ଆଜିଠୁ ଖୋଲିବ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର,୭।୨(ବ୍ୟୁରୋ): କୋଭିଡ୍ କଟକଣା ସହ ରାଜ୍ୟରେ ସୋମବାରଠାରୁ ଶିକ୍ଷାନୁଷ୍ଠାନ ଖୋଲିବ। ସରକାରୀ ଓ ଘରୋଇ ସ୍କୁଲରେ ଅଷ୍ଟମରୁ ଦଶମ ଛାତ୍ରୀଛାତ୍ର ଶ୍ରେଣୀ ଗୃହରେ ବସି ପାଠ ପଢ଼ିବେ। ଏଥିସହିତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ସମେତ ସମସ୍ତ ବୈଷୟିକ ଓ ପ୍ରଫେଶନାଲ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ…
ସବୁ ଭାରିଆଣ୍ଟ ପାଇଁ ‘ଅଭିସ୍କୋଭାକ୍’
ନୂଆଦିଲ୍ଲୀ,୭ା୨: ଭାରତୀୟ ବୈଜ୍ଞାନିକମାନେ କୋଭିଡ୍ ମହାମାରୀର ସବୁ ଭାରିଆଣ୍ଟକୁ ପ୍ରତିହତ କରିବା ଭଳି ଏକ ଭାକ୍ସିନ ବିକଶିତ କରିଥିବା ଦାବି କରିଛନ୍ତି। ନୂଆ ଟିକାର ନାମ ‘ଅଭିସ୍କୋଭାକ୍’ ରଖାଯାଇଛି। ଏହି ଗବେଷଣାରେ ଭୁବନେଶ୍ୱରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ…
ଶହେ ପ୍ରତିଶତ କ୍ଷମତାରେ ଚାଲିବ କାର୍ଯ୍ୟାଳୟ, ଖୋଲିବ ସ୍କୁଲ
ନୂଆଦିଲ୍ଲୀ,୭ ।୨: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣରେ ବ୍ରେକ୍ ଲାଗିବା ପରେ ସୋମବାରଠାରୁ ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଖୋଲିବାକୁ ଅନୁମତି ଦିଆଯାଇଛି । ଏହାସହ ସମସ୍ତ କାର୍ଯ୍ୟାଳୟ ବି ୧୦୦ ପ୍ରତିଶତ କ୍ଷମତାରେ ଚାଲିବ । ଅନ୍ୟପଟେ ଦିଲ୍ଲୀରେ…
ଆଜି ରୋଜ୍ ଡେ’: ପ୍ରେମ ବଢ଼ାଏ ଗୋଲାପ
ଭାଲେଣ୍ଟାଇନ୍ ସପ୍ତାହ ରୋଜ୍ ଡେ’ରୁ ହିଁ ଆରମ୍ଭ ହୋଇଥାଏ। ଅର୍ଥାତ୍ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ଏହାକୁ ପାଳନ କରିଥା’ନ୍ତି। ଗୋଲାପ ମାଧ୍ୟମରେ ଆଜିର ଯୁବପିଢ଼ି ନିଜ ନିଜର ପାର୍ଟନରଙ୍କୁ ପ୍ରପୋଜ କରିଥା’ନ୍ତି। କାରଣ ପ୍ରେମର ପ୍ରତୀକ ହେଉଛି ଗୋଲାପ।…
‘ମୋତେ ବିଶ୍ୱାସ କରିଥିବାରୁ ହୃଦୟରୁ ଧନ୍ୟବାଦ’
ଚଣ୍ଡିଗଡ,୬।୨: ପଞ୍ଜାବ ବିଧାନସଭା ପୂର୍ବରୁ ରାଜ୍ୟରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରବିବାର ଘୋଷଣା କରିଛି। ପଞ୍ଜାବର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ରାଜ୍ୟରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଦଳର ନେତା ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି। ଏହା ପରେ…
ଗୋଟିଏ ଡୋଜ୍, କରୋନା ଛୁ’: ସ୍ପୁଟ୍ନିକ୍ ଲାଇଟ ଟିକାକୁ ମିଳିଲା ସବୁଜ ସଙ୍କେତ
ନୂଆଦିଲ୍ଲୀ,୬।୨:ସମଗ୍ର ବିଶ୍ୱରେ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି। କରୋନା ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। କରୋନା ବିରୋଧ ଲଢେଇରେ କେବଳ ଟିକା ପ୍ରଭାବଶାଳୀ ବୋଲି ପ୍ରମାଣିତ ହେଉଛି। ଭାରତରେ ପୂର୍ବରୁ ଦୁଇଟି ସ୍ବଦେଶୀ କରୋନା ଟିକା…
୩୪ ବର୍ଷ ପରେ ତୁଷାରପାତ
ଇଟାନଗର,୬।୨: ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟରେ ଥିବା ଦରିଆ ହିଲରେ ରବିବାର ସକାଳେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା। ୩୪ ବର୍ଷ ପରେ ତୁଷାରପାତ ହୋଇଛି। ଏହା ବ୍ୟତୀତ ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲାର ରୂପା ସହରରେ…
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା, ଯାଞ୍ଚ୍ ଟିମ୍ଙ୍କ ଘଟଣାସ୍ଥଳ ପରିଦର୍ଶନ…
ନୂଆଦିଲ୍ଲୀ, ୬।୨ : ଜାନୁୟାରୀ ୫ରେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ହୋଇଥିବା ସୁରକ୍ଷା ଅବହେଳାର ଯାଞ୍ଚ୍ ପାଇଁ ଗଠିତ ହୋଇ ଥିବା ଟିମ୍ ରବିବାର ଫିରୋଜପୁରରେ ପହଞ୍ଚିଛନ୍ତି। ଅବସର ପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ୫…
ଗୋଟିଏ ଭିଡିଓ ଯୋଗୁ ରାତାରାତି ଷ୍ଟାର୍ ପାଲଟିଲେ ବାଦାମ ବିକ୍ରେତା
ଆଜିକାଲି ସୋସିଆଲ ମିଡିଆ ଜରିଆରେ ଅନେକ ଲୋକ ରାତାରାତି ଷ୍ଟାର ପାଲଟିବା ନଜିର ରହିଛି। ରାନୁ ମଣ୍ଡଳ, ଡ୍ୟାନ୍ସ ଓ୍ବାଲେ ଡବୁ ଅଙ୍କଲ କିମ୍ବା ସହଦେବ ଡିରଡୋ ଭଳି କଳାକାର ସୋସିଆଲ ମିଡିଆ ମାଧ୍ୟମରେ ପରିଚୟ ପାଇଛନ୍ତି। ନିକଟରେ ସେମିତି ଏକ…
ଆତଙ୍କବାଦୀଙ୍କ ପାଖରେ ବୋମାବର୍ଷୀ ଡ୍ରୋନ୍…
ଓ୍ବାଶିଂଟନ, ୬।୨ : ଏବେ ଆତଙ୍କବାଦୀଙ୍କ ସହିତ ଲଢ଼େଇ କରିବା କଷ୍ଟକର ହେବାକୁ ଯାଉଛି। ଏନେଇ ଅନ୍ତର୍ଜାତୀୟସ୍ତରରେ ବିକଶିତ ରାଷ୍ଟ୍ରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସୌଦି ଏବଂ ୟୁଏଇରେ ଡ୍ରୋନ୍ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି। ଏହି ଦୁଇ ଦେଶରେ ପଡ଼ୋଶୀ…
ପଞ୍ଚଭୂତରେ ବିଲୀନ ପାର୍ଥିବ ଶରୀର…
ମୁମ୍ବାଇ, ୬।୨ : ମହାନ ଗାୟିକା ଲତା ମଙ୍ଗେସକରଙ୍କର ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଶିବାଜୀ ପାର୍କଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଲତାଙ୍କୁ ଲୋତକ ଭରା ଆଖିରେ ଦେଶବାସୀ ଚିର ବିଦାୟ ଦେଇଛନ୍ତି। ଭାଇ ହୃଦୟନାଥ ମଙ୍ଗେସକର ଲତାଙ୍କୁ ମୁଖାଗ୍ନି…
ନିଆରା ଶ୍ରଦ୍ଧାଞ୍ଜଳି: ୧୫ ଦିନ ପର୍ଯ୍ୟନ୍ତ ସବୁ ଟ୍ରାଫିକ୍ ସିଗ୍ନାଲ୍ରେ ବାଜିବ ଲତା ମଙ୍ଗେସକରଙ୍କ ଗୀତ
କୋଲକତା,୬।୨: ସୂରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ର ସରକାର ଦୁଇ ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି, ଦେଶର ଅନେକ ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ଶୋକ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର…
Archives


