Home

ସୂରସାମ୍ରାଜ୍ଞୀଙ୍କୁ ଶେଷ ବିଦାୟ ଦେବାକୁ ଶିବାଜୀ ପାର୍କ ପହଞ୍ଚିଲେ ମୋଦି

ମୁମ୍ବାଇ,୬।୨: ମହାନ ଗାୟିକା ଲତା ମଙ୍ଗେଶକର ଆଉ ନାହାଁନ୍ତି। ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଥିଲେ। ଏବେ ସୂରସାମ୍ରାଜ୍ଞୀଙ୍କର ଶେଷ ଯାତ୍ରା ଆରମ୍ଭ ହୋଇଛି। ପ୍ରତାପ କୁଞ୍ଜରେ ଅବସ୍ଥିତ ଘରୁ ଲତା ମଙ୍ଗେସକରଙ୍କ ପାର୍ଥତ୍ବ ଶରୀର ଶିବାଜୀ ପାର୍କରେ ପହଞ୍ଚିଛି,…

ଆମେରିକା-ଚାଇନା ବିବାଦର ସମାଧାନ କରିବାକୁ ଚାହାନ୍ତି ଇମ୍ରାନ

ଇସଲାମାବାଦ,୬ା୨: ଆମେରିକା-ଚାଇନା ମଧ୍ୟରେ ବିବାଦର ସମାଧାନ ପାଇଁ ପାକିସ୍ତାନ ଏହାର ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ। ପାକିସ୍ତାନର ଫେଡେରାଲ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫଓ୍ବାଦ ହୁସେନ ଏହା କହିଛନ୍ତି। ସେ କହିଛନ୍ତି, ଥିଙ୍କ ଟ୍ୟାଙ୍କଙ୍କ ସହ ସାକ୍ଷାତ ସମୟରେ…

ହ୍ବାଟସ୍‌ଆପ୍‌ରେ ସାଇବର ଠକେଇ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୬।୨ : ଇଣ୍ଟରନେଟ ଯୁଗରେ ହ୍ବାଟସ୍‌ଆପ୍‌ର ବ୍ୟବହାର ସଭିଏଁ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ହ୍ବାଟସ୍‌ ଆପ୍‌ର ୨ ବିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି। ବର୍ତ୍ତମାନ ସାଇବର ଠକମାନେ ଏହାକୁ ଟାର୍ଗେଟ କରିବା ଆରମ୍ଭ କରିଛି। ଯଦି…

ସଡ଼କ ଦୁର୍ଘଟଣା: ପ୍ରାଣ ହରାଇଲେ ପ୍ରଧାନଶିକ୍ଷକ, ସ୍ତ୍ରୀ ଗୁରୁତର

ବାଲିଗୁଡ଼ା,୬ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ନିକଟସ୍ଥ ଏଫ୍‌ସିଆଇ ଗୋଦାମ ନିକଟରେ ରବିବାର ଏକ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ି ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ଏକ ଘରୋଇ…

ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନକ୍‌ଭୀ ଅଜମେର ଦରଘାରେ ଚାଦର ଚଢ଼ାଇଲେ…

ଅଜମେର, ୬।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କେନ୍ଦ୍ରୀୟ ଅଳ୍ପ ସଂଖ୍ୟକ ମନ୍ତ୍ରୀ ମୁକ୍ତାର ଅବ୍ବାସ ନକ୍‌ଭୀ ଆଜମେରର ସୁଫି ସନ୍ଥ ଖ୍ବାଜା ମୋଇନୁଦ୍ଦିନ୍‌ ଚିସ୍ତିଙ୍କ ଦରଘାରେ ଚାଦର ଚଢ଼ାଇଛନ୍ତି। ଏହି ଅବସରରେ ନକ୍‌ଭୀ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସମ୍ପର୍କରେ ଉଲ୍ଲେଖ…

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରୁ ପରଦା ଉଠାଇଲା କଂଗ୍ରେସ

ଚଣ୍ଡିଗଡ, ୬।୨: ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି। ଚରଣଜିତ ସିଂ ଚନ୍ନି କଂଗ୍ରେସର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ସୂଚନା ଦେଇଛନ୍ତି। ରାହୁଲ କହିଛନ୍ତି, ଚନ୍ନି ଗରିବ ଘରର। ତାଙ୍କ ମଧ୍ୟରେ…

ଅନ୍ୟ ଧର୍ମ ପ୍ରତି ସହିଷ୍ଣୁତା ଦେଶରେ ସୃଷ୍ଟି କରିଛି ଭିନ୍ନତାରେ ଏକତା…

ମାଡ୍ରାସ୍‌, ୬।୨ : ଦେଶରେ ଅନ୍ୟ ଧର୍ମ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଦେଖାଦେଉଥିବା ସହିଷ୍ଣୁତା ଆଚରଣ ଯୋଗୁ ଭିନ୍ନତାରେ ଏକତା ସୃଷ୍ଟି ହୋଇପାରିଛି। ଏଭଳି ମନୋଭାବ ପ୍ରତି ନାଗରିକଙ୍କ କ୍ଷେତ୍ରରେ ପ୍ରଦର୍ଶିତ ହେବା ଉଚିତ। ଏକ ମାମଲାର ବିଚାର କରି ମାଡ୍ରାସ୍‌…

କ୍ୟାନ୍‌ସର୍‌ରେ ସୁରେଶ ରାଇନା ପିତାଙ୍କ ପରଲୋକ

ଗାଜିଆବାଦ୍‌, ୬।୨:ପୂର୍ବତନ ଟିମ ଇଣ୍ଡିଆ ଅଲରାଉଣ୍ଡର ସୁରେଶ ରାଇନାଙ୍କ ପିତା ତ୍ରିଲୋକଚାନ୍ଦ ରାଇନାଙ୍କ ରବିବାର ଗାଜିଆବାଦସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି କ୍ୟାନ୍‌ସର୍‌ ରୋଗରେ ପୀଡିତ ଥିଲେ। ତ୍ରିଲୋଚାନ୍ଦ ରାଇନା ଜଣେ ସୈନିକ ଥିଲେ। ସେ…

ପାଣି ବଦଳରେ ଟ୍ୟାପ୍‌ରୁ ବାହାରୁଛି ଗରମ ଚା’, ଭିଡିଓ ଦେଖିଲେ ହିଁ କରିବେ ବିଶ୍ୱାସ

ଉତ୍ତର ପ୍ରଦେଶରେ ବର୍ତ୍ତମାନ ପ୍ରବଳ ଥଣ୍ଡା ପଡ଼ିଛି। ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହେଉଥିବାବେଳେ ସବୁ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳୁଛି। ଏପରିକି ମୁମ୍ବାଇରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି ଏବଂ ଥଣ୍ଡା ବୃଦ୍ଧି ପାଇଛି। ଅନେକ ସ୍ଥାନରେ ମଧ୍ୟ ବର୍ଷା ହେଉଛି।…

ଲତାଙ୍କ ମୃତ୍ୟୁରେ ପାକିସ୍ତାନରେ ଶୋକ: ମନ୍ତ୍ରୀ କହିଲେ, ସ୍ବରର ଯାଦୁ ସବୁଦିନ ପାଇଁ ରହିବ

ଇସଲାମାବାଦ,୬।୨: ଭାରତ ରତ୍ନ ଲତା ମଙ୍ଗେସ୍‌କରଙ୍କ ମୃତ୍ୟୁରେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। କିମ୍ବଦନ୍ତୀ ଗାୟିକାଙ୍କୁ ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଲତା ସଙ୍ଗୀତ ଜଗତରେ ଦୀର୍ଘ ଦଶନ୍ଧି…

ମହାଯାତ୍ରା ଆରମ୍ଭ…

ମୁମ୍ବାଇ, ୬।୨ : ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ଅନ୍ତିମ ସଂସ୍କାର ପାଇଁ ମହାଯାତ୍ରା ଆରମ୍ଭ ହୋଇଛି। ଲତାଙ୍କ ପାର୍ଥିବ ଶରୀର ଉପରେ ତ୍ରିରଙ୍ଗା ରଖାଯାଇ ଶିବାଜୀ ପାର୍କ ଅଭିମୁଖେ ନିଆଯାଉଛି। ପ୍ରଭୁକୁଞ୍ଜ ଆପାର୍ଟମେଣ୍ଟର ଫାଷ୍ଟ୍‌ ଫ୍ଲୋର୍‌ରୁ ଲତାଙ୍କୁ ସେନା ଯବାନ…

ଗୋଟିଏ କ୍ୟାଚ୍‌ ବଦଳାଇ ଦେଲା ମ୍ୟାଚ୍‌

ଆଣ୍ଟିଗୁଆ,୬।୨: ଅଣ୍ଡର -୧୯ ବିଶ୍ୱକପ ଫାଇନାରେ ଭାରତ ଇଂଲଣ୍ଡକୁ ପରାସ୍ତ ଚାମ୍ପିଅନ୍‌ ହୋଇଛି। ଭାରତୀୟ ଦଳ ୧୯୦ ରନ୍‌ର ଲକ୍ଷ୍ୟକୁ ଭାରତ ୬ ଉଇକେଟ୍‌ ହରାଇ ହାସଲ କରିଥିଲା। ହାସଲ କରିଥିଲା। ରୋମାଞ୍ଚକର ଫାଇନାଲ ମୁକାବିଲାରେ ରାଜ ବାୱା ଓ ରବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri