇନାଲ୍‌ ବାଜି

ଆଣ୍ଟିଗୁଆ,୩୧।୧: ଆଇସିସି ଅଣ୍ଡର ୧୯ ବିଶ୍ୱକପର କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଆଣ୍ଟିଗୁଆରେ ଖେଳାଯାଇଥିବା ମ୍ୟାଚରେ ଭାରତ ୫ ଉଇକେଟରେ ଜିତିଛି। ଫେବୃଆରୀ ୨ରେ ହେବାକୁ ଥିବା ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ…

ଲୋକତନ୍ତ୍ର ଉପରେ ଆସ୍ଥା ରଖି ଭାରତ ଅଗ୍ରସର ହେଉଛି…

ନୂଆଦିଲ୍ଲୀ, ୩୧।୧ : ପାର୍ଲାମେଣ୍ଟର ବଜେଟ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପାର୍ଲାମେଣ୍ଟର ଉଭୟ ଗୃହକୁ ସମ୍ବୋଧିତ କରି କହିଛନ୍ତି ଯେ, ଭାରତ ଲୋକତନ୍ତ୍ର ଉପରେ ଆସ୍ଥା ରଖି ଅଗ୍ରସର ହେଉଛି। ଦେଶ ଇତିମଧ୍ୟରେ…

ମଣିଷଠାରେ ଘୁଷୁରି ହୃତ୍‌ପିଣ୍ଡ ପ୍ରତିରୋପଣ

ଇତିମଧ୍ୟରେ ସ୍ପେନ୍‌ର ଗବେଷକ ଜୁଆନ୍‌ କାର୍ଲୋସ ଚାଇନାର ଏକ ବିଜ୍ଞାନାଗାରରେ (ତାଙ୍କ ଦେଶରେ ଏ ଗବେଷଣାକୁ ଅନୁମତି ନ ଥିବାରୁ) ଘୁଷୁରିଠାରେ ମଣିଷର କାଣ୍ଡକୋଷିକା ପ୍ରତିରୋପଣ କରି ତହିଁରୁ ବିଭିନ୍ନ ଅଂଶ ଉତ୍ପନ୍ନ କରିବା ଲାଗି ଉଦ୍ୟମ କରିଥିଲେ। ତେବେ ଏଥିରେ…

ପ୍ରୀତି ଜିଣ୍ଟାଙ୍କ ସମ୍ପତ୍ତି ମୂଲ୍ୟ କେତେ ଜାଣନ୍ତି

ବଲିଉଡର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରୀତି ଜିଣ୍ଟା ଅନ୍ୟତମ। ଯଦିଓ ସେ କିଛି ଦିନ ହେବ ପାଇଁ ଫିଲ୍ମଠାରୁ ଦୂରରେ ଅଛନ୍ତି,ତଥାପି ତାଙ୍କ କ୍ରେଜ୍‌ କମିନି। ନିକଟରେ ଦୁଇଟି ଯାଆଁଳା ଶିଶୁର ମା’ ହୋଇଛନ୍ତି। ଆଜିକାଲି ସେ ନିଜ ପିଲା ଜୟ…

ୟୁକ୍ରେନ୍‌ରେ ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ର, ଶସ୍ତା ପାଠପଢ଼ା ଖର୍ଚ୍ଚ ପାଇଁ ପ୍ରତିବର୍ଷ ଯାଇଥାନ୍ତି…

ନୂଆଦିଲ୍ଲୀ/କାଇଭ୍‌, ୩୧।୧ : ପୁଣି ଥରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ୟୁକ୍ରେନରେ ଅଧ୍ୟୟନ କରୁଥିବା ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କ ସୁରକ୍ଷା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପରିସ୍ଥିତିକୁ ନିରନ୍ତର…

୫ ଜି ପ୍ରଯୁକ୍ତି ବିଦ୍ୟା

ମୋବାଇଲ୍‌ ଫୋନ୍‌ ବର୍ତ୍ତମାନ ଏକ ଅପରିହାର୍ଯ୍ୟ ଉପକରଣ ଭାବେ ବିବେଚିତ ହେଉଛି। ଆଜିର ସ୍ମାର୍ଟଫୋନ୍‌ରେ କଥାହେବା ସହିତ ବାର୍ତ୍ତା (ମ୍ୟାସେଜ୍‌), ଭିଡିଓ, ଚିତ୍ର ଆଦି ପ୍ରେରଣ କରିବା ସହ ଚଳଚ୍ଚିତ୍ର ଓ ଟିଭି କାର୍ଯ୍ୟକ୍ରମ ଦେଖିବା ଏବଂ ଇଣ୍ଟରନେଟ୍‌ ଆଦିର ସୁବିଧା…

ଏକାସାଙ୍ଗରେ ୪ କାମ କରୁଛନ୍ତି ବିକି

ବଲିଉଡ୍‌ ଅଭିନେତା ବିକି କୌଶଲ ବିବାହ ପରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଏବେ ଇନ୍ଦୋରରେ ଶୁଟିଂ କରୁଛନ୍ତି। ଶୁଟିଂ ପରେ ବିକି ସନ୍ଧ୍ୟାରେ ସୂର୍ଯ୍ୟାଦୋୟ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ବିକି ତାଙ୍କ ଅଫିସିଆଲ ସ୍‌ଇନଷ୍ଟା ଷ୍ଟୋରୀ ଫଟୋ…

ପାଠପଢ଼ା ଶେଷ, ଚାକିରି ନାହିଁ, ରାଜସ୍ଥାନରେ ଅଧିକ ବେକାର ଗ୍ରାଜୁଏଟ୍‌…

ନୂଆଦିଲ୍ଲୀ, ୩୧।୧ : ସାରା ଦେଶରେ ଯୁବକମାନେ ବେକାରି ସମସ୍ୟା ସହ ଲଢୁଛନ୍ତି। ଭଲ ଅଧ୍ୟୟନ ପରେ ଏହି ଅବସ୍ଥା । କେତେକ ବୃହତ ରାଜ୍ୟରେ ବେକାରୀ ଏତେ ବୃଦ୍ଧି ପାଇଛି ଯେ ସ୍ନାତକ ହାସଲ କରିଥିବା ଯୁବକମାନଙ୍କ ପାଖରେ ଚାକିରି…

ଚାଉଳ ରିସାଇକ୍ଲିଂକୁ ପ୍ରୋତ୍ସାହନ

ଯାଜପୁର ଅଫିସ,୩୧ା୧: ଧାନ ସଂଗ୍ରହ ଓ ଚାଉଳ ଦାଖଲ ପ୍ରକ୍ରିୟାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଏକାଧିକ ନିର୍ଦ୍ଦେଶକୁ ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ)ମାନେ ଅବମାନନା କରୁଛନ୍ତି। ଚାଉଳ ରିସାଇକ୍ଲିଂ କିମ୍ବା କଳାବଜାରି ନିୟନ୍ତ୍ରଣ ପାଇଁ ରାଇସ୍‌ ରିସିଭିଂ ସେଣ୍ଟର (ଆର୍‌ଆର୍‌ସି) ଓ ମିଲ୍‌ଗୁଡିକରେ ଧାନ…

ଦେଶ ସୁରକ୍ଷା ପାଇଁ ଲୋକଙ୍କୁ ନକଲି ବନ୍ଧୁକରେ ତାଲିମ…

କାଇଭ୍‌, ୩୧।୧ : ଅସ୍ତ୍ରବିରତି ଉଲ୍ଲଂଘନ ପରେ ମଧ୍ୟ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ରୁଷିଆ ସୈନ୍ୟ ସ୍ଥଳ ତଥା ସମୁଦ୍ରରେ ମଧ୍ୟ ୟୁକ୍ରେନକୁ ଘେରାବନ୍ଦୀ କରିଛି। ଏହା ଅନୁମାନ କରାଯାଉଛି ଯେ ଯଦି କୂଟନୈତିକ ଆଲୋଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri